ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ କରୁଛି ମହାଲୁଟ୍। ପୂଜା, ହୋମଯଜ୍ଞ, ବ୍ରାହ୍ମଣ ଭୋଜନ ଆଦି ନାଁରେ ଅନଲାଇନରେ ବିଜ୍ଞାପନ ଦେଇ ଚଢ଼ା ଦାମ୍ ରେ ଚଳାଇଛି ଚଳାଇଛି ଚିଟିଂ। ଭଲ କରି ଦେଖନ୍ତୁ ସେହି ଶାଲିଗ୍ରାମ୍ ଡଟ୍ କମ୍ ନାଁରେ ଖୋଲିଥିବା ୱେବସାଇଟକୁ।
ଥମୁନି ଜଗନ୍ନାଥଙ୍କ ନାଁରେ ଠକେଇ । ‘ଉତ୍ସବ’ ପରେ ମାତିଛି ‘ଶାଲିଗ୍ରାମ ଶାଳ’ ମୋବାଇଲ୍ ଆପ୍ । ଦିଅଁଙ୍କ ପୂଜା ଓ ବ୍ରାହ୍ମଣ ଭୋଜନ ସେବା ପାଇଁ ଭକ୍ତଙ୍କୁ ଲୁଟ୍ କରୁଥିବା ଅଭିଯୋଗରେ ସିଂହଦ୍ବାର ଥାନାରେ ଏତଲା
ଜଣେ ୩୦ ବର୍ଷ ବୟସ୍କା ମହିଳା ତାଙ୍କ ପ୍ରେମିକକୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ସହ ଶାହପୁର ରାଜପଥରେ ଉଲଗ୍ନ ଅବସ୍ଥାରେ ପକାଇବା ଦେଖାଯାଇଛି। ଏହା ପୂର୍ବରୁ ସେ ତାଙ୍କ ପ୍ରେମିକାଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବର ନାଁ ହେଉଛି ୟୁଫୋରିଆ ।
ପୂର୍ବରୁ ପୋଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଥିଲେ । ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସକୁ ପୋଲିସ ଯାଇଥିଲେ ବି ବିଦ୍ୟାଭାରତୀଙ୍କୁ ପୋଲିସ ପାଇନଥିଲା ।
ଜଣେ ୧୪ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପଢ଼ୁଥିଲେ ।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ମା’ ତଥା ଛୁଆ କିଣିଥିବା ଦମ୍ପତି ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡୁକୁ ଗିରଫ କରିଛି ପୋଲିସ୍...
ଖଲିସ୍ତାନୀ ସମର୍ଥକମାନେ ସାନ ଫ୍ରାନସିସ୍କୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସରେ ନିଆଁ ଲଗାଇ ଦେଲେ।
କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଲା । ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସରୁ ବି ଫେରିଲା ।
ଦୁର୍ବୃତ୍ତ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧିଥିବା ସୂଚନା । ସନ୍ଦିଗ୍ଧ ଆକ୍ରମଣକାରୀକୁ ପୋଲିସ ଅଟକ ରଖିଲା ।
ଯୁବତୀଙ୍କ ହତ୍ୟା ପଛର କାର୍ପଟଦାର ଖୋଦ୍ ମୃତକଙ୍କ ମାଆ । ୧୫ ଦିନର ତଦନ୍ତ ପରେ ପୋଲିସ୍ ଖୋଲିଛି ରହସ୍ୟ ।
ରାଜଧାନୀରେ IPSଙ୍କ ପରିବାର ବି ଅସୁରକ୍ଷିତ । SP ସାଗରିକା ନାଥଙ୍କ ବାପା-ମାଆଙ୍କଠାରୁ ଲୁଟ୍ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ସାଧାରଣ ଜନତା ନୁହେଁ, ଖୋଦ୍ ଆଇପିଏସ୍ଙ୍କ ପରିବାର ହୋଇଛନ୍ତି ଲୁଟ୍ର ଶିକାର। ବାଲେଶ୍ୱର ଏସପି ସାଗରିକା ନାଥଙ୍କ ମାଆଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।
ଗତ ୩ ଦିନରେ ରାଜଧାନୀରେ ୩ଟି ଲୁଟପାଟ୍ ଓ ଛିନତାଇ ଘଟଣା ସାମ୍ନାକୁ ଆସିଲାଣି।
ମୁଣ୍ଡ ଓ ମୁହଁକୁ ଇଟାରେ ଛେଚି ହତ୍ୟା ପରେ ଆଖି ତାଡ଼ି ନେଇଗଲେ। ଉତ୍ତର ପ୍ରଦେଶ ରାମପୁର ସିଟିରେ ଏହି ହତ୍ୟାକାଣ୍ଡ ଘଟିଛି।
ପ୍ରଶାନ୍ତଙ୍କୁ ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ସୁନ୍ଦରଗଡ଼ ଜେଲକୁ ପଠାଇ ଦିଆଯାଇଛି ।
୩୫ ବର୍ଷୀୟ ବ୍ୟବସାୟୀ କୁରାଢ଼ୀରେ ନିଜ ପୁଅକୁ ହତ୍ୟା କରିବା ପରେ ସ୍ତ୍ରୀ ଓ ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଶେଷରେ ସେ ଆତ୍ମହତ୍ୟା କରିଥିଲେ। ରବିବାର ସକାଳେ ଫାରୁଖାବାଦରେ ଏହି ଘଟଣା ଘଟିଛି।
ସୋରୋଡାରେ ସୀମା ଟପିଲା ଶୋଷଣ, ବିନା କାମରେ ଲକ୍ଷ ଲକ୍ଷ ଟଙ୍କା ହଡପ । ଆଖିକୁ କାମ ଦିଶୁନି କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ବିଲ୍ ପାସ ହେଇଯାଉଛି । ମଣିଷ ବଦଳରେ ମେସିନରେ ମନରେଗା କାମ ହେଉଛି । ପୋଖରୀ ଖୋଳା ହେଉଛି କିନ୍ତୁ କାଗଜ କଲମରେ।
ବିବାହର ମାନ ରଖିଲାନି ସ୍ୱାମୀ । ପର ସ୍ତ୍ରୀ ପ୍ରେମରେ ପଡ଼ି ସ୍ତ୍ରୀର ନାକ କାଟି ଲହୁଲୁହାଣ କରିଦେଲା ..ପିଲାମାନେ ବି ତା’ ପାଇଁ ପର ହୋଇଗଲେ..
ସାନ ଝିଅ ଓ ପୁଅର ମୃତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି ।
IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ ଲୁଟ୍ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଥିବା ଜଣାପଡ଼ିଛି।
ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି। ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ କାଟି ଦିଆଯାଇଥିବା ସୂଚନା ମିଳିଛି।
କେବେ ଥମିବ ଦାଦନ ଦୁର୍ଦ୍ଦଶା ? ରୋଜଗାରର ଲୋଭ ଦେଇ କନ୍ଧମାଳର ଯୁବକଙ୍କୁ ମୁମ୍ବାଇରେ ଦୁର୍ବୃତ୍ତ କାଟିଦେଲେ ୨ ହାତ, ଗାଁକୁ ଫେରି ଥାନାରେ ପୀଡ଼ିତଙ୍କ ଏତଲା, ପୋଲିସ ଉପରେ ଦାୟିତ୍ୱ ଛାଡ଼ି ହାତ ଟେକିଦେଲା ଜିଲ୍ଲା ଶ୍ରମ ବିଭାଗ...
ଜୁନ୍ ୨୭ ତାରିଖ ରାତିରେ ପୀଡ଼ିତା ଜଣକ ତାଙ୍କ ସାଙ୍ଗଙ୍କ ସହ ଶାହବାଦରେ ଥିବା ଏକ ପାର୍କକୁ ଯାଇଥିଲେ । ସେଠାରେ ତାଙ୍କ ସାଙ୍ଗଙ୍କ ସହ ସେ ବସି କଥା ହେଉଥିବା ସମୟରେ ତିନିଜଣ ପୁଅ ହଠାତ୍ ତାଙ୍କ ନିକଟରେ ପହଞ୍ଚିଥିଲେ ।
ବାଣୀବିହାର ପରେ ଲକ୍ଷ୍ମୀସାଗରରେ ସମାନ ଢଙ୍ଗରେ ଲୁଟ୍ । ବାଇକରେ ଆସି ଝାମ୍ପି ନେଉଛନ୍ତି ସୁନା ଚେନ ।
ଅସହ୍ୟ ହେଲା ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ମାନସିକ ନିର୍ଯାତନା। ଅସମୟରେ ଚଢ଼ା ସୁଧହାରରେ ଲୋନ୍ ନେଇ ଲୋନ୍ ଶୁଝି ପାରି ନ ଥିଲେ ବୃଦ୍ଧ ଦମ୍ପତି।