ପୁରୀ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କୁ ହତ୍ୟା ନୁହେଁ, ସେ କରିଛନ୍ତି ଆତ୍ମହତ୍ୟା । କ୍ୟାପିଟାଲ୍ ହସ୍ପିଟାଲ୍ରେ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ କରିଛି ଧର୍ମେନ୍ଦ୍ର କରିଛନ୍ତି ସୁଇସାଇଡ୍ । କୁହାଯାଇଛି, ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ପରେ ଏବେ ନାନା ପ୍ରଶ୍ନ ନାନା ଆଶଙ୍କା ।
Published: Satyendu Shekher Mishra
Last updated: 26 September 2022, 09:13 PM IST
ସ୍କୁଲ ସଞ୍ଚାଳକ ପଙ୍କଜଙ୍କ ନିକଟରେ ସ୍କୁଲ ମାନ୍ୟତା ସମ୍ପର୍କିତ କୌଣସି କାଗଜପତ୍ର ନାହିଁ। ଗୋଟିଏ ବଖରାରେ ୩୪ ଜଣ ପିଲା ଶୋଇଥିବାର ଦେଖିବାକୁ ମିଳିଥିଲା। କୋଠରୀର ଆକାରଠୁ ପିଲା ସଂଖ୍ୟା ଦୁଇରୁ ତିନି ଗୁଣା ଥିଲା। ପଶୁଙ୍କ ଭଳି ଗୋଟିଏ କୋଠରୀରେ ଖୁନ୍ଦାଖୁନ୍ଦି କରି ନିର୍ଦ୍ଦୟ ଭାବେ ରଖାଯାଉଥିଲା।