Vigilance Raid In Odisha
ଭିଜିଲାନ୍ସ ଜାଲରେ ପଡ଼ିଥିବା ଗଣ୍ଡା ଗଣ୍ଡା ସରକାରୀ ବାବୁଙ୍କ ସମ୍ପତ୍ତି ଆପଣ ଦେଖିଥିବେ । କାହାର ଶତାଧିକ ପ୍ଲଟ୍ ତ ଆଉ କାହାର ବଣ୍ଡଲ ବଣ୍ଡଲ୍ ଟଙ୍କା । ଏଭଳି ଜଣେ ବାବୁଙ୍କ ଥାଟବାଟ ଓ ଘରଦ୍ବାର ଦେଖିବେ ଆପଣଙ୍କୁ ଲାଗିବ ଘର ତ ନୁହେଁ, ସତେ ଯେମିତି ଇଲେକଟ୍ରୋନିକ୍ସ ହାଉସ୍ । ଯେଉଁଠି ରିମୋଟ୍ ଆଉ ପାସୱାର୍ଡରେ ହିଁ ଖୋଲେ ଘର ଦୁଆର। ମିନେରାଲ୍ ୱାଟରରେ ଗାଧୁଆପାଧୁଆ କରନ୍ତି ବାବୁ । ତେବେ କିଏ ସେହି ବାବୁଜଣଙ୍କ, ଜାଣନ୍ତୁ...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)