• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Who is sana makbul wins big boss ott 3 25 lakh cash
ବିଗ୍ ବସ୍ OTT 3 ର ବିଜେତା ମୁକୁଟ ପିନ୍ଧିଲେ ସନା ମକବୁଲ୍; ଦେଖନ୍ତୁ ତାଙ୍କର କିଛି ଆକର୍ଷଣୀୟ ଫଟୋ

ସନା ମକବୁଲ୍ 'ଲେଡି ବସ୍' ହୋଇ ବିଗ୍ ବସ୍ OTT 3 ର ବିଜେତା ମୁକୁଟ ଜିତିଛନ୍ତି। ପୂରା ସିଜନ୍‌ରେ ଦମଦାର୍ ଖେଳ ଖେଳି ସନା ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ସେ ବିଗ୍ ବସ୍ OTT 3 ର ଏକମାତ୍ର ପ୍ରତିଯୋଗୀ ଯିଏ ଅନିଲ କପୁରଙ୍କ ଠାରୁ ପ୍ରତି ସପ୍ତାହ ଶେଷରେ କିଛି ନା କିଛି ବିଷୟରେ ଶୁଣୁଥିଲେ, କିନ୍ତୁ ସେ ପ୍ରତ୍ୟେକ ଥର ନିଜ ଦୃଷ୍ଟିକୋଣକୁ ଅତି ବୁଦ୍ଧିମାନ ଭାବରେ ଉପସ୍ଥାପନ କରୁଥିଲେ। ତାଙ୍କର ଏହି ଷ୍ଟାଇଲ୍ କାରଣରୁ ‘ବିଗ୍ ବସ୍’ର ଅନେକ ଲୋକ ତାଙ୍କୁ ସ୍ୱାର୍ଥପର ଏବଂ ମାଷ୍ଟରମାଇଣ୍ଡ ଭଳି ଶବ୍ଦ କହିଛନ୍ତି। ସନାଙ୍କ ବିଜୟ ପରେ, ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ସେ ପ୍ରକୃତରେ କିଏ? ଯଦି ଆପଣ ମଧ୍ୟ ଏହା ଜାଣିବାକୁ ଚାହାଁନ୍ତି, ତେବେ ଆସନ୍ତୁ ଜାଣିବା...

Katrina kaif said on sitting home and raising children
Katrina Kaif: ଫିଲ୍ମ ଦୁନିଆ ଛାଡିଦେବେ କି କ୍ୟାଟ୍ରିନା କୈଫ୍; କହିଲେ ‘ଘରେ ରହି ପିଲାର ଲାଳନ ପାଳନ କରିବି’

କ୍ୟାଟ୍ରିନାଙ୍କ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ଗଣମାଧ୍ୟମକୁ ସେ କହିଛନ୍ତି ଯେ ଘରେ ରହି ପିଲାର ଯତ୍ନ ନେବେ। ତେବେ ତାଙ୍କର ଏହି କଥାରୁ ଜଣାପଡୁଛି ସେ ବୋଧେ ବଲିଉଡ୍ ଦୁନିଆକୁ ବାଏ ବାଏ କରିବେ ଆଉ ପିଲାର ଦାୟିତ୍ୱ ନେବେ। ଏହା ସହିତ ସେ ହୁଏତ ଲଣ୍ଡନରେ ରହିପାରନ୍ତି।

John Abraham got angry at journalist and say idiot
Vedaa Trailer Release: ସାମ୍ବାଦିକଙ୍କ ଉପରେ ରାଗିଗଲେ ଜନ୍ ଆବ୍ରାହମ୍; କହିଲେ ଇଡିଅଟ୍… ଜାଣନ୍ତୁ କାହିଁକି…

ଜଣେ ସାମ୍ବାଦିକ ଜନ୍ ଆବ୍ରାହମ୍‌ଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ କ୍ରୋଧିତ କରିଥିଲା। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଜାଣନ୍ତୁ ସାମ୍ବାଦିକଙ୍କ ଉପରେ ରାଗି କ’ଣ କହିଲେ ଜନ୍ ଆବ୍ରାହମ୍।

Kriti sanon flaunts beach body as she enjoying in greece
ସମୁଦ୍ର ସ୍ନାନ କରି ଭିଡିଓ ଶେୟାର କଲେ କୃତି ସାନନ୍; ଲୋକେ ଦେଖି ହୃଦୟ ଦେଲେ

ବଲିଉଡ୍ କ୍ୱିନ୍ କୃତି ସାନନ୍ ଆଜିକାଲି ତାଙ୍କ ପ୍ରେମ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ପୁଣି ଥରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଏପରି ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଆପଣ ତାଙ୍କର କିଲିଙ୍ଗ୍ ଲୁକ୍ ଦେଖିବା ପରେ ହୃଦୟ ଦେଇ ବସିବେ। ଏହି ଭିଡିଓରୁ ଲାଗୁଛି ସେ ସାଗର ସ୍ନାନ କରୁଛନ୍ତି। ଭିଡିଓରେ କୃତି ସାନନ୍ ଖୁବ୍ ଷ୍ଟାଇଲିସ୍ ଅବତାରରେ ନଜର ଆସିଛନ୍ତି।

aishwarya rai bachchan
ପାପାରାଜିଙ୍କ ପ୍ରଶ୍ନର ହସି ହସି ବଢ଼ିଆ ଉତ୍ତର ଦେଲେ ଐଶ୍ୱର୍ଯ୍ୟା..!

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ କ’ଣ ଚାଲିଛି ? ଉଭୟଙ୍କ ମଧ୍ୟରେ ମତଭେଦ ରହିଛି କି ? ନା ଏହା କେବଳ ଗୁଜବ ? ଏହି ସବୁ ପ୍ରଶ୍ନର ଉତ୍ତର ଫ୍ୟାନ୍ସମାନେ ଜାଣିବାକୁ ଚାହାଁନ୍ତି ।

Delhi Posh Area
ଦିଲ୍ଲୀର ଦାମୀ ଏରିଆ, ଯେଉଁଠି ରହିଛି ଆର୍ଯ୍ୟନ୍‌ଙ୍କ ୨୭୦୦ ବର୍ଗଫୁଟ୍‌ର ଘର

ସବୁଠୁ ଭଲ କଥା ହେଉଛି ଏଠାରୁ ସହରର ପ୍ରତ୍ୟେକ କୋଣରେ ପହଞ୍ଚିବା ପାଇଁ ଖୁବ୍‌ ସହଜ । ମେଟ୍ରୋ ଷ୍ଟେସନଗୁଡ଼ିକ ଖୁବ୍‌ ପାଖରେ ରହିଛି ।

Salman Khan
ସମାଜ ପରିବର୍ତ୍ତନ କରିବାକୁ ସଲମାନଙ୍କୁ ହତ୍ୟା ଯୋଜନା ! ଆକ୍ରମଣ ପୂର୍ବରୁ ମିଳିଥିଲା ସିଗାରେଟ୍

ଗତ ଏପ୍ରିଲ ମାସରେ ସୁପରଷ୍ଟାର ସଲମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ସଲମାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ବ୍ୟକ୍ତି ଗୁଳି ଚଳାଇଥିଲେ । ପରେ ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା ।

india shooter manu bhakers fashion outfit dress
ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତି ଦେଶକୁ ଗର୍ବିତ କରିଥିବା ମନୁ ଭାକରଙ୍କର ଷ୍ଟାଇଲ୍ ବି ଚମତ୍କାର

ବର୍ତ୍ତମାନ ପ୍ୟାରିସ୍ ଅଲିମ୍ପିକ୍ସ ଚାଲିଛି। ଦେଶର ବିଭିନ୍ନ କ୍ଲବ୍‌ର ଖେଳାଳିମାନେ ଜିତିବା ସହ ଭାରତକୁ ପଦକ ଆଣିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଭାରତୀୟ ସୁଟର ମନୁ ଭାକର ବ୍ରୋଞ୍ଜ୍‌ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ସେ ନିଜ ସରଳ ଷ୍ଟାଇଲ୍‌ରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଆନ୍ତି। ତାଙ୍କର ଭିନ୍ନ ଫ୍ୟାଶନ ଷ୍ଟାଇଲ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

Dimple kapadia was suffering from leprosy at 12
ଡିମ୍ପଲ୍ କପାଡିଆ କହିଲେ ତାଙ୍କ ଦୁଃଖ କଥା; କୁଷ୍ଠ ରୋଗରେ ପୀଡିତ ଥିଲେ, ରାଜ କପୁର କରିଥିଲେ ରିଜେକ୍ଟ୍

ଆପଣ ହୁଏତ ବିଶ୍ୱାସ କରିବେ ନାହୁଁ, ଯେଉଁ ଫିଲ୍ମରେ ଡିମ୍ପଲ୍ କପାଡିଆ ଦର୍ଶକ ଏବଂ ଫିଲ୍ମ ନିର୍ମାତାଙ୍କୁ ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ କରିଦେଇଥିଲେ, ସେ ଦିନେ କୁଷ୍ଠ ରୋଗରେ ପୀଡିତ ଥିଲେ। ଆସନ୍ତୁ ସେ ସବୁ ବିଷୟରେ ଜାଣିବା।

Amitabh bachchan film fakt purusho maate trailer out
Trailer Release: ଅମିତାଭ ବଚ୍ଚନଙ୍କ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍; ନିଆରା ଭୂମିକାରେ ଦେଖାଦେବେ ବିଗ୍ ବି'

ଅମିତାଭ ବଚ୍ଚନ ବର୍ତ୍ତମାନ 'କଲ୍‌କୀ ୨୮୯୮ ଏଡି' ଫିଲ୍ମର ସଫଳତାକୁ ଉପଭୋଗ କରୁଛନ୍ତି। ବର୍ତ୍ତମାନ ଅମିତାଭ ଫିଲ୍ମ 'ଫକ୍ତ୍ ପୁରୁଷୋ ମାତେ' ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିବେ।

Shah rukh khan cataract operation will be treated
ହେବ ସର୍ଜରୀ; ଆମେରିକା ଯିବେ ବଲିଉଡ୍ ବାଦଶାହ ଶାହରୁଖ; ଜାଣନ୍ତୁ କାହିଁକି…

ଶାହରୁଖଙ୍କୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ସେ ଆଖି ପାଇଁ ଡାକ୍ତରଖାନା ଯାଇଥିଲେ। ଜୁଲାଇ ୨୯ରେ ତାଙ୍କ ଆଖି ସର୍ଜରୀ ହୋଇଛି। କିନ୍ତୁ ଏହି ସର୍ଜରୀ ସଠିକ୍ ଭାବରେ ହୋଇପାରି ନାହିଁ, ଯେଉଁଥିପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି।

Babushaan Mohanty
ଛାତିରେ ବାବୁସାନ୍‌ଙ୍କ ଟାଟୁ କଲେ ଫ୍ୟାନ୍‌: କହିଲେ ଏମତି କଥା...

ଟାଟୁ ଆପଣ କ୍ରିକେଟର ଫ୍ୟାନ୍ସଙ୍କ ଶରୀରରେ ଦେଖିଥିବେ । ହେଲେ ଆମ ଓଲିଉଡର କୌଣସି ହିରୋଙ୍କ ଛବି କେହି ଛାତିରେ ଆଙ୍କିଥିବା ହୁଏତ କେବେ ଦେଖିନଥିବେ । 

Ulajh makers organised fan screenings before release
ରିଲିଜ୍ ପୂର୍ବରୁ ଚର୍ଚ୍ଚା; ସସ୍‌ପେନ୍ସରେ ଭରା ଜାହ୍ନବୀ କପୁରଙ୍କ ଏହି ଫିଲ୍ମ

ଜାହ୍ନବୀ କପୁରଙ୍କ 'ଉଲଝ୍' ଅଫିସିଆଲ୍ ରିଲିଜ୍ ପୂର୍ବରୁ ଫିଲ୍ମ ଟିମ୍ ଅନେକ ସହରରେ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଘୋଷଣା କରିଛି, ଯାହାର ଟିକେଟ୍ ମାତ୍ର ୩୦ ମିନିଟ୍‌ରେ ବିକ୍ରି ହୋଇଯାଇଛି। ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି।

Whose power is too much in the house Amitabh Bachchan gave answer to such a question
ଘରେ କାହାର ରାଜୁତି ଅଧିକ ଚାଲେ…. ଏମିତି ପ୍ରଶ୍ନର ସାଙ୍ଘାତିକ ଉତ୍ତର ଦେଲେ ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ବୈବାହିକ ଜୀବନ ବିତାଉଛନ୍ତି। ଏନେଇ ତାଙ୍କ ପ୍ରଶଂସକ ହୁଅନ୍ତୁ କି ଦର୍ଶକ ଯିଏ ତାଙ୍କ ସଫଳ ବିବାହ ପଛର ରହସ୍ୟ ବିଷୟରେ ପଚାରନ୍ତି ସେ ସର୍ବଦା ଏହାର ଉତ୍ତର ଦିଅନ୍ତି।

Divorce
ଡିଭୋର୍ସ ପରେ ଖୁସିରେ ନାଚିଲେ ମହିଳା, ଆୟୋଜନ କଲେ ଡ୍ୟାନ୍ସ ପାର୍ଟି

‘ଡିଭୋର୍ସକୁ ଉତ୍ସବ ଭଳି ପାଳିବା ଆରମ୍ଭ କଲେ ଲୋକେ ବିବାହ କରିବାକୁ ଭୟ କରିବେ...’

Kriti sanon break silence about nepotism actress
ବଡ ଡେବ୍ୟୁ ହିଟ୍ ଦେବା ପରେ ମଧ୍ୟ ସଂଘର୍ଷ କରୁଛନ୍ତି ଏହି ନାୟିକା; କହିଲେ ମୁଁ ଯଦି ଫିଲ୍ମ ପରିବାରର ହୋଇଥାନ୍ତି…

ବଲିଉଡ୍‌ରେ ଏମିତି କିଛି ସେଲିବ୍ରିଟି ମଧ୍ୟ ଅଛନ୍ତି ଯେଉଁମାନେ ଷ୍ଟାର୍ କିଡ୍ସ ନୁହନ୍ତି। ସେମାନଙ୍କ ଉତ୍କୃଷ୍ଟ ଅଭିନୟ ଆଧାରରେ ସେମାନେ ସିନେମାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ରିତି ସାନନ୍ ମଧ୍ୟ ଜଣେ। ତେଲୁଗୁ ଚଳଚ୍ଚିତ୍ରରୁ କ୍ୟାରିଅର୍ ଆରମ୍ଭ କରିଥିବା ଅଭିନେତ୍ରୀ କ୍ରିତି ସାନନ୍ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ କ୍ୟାରିୟରରେ ସେ ହିଟ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କିନ୍ତୁ ତାଙ୍କର ଫ୍ଲପ୍ ଫିଲ୍ମର ତାଲିକା ମଧ୍ୟ ବହୁତ ଲମ୍ବା। ଅଭିନେତ୍ରୀ କହିଛନ୍ତି ଯେ ଯଦି ସେ କୌଣସି ଏକ ଫିଲ୍ମ ପରିବାରର ହୋଇଥାନ୍ତେ, ବୋଧହୁଏ ତାଙ୍କୁ ଏତେ ସଂଘର୍ଷ କରିବାକୁ ପଡି ନଥାନ୍ତା।

  • Saturday, 27 July 2024
Triptii dimri the part of animal park said about the film
ଆରମ୍ଭ ହେବ 'ଆନିମଲ୍ ପାର୍କ'ର ସୁଟିଂ; ଫିଲ୍ମକୁ ନେଇ ଏମିତି କହିଲେ ବୋଲ୍ଡ କ୍ୱିନ୍ ତୃପ୍ତି ଡିମ୍‌ରୀ

ରୋଜଗାର କ୍ଷେତ୍ରରେ ବକ୍ସ ଅଫିସରେ 'ଆନିମଲ' ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ତୃପ୍ତି ଡିମ୍‌ରୀ ‘ଆନିମଲ୍ ପାର୍କ’କୁ ନେଇ ଅପ୍‌ଡେଟ୍ ସୂଚନା ଦେଇଛନ୍ତି।

sai pallavi alleged relationship with married actor
ଗୁଜବ ବଜାର ଗରମ; ଦୁଇ ପିଲାର ବାପାଙ୍କୁ ହୃଦୟ ଦେଲେ ସାଇ ପଲ୍ଲଭୀ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରସିଦ୍ଧ ତାରକା ସାଇ ପଲ୍ଲଭୀ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଜବରଦସ୍ତ ଅଭିନୟ ପାଇଁ ଜଣାଶୁଣା। ସାଉଥ୍‌ରେ 'ପ୍ରେମମ୍' ଏବଂ 'ମିଡିଲ୍ କ୍ଲାସ୍ ଅବ୍ବାୟୀ' ଭଳି ଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସାଇ ପଲ୍ଲଭୀ ଖୁବ ଶୀଘ୍ର ନାଗା ଚୈତନ୍ୟଙ୍କ ସହ 'ଥାଣ୍ଡେଲ'ରେ ଏବଂ ରଣବୀର କପୁରଙ୍କ ସହ 'ରାମାୟଣ'ରେ ନଜର ଆସିବେ। କିନ୍ତୁ ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଅଭିନେତ୍ରୀ ହଠାତ୍ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

Lawrence bishnoi brother talk to shooters before fire at salman khan house
ଏମିତି ଭାବେ ଗୁଳି ମାଡ କରିବ ଯେମିତି ସଲମାନ ଖାନ ଡରିଯିବେ; କିଏ ସୁଟର୍ସଙ୍କୁ କହିଥିଲେ ଏମିତି

ସଲମାନ ଖାନଙ୍କ ଘର ଉପରେ ଗୁଳି ମାଡ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନ୍‌ମୋଲ୍‌ ବିଷ୍ନୋଇ ବଲିଉଡ୍‌ ସୁପରଷ୍ଟାରଙ୍କ ଘରେ ଗୁଳି ମାଡ ପୂର୍ବରୁ ସୁଟରମାନଙ୍କୁ ୯ ମିନିଟ୍‌ର ପ୍ରେରଣାଦାୟକ ଭାଷଣ ଦେଇଥିଲେ।

Kavya Karnatac
୪ ଲକ୍ଷ ଟଙ୍କାର ଅଫର୍‌କୁ ମନା କଲେ ଏହି ଇନଫ୍ଲୁଏନସର୍, ଜାଣନ୍ତୁ କାହିଁକି ...

ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କର ବାହାଘର ହୋଇଛି । ତେବେ ଉକ୍ତ ବାହାଘରରେ ଯୋଗଦେବାକୁ ଜଣେ ଇନଫ୍ଲୁଏନ୍ସର୍ ମନାକରିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Janhvi kapoor talks about marriage plans with shikhar pahariya
ଏହି ଯୁବକଙ୍କ ସହ ଚାଲିଛି ଜାହ୍ନବୀ କପୁରଙ୍କ ରୋମାନ୍ସ; ବିବାହକୁ ନେଇ କହିଲେ ଏମିତି

ଶିଖର ପାହାଡିୟାଙ୍କ ସହ ଜାହ୍ନବୀ କପୁରଙ୍କ ରୋମାନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଉଭୟ ସେମାନଙ୍କ ପ୍ରେମକୁ ପ୍ରକାଶ କରିବାକୁ କେବେ ବି ପଛାନ୍ତି ନାହିଁ। ବର୍ତ୍ତମାନ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଲଳନା କେବେ ବିବାହ କରିବେ ବୋଲି ପ୍ରକାଶ କରିଛନ୍ତି।

hardik pandya
ନତାଶାଙ୍କ ଫଟୋରେ ହାର୍ଦ୍ଦିକଙ୍କ କମେଣ୍ଟ ! ଭାଇରାଲ ହେଉଛି ପଟୋ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାଡପତ୍ର ପରେ ନତାଶା ଷ୍ଟାନକୋଭିକ୍ ତାଙ୍କ ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ ସେୟାର କରିଥିଲେ । ଫଟୋରେ ନତାଶା, ଅଗସ୍ତ୍ୟଙ୍କ ସହିତ ସର୍ବିଆର ଥିମ୍ ପାର୍କରେ ବୁଲୁଥିବା ଦେଖିବାକୁ ମିଳିଛି । ସେ ତାଙ୍କ ପୁଅ ସହିତ ବିଭିନ୍ନ ପୋଜରେ ଫଟୋ କ୍ଲିକ୍ କରିଥିବା ଦେଖିବାକୁ ମିଳିଛି ।

Sanjay dutt raveena tandon ghudchadhi trailer release
Ghudchadhi trailer: ବହୁଦିନ ପରେ ଏକାଠି ହେଲେ ସଞ୍ଜୟ ଦତ୍ତ-ରବୀନା ଟଣ୍ଡନ୍; ଏହି ଫିଲ୍ମରେ କରିବେ ରୋମାନ୍ସ

‘ଘୁଡ୍‌ଚଡି’ର ଟ୍ରେଲର୍‌ ରିଲିଜ ହୋଇଛି। ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ବିଶେଷ କଥା ହେଉଛି ‘ଘୁଡ୍‌ଚଡି’ରେ ସଞ୍ଜୟ ଦତ୍ତଙ୍କ ସହ ରବିନା ଟଣ୍ଡନଙ୍କ ରୋମାଣ୍ଟିକ୍ ଯୋଡି ଦେଖିବାକୁ ମିଳିବ। ଏଥିରେ ବୁଢା ବୟସରେ ପ୍ରେମ ହେବାର ଦେଖିବାକୁ ମିଳିବ।

janhvi kapoor tells who introduces her to first bra
ଜାହ୍ନବୀ କହିଲେ କିଏ ତାଙ୍କୁ ଅନ୍ତର୍ବସ୍ତ୍ର ସହିତ ପରିଚିତ କରେଇଥିଲେ; ଜାଣନ୍ତୁ ବାପା ନା ମା’…

ଯେତେବେଳେ ଜାହ୍ନବୀ ତାଙ୍କ ମା’ଙ୍କଠାରୁ ବ୍ରା ମାଗିଥିଲେ, ସେ ମନା କରିଦେଇଥିଲେ। ଜାହ୍ନବୀ କପୁର ନିଜେ ଏକ ସାକ୍ଷାତକାର ସମୟରେ ଏହି କଥା କହିଛନ୍ତି। ଆଉ କହିଛନ୍ତି କିଏ ତାଙ୍କୁ ପ୍ରଥମେ ବ୍ରା ସହିତ ପରିଚିତ କରେଇଥିଲେ।

Anant Ambani-Radhika Merchant wedding
ସରିଲା ବିବାହ, ଥମୁନି ଚର୍ଚ୍ଚା; ଜାଣନ୍ତୁ ଅନନ୍ତ ଓ ରାଧିକାଙ୍କୁ କିଏ ଦେଲେ କ’ଣ ଉପହାର...

ମୁମ୍ବାଇର ଜିଓ ୱାଲ୍ଡ କନଭେନସନ୍‌ ସେଣ୍ଟରରେ ହାତକୁ ଦୁଇ ହାତ ହୋଇଥିଲେ ଅନନ୍ତ ଓ ରାଧିକା। ତେବେ ଅନନ୍ତ ଓ ରାଧିକାଙ୍କୁ କିଏ ଦେଲେ କ’ଣ ଉପହାର ? ଜାଣନ୍ତୁ...