• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ। ନୂତନ ଶିକ୍ଷା ନୀତି-୨୦୨୦ ରାଜ୍ୟରେ କାର୍ଯ୍ୟକାରୀ ହେବା ସହ ନୂଆ କରି ପାଠ ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ \'ଶିଶୁ ବାଟିକା\' ବ୍ୟବସ୍ଥାର ଶୁଭାରମ୍ଭ ହେଉଛି। ଏଥିସହ \'ପ୍ରବେଶ ଉତ୍ସବ\' ଏବଂ \'ଖଡ଼ି ଛୁଆଁ\' କାର୍ଯ୍ୟକ୍ରମ ଆୟୋଜିତ ହେଉଛି !

school