ପରୀକ୍ଷା ଦିନ ହିଁ ଆଖି ବୁଜିଦେଲେ ମା। ପୁଅ କିନ୍ତୁ ହରେଇ ନଥିଲେ ଧୈର୍ଯ୍ୟ। ଛାତିରେ କୋହ ଆଉ ଆଖିରେ ଲୁହ ନେଇ ଦେଇଥିରେ ପରୀକ୍ଷା। ମିଳିଗଲା ସଫଳତା, କ୍ଲିୟର୍ ହେଲା JEE ମେନ୍।
ଗଲାକାଲି ଏଜୁକେସନ୍ ଅନର୍ସ, ଆଉ ଆଜି ଫିଜିକ୍ସ।
କିଟ୍ ୩୪, ରାଉରକେଲା NIT ୩୯, ଭୁବନେଶ୍ୱର IIT ୬୫ । ବିଶ୍ୱବିଦ୍ୟାଳୟ କାଟାଗୋରୀରେ ୮୮ତମ ସ୍ଥାନରେ ବାଣୀବିହାର ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ଏକ୍ଜାମିନରଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସମ୍ପୃକ୍ତ ଏକ୍ଜାମିନର ଥିଲେ।
ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍... ଭାଇରାଲ ହୋଇଥିବା ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଅରିଜନାଲ ବୋଲି ସ୍ୱୀକାର କଲେ କର୍ତ୍ତୃପକ୍ଷ...
ମାଟ୍ରିକ ଫଳ ପ୍ରକାଶନକୁ ସପ୍ତାହେ ବିତିଲା ହେଲେ ଏଯାଏ ଯୁକ୍ତ ଦୁଇ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାନି..
ଦାରିଙ୍ଗବାଡି ବ୍ଲକ ଦନେକବାଡି ଆଶ୍ରମ ସ୍କୁଲରେ ପାଠପଢାରେ ଗୁରୁତର ବ୍ୟାଘାତ । ପ୍ରଶାସନ ଜାଣି ସୁଦ୍ଧା ଚୁପ୍ ବସିଥିବା ଅଭିଯୋଗ ।
ବାଃ ବାଃରେ ଆମ ଶିକ୍ଷା ବ୍ୟବସ୍ଥା । ଏଇଠି ଶିକ୍ଷକ ନାହାନ୍ତି , ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା । ଟେବୁଲ ପାଖରେ ଛିଡା ହୋଇଛି କୁନି ଝିଅ,ପିଲାଙ୍କୁ ଡକାଉଛି B For Ball । ୨୧୦ ପିଲାଙ୍କୁ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ଗୋଟିଏ ଶ୍ରେଣୀରେ ପାଠ ପଢାଗଲେ ଅନ୍ୟ ଶ୍ରେଣୀର ପିଲା ବସୁଛନ୍ତି । ଅଭିଯୋଗ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ ।
ଆଜି ସକାଳୁ ସକାଳୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ପୁଅ ପାଇଁ ଆଜି ଦିନ ମଜୁରିଆ ବାପାର ଛାତି କୁଣ୍ଢେମୋଟ ।
ସାମ୍ବାଦିକମାନେ ସ୍କୁଲ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍ରେ ଯାଆନ୍ତୁନି
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ JEE (ମେନ୍) ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୋର କାର୍ଡ jeemain.nta.nic.inରୁ ଡାଉନଲୋଡ୍ କରିପାରିବେ।
ନିଷ୍ପତ୍ତିକୁ ହାସ୍ୟାସ୍ପଦ କହିଲେ ଅପରାଜିତା, ସୁରଙ୍କ ନିନ୍ଦା,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କଲେ ନାପସନ୍ଦ
ଏଣିକି ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍ ପରିଚାଳନା ...
ସରକାର ଯେଉଁ ନିର୍ଦ୍ଦେଶନାମା ଦେଇଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ
ଜୟପୁରା କାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ ପରେ ଓଟିଭିର କାମାକ୍ଷାନଗର ପ୍ରତିନିଧିଙ୍କ ବିରୋଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ୱେବ୍ ମିଡିଆ ଉପରେ ଦୋଷ ଲଦି ମନ୍ତ୍ରୀ ସମୀର ଦାଶ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି। କିଛି ଗଣମାଧ୍ୟମ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠପଢ଼ାରେ ବାଧା ସୃଷ୍ଟି କରୁଛନ୍ତି।
ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମ୍ୟାନ୍ ବିନା ଅନୁମତିରେ ସ୍କୁଲରେ ପ୍ରବେଶ କରନ୍ତି ତେବେ ପ୍ରଧାନ ଶିକ୍ଷକ ତୁରନ୍ତ ତାଙ୍କ ନାଁରେ ଥାନାରେ FIR ଦେବାକୁ କୁହାଯାଇଛି।
ମାତୃଭାଷା ଓଡ଼ିଆ ଓ ଇଂରାଜୀରେ କେମିତି ଆସିଲା ଶହେରୁ ଶହେ ନମ୍ବର...ମହାମାରୀ ପାଇଁ ଧାର୍ଯ୍ୟ ନୂଆ ମୂଲ୍ୟାୟନ ପଦ୍ଧତିକୁ ଦାୟୀ କଲେ ଶିକ୍ଷାବିତ୍...
ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ନୂଆ ପଦ୍ଧତିରେ ହୋଇଥିବା ମାଟ୍ରିକ ପରୀକ୍ଷାରେ ଭଲ ରେଜଲ୍ଟ ହୋଇଛି । ପାସ୍ ହାର ରହିଛି ୯୦.୫୫% । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ୫ଲକ୍ଷ ୧୭ ହଜାର ୮୪୭ ପାସ୍ କରିଛନ୍ତି । ୮ ହଜାର ୬୯୯ ପିଲା ଫେଲ୍ ହୋଇଛନ୍ତି ।
ଏଥର ବି ମାଟ୍ରିକ୍ ପରୀକ୍ଷା ଫଳରେ ପୁଅଙ୍କ ଠାରୁ ଝିଅ ଆଗରେ ଅଛନ୍ତି। ତେବେ ରାଜ୍ୟର କେତେକ ସ୍କୁଲରେ ଶୂନ୍ୟ ପରୀକ୍ଷା ଫଳକୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସରକାରୀ ସ୍କୁଲର ବିକାଶ ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି। ସ୍କୁଲ ରୂପାନ୍ତରୀକରଣ ଚାଲିଛି। କିନ୍ତୁ ସରକାରୀ ସ୍କୁଲ ଗୁଡ଼ିକରେ ପାଠପଢ଼ା କେତେ ନିମ୍ନମାନର ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପିଲାମାନଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। ଏଠି ସାର୍ ମାନଙ୍କ ଅବସ୍ଥା ମଧ୍ୟ ଭଲ ନୁହେଁ। ପାଠ ପଢ଼ା କେମିତି ଚାଲିଛି ଓଟିଭି ତରଫରୁ କରାଯାଇଥିଲା ଏକ ରିଅଲିଟି ଚେକ୍।
ଆନୁଷ୍ଠାନିକ ଭାବେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ଘୋଷଣା କରିଛନ୍ତି।
ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୦.୫୫% ରହିଛି। ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୨, ୫୬, ୮୭୭ ଥିବାବେଳେ ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୨, ୬୦, ୯୭୦।
ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ। ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି।