• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

murder
ନଳକୂଅ ଛୁଇଁ ଦେବାରୁ ଦଳିତ ଯୁବକଙ୍କୁ ଭୟଙ୍କର ସଜା ! ପିଟି ପିଟି ଜୀବନ ନେଇଗଲେ ଦୁର୍ବୃତ୍ତ

ପାଣି ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ ।

  • Tuesday, 08 November 2022
  • Murder
murder
ଘର ସାମ୍ନାରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

  • Monday, 07 November 2022
  • Murder
Teen Kills Mother, Sister and 2 Others
ନାବାଳକର ଜଘନ୍ୟ କାଣ୍ଡ; ଟିଭିରୁ କୌଶଳ ଶିଖିଲା... ପରିବାରର ୪ ଜଣଙ୍କୁ ମାରିଦେଲା

ଜଘନ୍ୟ କାଣ୍ଡ ଘଟାଇଲା ୧୭ ବର୍ଷର ବାଳକ। ମା’ ଆଉ ଭଉଣୀ ସମେତ ୪ ଜଣଙ୍କୁ ହାଣିଦେଲା। ଟିଭି ଦେଖି ଶିଖୁଥିଲା ହତ୍ୟାର ବିଭିନ୍ନ ଟ୍ରିକ୍ସ!

Deadbody Found In Railway Track In Bolangir Railway Station
ରେଳ ଧାରଣାରୁ ମିଳିଲା ଯୁବତୀଙ୍କ କଟା ମୁଣ୍ଡ

ରେଳ ଧାରଣାରୁ ମିଳିଲା ଯୁବତୀଙ୍କ କଟା ମୁଣ୍ଡ। କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ଆତ୍ମହତ୍ୟା ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Fraud
ପୋଲିସ ଚାକିରି କରାଇଦେବେ କହି ଦେଢ଼ କୋଟି ଟଙ୍କା ଠକି ନେଲେ

ଦ୍ୱିତୀୟ ତାଲିକା ବାହାରିବ କହି ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିବା ଜଣାପଡିଛି ।

Dhamnagar Violence
ଭୋଟ ପରର ହିଂସା ! ‘ବିଜେଡିକୁ ଭୋଟ ଦେଲେନି ବୋଲି ଘରେ ପଶି ପିଟିଲେ’

ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଭେଟିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।

Miscreants Firing At Woman In Bhadrak
ଝିଅକୁ ସିନା ବଞ୍ଚାଇଦେଲେ, ହେଲେ ନିଜେ ଖାଇଲେ ଗୁଳି...

ଝିଅକୁ ଅପହରଣ ଉଦ୍ୟମ ବେଳେ ପ୍ରତିରୋଧ କରିବାରୁ ମା’କୁ ଗୁଳିମାଡ଼। ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି।

  • Saturday, 05 November 2022
  • Firing
Youth Attacked To Locals In Mohana
ହାତରେ ଛୁରୀ ଧରି ବିଚ୍ ରାସ୍ତାରେ ଆତଙ୍କରାଜ: ଯାହାକୁ ପାରିଲେ ତାକୁ ମାରିବା ପାଇଁ ଗୋଡ଼ାଇଲେ...

ହାତରେ ଧାରୁଆ ଛୁରୀ ଧରି ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ ମାନସିକ ବିକୃତ ଯୁବକ। ଏପରିକି ଯାହାକୁ ପାରିଲେ ତାକୁ ମାରିବାକୁ ଗୋଡ଼ାଉ ଥିଲେ।

crime
ପାପର ଶେଷ ସୀମା ! ନିଦ ବଟିକା ଦେଇ ସ୍ତ୍ରୀ ଅଦଳବଦଳ କରୁଥିଲେ ୪ ଯୁବକ

ଏମାନଙ୍କୁ ଭଗବାନ୍‌ ବି କ୍ଷମା ଦେବେନି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଚାରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରାଯାଇଛି ।

aiims
ଦଲାଲଙ୍କ କବଜାରେ AIIMS ! ରୋଗୀଙ୍କୁ ଠକୁଥିବା ରାକେଟର ପର୍ଦ୍ଦାଫାସ୍

୧୩ ଜଣିଆ ଦଲାଲ୍ ରାକେଟକୁ ଗିରଫ କଲା ପୋଲିସ , ନାଁ ରେଜିଷ୍ଟ୍ରେସନ ପାଇଁ ନେଉଥିଲେ ୩ରୁ ୫ହଜାର ଟଙ୍କା

  • Friday, 04 November 2022
Special story
ଚିକିତ୍ସା ବାହାନାରେ କୁକର୍ମ ! ଜାଣି ଜାଣି ଯୁବତୀଙ୍କ ପ୍ରାଇଭେଟ ପାର୍ଟରେ ହାତ ମାରିଦେଲେ ଡାକ୍ତର

ଦାନ୍ତ ଡାକ୍ତରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଯୁବତୀ , ନ୍ୟାୟ ନମିଳିରେ ଆତ୍ମହତ୍ୟା ଧମକ ଦେଲେ ପୀଡ଼ିତା

  • Friday, 04 November 2022
murder
ସର୍ବସମ୍ମୁଖରେ ଶିବସେନା ନେତାଙ୍କୁ ହତ୍ୟା ! ମନ୍ଦିର ବାହାରେ ଧାରଣା ଦେଇଥିଲେ ସୁଧୀର

ମନ୍ଦିର ବାହାରେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

  • Friday, 04 November 2022
  • Murder
Fine For Carry Bag
କ୍ୟାରି ବ୍ୟାଗ ବିକ୍ରି କରିବାରୁ ସପିଙ୍ଗ ମଲ୍‌କୁ ଫାଇନ !

ଅଭିଯୋଗକାରୀ ଜିଲ୍ଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ।

Photo journalist Rakesh Roul beaten during reporting near kalinga stadium
ଭୁବନେଶ୍ୱରରେ ଫଟୋ ସାମ୍ବାଦିକଙ୍କୁ ମାଡ଼ ଘଟଣା: କାହା ଚାପରେ ପୋଲିସ୍‌ ଚୁପ୍‌ ?

ରାଜଧାନୀର ରାଜରାସ୍ତା ଉପରେ ଜଣେ ଫଟୋ ସାମ୍ବାଦିକଙ୍କୁ ପୋଲିସ୍ ମାଡ଼ ମାରିବା ଘଟଣାର ଦିନକ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍‌।

AIIMS
ସହାୟତା ଆଳରେ ରୋଗୀଙ୍କୁ ଠକୁଥିଲେ, ଶେଷରେ ବନ୍ଧା ହେଲେ

ଦଲାଲଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ୍‌। ମେଡିକାଲରେ ଆଉ ଦଲାଲଗିରିକୁ ବରଦାସ୍ତ କରାଯିବନି ବୋଲି ଖୁଲମଖୁଲା ଦିଆଯାଇଛି ଚେତାବନୀ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମସ୍‌ ପାଳି।

Theft
ଚୋରିର ନୂଆ ଷ୍ଟାଇଲ୍‌ ! ଖବରକାଗଜ ଖଣ୍ଡେ ଫିଙ୍ଗି ପୁରା ଘରେ କଳାକନା ବୁଲାଇଦେଲେ

ଘର ଆଗରେ ଖବର କାଗଜ ଦେଖିଲେ ଏହି ଘଟଣା ସମ୍ପର୍କରେ ମନେ ପକାଇବେ । ଆପଣଙ୍କ ଛାତିରେ ଛନକା ପଶିବ ।

Photo Journalist Rakesh Roul
ଫଟୋ ସାମ୍ବାଦିକଙ୍କୁ ତଳେ ପକାଇ ମାରିଲେ ପୋଲିସ ବାବୁ !

କ୍ୟାମେରା ଛଡ଼ାଇନେଇଥିଲେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି  ।

Anup Sai
ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ

ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ବର୍ଦ୍ଧନଙ୍କୁ ଖଲାସ କରିଥିଲେ କୋର୍ଟ ।

Car Accident
ଭୟଙ୍କର ଦୁର୍ଘଟଣା ! କାର ଉପରେ ମାଡ଼ିଗଲା ଟ୍ରକ୍‌, ଏକାଥରେ ୪ ଜଣଙ୍କ ଚାଲିଗଲା ଜୀବନ

ଘଟଗାଁରୁ କେନ୍ଦୁଝରକୁ ମେଳା ଦେଖିବାକୁ କାର୍‌ରେ ଆସୁଥିଲେ ।

Special story
ସ୍ୱାମୀ ନା ଦାନବ ! ବୀମା ଟଙ୍କା ପାଇଁ ଗର୍ଭବତୀ ସ୍ତ୍ରୀକୁ ୧୦୦୦ ଫୁଟ ଉଚ୍ଚରୁ ଠେଲିଦେଲା ସ୍ୱାମୀ

ଏ ମଣିଷ ନା ଦାନବ । ଟଙ୍କା ପାଇଁ ନିଜ ଗର୍ଭବତୀ ସ୍ତ୍ରୀକୁ ବି ଛାଡ଼ିଲାନି ।

Special story
ପୁଣି ଦେଖାହେବ ଆର ଜନମରେ . . ! ପ୍ରେମିକା ଘର ସାମ୍ନାରେ ବିଷପିଇ ଜୀବନ ହାରିଲେ ଯୁବକ

ତା’ ବିନା ସବୁ କିଛି ଅଧୁରା ଲାଗୁଥିଲା । ପ୍ରେମିକାର ପରିବାର ଲୋକ ଭେଟିବାକୁ ଦେଉନଥିଲେ । ଶେଷରେ ଚରମ ନିଷ୍ପତ୍ତି ନେଲେ ଯୁବକ । ‘ତେରେ ବିନା ମରଜାୱାଁ’ ଗୀତରେ ରିଲ୍‌ କରି ବିଷ ପିଇଦେଲେ ।

Dharmendra Pradhan
ନାଗଫାଶ ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କ ଇଶାରା ପରେ ହଇଚଇ, ବଢ଼ିଲା ବିଜେଡି ନେତା-ମନ୍ତ୍ରୀଙ୍କ ହାର୍ଟବିଟ୍

ଅର୍ଚ୍ଚନା ମାମଲାରେ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ନେଇ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇଶାରା ଆଉ ଆଜି ଇଡିରେ ମାମଲା ଘଟଣାକୁ ନେଇ ବଢିଛି ବଡବଡିଆଙ୍କ ହାର୍ଟବିଟ୍ । ED କେଉଁ ଦିଗରେ ତଦନ୍ତ କରିବ, ରାଡାର୍‌ରେ କେଉଁମାନେ ରହିଛନ୍ତି ? ତାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି । ଇଡି ତଦନ୍ତ ଦ୍ୱାରା ଶାସକ ଦଳ ନେତାଙ୍କ ମୁଖା ଖୋଲିବ ବୋଲି ବିଜେପି କହିଥିବା ବେଳେ କଂଗ୍ରେସ କହିଛି ସତ୍ୟାସତ୍ୟ ପଦାକୁ ଆସିବା ଦରକାର । ଜବାବରେ ବିଜେଡି କହିଛି, ନିର୍ବାଚନ ସମୟରେ ଏଭଳି ଧମକ ନଦେଇ, ତଦନ୍ତ କରନ୍ତୁ

Alcoholic
ନିଶା ଛଡ଼ାଇବାକୁ ଯାଉଛନ୍ତି ନିଶା ନିବାରଣ କେନ୍ଦ୍ର, ହେଲେ ଛାଡ଼ିଯାଉଛି ପ୍ରାଣ !

ପୁଣି ସନ୍ଦେହ ଘେରରେ ନିଶା ନିବାରଣ କେନ୍ଦ୍ର । ନିଶା ଛଡ଼ାଇବା ପାଇଁ ସେଠାକୁ ଯାଉଥିବା ବ୍ୟକ୍ତିମାନଙ୍କ ସହ କିଭଳି ବ୍ୟବହାର ହେଉଛି, ସେଠାରେ କୌଣସି ନିର୍ଯାତନା ଦିଆଯାଉଛି କି, ତାକୁ ନେଇ ଉଠିଛି ପ୍ରଶ୍ନ ।

  • Wednesday, 02 November 2022
  • Murder
Alcoholic
ନିଶା ଛଡ଼ାଇବାକୁ ଯାଉଛନ୍ତି ନିଶା ନିବାରଣ କେନ୍ଦ୍ର, ହେଲେ ଛାଡ଼ିଯାଉଛି ପ୍ରାଣ !

ଖଣ୍ଡଗିରି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ନିଶା ନିବାରଣ କେନ୍ଦ୍ରର ସିସିଟିଭି ହାର୍ଡଡିସ୍କ ଜବତ କରିବା ସହିତ ସେଠାକାର କିଛି କର୍ମଚାରୀ ଓ ଅନ୍ତେବାସୀଙ୍କୁ ପଚରାଉଚରା କରିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।