• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Cyber fraudsters
ଫଟୋ ଛାଡ଼ିଥିଲେ...କଲଗାର୍ଲ ସାଇଡ୍‌ରେ ନମ୍ବର ସାଙ୍ଗରେ ସୋ’ କଲା ଫଟୋ...ପରେ....

ତୋ ଫିଟନେସ୍‌ ଫିଗର ଦେଖି ମୁଁ ଫିଦା ହୋଇଗଲି। କାଇଁ ଏମିତି ହେଉଛୁ? କଲଗାର୍ଲ ସାଇଡ୍‌ରେ ଫଟୋ ଦେଉଛୁ, ଗୋଟିଏ ରାତିକୁ ଏତିକି ନେଉଛୁ....ଫୋନ୍‌ କଲେ ଏମିତି ରାଗୁଛୁ କାହିଁକି? ରିଲ୍‌ରେ ଫଟୋ ଛାଡ଼ିବା ପରେ କଲଗାର୍ଲ ସାଇଡ୍‌ରେ ଫଟୋ ଦେଇ ଏମିତି ଟଙ୍କା ଲୁଟ୍‌ କଲେ ସାଇବର ଲୁଟେରା। ଦେଖନ୍ତୁ ପରେ ହେଲା କ’ଣ?

Punishment By Village Kangaroo Court
ନେତା ବି ବର୍ତ୍ତିଲେନି ! କଙ୍ଗାରୁକୋର୍ଟ ନିଷ୍ପତ୍ତି, ଗାଁରୁ ବାସନ୍ଦ ହେଲେ ଓ୍ୱାର୍ଡ ସଭ୍ୟା

ୱାର୍ଡ ସଭ୍ୟାଙ୍କ ସହ ତାଙ୍କୁ ସମର୍ଥନ କରିଥିବା ଗାଁର କିଛି ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏପଟେ ଜିଲ୍ଲାପାଳ କହିଛନ୍ତି, ଏଭଳି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Home Minister Amit Shah chairs security meeting over J&K targetted killings
ଜମ୍ମୁ ଓ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାକୁ ନେଇ ଅମିତ ଶାହାଙ୍କ ବୈଠକ

ଜମ୍ମୁ ଓ କାଶ୍ମୀରରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ହତ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ ।

Digital Fraud
ନିରୀହ ଲୋକଙ୍କ ଖାତା ଚଳୁ

ନିରୀହ ଆଦିବାସୀ ଲୋକଙ୍କଠାରୁ ବ୍ୟାଙ୍କ ଡିଟେଲ୍ସ ଆଉ ଆଙ୍ଗୁଠି ଛାପା ନେଇ ଖାତା କରିଦେଲେ ଖାଲି

Cyber Crime
ପୁଣି ସାଇବର ଠକଙ୍କ ଆତଙ୍କ ! ଗୋଟିଏ କଲ୍‌ରେ ଉଡ଼ାଇ ନେଲେ ଲକ୍ଷାଧିକ ଟଙ୍କା

ଯେଉଁ ନମ୍ବରରେ ମେସେଜ ଆସିଥିଲା ସେ ନମ୍ବରକୁ ଫୋନ କରିବା ପରେ ସେ ତାଙ୍କ ଠାରୁ ଚତୁରତାର ସହ SBI ୟୋନୋର ଆଇଡି ପାସୱାର୍ଡ ମାଗି ନେଇଥିଲେ ।

SDPO
ଭିଜିଲାନ୍ସ ଜାଲରେ ହିନ୍ଦୋଳ SDPO

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ହିନ୍ଦୋଳ SDPO । ପଥର ଗାଡ଼ି ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି ।

Matrimony Marriage
ବାହାଘରର ମାସକରେ ନବବଧୂକୁ ମାରିଦେଲେ ?

ରାତି ପାହିଥିଲେ ହୁଏତ ପ୍ରଥମ ସାବିତ୍ରୀ ପାଳିଥାନ୍ତେ ନବବିବାହିତ ଦଂପତ୍ତି । ସ୍ୱାମୀକୁ ସତ୍ୟବାନ ଭାବି ନିର୍ଜଳା ଉପବାସ ସହ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଥାନ୍ତେ ପତ୍ନୀ । ହେଲେ ସେହି ରାତି ପାହିବା ଆଗରୁ ଅକାଳରେ ପତ୍ନୀ ଚାଲିଗଲେ ଆରପାରିକୁ ।

Matrimony Marriage
ମ୍ୟାଟ୍ରିମୋନିରୁ ଆରମ୍ଭ ଲଭ୍‌ ଷ୍ଟୋରୀ, ତା’ପରେ ବାହାଘର ! ୨ ମାସରେ ମୃତ୍ୟୁ..

ମୃତ ନବବିବାହିତା ହେଲେ ପ୍ରଭାବତୀ ନାୟକ । ବାପଘର ଭଦ୍ରକ ଜିଲ୍ଲା ଅଣ୍ଡରାଇ ଗାଁ । ଭୁବନେଶ୍ୱର ଖଣ୍ଡଗିରି ଥାନା ସରକନ୍ତରା ଗାଁର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କୁ ବିବାହ କରିଥିଲେ ।

Newly-Wed Woman Found Dead In Bhubaneswar
ସାବିତ୍ରୀ ପାଳିବା ପୂର୍ବରୁ ସତ୍ୟବାନ୍‌ ନେଲା ସାବିତ୍ରୀର ଜୀବନ, ମାସକ ପୂର୍ବରୁ ହୋଇଥିଲା ବିବାହ...

ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୌଣସି ଉପାନ୍ତ ଅଞ୍ଚଳରେ ଏହି ଘଟଣା ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରେ ଘଟଣା ଘଟିଛି। ପ୍ରଥମ ସାବିତ୍ରୀ ବ୍ରତ ପାଳନ କରିବା ପୂର୍ବରୁ ସତ୍ୟବାନ୍‌ ଖୋଦ୍‌ ସାବିତ୍ରୀର ଜୀବନ ନେଇଯାଇଛନ୍ତି। 

Female Assistant Professor Alleges Rape And Blackmailing In Bhubaneswar
ରାଜଧାନୀରେ ଲଜ୍ଜା: ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ

ରାଜଧାନୀ ଭୁବନେଶ୍ୱରରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ସହକାରୀ ମହିଳା ପ୍ରଫେସର ଏଭଳି ଅଭିଯୋଗ ଆଣିଛନ୍ତି।

Chakara Gang
ଲାଗିବ NSA ! ତଡ଼ିପାର ହେବେ ଦୁର୍ଦ୍ଦାନ୍ତ ଚକରା ଗ୍ୟାଙ୍ଗ

ଖାଲି ୨୦୨୨ରେ ରୁଜୁ ହୋଇଛି ୨୨ଟି ମାମଲା । ଖାଲି ଚକରା କାହିଁକି ଗ୍ୟାଙ୍ଗ ସଦସ୍ୟ ରାଜେଶ ମହାପାତ୍ର, ରବିନ ଶତପଥୀ ନାଁରେ ବି ରହିଛି ମାଳମାଳ ମାମଲା ।

JOJO
ହାସ୍ୟାଭିନେତା ଜୋଜୋଙ୍କୁ ହତ୍ୟା ଧମକ

ସୋସିଆଲ୍ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି ଜୋଜୋ ।

  • Thursday, 26 May 2022
Crime
ବୋହୂ ଉପରେ ରାଗ, ହେଲେ ଶାଶୁକୁ ନିସ୍ତୁକ ମାଡ଼

୮୦ ବର୍ଷିୟ ବୃଦ୍ଧା ଶାଶୁଙ୍କୁ ଏକ ରୁମ୍‌ ଭିତରେ ରଖି ମାଡ଼ମାରିଲେ ।

  • Thursday, 26 May 2022
  • Crime
Youth’s body found hanging inside house in Puri
ପ୍ରେମିକା ଘରେ ଝୁଲୁଛି ପ୍ରେମିକର ମୃତଦେହ

ପ୍ରେମିକା ଘରେ ଝୁଲଛି ପ୍ରେମିକର ମୃତଦେହ। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ହେଲେ ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।

Constable Arrested
ପୋଲିସ୍‌ ବାବୁଙ୍କ ନାବାଳିକା ପ୍ରେମ: ଭିଡିଓ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ, ହେଲେ ଜାଣି ନଥିଲେ...

ଭକ୍ଷକ ସାଜିଲା ରକ୍ଷକ। ଶେଷରେ ପଦାରେ ପଡ଼ିଲା ପୋଲିସ୍‌ ବାବୁଙ୍କ କଳା କାରନାମା। ୪ ବର୍ଷ ଧରି ନାବାଳିକାକୁ ଯୌନ ଶୋଷଣ କରିବା ସହ ଧମକ ଦେବା ଅଭିଯୋଗରେ ଜଣେ କନଷ୍ଟେବଲଙ୍କୁ ଗିରଫ କରାଯାଇଛି। 

Crime Bhubaneswar
ପୋଲିସ ସମ୍ମୁଖରେ ଭାଇକୁ ହାଣିଲା ଭାଇ

ପୋଲିସ ଉପସ୍ଥିତିରେ ଆକ୍ରମଣ କରିଚାଲିଥିଲେ ହେଁ କାବୁ କରିବାକୁ ଯାଇ ନାକେଦମ ହୋଇଥିଲା ପୋଲିସ ।

  • Wednesday, 25 May 2022
  • Crime
1 dead in firing
ଗୁଳି ଫୁଟାଇ ମାରିଦେଲେ, ୨୦ ଲକ୍ଷ ଲୁଟିନେଲେ

ଜଣେ ବ୍ୟବସାୟୀ ଘଟଣାସ୍ଥଳରେ ଟଳି ପଡିଥିଲେ।

stabbed
ଅଶାନ୍ତ ପୁରୀ; ଗୁଳିକାଣ୍ଡର କେଇ ଘଣ୍ଟା ପରେ ହେଲା ଛରାମାଡ଼

ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଯୁବକ ଗୁରୁତର । ପୂର୍ବ ଶତ୍ରୁତାରୁ ଛୁରାମାଡ଼ ହୋଇଥିବା ଆଶଙ୍କା । ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Firing
ପୁରୀରେ ପୁଣି ଫୁଟିଲା ଗୁଳି, ଜଣେ ମୃତ

ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା ।

Lootera
ସରିଜ୍‌ ଗହଣା ଦୋକାନ ଲୁଟ୍‌ ପଛର ମାଷ୍ଟର ମାଇଣ୍ଡ ମହିଳା ଗିରଫ

ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ ସହ ବେଗୁନିଆ ଏବଂ ନୟାଗଡ଼ରେ ଗହଣା ଦୋକାନ ଲୁଟ ପଛର ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡିଛି ।

Love Failures
ପ୍ରେମରେ ବିଫଳ ହୋଇ ଜୀବନ ହାରି ଦେଉଛନ୍ତି ପ୍ରେମୀଯୁଗଳ

ଆଗେ ଆଗେ ପ୍ରେମିକ, ପଛେ ପଛେ ପ୍ରେମିକା । ପରସ୍ପରକୁ ନିବିଡ଼ ଭାବେ ଭଲ ପାଉଥିଲେ, ହେଲେ ଜଣେ ଜଣକୁ ଅଧା ରାସ୍ତାରେ ଛାଡ଼ି ଚାଲିଯିବାରୁ ଆର ଜଣକ ମଧ୍ୟ ବାଛିନେଲେ ସମାନ ରାସ୍ତା ।

Lord Land Capture
ଠାକୁରଙ୍କ ଜମିରେ ୩ ମହଲା ବିଶିଷ୍ଟ ପୋଲିସ କ୍ୱାର୍ଟର୍ସ

ଠାକୁରଙ୍କ ଜମିରେ ପୋଲିସ କ୍ୱାର୍ଟର୍ସ, ବସଷ୍ଟାଣ୍ଡ, ପୌରପାଳିକା କାର୍ଯ୍ୟାଳୟ, ବ୍ୟାଙ୍କ, ବିବାହ ମଣ୍ଡପ, ହୋଟେଲ ସହ ମାର୍କେଟ୍ କମ୍ପ୍ଲେକ୍ସ ।

Nandankanan zoo
ନନ୍ଦନକାନନରେ ବାଘ ସଫାରି ବସ କର୍ମଚାରୀ ପର୍ଯ୍ୟଟକ ମାଡ଼ମାରିଛନ୍ତି

ଅତିଥି ଦେବତା ସଙ୍ଗେ ସମାନ । ପର୍ଯ୍ୟଟନ ଶିଳ୍ପରେ ଅତିଥି ବା ପର୍ଯ୍ୟଟକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ହେଲେ ଯଦି ସେହି ଅତିଥିମାନଙ୍କୁ ହତାଦର କରି ମାଡ ମରାଯାଏ ? ଏଭଳି କିଛି ଘଟଣା ଘଟିଛି ରାଜ୍ୟର ଏକମାତ୍ର ବଡ଼ ଚଢିଆଖାନା ନନ୍ଦନକାନନରେ ।

Planned Crime
କିଏ ଥିଲେ ସେହି କିଲର ଟ୍ରକର ଡ୍ରାଇଭର

ଦ୍ରୁତ ଗତିରେ ମାଡ଼ି ଆସିଲା, ମଣିଷଙ୍କ ଉପରେ ଚଢ଼ିଗଲା, ସାମ୍ନା ପଟୁ ଟ୍ରକକୁ ପିଟିଲା । ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ମାମଲାର ଖୋଲୁଛି ମର୍ଡର ପ୍ଳଟର ଗହନ କଥା । କ୍ୟାମେରାରେ କଏଦ ହୋଇଛି ଅଭିଯୁକ୍ତର ଚେହେରା ଆଉ ହତ୍ୟା ଷଡଯନ୍ତ୍ରର ଚିତ୍ର । ଗ

Planned Crime
ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ସିସିଟିଭି କହିଲା ସତ, ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତ

ଏକ୍ସକ୍ଳୁସିଭ ଭିଜୁଆଲ ସହ ତଥ୍ୟ ଲାଗିଛି ଓଟିଭି ହାତରେ । ପୋଲିସ କହିଛି, ଗାଡି ଭିତରେ ୨ ଜଣ ଥିବାବେଳେ ଜଣେ ଧରାପଡ଼ିଛି ଆଉ ଜଣେ ଫେରାର ମାରିଛି ।

  • Monday, 23 May 2022
  • Crime