• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

UGC NET Exam: Correction window for December 2021, June 2022 cycles opens
UGC NET Exam: ଆବେଦନ ଫର୍ମକୁ ଏଡିଟ୍‌ କରିପାରିବେ ଛାତ୍ରଛାତ୍ରୀ

ୟୁଜିସି ନିଟ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ନିଜ ଆବେଦନ ଫର୍ମକୁ ଏଡିଟ୍‌ କରିପାରିବେ ଛାତ୍ରଛାତ୍ରୀ...

self-financing courses
ବନ୍ଦ ହେବାକୁ ଯାଉଛି ସେଲ୍‌ଫ ଫାଇନାନ୍ସିଂ କୋର୍ସ; ଅସନ୍ତୋଷ ଛାତ୍ରଛାତ୍ରୀ, ପ୍ରଶ୍ନ ଉଠାଇଲେ ଶିକ୍ଷାବିତ୍

ବିଶ୍ୱବିଦ୍ୟାଳୟରେ ବନ୍ଦ ହେବାକୁ ଯାଉଛି ସେଲଫ୍ ଫାଇନାନ୍ସିଂ କୋର୍ସ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।

Matric Exam
ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ

ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ । ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ପ୍ରକ୍ରିୟା ଚାଲିବ ।

SC puts Odisha Universities Amendment Act on hold for 3 months, seeks Odisha govt reply
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ଉପରେ ସୁପ୍ରିମ ରୋକ୍

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ମାମଲାର ଶୁଣାଣି କରି ୩ ମାସ ପାଇଁ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ ।

plus 2
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା +2 ପରୀକ୍ଷା

ଘୁଞ୍ଚିଲା ଦ୍ୱାଦଶ ପରୀକ୍ଷା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପରୀକ୍ଷା ଘୁଞ୍ଚିଥିବା ନେଇ ସୂଚନା...

Class IX
BREAKING: ମାଟ୍ରିକ ଭଳି ନବମ ପରୀକ୍ଷା ବି ଦେଲେନି ହଜାର ହଜାର ପିଲା

ଚଳିତ ବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇନାହାଁନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । 

Odisha schools
ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦୁର୍ବଳ

ଫର୍ମଫିଲପ୍ ହୋଇଥିବା ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉନଥିବା ନେଇ ରାଜ୍ୟବ୍ୟାପୀ ସୃଷ୍ଟି ହୋଇଥିଲା ହଇଚଇ । ଏବେ ପଦାକୁ ଆସିଛି ତାଠୁ ବି ସାଂଘାତିକ ତଥ୍ୟ । ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।

Odisha schools
ରାଜ୍ୟରେ ଦୁର୍ବଳ ପ୍ରାଥମିକ ଶିକ୍ଷା; ସ୍କୁଲ୍‌ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ

ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।

b,ed
ରାଜ୍ୟରେ ଆରମ୍ଭ ହେବ ଇଣ୍ଟିଗ୍ରେଟେଡ ବି.ଇଡି : ଏଣିକି କମର୍ସ ପିଲା ବି ପଢିପାରିବେ ଶିକ୍ଷକତା ପାଠ

ଚଳିତ ବର୍ଷ ରାଜ୍ୟର ସବୁ ଶିକ୍ଷତ ଶିକ୍ଷା ଅନୁଷ୍ଠାନଗୁଡ଼ିକ ପୂର୍ଣ୍ଣ ପର୍ଯ୍ୟାୟରେ ଚାଲିବ.. କମର୍ସ ବିଭାଗରେ ମଧ୍ୟ ବି.ଇଡି କୋର୍ସ ଆରମ୍ଭ ହେବ

  • Saturday, 14 May 2022
  • B.Ed
Odisha Mass Education Dept. Concerned With High Dropout Rate
କାହିଁକି ସ୍କୁଲ୍‌ ଆସୁ ନାହାନ୍ତି ପିଲା ? କାରଣ ଖୋଜିବ ଗଣଶିକ୍ଷା ବିଭାଗ

କାହିଁକି ପିଲା ସ୍କୁଲ୍‌ ଆସୁ ନାହାନ୍ତି, ସେନେଇ ଜୁନିଅର ଟିଚର ଘର ଘର ବୁଲି ଏହାର କାରଣ କାରଣ ଖୋଜିବେ। ମାଇକ୍ରୋ ଲେବଲରେ ସର୍ଭେ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Odisha Matric exam answer sheet evaluation to start from May 21
୨୧ରୁ ମାଟ୍ରିକ ଖାତାଦେଖା

ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖାହେବ। ଏଥିପାଇଁ ୨୦ ତାରିଖ ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବାକୁ ପରୀକ୍ଷକମାନଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ କହିଛନ୍ତି।

Supreme Court rejects plea seeking to postpone NEET-PG 2022 examination
ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ; ଜାଣନ୍ତୁ କେବେ ହେବ ପରୀକ୍ଷା

ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

 All schools in Malkangiri district to remain closed today
ବାତ୍ୟା ପ୍ରଭାବରେ ସ୍କୁଲ ଛୁଟି ଘୋଷଣା !

ବାତ୍ୟା ଅସାନିକୁ ନେଇ ଏହି ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି...

Matric exam
ଫର୍ମ ଫିଲପ୍‌ କରି କାହିଁକି ଦେଲେନି ମ୍ୟାଟ୍ରିକ୍‌ ପରୀକ୍ଷା ? ହେବ ସ୍କୁଲୱାରୀ ଖୋଳତାଡ଼

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ, ହେଲେ ପରୀକ୍ଷା ଦେଲେନାହିଁ । ରାଜ୍ୟର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ସବୁଠୁ ଅଧିକ ପିଲା ଅନୁପସ୍ଥିତ ପଛକୁ ଗଞ୍ଜାମ ଆଉ ବଲାଙ୍ଗୀର ରହିଛି ।

Matric exam
ଚଳିତ ମାଟ୍ରିକ ପରୀକ୍ଷାରେ ମୟୂରଭଞ୍ଜରେ ସବୁଠୁ ଅଧିକ ପିଲା ଅନୁପସ୍ଥିତ

ମାଟ୍ରିକ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିଲେ ବି କାହିଁକି ପରୀକ୍ଷା କେନ୍ଦ୍ରକୁ ଆସିଲେନି ହଜାର ହଜାର ପରୀକ୍ଷାର୍ଥୀ? ପରୀକ୍ଷାରେ ଏତେ ସଂଖ୍ୟକ ପିଲାଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠିବା ପରେ ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ସ୍କୁଲୱାରୀ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Bishnupada Sethi
ପିଲାମାନେ କାହିଁକି ଦେଲେନି ମାଟ୍ରିକ୍‌ ପରୀକ୍ଷା ? ସବୁ ଡିଇଓଙ୍କୁ ତାଗିଦ କଲେ ସଚିବ

ଏହାର କାରଣ କ’ଣ ହୋଇପାରେ ସେନେଇ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି । ଏଥିପାଇଁ କିଏ ଦାୟୀ ସେନେଇ ମଧ୍ୟ ଆଲୋଚନା କରାଯାଉଛି ।

Geetanjali Dash new vice-chancellor of Berhampur University
ପ୍ରଫେସର ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ପ୍ରଫେସର ଗୀତାଞ୍ଜଳି ଦାଶ ୪ ବର୍ଷ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବେ।

visut
VISUTରେ ଛାତ୍ର ଅଶାନ୍ତି, ରାତି ତମାମ ଧାରଣା

ରାତିରେ କୁଳପତି, କୁଳସଚିବ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

Matric Exam- Student
ମ୍ୟାଟ୍ରିକ୍‌ ଫର୍ମ ଫିଲପ୍‌ରେ ହେଉଛି କି ଗଡ଼ବଡ଼ !

ପ୍ରତି ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ କାହିଁକି ଦେଉନାହାଁନ୍ତି ମାଟ୍ରିକ ପରୀକ୍ଷା? ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ଠାରୁ ମିଳିଥିବା ପରୀକ୍ଷାର୍ଥୀଙ୍କ ତଥ୍ୟ ଚିନ୍ତା ବଢାଇ ଦେଇଛି ।

Matric Exam- Student
ମାଟ୍ରିକ୍ ଫର୍ମ ପୂରଣରେ ଗଡ଼ବଡ଼ି ?

ଫର୍ମ ଫିଲଅପ୍ ହେଇଛି, ହେଲେ ପରୀକ୍ଷା ଦେଉନାହାନ୍ତି.. ମାଟ୍ରିକ ପରୀକ୍ଷାରୁ ପରୀକ୍ଷାର୍ଥୀ ଗାଏବ.. ପ୍ରତି ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉନାହାନ୍ତି.

Self-Finance Courses
ସେଲ୍ଫ ଫାଇନାନସିଂ କୋର୍ସ ବିବାଦ: ବିଶ୍ୱବିଦ୍ୟାଳୟରେ ଉପରେ କଟକଣା

କେବଳ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ରହିବ । ରାଜ୍ୟରେ ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିଥିବା ବେଳେ, କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି।

ଆଶାୟୀ ହାଇସ୍କୁଲ ଶିକ୍ଷକମାନେ ନିଜର ଦାବିପତ୍ର ଦେଖାଉଛନ୍ତି
ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଆଶାୟୀ ଶିକ୍ଷକଙ୍କ ଧାରଣା

ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଲୋୟର ପିଏମଜିରେ ଆଶାୟୀ ଶିକ୍ଷକଙ୍କ ଧାରଣା। ୧୧ ହଜାର ପଦବୀ ପାଇଁ ସମୁଦାୟ ୭୦ ହଜାର ଆଶାୟୀ ଶିକ୍ଷକ ଆବେଦନ କରିଥିଲେ।

Free laptop scheme
ମାଗଣା ଲାପ୍‌ଟପ୍‌ ସ୍କିମ୍: ଆବେଦନ ତାରିଖ ଘୁଞ୍ଚାଇଲେ ଓଡ଼ିଶା ସରକାର

ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇଁ ଯୁକ୍ତ ୨ ପାସ୍‌ କରିଥିବା ମେଧାବୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ତୃତୀୟ ଥର ପାଇଁ  ଆବେଦନର ଅବଧିକୁ ଘୁଞ୍ଚାଇ ଦିଆଯାଇଛି।

Summer Vacation
ପୁରୁଣା ପାଠ ପଢ଼ାଇବେ ବୋଲି ଅନେକ ଯୋଜନା କଲେ, ହେଲେ ସବୁ ଫୁସ୍

କୋଭିଡ୍ ମହାମାରୀ କାରଣରୁ ପିଲା ଦୁଇ ବର୍ଷ ପାଠପଢାରୁ ବଞ୍ଚିତ ହୋଇଥିଲେ । ତେଣୁ ଗ୍ରୀଷ୍ମ ଛୁଟିକୁ କମ୍ କରି ଶିକ୍ଷାବର୍ଷ ଆରମ୍ଭରୁ ପୁରୁଣା ପାଠ ପଠାଇବାକୁ ହୋଇଥିଲା ନିଷ୍ପତ୍ତି । ଏଥିପାଇଁ ଗଣଶିକ୍ଷା ବିଭାଗ ଲର୍ଣ୍ଣିଂ ରିକଭରି ପ୍ଲାନ୍ ପ୍ରସ୍ତୁତ କରିଥିଲା । ବ୍ରିଜ୍ କୋର୍ସ ମାଧ୍ୟମରେ ପୂର୍ବ ବର୍ଷର ପାଠ ପଢାଇବାକୁ ସ୍ଥିର ହୋଇଥିଲା ।

Summer Vacation
ସ୍କୁଲ ଖୋଲିବା ପୂର୍ବରୁ ସରକାର କେତେ କ’ଣ କହିଥିଲେ, ହେଲେ ଏବେ ପୁରୁଣା ପାଠର ନାଗନ୍ଧ ନାହିଁ !

ଘରୋଇ ସଂସ୍ଥା ଦ୍ୱାରା ପିଲାଙ୍କୁ ପଢାଯିବ ବୋଲି ପୂର୍ବରୁ ବିଭାଗ କହିଥିଲେ ମଧ୍ୟ ଏଯାଏଁ ଥାର୍ଡ ପାର୍ଟି ସଂସ୍ଥା ଚୟନ କରାଯାଇନାହିଁ ।