ପ୍ରଶ୍ନ ଉଠୁଛି ଏ ସମୟରେ ପିଏସ୍ଓଙ୍କ ଭୂମିକା କଣ ରହିବା ଦରକାର?
କୋଇଲା ମାଫିଆ, ଗୋପାଳଙ୍କୁ ଅସ୍ତ୍ର କରି ନବଙ୍କୁ ରାସ୍ତାରୁ ହଟାଇ ନାହାନ୍ତି ତ ?
କାଲି ଉପଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିଲେ, ଆଜି ଷଣ୍ଢୁଆସି ଆକ୍ରମଣ କଲା ପ୍ରଶାସନ। ବେଆଇନ କାମ କରିବ ତ କାର୍ଯ୍ୟାନୁଷ୍ଠାନ ହେବ
କାହିଁକି ଆର୍ଥିକ କାରବାର ଦିଗ ଉପରେ ଫୋକସ୍ କରିଛି ତଦନ୍ତକାରୀ ସଂସ୍ଥା ?
ନିଜକୁ ନିଜେ ଗୁଳି ମାରି ଟଳି ପଡ଼ିଲେ । ହେଲେ କାହିଁକି, କ’ଣ ଥିଲା କାରଣ ?
ଓଡ଼ିଶା ପୋଲିସ ଆଇ ମା’ କାହାଣୀ ଶୁଣାଉଛି କହିଲେ ଜୟନାରାୟଣ
କାର୍ ବିକିଥିବା ମାଲିକ ଅରୁଣ ମୁନ୍ଦ୍ରା ଏନେଇ ସୂଚନା ଦେଲେ, ‘ଗତ ନଭେମ୍ବର ୨୫ରେ ଗୋପାଳ ୫୦ ହଜାର ଟଙ୍କା ଦେଇଥିଲା’
ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗୁରୁବାର ସନ୍ଧ୍ୟାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ଓକିଲଙ୍କ ସହିତ ଜଗତସିଂହପୁର ସଦର ଥାନାରେ ପହଞ୍ଚି ପୁଣିଥରେ ଏତଲା ଦେଇଛନ୍ତି
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍ ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା।
ବାଲେଶ୍ୱରରେ ବାଲି ମାଫିଆଙ୍କ ଉତ୍ପାତ। ଚଢଉ କରିବାକୁ ଯାଇଥିବା ଉପଜିଲ୍ଲାପାଳ ଓ ତାଙ୍କ ସୁରକ୍ଷା କର୍ମୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ସୁରକ୍ଷା କର୍ମୀଙ୍କ ମୁଣ୍ଡ ଫାଟିଛି।
ନାନା ଚର୍ଚ୍ଚା ଭିତରେ ଆଜି ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ଛାନଭିନ୍ କରିଛି।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ।
ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରିବା ପରେ ଅକାଳରେ ତାର ଜୀବନ ଯାଇଛି । ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ସାବନ୍ତବାଡ଼ିରେ ।
ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତି ଏହି ବ୍ୟବସାୟରେ ପଶିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କ ପାଇଁ ବଡ଼ ପ୍ରତିବନ୍ଧକ ଥିଲେ ନବ ଦାସ।
ଏହି ଗୁଳିକାଣ୍ଡ ପଛରେ YSRCP ନେତାଙ୍କ ସମ୍ପୃକ୍ତି ରହିଛି ।
ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ । ନିଶା ପାଇଁ ସମ୍ପର୍କ ବି ଭୁଲିଗଲା ।
ଗୋପାଳ ଦାସର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟନାରାୟଣ
୧୨ ଖଣ୍ଡ କାଗଜରେ ଲୁଚି ରହିଛି କି ହତ୍ୟା ରସହ୍ୟ ?
ଗଡ଼ୁଛି ସମୟ, ବଢ଼ୁଛି ସନ୍ଦେହ । ପାଇଖାନା ଟାଙ୍କିରେ ପ୍ରମାଣ ଖୋଜା ।
ସାମାନ୍ୟ ବଚସା ପାଇଁ ଚାଲିଗଲା ଜୀବନ । ବନ୍ଧୁର ଜୀବନ ନେଇଗଲେ ଦୁଇ ବନ୍ଧୁ ।
ସିନେମା ହଲରେ ଗଣ୍ଡଗୋଳ କରି ବିଧାୟକଙ୍କ ପୁଅ ଗିରଫ ହୋଇଛନ୍ତି ।
ମନ୍ତ୍ରୀଙ୍କୁ କାହିଁକି ଗୁଳି କଲା ଅଭିଯୁକ୍ତ ଗୋପାଳ । ତଦନ୍ତକାରୀ ଟିମ୍ ସହାୟତାରେ କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ।
ବିଜେପି କହୁଛି ମର୍ଡର ପଛରେ ବିଜେଡି ଅନ୍ତର୍ଦ୍ୱନ୍ଦ୍ୱ ।
ଗୋପାଳଙ୍କ ହୋଟେଲ୍ ବ୍ୟବସାୟୀ ବଡ଼ଭାଇଙ୍କୁ ଗତକାଲି ଉଠାଇନେଇଥିବା କ୍ରାଇମବ୍ରାଞ୍ଚ ଆଜି ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ।
‘ମୋର ମରିବାର ନାହିଁ, ବିମାନରେ ବୋମା ଅଛି’ । ଏପରି କହି ଫୋନ୍ କାଟିଦେଲେ ।