Assistant Collector
କେମିତି ହେଲା ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁ ? କେଉଁ ପରିସ୍ଥିତିରେ ପୋଖରୀରୁ ଉଦ୍ଧାର ହେଲା ଲେଡି ଓଆରଏସଙ୍କ ମୃତଦେହ ? ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ? ୟା ଭିତରେ ଘଟଣାକୁ ୭ ଦିନ ବିତିଯାଇଥିଲେ ବି ପୋଲିସର ହାତଖାଲି, ସାମ୍ନାକୁ ଆସିପାରୁନି ମୃତ୍ୟୁ ପଛର ରହସ୍ୟ । ଏପଟେ ମୃତ୍ୟୁ ପଛର କାରଣ ପର୍ଦ୍ଦାଫାସ ଦାବିରେ ବିକ୍ଷୋଭ ଓ ଗଣଆନ୍ଦୋଳନ । ଆଜି ରାଉରକେଲା ଏଡିଏମ୍ ଅଫିସ ଆଗରେ ଏଭଳି ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହ ଶହ ଆଦିବାସୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)