Ganja Smuggling
ଗଂଜେଇ ଚୋରା ଚାଲାଣର ହବ୍ ପାଲଟିଛି କି ଓଡିଶା ? ଗତକାଲି ଗଂଜାମରୁ ଗିରଫ ନିଲୁ ପ୍ରଧାନ ହେଉ ଅବା ପାଣ୍ଡି ବ୍ରଦର୍ସ । ଅନ୍ତଃରାଜ୍ୟ ଗ୍ୟାଙ୍ଗ ସହ ଓଡ଼ିଶାର ଏକାଧିକ ମାଫିଆଙ୍କ ଲିଙ୍କ୍ ସାମ୍ନାକୁ ଆସିବା ପରେ ପୁଣି ଥରେ ଉଠିଛି ଏଭଳି ପ୍ରଶ୍ନ । ରାଜ୍ୟରେ ପାଖାପାଖି ୮ଟି ଜିଲ୍ଲାରେ ଗଞ୍ଜେଇ ଚାଷ ହେଉଥିବା ବେଳେ ରାଜ୍ୟ ବାହାରକୁ ଚୋରା ଚାଲାଣ ମାମଲା ଏବଂ ଗଂଜେଇ କାରବାର ଅଭିଯୋଗରେ ଗତ ୨ ବର୍ଷ ମଧ୍ୟରେ ବନ୍ଧା ହେଲେଣି ପ୍ରାୟ ୩ ହଜାର ଜଣ । ଯାହାକୁ ନେଇ ଓଡ଼ିଶା ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା ସହ ରାଜ୍ୟ ବାହାରର ପୋଲିସ ସ୍କାନରରେ ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)