• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

cyber police arrests a youth
ଯୁବତୀଙ୍କ ହ୍ୱାଟ୍ସଆପ୍‌କୁ ଆସିଲା ଅଶ୍ଳୀଳ ଭିଡିଓ, ଆଉ ତା’ ପରେ...

ଗତ ୨୫ ତାରିଖ ଦିନ ସକାଳେ ଏନେଇ ଯୁବତୀ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ସାଇବାର ଥାନା ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି ।

  • Sunday, 27 August 2023
Florida Shooting
ଘୃଣାରୁ ଅନ୍ଧାଧୂନ ଗୁଳିମାଡ଼ : ୩ କୃଷ୍ଣକାୟ ବ୍ୟକ୍ତିଙ୍କୁ ଗୁଳିମାରି ଆତ୍ମହତ୍ୟା କଲା ହତ୍ୟାକାରୀ

Florida Shooting : ଜ୍ୟାକସନଭିଲେରେ ଶନିବାର ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ୩ ଜଣ କୃଷ୍ଣକାୟ ଲୋକଙ୍କୁ ଗୁଳି କରି ହତ୍ୟା କରିଛି

constable
ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କଲେ କନେଷ୍ଟବଳ

କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

Fake Currency
ପୋଲିସକୁ ସଫଳତା ! ଧରାପଡ଼ିଲା ଜାଲ ନୋଟ, ଦୁଇ ଗିରଫ

ଲୋକେ ୫ଶହ, ଦୁଇ ଶହ ଓ ଶହେ ଟଙ୍କିଆ ନୋଟ୍ ପରଖି ନେବାକୁ ଏସପି ସଚେତନ କରିଛନ୍ତି ।

Sanjukta Mahala - Srikant Sahu
ହାଇକୋର୍ଟରେ ସଂଯୁକ୍ତା ମହଲା, ବଢ଼ିଲା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ

ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏନେଇ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି ।

Ganja
IIC-ଦୁଇ ହୋମଗାର୍ଡଙ୍କ ନାଁରେ NDPS ଆକ୍ଟରେ ମାମଲା

ତତ୍କାଳୀନ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଦୁଇ ହୋମଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର କୁମାର ନାୟକ ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା।

man married
ପାଖରେ ଥିଲେ ଗୋଟିଏ ପତ୍ନୀ, ହୋଇଗଲେ ଆଉ ଥରେ ବାହା; ଏମିତି ହେଲା ପରିସ୍ଥିତି

ପ୍ରଥମ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଦୁଇ ପତ୍ନୀଙ୍କ ସମସ୍ୟା ପାଇଁ ଏକ ଉପାୟ ବାହାର କରାଯାଇଥିଲା ।

  • Saturday, 26 August 2023
  • Wife
Female SI
ନିଖୋଜ ସବ୍‌ ଇନ୍ସପେକ୍ଟର, ମିଳୁନି ଅତ୍ତାପତ୍ତା

ଅଧା ଚିକିତ୍ସାରୁ ହସପିଟାଲରୁ କାହିଁକି ଗାୟବ ହେଲେ ମାଡାମ୍‌ ? ବିନା ଡିସଚାର୍ଜରେ ଗାୟବ ହୋଇଥିବାରୁ ଏହାକୁ ନେଇ ବଢିଲାଣି ଚର୍ଚ୍ଚା ।

  • Saturday, 26 August 2023
woman death
ପର ପୁରୁଷ ସହ ସମ୍ପର୍କ ରଖୁଥିଲା ସ୍ତ୍ରୀ; ଜାଣିବା ପରେ ହେମଦସ୍ତାରେ ପିଟିପିଟି ମାରିଦେଲା ସ୍ୱାମୀ

ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ଥିବା ସନ୍ଦେହ କରି ହେମଦସ୍ତାରେ ପିଟିପିଟି ହତ୍ୟା କରିଛି ସ୍ୱାମୀ । ନିଜ ପତ୍ନୀକୁ ମାରିବା ପରେ ଥାନାରେ ପହଞ୍ଚି ନିଜର ଅପରାଧକୁ ସ୍ୱୀକାର କରିବା ସହ ନିଜର ଦୋଷ ମାନିଛି ।

  • Saturday, 26 August 2023
Balasore city
ଡ୍ରଗସ୍ ଡିପୋ ବାଲେଶ୍ୱର ! ସାରା ରାଜ୍ୟରେ ୭୧ କେଜି ବ୍ରାଉନସୁଗର ଜବତ

ଡ୍ରଗସ୍ କବଳରେ ପଡ଼ି ଯୁବପିଢ଼ି ବରବାଦ ହେଉଛନ୍ତି । ତେଣୁ ନିଶା କାରବାର ରୋକିବାକୁ ୨ ବର୍ଷ ହେଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଳାଇଛି କଡ଼ା ଅଭିଯାନ । ଏହି ସମୟ ଭିତରେ ୭୧ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ ଜବତ ହୋଇଛି ।

Balasore city
ଡ୍ରଗସ୍ ଡିପୋ ବାଲେଶ୍ୱର ! ସାରା ରାଜ୍ୟରେ ୭୧ କେଜି ବ୍ରାଉନସୁଗର ଜବତ

ଡ୍ରଗସ୍ କବଳରେ ପଡ଼ି ଯୁବପିଢ଼ି ବରବାଦ ହେଉଛନ୍ତି । ତେଣୁ ନିଶା କାରବାର ରୋକିବାକୁ ୨ ବର୍ଷ ହେଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଳାଇଛି କଡ଼ା ଅଭିଯାନ । ଏହି ସମୟ ଭିତରେ ୭୧ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ ଜବତ ହୋଇଛି ।

MLA Pradeep Panigrahi
ପ୍ରଦୀପଙ୍କୁ ସୁରକ୍ଷା ଦେଇପାରିଲାନି ପୋଲିସ ! ଅଟକିଲେ ୩ ଘଣ୍ଟା, ଅଣ୍ଡା ସାଙ୍ଗକୁ ହେଲା ପଥର ମାଡ଼

ରାଜରାସ୍ତାରେ ଧସ୍ତାଧସ୍ତି... ନାରାବାଜି ସହ ମୁହାଁମୁହିଁ... ତାହାରି ଭିତରେ ଗାଡ଼ିରେ ଫସିରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗାଡ଼ିକୁ ହୋଇଛି ଅଣ୍ଡା ମାଡ଼ । ଫିଙ୍ଗାଯାଇଛି ଟେକାପଥର । ପାଣି ବୋତଲ ବି ମାଡ଼ ହୋଇଛି । ଆଉ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ।

Crime Against Women
ବିମାନରେ ମହିଳାଙ୍କ ସହ କଲେ ଦୋସ୍ତି, ଗୋଆର ଏକ ହୋଟେଲ୍‌ରେ କଲେ ଦୁଷ୍କର୍ମ !

ମହିଳାଙ୍କୁ ପ୍ରଥମେ ବିମାନରେ ଦେଖା ହୋଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲେ ।

BJP delegation meets NHRC
ହୋମଗାର୍ଡଙ୍କୁ ବଡ଼ବଡ଼ିଆ ଅଫିସର ଦେଉଛନ୍ତି କି ନିର୍ଯାତନା ?

ଡିଆଇଜି ବ୍ରିଜେଶ ରାୟଙ୍କ ଘରେ ଲେଡି ହୋମଗାର୍ଡ ସୈରିନ୍ଦ୍ରୀ ନିର୍ଯାତନା ଅଭିଯୋଗ ମାମଲାକୁ ନେଇ ଲାଗିରହିଛି ହଇଚଇ ।

  • Thursday, 24 August 2023
homeguard
ଥମୁନି ଲେଡି ହୋମଗାର୍ଡଙ୍କୁ DIGଙ୍କ ଘରେ ନିର୍ଯାତନା ବିବାଦ

ଏସବୁ ଭିତରେ ଚିକିତ୍ସାଧିନ ସୈରିନ୍ଦ୍ରୀଙ୍କୁ ସହାୟତାରେ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ପରିବାର ଲୋକେ ବର୍ଷିଥିବାବେଳେ ହୋମଗାର୍ଡ ସର୍ଭିସ ରୁଲର ସଠିକ୍ କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠିଛି ।

  • Thursday, 24 August 2023
BJP delegation meets NHRC
ମହିଳା ହୋମଗାର୍ଡଙ୍କୁ ନିର୍ଯାତନା; ତେଜୁଛି ବିବାଦ, NHRCଙ୍କୁ ଭେଟିଲା ବିଜେପି

କାହିଁକି ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ? ଏଭଳି ପ୍ରଶ୍ନ ଉଠାଇବା ସହ ସୈରିନ୍ଦ୍ରୀଙ୍କ କ୍ଷେତ୍ରରେ ମାନବାଧିକାରର ଖୋଲା ଉଲଂଘନ ହୋଇଥିବା କହିଛନ୍ତି ମାନବାଧିକାର କର୍ମୀ ।

Delhi bus conductor
ଚାକିରି କରାଇଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, ପରେ ଭିଡିଓ କରି ବ୍ଲାକମେଲିଂ

ଖାଲି ଦୁଷ୍କର୍ମ ନୁହେଁ ସେହି ସମୟର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ କରାଯାଇଥିବା ପୋଲିସ କହିଛି । ପୋଲିସର ସୂଚନା ଅନୁସାରେ ପୀଡ଼ିତା ମହିଳା ଚାକିରି କରିବାକୁ ଇଚ୍ଛୁକ ଥିଲେ ।

Police Encounter
ପୁରୀରେ ପୋଲିସର ଏନ୍‌କାଉଣ୍ଟର

ପୋଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ହୋଇଥିବାବେଳେ ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି ।

attacks with needle
ପର୍ଣ୍ଣ ଭିଡିଓରେ ପତ୍ନୀ !! ସନ୍ଦେହ କରି ଡାମ୍ଫଣରେ ଅତର୍କିତ ଆକ୍ରମଣ କଲା ସ୍ୱାମୀ

ଡାମ୍ପଣରେ ସ୍ତ୍ରୀର ତଳିପେଟ, ଗୋଡ଼ ଓ ହାତରେ ଗଭୀର ଭାବରେ ଆଘାତ କରିଥିଲା ।

  • Thursday, 24 August 2023
Woman sub-inspector of Saintala police station critical after allegedly consuming poison
ବିଷ ପିଇଦେଲେ ମହିଳା SI, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଗୁରୁତର SIଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲ ସ୍ଥାନାନ୍ତର,ବିଳମ୍ବିତ ରାତିରେ ସଇଁତଳା ସ୍ଥିତ ଭଡ଼ାଘରେ ବିଷପାନ ସୂଚନା

  • Thursday, 24 August 2023
  • Poison
Home Guard
ହୋମଗାର୍ଡଙ୍କୁ ନିର୍ଯାତନା ମାମଲା; ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

DIG ବ୍ରିଜେଶ ରାୟଙ୍କ ଘରେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା ପରେ ଏବେ ଘନଉଛି ବିବାଦ। କାହିଁକି ଏବଂ କେଉଁ ପରିସ୍ଥିତିରେ ଦିଆଗଲା ନିର୍ଯାତନା, ନିଜ ଆଡୁ ମାମଲା ରୁଜୁ କରି ମହିଳା ଅପରାଧ ନିରୋଧି ସେଲ୍ ADGଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ।

Odisha Police
ହେବ କି ବଡ କାର୍ଯ୍ୟାନୁଷ୍ଠାନ?

ମହିଳା ହୋମଗାର୍ଡକୁ ନିର୍ଯାତନା ମାମଲା : ହେବ କି ବଡ କାର୍ଯ୍ୟାନୁଷ୍ଠାନ? ମାମଲା ଯାଇ ପହଞ୍ଚିଲାଣି ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଯାଏଁ

Lady Lecturer Of Degree College Arrested For Writes Exam Absentee Student
ପରୀକ୍ଷା ଦେବାକୁ ଆସିଲେନି ଛାତ୍ରୀ, ଖାତାରେ ଉତ୍ତର ଲେଖି ବନ୍ଧା ହେଲେ ଅଧ୍ୟାପିକା...

ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ଅଧ୍ୟାପିକା ଗିରଫ ହୋଇଛନ୍ତି। ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ ଗିରଫ ହୋଇଛନ୍ତି।

  • Wednesday, 23 August 2023
BJD MLA Sarat Nayak
ଅଡିଓ ଭାଇରାଲ ହେବା ପରେ ହଇଚଇ; ନେତାଙ୍କ ସହ ସାର୍‌ ଗିରଫ୍‌

ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିଲେ, ଆଜି ବନ୍ଧା ହେଲେ । ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ନିଲମ୍ବିତ ବିଜେଡି ନେତା ଶରତ ନାୟକ ।

Loot
ବିଲଡିଂ ପ୍ଲାନ୍ ଆପ୍ରୁଭାଲ୍ ନାଁରେ ଠକେଇ

ଡୁପ୍ଲିକେଟ୍ ବିଲ୍ଡିଂ ପ୍ଲାନ୍ ଦେଇ କୋଟି କୋଟି ଲୁଟ୍ । ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିରେ ଚାଲିଥିବା ମହାଦୁର୍ନୀତିର ପର୍ଦ୍ଦାଫାସ୍ କଲା ପୋଲିସ୍ । ଦୁଇ କର୍ମଚାରୀଙ୍କ ସହ ୫ ଜଣ ଗିରଫ, ପ୍ଲାନ୍ ଆପ୍ରୁଭାଲ ନାଁରେ ହେଉଥିଲା ଠକେଇ