ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା । ଦିବ୍ୟାଙ୍ଗ ଯୁବକଙ୍କୁ ପ୍ଲାଷ୍ଟିକ ପାଇପ୍ରେ ମାଡ । ଜୋର ଜବରଦସ୍ତ ପାଦ ଚଟାଇଲେ ମାଲିକ ।
ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତରେ ରହିବେ ।
ଜୁଏଲାରୀ ଦୋକାନରେ ଚଢ଼ଉ ବେଳେ ୨୩ ସୁନା ବିସ୍କୁଟ୍ ଜବତ । ମାମଲାରେ ଆୟକର ଓ ଜିଏସ୍ଟି ବିଭାଗର ଖୋଳତାଡ଼ ।
ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା CBI ।
ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ତାଲିବାନୀ ନିର୍ଯାତନାର ନଗ୍ନ ଚିତ୍ର। ଏକ ନିଶା ନିବାରଣ କେନ୍ଦ୍ରରେ ଥିବା ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅମାନୁଷିକ ଭାବେ ଲୁହା ପାଇପରେ ପିଟୁଛନ୍ତି କେନ୍ଦ୍ରର ମାଲିକ ତଥା ତାଙ୍କ ସହଯୋଗୀ।
ବ୍ରହ୍ମପୁରରୁ କଟକ ଯାଉଥିବା ଏକ OSRTC ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଲାଞ୍ଜିପଲୀ ଛକରେ ବସ୍କୁ ଅଟକାଇ ଚେକିଂ ବେଳେ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବ୍ୟାଗ୍ ମିଳିଥିଲା । ସେହି ବ୍ୟାଗ୍ରେ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ରଖାଯାଇଥିଲା ।
ଦେବୀ ମାଆଙ୍କ ପାଖରେ ହାତ ଯୋଡ଼ି ପ୍ରଥମେ କ୍ଷମା ମାଗିଲା, ତା’ପରେ ଚୋରି କରିନେଲା ଚୋର ।
ଡିଜିଟାଲ୍ ଲୋନ ଆପ୍ ଜରିଆରେ ଆବେଦନ କରୁଛନ୍ତି କି ଲୋନ୍ ? ତେବେ ସାବଧାନ ! ଆପଣ ହୋଇପାରନ୍ତି ଲୁଟ୍ର ଶୀକାର । ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା, ଚାଲିଯାଇପାରେ ମାନ ମହତ ।
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଆଉ ଜଣେ ସରକାରୀ ବାବୁ। ବିନା ଲାଇସେନ୍ସରେ ସାର ଦୋକାନ ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ।
ଦୁଇମାସ ତଳେ ବାହାଘର ହୋଇଥିଲା। ଖୁସି ସମୟରେ ମିଳିମିଶି ଫଟୋ ଉଠାଇଥିଲେ। ହେଲେ ଏମିତି କଣ ହେଲା ଯେ ନବବଧୂ ଆତ୍ମହତ୍ୟା କଲେ
ସରକାର ଦେଉଥିବା ରାସନ ପାଇବା ପାଇଁ ଦିବ୍ୟାଙ୍ଗଙ୍କ ପରିବାର ବାରମ୍ବାର ଡିଲରଙ୍କୁ ଗୁହାରି କରିଥିଲା, ନେହୁରା ବି ହୋଇଥିଲା । ହେଲେ କିଛି ଶୁଣିନଥିଲେ ଡିଲର ।
କେଉଁ ଆଧାରରେ ସ୍ୱାମୀ ପ୍ରଶାନ୍ତଙ୍କ ପରିବାର ଲୋକେ କହିଥିଲେ, ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଛି ବୋଲି? ଏଭଳି କହିବା ପଛର ଉଦ୍ଦେଶ୍ୟ କଣ ?
ଶାଶୁ ଘର ଲୋକଙ୍କ ନିର୍ଯାତନା ସହିନପାରି ଶେଷରେ ଜୀବନ ହାରିଲେ ନବବଧୂ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରୁ ଏଭଳି ଅଭିଯୋଗ ଆସିଛି।
ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମାଗିଛନ୍ତି ସୋ-କଜ୍ ନୋଟିସ । କୋକିଂ କୋଲ୍ ଚାଲାଣକୁ ନେଇ କାରଣ ଦର୍ଶାଅ ନୋଟିସ୍ ।
ଆଜି ସକାଳୁ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ । ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଛି ।
ଦୀପିକାଙ୍କୁ ଓ ପୁଅକୁ ତାଙ୍କ ସ୍ୱାମୀ ବା ପ୍ରେମିକ ଗ୍ରହଣ ନକଲା ଯାଏଁ ଏହି ଧାରଣା ଚାଲିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଚାକିରି ଖୋଜୁ ଖୋଜୁ ଅପରାଧୀ ପାଲଟିଥିବା ବିକାଶ ଏବେ ପୋଲିସ୍ ହାତରେ ଧରାପଡ଼ିଛି ।
ବେଆଇନ୍ ମଦ କାରବାର ଅଭିଯୋଗରେ ତହସିଲଦାର ଚଢ଼ାଉ କରିଥିଲେ
ଦୁଇ ଦୁଇ ଜଣଙ୍କ ବିୟୋଗ ପରେ ନିଃସଙ୍ଗ ସାନଝିଅ ଓ ବାପା, ରୋଜଗାର ନଥିବାରୁ ବଢ଼ିଲା ଚିନ୍ତା…
ଘରୋଇ କମ୍ପାନିକୁ ଅହେତୁକ ଅନୁକମ୍ପା ଅଭିଯୋଗରେ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଗିରଫ, OSL DGMଙ୍କ ସହ ଆଉ ୩ ଜଣଙ୍କୁ ବାନ୍ଧିଲା ସିବିଆଇ...
ଅର୍ପିତା ମୁଖାର୍ଜୀ ଏବଂ ପାର୍ଥ ଚାଟାର୍ଜୀଙ୍କ ମିଲିଭଗତର ସମସ୍ତ ପ୍ରମାଣ ଇଡି ହାତରେ ।
ସାମାନ୍ୟ କେଇଟା ଟଙ୍କା ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ । ବିହାର ବେଗୁସରାଇରେ ୨୧ ବର୍ଷୀୟା ନବବିବାହିତା ଅଞ୍ଜଳିଙ୍କୁ ହତ୍ୟା କରାଯାଇଛି ।
ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି...
ପାରାଦୀପ ବନ୍ଦର ଗେଷ୍ଟ ହାଉସ୍ରେ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ସିବିଆଇ ୬ ଘଣ୍ଟା ଜେରା କରିଥିଲା। ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକ ସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍ରେ ରେଡ୍ କରିଥିଲା।
ଆକ୍ରୋଶର ନିଆଁରେ ଜଳୁଥିବା ଅମର କିନ୍ତୁ ଥିଲେ ନଛୋଡ଼ବନ୍ଧା।