/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667496659.jpg)
Photo Journalist Rakesh Roul
କଳିଙ୍ଗ ଷ୍ଟାଡିୟମ ଗେଟ ସମ୍ମୁଖରେ ପୋଲିସର ବର୍ବରତା । ଫଟୋ ସାମ୍ବାଦିକଙ୍କୁ ଘୋଷାଡ଼ି ପିଟିଲା ପୋଲିସ । ହକି ମ୍ୟାଚ ଚାଲୁଥିବା ବେଳେ ଜଣେ ଫଟୋ ସାମ୍ବାଦିକଙ୍କୁ ଆକ୍ରମଣ କରି ଆହତ କରିଛନ୍ତି । ନ୍ୟୁଜିଲାଣ୍ଡ ହକି ଟିମ ଷ୍ଟାଡିୟମ ଅଭିମୁଖେ ଯାଉଥିବା ବେଳେ ଫଟୋ ଉଠାଇଥିଲେ ସାମ୍ବାଦିକ ରାକେଶ ରାଉଳ । କାହିଁକି ଫଟୋ ନେଉଛ କହି ହଠାତ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ ପୋଲିସ ବାବୁ । ଚାଲୁଥିବା ବସରୁ ଓହ୍ଲାଇ ଗାଳିଗୁଲଜ କରିବା ସହ ତଳେ ପକାଇ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାସହ କ୍ୟାମେରା ଛଡ଼ାଇନେଇଥିଲେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
#ପୋଲିସର_ବର୍ବରତା
କଳିଙ୍ଗ ଷ୍ଟାଡିୟମ ଗେଟ୍ ସମ୍ମୁଖରେ ପୋଲିସର ବର୍ବରତା। ନ୍ୟୁଜିଲାଣ୍ଡ ହକି ଟିମ ଷ୍ଟାଡିୟମ ଯାଉଥିବା ବେଳେ ଫଟୋ ଉଠାଇବାରୁ ଫଟୋ ସାମ୍ବାଦିକ ରାକେଶ ରାଉଳଙ୍କୁ ପିଟିଲା ପୋଲିସ। ଏହାପରେ ତାଙ୍କ କ୍ୟାମେରା ମଧ୍ୟ ଛଡ଼ାଇ ନେଇଥିଲେ। @odisha_police@dcpbbsr@DCP_TRAFFIC#PhotoJournalist#OTV#Odishapic.twitter.com/gnxnMOUycE— ଓଟିଭି (@otvkhabar) November 3, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)