• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Minor Girl Gang Raped Case
ନାବାଳିକାକୁ ଗଣଦୁଷ୍କର୍ମ ! ବିଜେପିର ଅଭିଯୋଗ- ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବିଜେଡିର ଏହି ମନ୍ତ୍ରୀ...

କଲେଜ କମନ୍‌ ରୁମ୍‌ରୁ ନିଶା ଦେଇ ଅଭିଯୁକ୍ତ କିଭଳି ନାବାଳିକାକୁ ନେଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Note Exchange Scam
ରାଜଧାନୀରେ ଖୋଲାଖାଲି ଚାଲିଛି ଟଙ୍କା ବଦଳ ସ୍କାମ୍ ! ଏହା ପଛରେ କିଏ ?

୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ହଠାତ ଏପରି ଭିଡ଼ କାହିଁକି? ଟଙ୍କା ବଦଳ ପାଇଁ କେଉଁଠୁ ଆସିଲେ ଏତେ ସଂଖ୍ୟାରେ ଲୋକେ ?

Note Exchange
ଟଙ୍କା କାହାର, ଲାଇନ୍ ଦେଇଛି କିଏ ?

୨୦୦୦ ଟଙ୍କିଆ ନୋଟ୍ ବଦଳ ପାଇଁ RBI ଆଗରେ ଲମ୍ବା ଲାଇନ୍ । ହେଲେ ଟଙ୍କା କାହାର ? ଲାଇନ୍ ଦେଇଛି କିଏ ? କଳା ଧନକୁ ଧଳା କରିବାକୁ ଓ ସରକାରଙ୍କୁ ଚୂନ ଲଗାଇବାକୁ ଗରିବଙ୍କୁ ମୋହରା କରିନାହାନ୍ତି ତ ଅସାଧୁ ଗୋଷ୍ଠୀ ?

Stepmom Brands Minor
ସୈତାନ ହେଲା ସାବତ ମା’; ଥରଥର ଓଠରେ ନିର୍ଯାତନାର କାହାଣୀ ବଖାଣିଲେ ଭାଇ-ଭଉଣୀ

ଜନ୍ମକଲା ବାପା ସହ ମିଶି ସାବତ ମା’ର ସୈତାନୀ କାଣ୍ଡରେ ୨ ଭାଇ ଭଉଣୀଙ୍କ ପାଦରୁ ମସ୍ତକ ଯାଏଁ କ୍ଷତ ବିକ୍ଷତ ଚିହ୍ନ। ସାମାନ୍ୟ ବିସ୍କୁଟ ଦି’ଖଣ୍ଡ ପାଇଁ କାହା ପିଠିରୁ ଛାଲ ଉତାରି ଦେଲାଭଳି ମାଡ଼ ମରାଯାଇଛି ତ ଆଉ କାହାର ମୁହଁ ହାତ ଗୋଡ଼ରେ ନିସ୍ତୁକ ପ୍ରହାର କରାଯାଇଛି।

Note Exchange
୨ ହଜାର ଟଙ୍କିଆ ବଦଳାଇବାକୁ ୩ଶହ ଟଙ୍କା ମଜୁରୀ ! ନୋଟ୍ ଜଣଙ୍କର, ବଦଳାଉଛନ୍ତି ଆଉ ଜଣେ

ଟଙ୍କା କାହାର, ଲାଇନ୍ ଦେଇଛି କିଏ ? ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଆଗରେ ଲାଇନ୍ ଲଗାଇଥିବା କିଛି ଲୋକଙ୍କ କଥାରୁ ଉଠିଛି ଏମିତି ପ୍ରଶ୍ନ।

Woman threatening on phone
ସ୍ୱାମୀ ଉପରେ ତତଲା ତେଲ ଢାଳି ଜେଲରେ ଅଛି ସ୍ତ୍ରୀ; ହେଲେ ଫୋନ୍‌ରେ ଦେଉଛି ଧମକ

ଭଦ୍ରକ ସାବରଙ୍ଗ ଥାନା ଅଧିନ ଵେନ୍ତାନ ପଞ୍ଚାୟତ ଭଵାନୀଵିନ୍ଧା ଗାଁରେ ଘଟିଥିଲା ଏହି ଘଟଣା । ଗତ ଜୁଲାଇ ୧୪ ତାରିଖ ଶୁକ୍ରବାର ରାତି ୧୦.୨୦ ସମୟରେ ଚିତ୍କାର କରି ଉଠିଥିଲେ ପ୍ରଫୁଲ୍ଲ ।

Bhubaneswar Police
ନିଜେ ଲୁଟିଥିଲେ ୩ଲକ୍ଷ ୩୩ ହଜାର; ଥାନାରେ କରିଥିଲେ ଅଭିଯୋଗ, ବାନ୍ଧିଲା ପୋଲିସ

TC କମ୍ପାନୀର ଜଣେ ଏଜେଣ୍ଟ ୩ଲକ୍ଷ ୩୩ ହଜାର ଟଙ୍କା ଆଦାୟ କରିଥିଲେ । ବ୍ୟାଙ୍କରେ ଟଙ୍କା ଜମା ନକରି ଗେମରେ ଟଙ୍କା ଉଡ଼ାଇ ଦେଇଥିଲେ । ଟଙ୍କା ଖର୍ଚ୍ଚ ହୋଇଯିବାରୁ ଲୁଟ ପ୍ଲାନ କରିଥିଲେ ଅଭିଯୁକ୍ତ ।

Mukesh Ambani
ମୁକେଶଙ୍କୁ ପୁଣି ହତ୍ୟା ଧମକ : ୪ ଶହ କୋଟି ଦିଅ, ନ ହେଲେ ହତ୍ୟା କରାଯିବ

ଦେଶର ବିଶିଷ୍ଟ ଶିଳ୍ପପତି, ଏକ ନମ୍ବର ଧନୀ, ରିଲାଏନ୍ସର ମାଲିକ ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ।

Step Mother Beats Son
ସାବତ ମାଆର ରାକ୍ଷସୀ ରୂପ ! ଗୋଟିଏ ବିସ୍କୁଟ ପାଇଁ ପିଲାଙ୍କୁ ମାରି ମାରି ଅଧା ମରା କରିଦେଲା...

ସୁନୀଲଙ୍କ ପ୍ରଥମ ପତ୍ନୀଙ୍କ ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ଥିବାବେଳେ ଉଭୟଙ୍କୁ ନିଜ ପାଖରେ ରଖି ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି।

Cyber Crime
ପୁଣି ମାତିଲେଣି ଚିଟଫଣ୍ଡ ଠକ, ୪୫ ଦିନରେ ଟଙ୍କା ଡବଲ..!

ଅନଲାଇନରେ ଠକିନେଲା କ୍ରିପ୍ଟୋ କରେନସି ସଂସ୍ଥା BTC । BTC ନାଁରେ EOWରେ ଅଭିଯୋଗ କଲେ ଜମାକାରୀ ।

Crime
ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅ ମୃତ

ମୟୂରଭଞ୍ଜ ଜିଲ୍ଲା ପଣତଖଣି ଗାଁରୁ ଆସିଛି ଅଭିଯୋଗ ମୃତକ ହେଲେ ସାକର ଟୁଡୁ ।

  • Sunday, 29 October 2023
CRPF Jawan
ଛୁଟି ଦେଲେନି ବୋଲି CRPF କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା

ମୃତକ ଡି. ଗୁଣଶେଖରନ୍ , ଘର ତାମିଲନାଡୁରେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ।

  • Sunday, 29 October 2023
  • CRPF
CCTV captures a man beats his mother mercilessly
କଳିଯୁଗର କୁଳାଙ୍ଗାର ପୁଅ ! ଅସୁସ୍ଥ ମା’ଙ୍କୁ ଲଗାତାର ଭାବେ ପିଟୁଥିଲେ, ଧରାଇଦେଲା CCTV...

କେବଳ ପୁଅ ନୁହେଁ ବୃଦ୍ଧାଙ୍କ ବୋହୂ ଓ ନାତି ବି ତାଙ୍କୁ ମାଡ଼ ମାରୁଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ବୃଦ୍ଧା ଜଣକ ନିଜ ଝିଅଙ୍କୁ ଜଣାଇଥିଲେ ।

Suicide
ସୁରଟ ଅଞ୍ଚଳରେ ଅଭାବନୀୟ ଘଟଣା, ପରିବାରର ୭ ସଦସ୍ୟଙ୍କୁ ବିଷ ଦେଇ ନିଜେ କଲେ ଆତ୍ମହତ୍ୟା

ମନିଷ ସୋଲାଙ୍କି ନାମକ ଜଣେ ବ୍ୟବସାୟୀ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି ।

Cyber Crime
ଇଏ କି ଠକେଇ ? ହଠାତ୍‌ କଲ ଆସିବ ଆଉ ସେପଟୁ ଟଙ୍କା ପଠାଇଛି କହିବ, ତାପରେ ଫେରସ୍ତ ମାଗିବ..!

ଠକ ଫେରସ୍ତ ମାଗିବ ଓ ଦେଇଥିବା ମେସେଜ ପଢିବାକୁ କହିବ । ତାପରେ ମେସେଜ ଆସିଥିବା ଟଙ୍କା ଠକ ପାଖକୁ ଯିବ ।

Bhubaneswar Loot
ଚୋରି ହୋଇଥିଲା ୧୦ ହଜାର, ପୋଲିସ୍ ଫେରାଇଲା ୨୬ ଲକ୍ଷ

ଏହି ଚୋରି ମାମଲାରେ ସାମ୍ନାକୁ ଆସିଛି ଚୋରର ସଇତାନ ଦିମାଗ୍। ୪୦ ଲକ୍ଷ ଟଙ୍କା ଚୋରି କରିବା ପରେ ୪ ଜଣ ଚୋରଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଭାଗ ବଣ୍ଟା ହୋଇଥିଲା। ତେବେ ଏମାନଙ୍କ ମଧ୍ୟରୁ ଅଧିର ଓଝା ନାମକ ଜଣେ ଅଭିଯୁକ୍ତ ନିଜ ଭାଗ ଚୋରି ଟଙ୍କାକୁ ନେଇ ପୋଷ୍ଟ ଅଫିସରେ ବର୍ଷକ ପାଇଁ ଫିକ୍ସ ଡିପୋଜିଟ୍ କରିଦେଇଥିଲା।

Dead Fish
ପୋଖରୀରେ ବିଷ ! ଭାସୁଛି ମଲା ମାଛ, ପାଣି ପିଇ ମରିଛନ୍ତି ୪ କୁକୁର

ଲୋକେ ଏହି ପୋଖରୀ ପାଣିରେ ଆସବାବପତ୍ର ଧୁଆ ଧୋଇ କରନ୍ତି, ସେଥିପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

Women IIC
ଥାନାରେ IICଙ୍କୁ ଏକୁଟିଆ ଦେଖି ହାତ, ବେକକୁ ବ୍ଲେଡ୍‌ରେ କାଟି ଦେଲା ଦୁର୍ବୃତ୍ତ

ଆଇଆଇସି ଏକୁଟିଆ ଥିବା ବେଳେ ଜଣେ ଅଭିଯୁକ୍ତ ଆଇଆଇସିଙ୍କ ହାତ ଓ ବେକକୁ ବ୍ଲେଡରେ କାଟି ଦେଇଛି। ଏଥିରେ ଥାନା ଅଧିକାରୀ ଆହତ ହୋଇଛନ୍ତି।

Body Found Hanging
ସରକାରୀ କ୍ୱାର୍ଟର୍ସରେ ରାଜସ୍ୱ ସହାୟିକାଙ୍କ ଝୁଲନ୍ତା ମୃତଦେହ

ବୈପାରୀଗୁଡା ବ୍ଲକର ବରିଷ୍ଟ ରାଜସ୍ୱ ସହାୟିକା ସନ୍ଧ୍ୟାରାଣୀ ନାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ l

Mukhtar Ansari
ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ୍‌, ୫ ଲକ୍ଷ ଜରିମାନା

ସୂଚନା ଅନୁସାରେ ୧୯ ଏପ୍ରିଲ ୨୦୦୯ରେ ହୋଇଥିବା କପିଲ ଦେବ ସିଂ ହତ୍ୟା ମାମଲା ଏବଂ ୨୪ ନଭେମ୍ବର ୨୦୦୯ରେ ମୀର ହାସନ ଆକ୍ରମଣ ମାମଲାରେ ମୁଖତାର ଅନସାରୀଙ୍କ ବିରୋଧରେ ଏକ ଗ୍ୟାଙ୍ଗଷ୍ଟର ମାମଲା ରୁଜୁ ହୋଇଥିଲା।

Block Office
ବ୍ଳକ କାର୍ଯ୍ୟାଳୟରେ ହାଇଡ୍ରାମା ! ସ୍ତ୍ରୀ-ପିଲାଙ୍କୁ ଧରି ବିଡିଓ ଅଫିସରେ ଆତ୍ମହତ୍ୟା ଧମକ

ପ୍ରାୟ ୩୦ ମିନିଟ୍ ପରେ ବିଷ ବୋତଲ ସହ ଉଦ୍ଧାର କଲା ପୋଲିସ୍ । ଟଙ୍କା ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇ ବିଫଳ ହୋଇଥିବା ଅଭିଯୋଗ ।

  • Friday, 27 October 2023
MS Dhoni
ଧୋନୀଙ୍କ ନାମରେ ଅପହରଣ, ତିନିଦିନ ପରେ ମଧ୍ୟ ମିଳୁନି ସୁରାକ୍

ମାଗଣାରେ ଧୋନୀ ଘର ଓ ଟଙ୍କା ବାଣ୍ଟୁଛନ୍ତି । ଆପଣ ଯଦି ଏପରି କଥା ଶୁଣିବେ ତେବେ ଆଶ୍ଚର୍ଯ୍ୟ ହେବେ କି ନାହିଁ । ଝାଡ଼ଖଣ୍ଡରେ ଏପରି କଥା କହି ଦେଢ଼ ବର୍ଷର ପିଲାକୁ ଅପହରଣ କରା ଯାଇଛି । ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ହୋଇଥିବା ଏହି ଅପହରଣ ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Group Clash In Bhubaneswar
ପୁଣି ପଟିଆରେ ଗୋଷ୍ଠୀ ସଂଘର୍ଷ...ପଥର, ବୋତଲ ମାଡ଼ରେ ଏକାଧିକ ଆହତ

ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗାଁର ଦୁଇ ୱାର୍ଡବାସୀଙ୍କ ମଧ୍ୟରେ ପଥର ମାଡ଼ ସହ ବୋତଲ ମାଡ଼ ହୋଇଛି ।

Gambling
ଜୁଆ ଜାଲରେ ଗଞ୍ଜାମ, ସର୍ବସ୍ୱାନ୍ତ ହେବା ପରେ ବି ଛାଡୁନି ନିଶା

ଜୁଆ ଜାଲରେ ଗଞ୍ଜାମ ଜିଲ୍ଲା। ପରଂପରା ଆଳରେ ଟଙ୍କା ଖେଳର ଏହି ନିଶା, ଅନେକଙ୍କୁ ରାସ୍ତାକୁ ଆଣି ଦେଇଛି। ସର୍ବସ୍ୱ ହରାଉଛନ୍ତି, କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ବି ପଡ଼ିଛି। ତଥାପି ସୁଧୁରୁ ନାହାନ୍ତି ଲୋକେ।

Gambling
ଜୁଆ ବାଜିରେ ଲାଗୁଛି ଜୀବନ, ସର୍ବସ୍ୱାନ୍ତ ହେବା ପରେ ବି ଛାଡୁନି ନିଶା

ବାଜିରେ ଲାଗୁଛି ଜୀବନର ସବୁକିଛି, ବନ୍ଧା ପଡ଼ୁଛି ଘର ବାଡ଼ି, ଏମିତିକି ସାତପୁରୁଷର ଅର୍ଜିତ ସମ୍ପତ୍ତି। ଖେଳ ଏମିତି ଯାହା ବଦଳାଇ ଦେଇଛି ପରିଚୟ। ଗଞ୍ଜାମ ଜିଲ୍ଲାର ଜୁଆ ଖେଳ। ଯିଏ ଖେଳିଛି ସିଏ ଜାଣିଛି, ଆଉ ଯିଏ ଖେଳିନି ସେ ବି ଏହାର ପରିଣାମ ସମ୍ପର୍କରେ ଅଳ୍ପ ବହୁତ ଶୁଣିଛି ।