• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

murder
ନାରାୟଣର ଟାଙ୍ଗିଆ ଚୋଟରେ ଲକ୍ଷ୍ମୀ ମୃତ

କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ

Man allegedly shot his girlfriend mother after argument over a dog
କୁକୁରକୁ ନେଇ ଝଗଡ଼ା, ପ୍ରେମିକାର ମା’ଙ୍କୁ ଗୁଳି କଲା ଯୁବକ...

କୁକୁରକୁ ନେଇ ଝଗଡ଼ା ପରେ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ମା’ଙ୍କୁ ଗୁଳି ମାରି ଦେଇଥିବା ଜଣାପଡ଼ିଛି। ଦିଲ୍ଲୀର ବନ୍ଧୁ ଗୁପ୍ତା ରୋଡ୍‌ରେ ଶନିବାର ଦିନ ଏହି ଘଟଣା ଘଟିଛି।

Constable Allegedly Attacked In Balasore
ସମାଧାନ କରିବାକୁ ଯାଇ ମାଡ଼ ଖାଇ ଫେରିଲେ କନଷ୍ଟେବଲ

ପାରିବାରିକ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ପୋଲିସ୍‌କୁ ନିସ୍ତୁକ ମାଡ଼। ମୁଣ୍ଡ ଫାଟିଲା, ଚେତାଶୂନ୍ୟ ହେଲେ କନଷ୍ଟେବଲ।

Body of prisoner found hanging in washroom of Boudh special sub-jail
ଜେଲ୍‌ ଶୌଚାଳୟରୁ ମିଳିଲା କଏଦୀଙ୍କ ଝୁଲନ୍ତା ମୃତଦେହ

ଜେଲ୍‌ ଭିତରେ ଥିବା ଶୌଚାଳୟରେ କଏଦୀ ଜଣକ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ଜଣେ ମାନସିକ ଚିକିତ୍ସିତ ରୋଗୀ ବୋଲି ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

  • Sunday, 09 April 2023
Soon digital KYC verification for SIM cards
ସାବଧାନ ! ସିମ୍‌ କାର୍ଡରେ ଫ୍ରଡ୍‌ ରୋକିବାକୁ KYCରେ ଆସୁଛି ବଡ଼ ପରିବର୍ତ୍ତନ

ଯଦି କେହି ସିମ୍‌ ଅପବ୍ୟବହାର କରି ଧରାପଡ଼ନ୍ତି, ତାଙ୍କୁ ଜୋରିମାନା ସହ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିପାରେ।

  • Saturday, 08 April 2023
  • KYC
Man gives divorce to wife after turning victim of cyber fraud
ଟଙ୍କା ଲୁଟ୍ ଖବର ପାଇ ମହିଳାଙ୍କୁ ଫୋନ୍‌ରେ ତିନି ତଲାକ ଦେଲେ ସ୍ୱାମୀ

ମହିଳା ଜଣକ ଲୋଭର ବଶବର୍ତ୍ତୀ ୧.୭୦ ଲକ୍ଷ ରବି ଶର୍ମାକୁ ଫୋନପେ ଓ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ।

MIL Teacher
ସାହିତ୍ୟ ପଢାଉଥିଲେ ସାର୍, ଛାତ୍ରୀଙ୍କୁ ବାଇକ୍‌ରେ ନେଇ...

ଶିକ୍ଷକ ନାଁରେ କଳଙ୍କ । ନବମ ଶ୍ରେଣୀ ଛାତ୍ରୀଙ୍କୁ ବହି କିଣିଦେବା କହି ବାଇକ୍‌ରେ ନେଲେ । ଜଙ୍ଗଲିଆ ରାସ୍ତାରେ ଅସଦାଚରଣ କରିବାକୁ ଉଦ୍ୟମ କଲେ । ଏବେ ଧରାପଡ଼ିବା ପରେ ମାମୁଁଘରେ ସାର୍‌

Samarth Death Case
‘କାଲି ୯୦ ଲକ୍ଷ ଟଙ୍କା ଧରି ହାୱଡ଼ା ଷ୍ଟେସନରେ ବସିବୁ, ତତେ ଛୁଆ ମିଳିଯିବ’

ଝାରସୁଗୁଡ଼ାର ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ଓଟିଭି ହାତରେ ଲାଗିଛି ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ।

Pension
ଲଢେଇ କରି କରି ମରିଗଲେ...ପେନସନ୍‌ ପାଇଲେନି

ସରକାରୀ ଚାକିରି କରିଥିଲେ, ପେନସନ୍‌ ପାଇବାକୁ ଆଶା ରଖିଥିଲେ । ଲଢେଇ କରି କରି ଆଖି ବୁଜିଲେ ସତ କିନ୍ତୁ ପେନସନ ପାଇଲେ ନାହିଁ । କୋର୍ଟ, କଚେରୀ , କଲେଜ ବୁଲିବୁଲି ହାଲିଆ ହେଲେ କିନ୍ତୁ କିଛି ମିଳିଲାନି

Conman Sukesh
ଜେଲରଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଉଥିଲା ସୁକେଶ ! ରଖିଥିଲା ଆଇଫୋନ୍‌, ଚଳାଇଥିଲା ଠକେଇ ସାମ୍ରାଜ୍ୟ

ରୋହିଣୀ ସେଣ୍ଟ୍ରାଲ୍‌ ଜେଲ୍‌ର ତିନି ଅଧିକାରୀଙ୍କୁ ଏବେ ଗିରଫ କରାଯାଇଛି । ସେମାନେ ମହାଠକ ସୁକେଶକୁ ସହଯୋଗ କରୁଥିଲେ । ଯାହାଫଳରେ ସେ ଜେଲ୍‌ ଭିତରେ ଥାଇ ମଧ୍ୟ ତାର ଠକେଇ ସାମ୍ରାଜ୍ୟକୁ ଚଳାଇ ପାରୁଥିଲା ।

  • Saturday, 08 April 2023
Crime
ଚିଟଫଣ୍ଡ ଠକେଇର ନୂଆ ଫଣ୍ଡା ! ନା ଅଫିସ ନା କାଗଜପତ୍ର, ସିଧା ଆପରେ ଚୂନ

ନା ଅଫିସ, ନା କାଗଜପତ୍ର.. । ସିଧା ଅନଲାଇନ୍ ଆପରେ ଦେଶର ୮୦ ହଜାର ଲୋକଙ୍କ କୋଟି କୋଟିର ଜମା ନେଇ ହାୱା ହେଇଗଲା ଆମେରିକାନ ଚିଟଫଣ୍ଡ କଂପାନି

  • Friday, 07 April 2023
  • EOW
Chit fund
ଚିଟଫଣ୍ଡ ଠକେଇର ନୂଆ ଫଣ୍ଡା ! ନା ଅଫିସ ନା କାଗଜପତ୍ର, ସିଧା ଆପରେ ଚୂନ

କିଛି ଶହ ଟଙ୍କା ଇନଭେଷ୍ଟ କରି ଲକ୍ଷ ଲକ୍ଷରେ ଇନକମର ଲୋଭ। ଆମେରିକାରୁ ଭିଡିଓ ବାର୍ତ୍ତା ଦେଇ ଡଲାରରେ ଟଙ୍କା ରୋଜଗାରର ଲୋଭ ଦେଖାଇ ଲୋକଙ୍କ କୋଟି କୋଟି ନେଇ ହାୱା ହାୱାଇ ହୋଇଗଲା ଅନ ଲାଇନ ଚିଟଫଣ୍ଡ ସଂସ୍ଥା କ୍ଲାଉଡ୍ ଫଟ୍।

Hacking Bank Account
ରିଚାର୍ଜ କଲେନି ବୋଲି ଖାଲି ହୋଇଗଲା ଆକାଉଣ୍ଟ?

ମୁଁ ଉଠେଇଲେ ମାନେ ମୋ ନମ୍ବର । ସମସ୍ତେ ଯେଉଁଠୁ ପାଆନ୍ତି, ମୁଁ ବି ପାଇଲି । ଲେ...ଲେ...ଆକାଉଣ୍ଟ ହ୍ୟାକ୍‌ କରିଛି । କଣ କରିବ ମୋର?

fraud
ବିଶ୍ୱାସରେ ବିଷ ଦେଲା ଏଜେଣ୍ଟ୍ ! ଜୀବନ ଜାକର ଜମାପୁଞ୍ଜି ହରାଇ କାନ୍ଦୁଛନ୍ତି ବୃଦ୍ଧା

ଡାକଘରେ ଜମା ନାଁରେ ଟଙ୍କା ହଡ଼ପ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳରେ ଥିବା ଜଣେ ଏଜେଣ୍ଟଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ ।

golgappa
ଗୁପ୍‌ଚୁପ୍‌ ପାଇଁ ଲଙ୍କାକାଣ୍ଡ ! ଖାଇବାକୁ ମନା କରିବାରୁ ମହିଳାଙ୍କୁ ପିଟି ପିଟି ହତ୍ୟା

ସାମାନ୍ୟ ଗୁପ୍‌ଚୁପ୍‌ ଖିଆକୁ ନେଇ ଜଣଙ୍କ ଜୀବନ ଚାଲିଗଲା । ପିଟି ପିଟି ବୃଦ୍ଧାଙ୍କୁ ହତ୍ୟା କଲେ ପଡ଼ୋଶୀ ।

Medical Issue
ମାରିଦେବେ !! ଟ୍ୟୁମର ରୋଗୀକୁ ପ୍ରସୂତି ରୋଗୀ ପରି କରୁଥିଲେ ଚିକିତ୍ସା

ଇଏ କାଳେ ଦ୍ୱିତୀୟ ଭଗବାନ ! ୮ ମାସ ହେଲାଣି ପେଟରେ ବଢୁଥିଲା ଟ୍ୟୁମର । ଡାକ୍ତର ଦେଉଥିଲେ ଗର୍ଭବତୀ ହେବାର ମେଡ଼ିସିନ୍‌ । ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି ଛତୁଆ ବି ଖୁଆଉଥିଲେ। ଯନ୍ତ୍ରଣା ବଢିବାରୁ ଅଲଟ୍ରାସାଉଣ୍ଡ କଲେ ଡାକ୍ତର । ପେଟରେ ପିଲା ନୁହେଁ ଥିଲା ଟ୍ୟୁମର

rape
ଲଜ୍ଜା !! ଦୃଷ୍ଟିବାଧିତ ସ୍ୱାମୀ ସାମ୍ନାରେ ଦୃଷ୍ଟିବାଧିତ ସ୍ତ୍ରୀଙ୍କୁ ଦୁଷ୍କର୍ମ

ଅସହାୟଙ୍କୁ ସାହାଯ୍ୟ କରିବା ବଦଳରେ ଇଜ୍ଜତ୍‌ ସହ ଖେଳ । ଦିନକୁ ଦିନ ଯେପରି ଦୁନିଆରୁ ମାନବିକତା ମରି ମରି ଯାଉଛି । ଧୀରେ ଧୀରେ ଦାନବ ପାଲଟି ଯାଉଛି ମଣିଷ ।

Human Skeleton
ଏହି ଜଙ୍ଗଲକୁ କେଉଁଠୁ ଆସୁଛି ଏତେ ନରକଙ୍କାଳ ?

ମୃତ୍ୟର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ l

Woman kills husband with lover's help
ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଶବରେ ଲୁଣ ଢାଳିଲେ...

ସବୁଦିନ ପାଇଁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ପ୍ରେମିକ ସହ ମିଶି ପ୍ଲାନ୍‌ କରିଥିଲେ। ପ୍ଲାନ୍‌ ଅନୁସାରେ, ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କୁ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ମୃତଦେହରେ ଲୁଣ ଢାଳି ଦେଇଥିଲେ।

Bolangir Sarpanch produces fake certificate during nomination
ବାପାଙ୍କ ନାଁ ସ୍ଥାନରେ ଶ୍ୱଶୁରଙ୍କ ନାଁ, ନୋମିନେସନ୍‌ ବେଳେ ନକଲି ସାର୍ଟିଫିକେଟ ଦେଲେ ସରପଞ୍ଚ...

 ବୁଡ଼ାବାହାଲ ପଞ୍ଚାୟତର ସରପଞ୍ଚ ଯୁଗଲାଲ ମାଝୀ ନୋମିନେସନ ସମୟରେ ନକଲି SLC ବା ସ୍କୁଲ୍‌ ଲିଭିଙ୍ଗ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଛି।

Nine year old girl found dead from water tank in maharashtra
୨ ଦିନ ହେଲା ନିଖୋଜ ଥିଲା ୯ ବର୍ଷର ଶିଶୁ, ହଠାତ୍‌ ପାଣି ଟାଙ୍କିରୁ ମିଳିଲା...

ଘର ନିକଟ ଛାତ ଉପରେ ଥିବା ପାଣି ଟାଙ୍କିରୁ ୯ ବର୍ଷ ଶିଶୁର ପଚା ଶବ ଉଦ୍ଧାର କରାଯାଇଛି। ନିଖୋଜର ୨ ଦିନ ପରେ ପାଣି ଟାଙ୍କି ଭିତରୁ ମିଳିଲା ମୃତଦେହ।

Odisha EOW arrests Balasore man for defrauding investors of crores of rupees
୫୦ ଟଙ୍କା ରଖି ୪୯ ଟଙ୍କାର ଲାଭ ଉଠାନ୍ତୁ କହି ନେଇଗଲେ କୋଟି କୋଟି ଟଙ୍କା...

କ୍ଲାଉଡ୍‌ଫଟ୍‌ ନାମକ ଏକ ଆପ୍ ଜରିଆରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ୫୦ ଟଙ୍କା ରଖିଲେ ପ୍ରତି ସପ୍ତାହରେ ୪୯ ଟଙ୍କାର ଲାଭ ଦେଖାଇ ଲୋକଙ୍କୁ ଠକିଥିବା ହୋଇଛି।

Medical Issue
ମାରିଦେବେ !! ଟ୍ୟୁମର ରୋଗୀକୁ ପ୍ରସୂତି ରୋଗୀ ପରି କରୁଥିଲେ ଚିକିତ୍ସା

ମାସେ କି ଦୁଇମାସ ନୁହେଁ ବରଂ ୮ ମାସ ହେଲାଣି ଗର୍ଭବତୀଙ୍କ ପରି ଚାଲିଥିଲା ଚିକିତ୍ସା । ଆଶା ଏବଂ ଅଙ୍ଗନୱାଡି କର୍ମୀ ମାଆ ଓ ଶିଶୁ ସୁରକ୍ଷା କାର୍ଡ ଦେବା ସହିତ ନିୟମିତ ଔଷଧ ଦେବା ସହ ଡାକ୍ତରଙ୍କୁ ଦେଖାଉଥିଲେ । ହେଲେ ଅସହ୍ୟ ଯନ୍ତ୍ରଣା ହେବାରୁ ମେଡିକାଲ ଆସିଥିଲେ ସମ୍ପୃକ୍ତ ମହିଳା ଜଣକ । ଆଉ ଅଲଟ୍ରାସାଉଣ୍ଡ ପରେ ଜଣାପଡ଼ିଲା କି ମହିଳା ଜଣକ ଗର୍ଭବତୀ ନଥିଲେ ବରଂ ପେଟରେ ଭୟଙ୍କର ଭାବରେ ବଢୁଥିଲା ଟ୍ୟୁମର ।

Khandagiri Police SI
ଲାଞ୍ଚ ନେଉଥିଲେ; ବନ୍ଧା ହେଲେ ଖଣ୍ଡଗିରି ଥାନା SI

ଭୁବନେଶ୍ୱର ଖଣ୍ଡଗିରି ଥାନା SI ସୁଶାନ୍ତ ସ୍ୱାଇଁ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି ।

  • Thursday, 06 April 2023
  • Bribe
bank
VIDEO : ବ୍ୟାଙ୍କ୍‌ ଡକାୟତି ପାଇଁ ଆସିଥିଲେ, ସାଇରନ୍‌ ବାଜିବାରୁ ଲୁଟେରା ଫେରାର୍‌

ସାଇରନ୍‌ ଶୁଣି ଛୁ ମାରିଲେ ଲୁଟେରା । ପୋଲିସ୍‌ ଭୟରେ ବ୍ୟାଙ୍କ ଲୁଟିବା ପୂର୍ବରୁ ଚମ୍ପଟ ମାରିଲେ ।