• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

OPSC OCS 2023 Prelims date announced
ଅକ୍ଟୋବର ୨୭ରେ OAS ପ୍ରିଲିମ୍ ପରୀକ୍ଷା, ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଅକ୍ଟୋବର ୨୭ ତାରିଖରେ ହେବ ଓଏଏସ୍  ପ୍ରିଲିମ୍ ପରୀକ୍ଷା । ଓପିଏସସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।

CHSE Odisha
୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମ ଫିଲଅପ୍, ଏହି ତାରିଖ ପରେ ଦେବାକୁ ପଡ଼ିବ ଫାଇନ୍

୧୮ରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । 

Protest in OSSSC Office
ପରୀକ୍ଷାରେ ଅନିୟମିତତା ଅଭିଯୋଗ, ତାତିଲେ ପରୀକ୍ଷାର୍ଥୀ; OSSSC ଅଫିସ୍ ଆଗରେ ପ୍ରତିବାଦ

ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ତାତିଲେ ପରୀକ୍ଷାର୍ଥୀ। ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀଙ୍କ ଭୁବନେଶ୍ବରରେ ପ୍ରତିବାଦ । 

Inspiring Teachers
ଏଭଳି ମହାନ୍ ଗୁରୁଙ୍କୁ ଶତ ନମନ; ଶିକ୍ଷାର ବିକାଶ ପାଇଁ ନେଇଛନ୍ତି ବଳିଷ୍ଠ ପଦକ୍ଷେପ...

ଆଜି ଗୁରୁଦିବସ ଅବସରରେ ବାଲେଶ୍ବର ଏବଂ ବଡମ୍ବାରୁ ଦେଖିବା ଯୋଡିଏ କାହାଣୀ, ଯେଉଁଠି ଶିକ୍ଷାର ବିକାଶ ପାଇଁ ଗୁରୁ ନେଇଛନ୍ତି ବଳିଷ୍ଠ ପଦକ୍ଷେପ।

Thomas Edward Ravenshaw
Special Story: କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ...

T.E.Ravenshaw ବା ଟମାସ୍ ଏଡଵାର୍ଡ ରେଭେନ୍ସା । ଯାହାଙ୍କ ପାଇଁ କଟକ ମାଟିରେ ଠିଆ ହୋଇଛି ଓଡ଼ିଶାର ପ୍ରସିଦ୍ଧ ରେଭେନ୍ସା ବିଶ୍ବ ବିଦ୍ୟାଳୟ । 

PM USHA
ରାଜ୍ୟରେ ଆରମ୍ଭ ହେଲା ‘ପିଏମ୍‌-ଉଷା’; ବଢ଼ିବ ଶିକ୍ଷାର ମାନ, ଦକ୍ଷ ହେବେ ଛାତ୍ରଛାତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, ସାକ୍ଷରତା ଓ ପ୍ରାଥମିକ ଶିକ୍ଷା ବର୍ତ୍ତମାନ ଏକ ସମସ୍ୟା ହୋଇନାହିଁ। ଆମେ ଯୁବବର୍ଗଙ୍କୁ କିଭଳି ସାଧାରଣ ଶିକ୍ଷା ପରେ ଦକ୍ଷତା ବୃଦ୍ଧି କରିବା ତାହା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ।

5T School
ଭୁଶୁଡ଼ିଗଲାଣି ରଙ୍ଗମରା କାନ୍ଥ, ପାଣି ଭଳି ଖର୍ଚ୍ଚ ପରେ ବି କାମକୁ ନୁହଁ 5T ସ୍କୁଲ୍ !

ରୂପାନ୍ତୀକରଣ ନାଁରେ ରାଜ୍ୟବ୍ୟାପି ଜଳଜଳ ଦୁର୍ନୀତିର ଚିତ୍ର । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ତଦନ୍ତ କରାଯିବ ।

Kamakhyanagar BEO
ସ୍କୁଲ ଭିତରେ ଆଣ୍ଠୁଏ ପାଣି, ବିଇଓଙ୍କୁ ମଇଳା ପାଣିରେ ଚଲାଇ ଅଭିଭାବକଙ୍କ ପ୍ରତିବାଦ

ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ଆଣ୍ଠୁଏ ଆବର୍ଜନା ପାଣି । ବିଇଓଙ୍କୁ ପାଣି ଭିତରେ ଚଲାଇ ବିଦ୍ୟାଳୟ ବୁଲାଇଲେ ଅଭିଭାବକ ।

Admission Process
ଫାଙ୍କା ପଡ଼ିଛି ସିଟ୍, ସରୁନି ନାମଲେଖା ପ୍ରକ୍ରିୟା; ଏପଟେ ଆରମ୍ଭ ହେଲାଣି ପାଠପଢ଼ା...

 ପ୍ଲସ ଥ୍ରୀ ପାଠପଢା ଗତ ୧ ତାରିଖରୁ ଆରମ୍ଭ ହୋଇଛି। ହେଲେ ଏପର୍ଯ୍ୟନ୍ତ ସରିନି ନାମ ଲେଖା ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟ ସରିବା ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ଚାଲିଛି।

OTET
ଗ୍ରେସ୍ ମାର୍କ ଦାବିରେ OTET ପରୀକ୍ଷାର୍ଥୀଙ୍କ ଧାରଣା; ବୋର୍ଡ ଅଫିସ ଆଗରେ ନାରାବାଜି

କଟକ ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ OTET ପରୀକ୍ଷାର୍ଥୀ। ଚଳିତ ବର୍ଷ OTET ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ବିକ୍ଷୋଭ ଓ ନାରାବାଜି କରିଛନ୍ତି।

Viral Video
VIDEO: ସକାଳୁ ସାର୍ ମଦ ପିଇ ଆସି ଶୋଇଗଲେ.. ଯେତେ ଡାକିଲେ ବି ଉଠୁ ନାହାନ୍ତି...

ସବୁଠାରୁ ବଡ଼ କଥା ହେଲା, ଏହି ସ୍କୁଲ ପାଇଁ ମାତ୍ର ଜଣେ ହିଁ ଶିକ୍ଷକ । ଆଉ ସେ ହେଉଛନ୍ତି ସେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଯାହାଙ୍କ ନାଁ ରବୀନ୍ଦ୍ରନାଥ ମୁର୍ମୁ । ସ୍ଥାନୀୟ ଲୋକଙ୍କ କହିବା କଥା ସ୍କୁଲକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଖୋଲା ମଦ ଦୋକାନ କରିଦେଇଛନ୍ତି । ଯାହାକୁ ଖୋଦ୍‌ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଧରିଛନ୍ତି ।

CHSE Odisha
ବଦଳିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା

ବଦଳିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା। ବାର୍ଷିକ ପରୀକ୍ଷାରେ ଏଣିକି ଆଉ ୧୦୦ ନୁହେଁ, ୮୦ ମାର୍କର ଥିଓରୀ ପରୀକ୍ଷା।

mdm
ବଢିଲା ମଧ୍ୟାହ୍ନ ଭୋଜନ ସହାୟତା ରାଶି; ଆଉ ମିଳିବନି ପାଣିଆ ଡାଲି !

ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସରକାର ପ୍ରତି ମିଲ୍‌ ପିଛା ୧ ଟଙ୍କା ଅଧିକ ଖର୍ଚ୍ଚ କରିବେ।

+2 Exam
ବଡ଼ ଖବର: ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା...

ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର।  ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା । 

Odisha Universities Act
ବଦଳିବ ୟୁନିଭର୍ସିଟି ଆଇନ୍- ୨୦୨୦, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି ପରେ ତେଜିଲା ପଲିଟିକ୍ସ

ବଦଳିବ ୟୁନିଭର୍ସିଟି ଆଇନ୍- ୨୦୨୦ । ରାଜନୈତିକ ଉଦ୍ଦେଶ୍ୟରେ ନବୀନ ସରକାର ନିୟମ ବଦଳାଇଥିବା ଅଭିଯୋଗ ।

NIRF Ranking
NIRF ରାଙ୍କିଂ ! ଟପ୍‌-୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ

୩୪ତମ ସ୍ଥାନରେ ୫୭.୦୪% ସ୍କୋର୍ ସହ NIT ରାଉରକେଲା ରହିଛି।

School Holiday
ଛୁଟିରେ ଯାଇଛନ୍ତି ସାର୍‌, ୩ ଦିନ ବନ୍ଦ ରହିବ ସ୍କୁଲ୍‌ !

୫ଟି କ୍ଲାସରେ ଏଠି ମୋଟ୍‌ ୨୩୧ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୨ ଜଣ ଶିକ୍ଷକ ଥିବାରୁ ପାଠପଢ଼ା ମଧ୍ୟ ସଠିକ୍‌ ଭାବେ ହୋଇପାରୁନାହିଁ ।

Anganwadi centre
ଏମିତି ଚାଲିଛି ଅଙ୍ଗନୱାଡ଼ି ପାଠପଢ଼ା, ବର୍ଷେ ହେଲା ଭୁଶୁଡି ପଡ଼ିଛି ଘର

ବର୍ଷେ ହେଲା ଭୁଶୁଡି ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର । ବିପଦ ମୁଣ୍ଡାଇ ପାଠ ପଢ଼ୁଛନ୍ତି କୁନି କୁନି ପିଲା ।

Special Story
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ଗୋବର ଗନ୍ଧରେ ପଢ଼ୁଛନ୍ତି ପିଲା...

ସରକାରୀ ସ୍କୁଲର ଅବ୍ୟବସ୍ଥାକୁ ପଦାରେ ପକେଇଛି ଶ୍ରେଣୀଗୃହର ସଗୀନ ଅବସ୍ଥା। ଝିପିଝିପି ବର୍ଷାରେ ଗୁହାଳରେ ପାଠ ପଢ଼ୁଛନ୍ତି କୁନିକୁନି ଛାତ୍ରଛାତ୍ରୀ ।

Dummy school
ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ

ରାଜଧାନୀ ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ । ଓଟିଭି କ୍ୟାମେରାରେ କଏଦ ହୋଇଛି ଏହାର ସତ । ମାଟ୍ରିକ ପରେ ପିଲାଙ୍କୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ସ୍କୁଲ ନପଠାଇ କୋଚିଂ ସେଣ୍ଟରରେ ଆଡମିଶନ କରାଯାଉଛି । ଯେଉଁଠି ଚାଲୁଛି ଡମି ସ୍କୁଲ । କେବଳ ପରୀକ୍ଷା ବେଳେ ସ୍କୁଲ ମୁହଁ ଦେଖୁଛନ୍ତି ଛାତ୍ରଛାତ୍ରୀ । 

Dummy school
ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ, କେବଳ ପରୀକ୍ଷା ବେଳେ ସ୍କୁଲ ମୁହଁ ଦେଖୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ବରରେ ବି ଚାଲିଛି ଡମି ସ୍କୁଲ୍ । ଅଧିକ ଟଙ୍କା ଦେଇ ଇନଷ୍ଟିଚ୍ୟୁଟରୁ ଚାଲିଛି ପାଠପଢା, ଯିବାକୁ ପଡୁନି ସ୍କୁଲ ।

Nursing College
ରାଜ୍ୟରେ ବେଆଇନ୍ ଭାବେ ଗଢ଼ି ଉଠିଛି ପୁଳା ପୁଳା GNM-ନର୍ସିଂ କଲେଜ !

ତାଗିଦ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଡିଏମଇଟି । ୧୪୭ଟି ଜିଏନଏମ ଏବଂ ନର୍ସିଂ କଲେଜର ଏନଓସି ରବ୍ଦ ।

  • Saturday, 03 August 2024
Dristhi IAS
ବିକାଶ ଦିବ୍ୟକିର୍ତ୍ତୀଙ୍କ ବିଶାଳ ହୃଦୟ, ୪ ମୃତକଙ୍କ ପରିବାକୁ ୧୦ ଲକ୍ଷ ଲେଖାଏଁ ଦେବେ..

ପୁରୁଣା ରାଜେନ୍ଦ୍ରନଗର ଦୁର୍ଘଟଣା ପରେ ଏମସିଡି ନିୟମ ଉଲ୍ଲଂଘନ କରିଥିବା କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଇଏଏସ୍ କୋଚିଂ ସେଣ୍ଟର ତଳ ମହଲାରେ ପାଣି ପଶିବା କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ MCD ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ।

NEET
‘ବଡ଼ ଧରଣର ପ୍ରଶ୍ନପତ୍ର ପ୍ରଘଟ ହୋଇନି, ଆଉ ହୋଇପାରିବନି ନିଟ୍ ପରୀକ୍ଷା’

ସାନି ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ ପୁଣି ଥରେ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। କହିଛନ୍ତି, ଦେଶରେ କେବଳ ପାଟନା ଓ ହଜାରିବାଗରେ ପେପର ଲିକ୍ ହୋଇଛି। 

NEET exam paper leak case
ନିଟ୍-ୟୁଜି ପେପର ଲିକ୍ ମାମଲା: ଚାର୍ଜସିଟ୍ ଦାଖଲ କଲା CBI

ନିଟ୍ ୟୁଜି ପେପର ଲିକ୍ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କଲା ସିବିଆଇ । ଚାର୍ଜସିଟରେ ୧୩ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ ରହିଛି।