ଆଉ ମାତ୍ର କିଛି ସମୟ ପରେ ବାହାରିବ ମାଟ୍ରିକ୍ ରେଜଲ୍ଟ। ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ। ଜାଣନ୍ତୁ, ଅନ୍ଲାଇନ୍ରେ କେମିତି ଚେକ୍ କରିବେ ମାଟ୍ରିକ ରେଜଲ୍ଟ....
ପ୍ରତୀକ୍ଷାର ଅନ୍ତ ଘଟିଲା I ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ I କରୋନା
ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀ ରେଜଲ୍ଟ ପାଇପାରିବେ । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି ।
ଦିନକ ପରେ ଅର୍ଥାତ୍ ଆସନ୍ତା ୬ତାରିଖ ବୁଧବାରରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପରୀକ୍ଷାର୍ଥୀ ମାନେ ୱେବ୍ସାଇଟ୍ ଓ ଏସ୍ଏମ୍ଏସ୍ ଜରିଆରେ ରେଜଲ୍ଟ ଜାଣିପାରିବେ । ଦୁଇ ବର୍ଷ ବ୍ୟବଧାନରେ ଅଫ୍ ଲାଇନ୍ ଯୋଗେ ପରୀକ୍ଷା ହୋଇଛି ।
ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଦିନ ଗୋଟାଏରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ ।
ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଦ୍ୱାଦଶ ରେଜଲ୍ଟ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି।
ଏହି ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ...
ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ । କମ୍ପ୍ୟୁଟର ବେସ୍ଡ ମୋଡ୍ରେ ପରୀକ୍ଷା..
ସ୍ମାର୍ଟ୍ କ୍ଲାସ ରୁମ୍ ପ୍ରତିଷ୍ଠା ଲାଗି ବିଶ୍ୱବିଦ୍ୟାଳୟ ପାଖରେ ପାଣ୍ଠି ଅଛି । ଉଚ୍ଚ ଶିକ୍ଷା ବିଭାଗ ଏଥିଲାଗି ଅନୁଦାନ ଦେଇ ପାରିବ ନାହିଁ ।
ଖରାଛୁଟି ପରେ ସ୍କୁଲ ଖୋଲିଥିଲା, ହେଲେ ଶିକ୍ଷକ ନଥିବାରୁ ସ୍କୁଲ ପାଠ ପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିଲା ।
ପିପିଲରେ ୨ ଶିକ୍ଷୟିତ୍ରୀଙ୍କୁ ଅଟକାଇ ସ୍କୁଲକୁ ବିଳମ୍ବରେ କାହିଁକି ଯାଉଛ ବୋଲି ପ୍ରଶ୍ନ କଲେ ଗଣ ଶିକ୍ଷାମନ୍ତ୍ରୀ
ବିଶ୍ୱସ୍ତରରେ ଯେପରି ଅନ୍ୟ ଦେଶ ସହ ସମକକ୍ଷ ହୋଇପାରିବେ ସେ ନେଇ ଶିକ୍ଷାରେ ବ୍ୟବସ୍ଥା କରାଯିବ। ଏହାସହ ଧନ୍ଦାମୂଳକ ଶିକ୍ଷା, କୋଡ଼ିଂକୁ ଗୁରୁତ୍ୱ ଦିଆଯିବ।
ୟୁଜିସି ନିଟ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଜାଣନ୍ତୁ କେବେ ହେବ ପରୀକ୍ଷା...
ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ ହେଲେ ମନ୍ତ୍ରୀ। ଏହି ଘଟଣାରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ନୋଟିସ୍ ଜାରି କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ
ରେଜଲ୍ଟ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି ।
କୋରାପୁଟ ଜୟପୁର ବ୍ଲକ ହାଡିଆ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟରେ କେଉଁସ୍ତରରେ ରହିଛି ଶିକ୍ଷା ଭିତ୍ତିଭୂମି ।
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ
ଏକାଠି ଗୋଟିଏ ସମୟରେ ଆସନ୍ତାକାଲିର ଭବିଷ୍ୟତକୁ ଗଢୁଛନ୍ତି ଓ କଳାପଟାକୁ ଭାଗ ଭାଗ କରି ପାଠ ପଢ଼ାଉଛନ୍ତି ଇଂରାଜୀ ଓ ଗଣିତ ଦିଦି। ଗୋଟିଏ ଘରେ ଚାଲିଛି ଦୁଇଟି କ୍ଲାସ୍।
୧୧ ଦିନିଆ ଖରା ଛୁଟି ପରେ ପୁଣି ଥରେ ଛାତ୍ରଛାତ୍ରୀଙ୍କ କ୍ଲାସ୍ରୁମ୍ ପାଠପଢା ଆଜିଠୁ ଆରମ୍ଭ ହେବ। ସକାଳ ସ୍କୁଲ୍ ବଦଳରେ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ।
ଖରାଛୁଟି ସରିବା ପରେ କିଭଳି ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ( OSEPA) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ୮ ହଜାର ଶିକ୍ଷକଙ୍କୁ ନିଯୁକ୍ତ କଲେ । ହେଲେ ଏବେ ବି ଅପହଞ୍ଚ ଅଞ୍ଚଳର ସ୍କୁଲ୍ ଗୁଡିକରେ ଶିକ୍ଷକ ଅଭାବ ।
କଟକ ଖ୍ରାଷ୍ଟ ମହାବିଦ୍ୟାଳୟରେ UPSC ୨୦୨୨ର ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଦୁଇଟି ସିଟିଂ ମାଧ୍ୟମରେ ଏହି ପରୀକ୍ଷା ହୋଇଥିବାର ଜଣାପଡିଛି । ପ୍ରଥମ ସିଟିଂ ସକାଳ ୯ ଟା ୩୦ରୁ ଆରମ୍ଭ ହୋଇ ୧୧ ଟା ୩୦ ପର୍ଯ୍ୟନ୍ତ ଚାଲିଥିବାବେଳେ ଦ୍ୱିତୀୟ ସିଟିଂ ୨ ଟା ୩୦ରୁ ଆରମ୍ଭ ହୋଇ ୪ .୩୦ ପର୍ଯ୍ୟନ୍ତ ଚାଲିଥିଲା । ଦେଖନ୍ତୁ ପରୀକ୍ଷା ପୂର୍ବର କିଛି ଦୃଶ୍ୟ...
ମେ’ ୨୧ରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଦଶମ ଶ୍ରେଣୀ ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯାଇଥିଲା। ରାଜ୍ୟର ମୋଟ୍ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା।
୬୪ ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନଲାଇନ ଯୋଗେ ମୂଲ୍ୟାୟନ ହେବ । ୨ ଟି ପର୍ଯ୍ୟାୟରେ ଖାତା ଦେଖା ହେବ ।
OJEE-୨୦୨୨ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ ।