ଯେଉଁ ହାତ ଦିନେ ମାଓବାଦୀଙ୍କ ପାଇଁ ସହିଦ୍ ସ୍ତମ୍ଭ ତିଆରି କରିଥିଲା, ମିଳିମିଶି ସେଇସବୁ ହାତ ଏବେ ଭାଙ୍ଗୁଛନ୍ତି ଆତଙ୍କର ଦୁର୍ଗ । ମାଓ ଇଲାକାରେ ବଦଳୁଥିବା ପରିବର୍ତ୍ତନର ଏହି ରଙ୍ଗ ମାଲକାନାଗିରିର ସ୍ୱାଭିମାନ ଅଞ୍ଚଳର ।