Chinmayee
ମର୍ଡର ନୁହେଁ ଚିନ୍ମୟୀଙ୍କ ମୃତ୍ୟୁ । ପାଣିରେ ବୁଡ଼ି ହିଁ ମରିଛନ୍ତି ବୁର୍ଲା ଭିସୁଟ୍ର ପୂର୍ବତନ ଛାତ୍ରୀ । ଆଜି ଗଣମାଧ୍ୟମ ଆଗରେ ଏହା ସ୍ପଷ୍ଟ କରିଛନ୍ତି ନିଜେ ସମ୍ବଲପୁର ଏସ୍ପି ବି.ଗଙ୍ଗାଧର । ସେ କହିଛନ୍ତି ସିସିଟିଭି, ସୋସିଆଲ୍ ମିଡିଆ ଓ ଅନ୍ୟ ସମସ୍ତ ପାରିପାର୍ଶ୍ୱିକ ତଥ୍ୟ ପ୍ରମାଣରୁ ଏହା ହତ୍ୟା ନୁହେଁ ବୋଲି ଜଣାପଡ଼ିଛି । ତେବେ ଚିନ୍ମୟୀ କେଉଁ ପରିସ୍ଥିତିରେ ପାଣିରେ ବୁଡ଼ିଲେ ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)