• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Engg student. elect contractor duped by cyber fraudsters
ସାଇବର ଲୁଟେରାଙ୍କ ଜାଲରେ ପଡି ଠକି ଗଲେ ଇଂଜିନିୟରିଂ ଛାତ୍ରଙ୍କ ଓ ଇଲେକ୍ଟ୍ରିକାଲ ଇଂଜିନିୟର

ବିଦେଶୀଙ୍କ ଜାଲରେ ପଡି ଠକି ଗଲେ ଇଂଜିନିୟରିଂ ଛାତ୍ର ଏବଂ ଆଉ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର ।

Special story
ଦୁଷ୍କର୍ମୀଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁଲା ନାବାଳିକା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଅଟକ ରଖି କଳିଙ୍ଗନଗର ପୋଲିସ ଜେରା କରୁଛି ।

Puri District ADJ-1 awards life imprisonment to 20 people
୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ, ହେଲେ କାହିଁକି ?

ହତ୍ୟା ମାମଲାରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ...

Taranga Sarua Studio
ସାରୁଅ ତରଙ୍ଗ ଷ୍ଟୁଡିଓରେ ଆକ୍ରମଣ ଘଟଣା, ଜିଲ୍ଲାପାଳ-ଏସ୍‌ପିଙ୍କୁ ଫେରାଦ ହେଲା ପୂର୍ବ ସେନାନୀ ସଂଘ

ପୂର୍ବରୁ  ୨୦୨୦ରେ ସଂପୃକ୍ତ ଅଭିଯୁକ୍ତ ସାରୁଅ ଶିଳ୍ପାଞ୍ଚଳରେ ଅନ୍ୟ ଜଣେ ପୂର୍ବତନ ସେନା କର୍ମଚାରୀ ରଘୁନାଥ ପାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ।

Tamilnadu
ଜଳୁଛି କାଲ୍ଲାକୁରୁଚି ! ଯୁଆଡ଼େ ଦେଖିବ ଭଙ୍ଗାରୁଜା-ପୋଡ଼ାଜଳା, ତୀବ୍ର ହେଉଛି ଛାତ୍ରୀ ମତ୍ୟୁ ଉତ୍ତେଜନା

ଆତ୍ମହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ଛାତ୍ରୀଙ୍କ ସ୍କୁଲର ଆଉ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

Car Accident
ଶଳା ଉପରେ ଗାଡ଼ି ମଡ଼ାଇ ଦେଲେ ଭିଣୋଇ !

ସମ୍ବଲପୁର ଏସ୍ପିଙ୍କ ବାସଭବନ ପାଚେରୀ ମଧ୍ୟ ଭାଙ୍ଗିଯାଇଛି।

Reels Video
ଏମିତି ଏ ସମୟ ବଦଳେଇ ଦେଲା ପରିଚୟ ଗୀତରେ ରିଲ୍‌ କରୁଥିଲେ....ଏବେ ପୋଖରୀରୁ ମିଳିଲା ଶବ

ଦିନେ 'ଏମିତି ଏଇ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ଇନଷ୍ଟାଗ୍ରାମ୍‌ରେ ରିଲ୍‌ କରୁଥିଲେ। ଜୀବନରେ ସମୟ କେତେ ମୂଲ୍ୟବାନ ତାହାକୁ ନିଜେ ଭଲରେ ବୁଝୁଥିଲେ ଆଉ ଅନ୍ୟକୁ ବୁଝାଉଥିଲେ। ହେଲେ ସେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି ।

Police Recover 8 Stolen Bikes From A Pond
ଚୋରି କରି ଆଣି ପୋଖରୀ ଭିତରେ ଲୁଚାଇଥିଲେ ବାଇକ୍, ଧରାପଡ଼ିବା ପରେ...

ପୋଖରୀ ଭିତରୁ ମିଳିଲା ଚୋରା ବାଇକ୍‌। ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୮ଟି ଚୋରା ବାଇକ୍‌ ପୋଖରୀ ଭିତରୁ ମିଳିଛି।

Lady Death Case
ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ବାରଣ କରିବାରୁ ଜୀବନ ହାରିଦେଲେ !

ମୃତ୍ୟୁ ପୂର୍ବରୁ ମହିଳା ଜଣଙ୍କ ନିଜ ଇନଷ୍ଟାଗ୍ରାମରେ ଶେଷ ଦୁଇଟି ପୋଷ୍ଟ କରିଛନ୍ତି, ଯାହା ସତ ହୋଇଛି

  • Sunday, 17 July 2022
Special story
ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଠକେଇ : ୩ ଚାଇନା ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର

ଓଡ଼ିଶା ସମେତ ଦେଶର ପ୍ରାୟ ୧ ଲକ୍ଷ ଲୋକଙ୍କୁ ଠକିଥିବା ଅଭିଯୋଗ

Swiggy Delivery Boy Found Dead In Cuttack
ରାସ୍ତାକଡ଼ରୁ ମିଳିଲା Swiggy ବୟଙ୍କ ମୃତଦେହ

କଟକରେ ଜଣେ ସ୍ୱିଗି ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ ସ୍ୱିଗି ବୟଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।

Body Of Unidentified Youth Found On Hilltop In Berhampur
ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ପରେ ପୋଡ଼ିବାକୁ ଉଦ୍ୟମ !

ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ। ଯୁବକଙ୍କୁ ହତ୍ୟା କରି ଫୋପାଡ଼ି ଦିଆଯିବା ସହ ଦେହର କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଛି। 

IIC snigdharani Suna
ବିବାଦୀୟ ଆଇଆଇସି ସ୍ନିଗ୍ଧାରାଣୀ ସୁନା ସସ୍‌ପେଣ୍ଡ

ସୁନାଙ୍କ ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Special story
ନାବାଳକର ‘ବଦଲାପୁର’ : ବାପାଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ଗୁଳି କରି ପ୍ରତିଶୋଧ ନେଲା ପୁଅ

ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ ଗୁଳିମାଡ଼ ହୋଇଛି ।

Husband Alligation
'ଦୁର୍ଘଟଣା ଘଟାଇଥିବା ଡ୍ରାଇଭର୍‌ କୁଆଡ଼େ ସୁନା ମାଡାମଙ୍କ ପ୍ରେମିକ'

ସାମ୍ନାକୁ ଆସିଲା ଲେଡି ପୋଲିସଙ୍କ ପ୍ରେମ କାହାଣୀ। ସେଦିନ ଦୁର୍ଘଟଣା ଦିନ ଗାଡି ଚଳାଉଥିବା ଡ୍ରାଇଭର କାଳେ ତାଙ୍କ ପ୍ରେମିକ। ଲେଡି ଇନ୍ସପେକ୍ଟରଙ୍କ ସ୍ୱାମୀ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ରାଉରକେଲାରୁ ଫେରିବା ବେଳେ ଘରେ ଯାହା ଦେଖିଥିଲି କହିବା ମୁସ୍କିଲ। ସେପଟେ ଡ୍ରାଇଭର ମାଡାମଙ୍କ ପ୍ରେମିକ ହୋଇଥିବାରୁ ତାଙ୍କ ଉପରେ ହେଉନି କଡ଼ା କାର୍ଯ୍ୟାନୁଷ୍ଠାନ? ସେପଟେ ମାଡାମଙ୍କୁ କାହିଁକି ଘଂଟ ଘୋଡାଉଛି ପୋଲିସ? ସେନେଇ ଉଠିଲା ପ୍ରଶ୍ନ..

Patakura
ତାତ୍ସଲ୍ୟ ସହିନପାରି ଆତ୍ମହତ୍ୟା ! ଝିଅର ମୃତଦେହ ରଖି ନ୍ୟାୟ ମାଗୁଛନ୍ତି ବାପା-ମାଆ

ମାଡ଼ ମାରିବା ସହ ମାନସିକ ନିର୍ଯାତନା ଅଭିଯୋଗ । ଅଭିଯୋଗ ପରେ ବି ପୋଲିସ କାଯର୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ।

Elderly Man Killed In Ganjam
ମାରିକି ମାଟି ତଳେ ପୋତି ଦେଲେ, ଧରାପଡ଼ିବା ପରେ...

ଜଣେ ବୃଦ୍ଧଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି। ୩ ଦିନ ପୂର୍ବେ ବୃଦ୍ଧଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। 

Police Wrongly Arrested An Old Man
ଜଣଙ୍କ ନାଁରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇ ନେଲା ପୋଲିସ୍‌; ଶେଷରେ ପରିସ୍ଥିତି ହେଲା ଏମିତି...

ଜଣଙ୍କ ନାଁରେ ୱାରେଣ୍ଟ , ଆଉ ଜଣଙ୍କୁ ଉଠାଇ ନେଲା ପୋଲିସ୍‌। ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସ୍‌ପିଙ୍କ ଦ୍ୱାରସ୍ଥ ହେବେ ଦିବ୍ୟାଙ୍ଗ ବୃଦ୍ଧ। ଅଭିଯୁକ୍ତ ନ ହୋଇବି ବଳପୂର୍ବକ ଭାବେ ପୋଲିସ୍ ଘରୁ ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।

Sonepur Accident : Husband of IIC alleges ‘extra-marital affair’ between driver & Cop
‘ମୋ ସ୍ତ୍ରୀ ପୋଲିସ ବାଲା, ହେଲେ କ୍ରିମିନାଲ୍ ପାଖରେ ରହୁଛି’

ଇନ୍ସପେକ୍ଟର ସିଗ୍ଧାରାଣୀଙ୍କ ସ୍ୱାମୀ ସୁରେଶ ବାଗ୍ ସ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଜୟ ଜଣେ ଅପରାଧି, ତା ସହ କେମିତି ସ୍ନିଗ୍ଧା ସମ୍ପର୍କରେ ଆସିଲେ ତାକୁ ନେଇ ସ୍ୱାମୀ ସୁରେଶ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। 

Martial Dispute
ପୁଅ ସ୍କୁଲ ଯିବା ପରେ ଫ୍ୟାନ୍‌ରେ ଝୁଲିପଡ଼ିଲେ ସ୍ୱାମୀ ସ୍ତ୍ରୀ

କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ରାଜଧାନୀରେ ରହୁଥିବା ଏ ଦମ୍ପତି ?

Body Of Woman With Slit Throat Found Inside House In Cuttack
‘ମୁଁ ଡ୍ୟୁଟିକୁ ଯାଇଥିଲି, ଆସିଲା ବେଳକୁ ମୋ ସ୍ତ୍ରୀ ଆଉ ନାହିଁ’

ଗଳାକଟା ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଅପରାହ୍ଣରେ କଟକରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। 

Attack On Tarang Sarua Studio's Chief Security Officer
ତରଙ୍ଗ ସାରୁଅ ଷ୍ଟୁଡିଓରେ ଆକ୍ରମଣ, ସିକ୍ୟୁରିଟି ଅଫିସର ଆହତ

ସାରୁଅ ଶିଳ୍ପାଞ୍ଚଳରେ ଥିବା ତରଙ୍ଗ ଷ୍ଟୁଡିଓର ମୁଖ୍ୟ ସିକ୍ୟୁରିଟି ଅଫିସର ହଲିମ୍ ଖାଁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ହଲିମ୍‌ଙ୍କ ହାତ ଓ ଗୋ଼ଡରେ ଆଘାତ ଲାଗିଛି।