• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Icse

icse
ICSE Result Announced: ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ

ଛାତ୍ରଛାତ୍ରୀ ମାନେ CISCEର ଅଫିସିଆଲ ୱେବସାଇଟ cisce.org କୁ ଯାଇ ସେମାନଙ୍କର ଫଳାଫଳ ଦେଖିପାରିବେ। ଫଳାଫଳ ଯାଞ୍ଚ କରିବା ପାଇଁ, ଛାତ୍ରଛାତ୍ରୀମାନଙ୍କୁ ୱେବସାଇଟକୁ ଯାଇ ସେମାନଙ୍କର ଶ୍ରେଣୀ ଚୟନ କରିବାକୁ ପଡିବ, ତା’ପରେ ୟୁନିକ ଆଇଡି ଏବଂ ଇଣ୍ଡେକ୍ସ ନମ୍ବର ଲେଖି ଦାଖଲ କରିବାକୁ ପଡିବ।

Special story
ଆସନ୍ତାକାଲି ବାହାରିବ ICSE ଦଶମ ଶ୍ରେଣୀ ରେଜଲ୍ଟ

ଆସନ୍ତାକାଲି ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି

Supreme Court
CBSE, ICSE ଦଶମ ଓ ଦ୍ୱାଦଶ ଅଫ୍‌ଲାଇନ୍‌ ପରୀକ୍ଷା ବାତିଲ ଆବେଦନକୁ ସୁପ୍ରିମ୍‌କୋର୍ଟଙ୍କ ଖାରଜ

କର୍ତ୍ତୃପକ୍ଷ ପରୀକ୍ଷା ପ୍ରକ୍ରିୟାକୁ ନେଇ ଆଗକୁ ବଢ଼ନ୍ତୁ ବୋଲି କହିବା ସହ ଏହି ମାମଲାରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି କୋର୍ଟ । ଏଥିସହ ଆବେଦନକାରୀଙ୍କୁ ତାଗିଦ କରିଛନ୍ତି ଯେ, ଏଭଳି ଜନସ୍ୱାର୍ଥ ମାମଲା କରାଯିବା ଦ୍ୱାରା ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢୁଛି ।

results
ପ୍ରକାଶ ପାଇଲା ICSE ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଲା ICSE ରେଜଲ୍ଟ। ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଦଶମରେ ପାସ୍ ହାର ୯୮.୫୧% ଥିବାବେଳେ, ଦ୍ୱାଦଶରେ ପାସ୍ ହାର ୯୬.୨୧ % ଥିବା ସୂଚନା ମିଳିଛି। ଅଫିସିଆଲ ୱେବସାଇଟ୍ cisce.orgରେ ଉପଲବଧ ହେଉଛି ରେଜଲ୍ଟ। SMS ରେ ମଧ୍ୟ ରେଜଲ୍ଟ ମିଳିପାରିବ। ଏ ବର୍ଷ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଦଶମ ଶ୍ରେଣୀରେ ୧୬ ଲକ୍ଷରୁ ଅଧିକ ପିଲା […]

result announced
ଆଜି ପ୍ରକାଶ ପାଇବ ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷାର ରେଜଲ୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷାର ଫଳାଫଳ। ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ। ଅଫିସିଆଲ ୱେବସାଇଟ୍ http://www.cisce.org/ କିମ୍ବା http://www.results.nic.in/ ରେ ଦେଖିହେବ ଏହି ରେଜଲ୍ଟ। ଚଳିତବର୍ଷ ସାରା ଦେଶରେ ୧,୮୪,୨୫୩ ଜଣ ଛାତ୍ରଛାତ୍ରୀ ICSE ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବାବେଳେ ISC ଦ୍ୱାଦଶ ପରୀକ୍ଷାରେ ୮୧,୭୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶାରୁ ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀ ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଦେଇଛନ୍ତି।