ଶେଷରେ ପୋଲିସ୍ ହାତରେ ଧରାପଡ଼ିଲା ଗାଡ଼ି ଚୋର । ଏବେ ଥାନାରେ କଟିବ ଦିନ ।
ଦିନକୁ ଦିନ ରାଜ୍ୟରେ ଆତ୍ମହତ୍ୟା ବଢ଼ି ବଢ଼ି ଚାଲିଛି , ହେଲେ କାହିଁକି ?
ପୋଲିସ୍ ହାତରେ ଲାଗିଲା ୭୭ ପେଜ୍ର ସୁଇସାଇଡ୍ ନୋଟ୍
ହଷ୍ଟେଲ୍ରୁ ଜଣେ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।
କାଲି ଭାଇ-ଭଉଣୀ, ଆଉ ଆଜି ମାଆ। ତିନିହେଁ ଚିରଦିନ ପାଇଁ ଆଖିବୁଜିଥିବା ବେଳେ, ବାପା ଏବେବି ଗୁରୁତର। ଗୋଟିଏ ପରିବାର ଉପରେ ହଠାତ୍ ଏଭଳି ଅକାଳ ବିପଦ ମାଡ଼ି ଆସିବା ପଛରେ କାରଣ କଣ? ଫୁଡ୍ ପଏଜନିଂ, ସୁଇସାଇଡ୍, ନା ପ୍ରି-ପ୍ଲାନ୍ଡ ମର୍ଡର୍?
ପଢୁଆ ଝିଅର ମୃତ୍ୟୁ ଆଜି ପରିବାରକୁ ଶୋକାଭିଭୂତ କରିଦେଇଛି । ଭାଙ୍ଗିଦେଇଛି ବାପା, ମା ଓ ପରିବାରର ସ୍ୱପ୍ନ । କିଏ ଜାଣିଥିଲା, ଟ୍ୟୁସନ ଯାଇଥିବା ଝିଅ ଆଉ ଫେରିବନି ବୋଲି?
ଥାନାରେ ଏତଲା ପରେ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ପୋଲିସ
ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ନଂ୧
ବିଳମ୍ବିତ ରାତି ଯାଏ ଛାତ୍ରୀ ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା।
ନାବାଳିକାକୁ ଅପହରଣ ପରେ ୪ ଦିନ ଧରି ଅଟକ ରଖି ଦୁଷ୍କର୍ମ କରାଯାଇଥିବା ଲକ୍ ଥାନାରେ ଅଭିଯୋଗ ହୋଇଛି ।
ଯିଏ ନ୍ୟାୟମୂର୍ତ୍ତି ସାଜି ନ୍ୟାୟ ଦେଉଥିଲେ, ତାଙ୍କ ମୃତ୍ୟୁ ଏବେ ବିବାଦର କାଠଗଡ଼ାରେ..ଯିଏ ଦିନେ ଦୋଷୀଙ୍କୁ ସଜ୍ଜା ଶୁଣାଉଥିଲେ..ସେହି ବିଚାରପତିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଅଭିଯୋଗ
ବିବାଦର କାଠଗଡ଼ାରେ ବିଚାରପତି ସୁବାସଙ୍କ ରହସ୍ୟଜନକ ମୃତ୍ୟୁ। ପୁଅକୁ ହତ୍ୟା ଅଭିଯୋଗ ଆଣି ଥାନାକୁ ଗଲେ ବୃଦ୍ଧ ମା। କହିଲେ ଦାମ୍ପତ୍ୟ ବିବାଦରୁ ବୋହୂ ଦେଉଥିଲେ ମାନସିକ ଓ ଶାରିରୀକ ନିର୍ଯାତନା। ବୋହୂ ଓ ଶଳା ହତ୍ୟା କରିଥିବା ନେଇ ଏତଲା ପରେ ବଢ଼ିଲା ସସ୍ପେନ୍ସ।
ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୁବାସଙ୍କ ମୃତଦେହ ତାଙ୍କୁ ଦେଖିବାକୁ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
୧୮ ଲକ୍ଷ ଟଙ୍କା ମୂଲ୍ୟର ଡାଲି ଓ ଗହମ ବୋଝେଇ ଟ୍ରକ୍ ଆସୁଥିଲା । କାକଟପୁର ଅଞ୍ଚଳରୁ ଟ୍ରକ୍ ଜବତ, ୨ ଗିରଫ ।
ବାଲେଶ୍ୱରରେ ବିଷ ପିଇ ନବ ଦମ୍ପତିଙ୍କ ଆତ୍ମହତ୍ୟା! ସଦର ଥାନା ଚଷାଖଣ୍ଡି ପଞ୍ଚାୟତ ମଧୁପୁରା ଗାଁର ଘଟଣା ।
କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି । ଆଜି ମଧ୍ୟାହ୍ନରେ ବିଚାରପତିଙ୍କ ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ କ୍ୱାଟର୍ରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।
ଶୁଭଶ୍ରୀ ମୃତ୍ୟୁ ମାମଲାରୁ ହଟିଲା ପରଦା। ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ। ଆଉ ଶୁଭଶ୍ରୀଙ୍କ ଜୀବନ ହାରିବା ପଛରେ ରହିଛି ତାଙ୍କ ବୟଫ୍ରେଣ୍ଡ ଚିତ୍ତରଂଜନ ଜେନାଙ୍କ ଭୂମିକା। ବୟଫ୍ରେଣ୍ଡଙ୍କ ପାଇଁ ଶୁଭଶ୍ରୀ ବାଧ୍ୟ ହେଲେ ଆତ୍ମହତ୍ୟା କରିବାକୁ।
କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି । ଆଜି ମଧ୍ୟାହ୍ନରେ ବିଚାରପତିଙ୍କ ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ କ୍ୱାଟର୍ରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।
ଶୁଭଶ୍ରୀ ଓ ଚିତ୍ତରଂଜନ ସ୍କୁଲ ବେଳର ସାଙ୍ଗ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସମ୍ପର୍କ ଥିଲା।
ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ହତ୍ୟା ନୁହେଁ ଏହା ଆତ୍ମହତ୍ୟା ବୋଲି ରିପୋର୍ଟରୁ ଅନୁମାନ କରାଯାଉଛି । ମୃତଦେହ ପ୍ରଥମେ ଝୁଲନ୍ତା ଅବସ୍ଥାରେ ଥିଲା । ଏହାକୁ କଢ଼ାଯାଇ ବେଡ୍ ଉପରେ ରଖାଯାଇଥିଲା ।
ପତ୍ନୀଙ୍କୁ ସାନିଟାଇଜର ଢାଳି ନିଆଁ ଲଗାଇ ସ୍ୱାମୀ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ମାରିବା ପାଇଁ ଉଦ୍ୟମ କରିଥିଲେ।
ସାଇବର ପର୍ଣ୍ଣ ଓ ମର୍ଫିଂ ଚକ୍ରବ୍ୟୁହରେ ଓଡ଼ିଶାର ମହିଳା। ଭିଡିଓ ଓ ଫଟୋକୁ ମର୍ଫିଂ କରି ଶୋଷଣ କରୁଛନ୍ତି ସାଇବର ଠକ। ବଢୁଥିବା ମାମଲାରେ ଓଡ଼ିଶା ଦେଶରେ ପ୍ରଥମ। ସଚେତନତା ଅଭାବକୁ ଦାୟୀ କଲେ ବିଶେଷଜ୍ଞ
ରାଜଧାନୀର ଶାସ୍ତ୍ରୀନଗର ଅଞ୍ଚଳରେ ଘଟିଥିବା ଶୁଭଶ୍ରୀ ମର୍ଡର ମାମଲାରେ ଖାରବେଳନଗର ପୋଲିସ୍କୁ ବଡ଼ ସୁରାକ