• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Raj Kundra

Raj Kundra
ପଞ୍ଜି ସ୍କାମ୍‌ରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭ କୋଟିର ସମ୍ପତ୍ତି ଜବତ କଲା ED

ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପା ସେଟ୍ଟୀଙ୍କ ନାଁ ମଧ୍ୟ କିଛି ସ୍ଥାନରେ ଉଠୁଛି ।

Raj Kundra
ଜେଲରୁ ବାହାରିଲେ ବ୍ୟବସାୟୀ ରାଜ୍ କୁନ୍ଦ୍ରା

ଜେଲରୁ ବାହାରିଲେ ବ୍ୟବସାୟୀ ରାଜ୍ କୁନ୍ଦ୍ରା। ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ମାମଲାରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗତ ଦୁଇ ମାସ ଜେଲ୍‌ରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ତାଙ୍କୁ ଚଳିତ ବର୍ଷ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା।

Raj Kundra
୫୦ ହଜାର ଟଙ୍କାରେ ରାଜ କୁନ୍ଦ୍ରାଙ୍କୁ ଜାମିନ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ମାମଲାରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗତ ଦୁଇ ମାସ ଜେଲ୍‌ରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ତାଙ୍କୁ ଚଳିତ ବର୍ଷ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା।

Raj kundra
ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ; ଚାର୍ଜସିଟ୍‌ରେ ରହିଛି ସାଂଘାତିକ ଅଭିଯୋଗ

ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ବୁଧବାର ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଶ୍ଳୀଳ ମାମଲାରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଶିଲ୍ପା ସେଟ୍ଟି ,ସର୍ଲିନ ଚୋପ୍ରା ଓ ଅନ୍ୟ ୪୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି ।

shilpa shetty and raj kundra
ଭାଲେଣ୍ଟାଇନ୍‌ସ୍‌ ଡେ’ରେ ଶିଳ୍ପାଙ୍କୁ ୧୦୦ କୋଟି ଟଙ୍କାର ଗିଫ୍ଟ ଦେଇଥିଲେ ରାଜ୍‌ କୁନ୍ଦ୍ରା !

ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଜୁଲାଇ ୧୯ରେ ଗିରଫ କରିଥିଲା। ଏହାପରେ ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଅନେକ ଖୁଲାସା ହେବାରେ ଲାଗିଛି।

raj kundra
କୁନ୍ଦ୍ରାଙ୍କର ବଢୁଛି ଅଡ଼ୁଆ: ରାୟ ସଂରକ୍ଷଣ ରଖିଛନ୍ତି ହାଇକୋର୍ଟ

ଇମେଲ୍, ବ୍ରାଉଜିଂ ହିଷ୍ଟ୍ରି ଓ ଫେସ୍ଟାଇମ୍ ଡିଟେଲ୍ସ ମଧ୍ୟ ପୋଲିସ ହାତରେ ଲାଗିଛି । ସେପଟେ ୨୦୨୦ର ଏକ ସାଇବର୍ କ୍ରାଇମ୍ ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣିକୁ ଆସନ୍ତା ୭ ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ । କୁନ୍ଦ୍ରାଙ୍କ ଉପରେ ସେବି ମଧ୍ୟ ଇନ୍ସାଇଡର୍ ଟ୍ରେଡିଂ ପାଇଁ ୩ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି । ସେପଟେ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଜଣଙ୍କ ପରେ ଜଣେ ମଡେଲ୍ ଓ ଅଭିନେତ୍ରୀ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଗତ ଏପ୍ରିଲରେ କୁନ୍ଦ୍ରାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଶେର୍ଲିନ ଚୋପ୍ରା କ୍ରାଇମବ୍ରାଞ୍ଚକୁ କହିଛନ୍ତି ଯେ, କୁନ୍ଦ୍ରା ୨୦୧୯ରେ ତାଙ୍କୁ ଇଚ୍ଛା ବିରୁଦ୍ଧରେ କିସ୍ କରିଥିଲେ ଓ ଶିଳ୍ପାଙ୍କ ସହ ତାଙ୍କର ସଂପର୍କ ଜଟିଳ ଥିବା କହିଥିଲେ।

Shilpa-Shetty-pregnant-750x430
ମୁହଁ ଖୋଲିଲେ ଶିଳ୍ପା:ଟ୍ୱିଟରରେ ଲେଖିଲେ ଏମିତି କଥା

ଟ୍ରୋଲର ସାମ୍ନା କରିକରି ଭାଙ୍ଗି ପଡ଼ିଛନ୍ତି ଶିଳ୍ପା ସେଟ୍ଟି । ସତେ ଯେମିତି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି, ବିଚଳିତ ହୋଇପଡ଼ିଛନ୍ତି । କହିଲେ, ପିଲାଙ୍କ ମୁହଁକୁ ଚାହିଁ ଆମ ପ୍ରାଇଭେସିକୁ ଦିଅନ୍ତୁ ସମ୍ମାନ। ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ସୁଟିଂ ଅଭିଯୋଗ ମାମଲାରେ ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ ହେବାର ପ୍ରାୟ ୨ ସପ୍ତାହ ବିତିଲାଣି । ହେଲେ ମାମଲା ସଂପର୍କରେ କୌଣସି ପ୍ରତିକ୍ରିୟା ଦେଉନଥିଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ।

shilpa shetty and her husband
ମିଡ଼ିଆ ଉପରେ ରାଗିଲେ ଶିଳ୍ପା: ବମ୍ବେ ହାଇକୋର୍ଟରେ ୨୯ କୋଟି ଟଙ୍କାର କଲେ ମାନହାନୀ ମକଦ୍ଦମା

ତେବେ ବମ୍ବେ ହାଇକୋର୍ଟ ଯାଇଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ ମାମଲା। ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ବର୍ତ୍ତମାନ ୧୪ ଦିନିଆ ନ୍ୟାୟିକ ହେପାଜତରେ ରହିଥିବା ବେଳେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିଳ୍ପା। ୨୯ ମିଡିଆ ହାଉସ ଉପରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଅତିରଞ୍ଜିତ ଖବର ପରିବେଷଣର ଅଭିଯୋଗ ଆଣି କ୍ଷତିଭରଣା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଛନ୍ତି ଶିଳ୍ପା

raj kundra
ଶର୍ଲିନ ଚୋପ୍ରାଙ୍କ ନୂଆ ଖୁଲାସା: ରାଜ୍ କୁନ୍ଦ୍ରା ଓ ଶିଳ୍ପାଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା

ଅଶ୍ଳୀଳ ବିବାଦରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସିଛି । ମଡେଲ ଶର୍ଲିନ ଚୋପ୍ରା ଶିଳ୍ପା ସେଟ୍ଟୀ ରାଜ୍ କୁନ୍ଦ୍ରାଙ୍କ ନାଁରେ ଆଉ ଏକ ଅଭିଯୋଗ ଆଣିଛନ୍ତି । ଶର୍ଲିନ ରାଜ କୁନ୍ଦ୍ରାଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି । ମୁମ୍ବାଇ ପୋଲିସ ନିକଟରେ ରାଜଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଶର୍ଲିନ । ନିକଟରେ ସେ ପର୍ଣ୍ଣଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଏକ ଏଫ୍ଆଇଆର୍ ଜାରି କରିଛନ୍ତି । ସେ କହିଛନ୍ତି ଯେ ରାଜ୍ ଓ ଶିଳ୍ପାଙ୍କ ମଧ୍ୟରେ ଭଲ ସଂପର୍କ ନଥିବା କଥା ରାଜ କୁନ୍ଦ୍ରା ତାଙ୍କୁ କହିଥିଲେ ।

raj kundra and shilpa shetty
ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ ଶିଳ୍ପା !

ପର୍ଣ୍ଣ ଫିଲ୍ମ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜନେସ୍‌ ମ୍ୟାନ୍ ରାଜ୍‌ କୁନ୍ଦ୍ରାଙ୍କ ମୁସ୍କିଲ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯାହାକି ରାଜ୍‌ କୁନ୍ଦ୍ରାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି।

RAJ KUNDRA
କେସ୍‌ରେ ଫସିବା ଆଗରୁ ମୋବାଇଲ ବଦଳାଇଥିଲେ ରାଜ କୁନ୍ଦ୍ରା

ପୋର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସମାନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି କେସର ତଦନ୍ତ ଜୋରସୋର ଚଳାଇଥିବା ବେଳେ ଏହି ମାମଲାରେ ଆଉ ଏକ ବଡ଼ ଖୁଲାସା ସାମ୍ନା‌କୁ ଆସିଛି । ରାଜ କୁନ୍ଦ୍ରାଙ୍କ ନାଁରେ ଏହି ମାମଲା ରୁଜୁ ହେବା ମାତ୍ରେ ସେ ତାଙ୍କ ମୋବାଇଲ ବଦଳାଇ ଦେଇଥିଲେ ।

Raj Kundra
ଜେଲ ଗଲେ ରାଜ କୁନ୍ଦ୍ରା

ରାଜଙ୍କ ପ୍ରଡକ୍ସନ ହାଉସରେ ପର୍ଣ୍ଣ ଫିଲ୍ମ ସୁଟିଂ ହେଉଥିବାବେଳେ ଲଣ୍ଡନ ଏକ କଂପାନି ଜରିଆରେ ସେ ଏହାକୁ ହଟସଟ୍ସ ନାମକ ଏକ ଆପ୍ଲିକେସନରେ ଅପଲୋଡ଼ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଗିରଫ ପରେ ଆଜି ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖାଯାଇଥିଲା।

Karan Kundra and Raj Kundra
ସମାନ ଟାଇଟଲ କାଳ ହେଲା : ଫସିଗଲେ କରଣ କୁନ୍ଦ୍ରା

ବଲିଉଡ ଧଡକନ ଗାର୍ଲ ଶିଳ୍ପା ଶେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ପରେ ଅଭିନେତା କରଣ କୁନ୍ଦ୍ରା ଏକ ସାଙ୍ଘାତିକ ଅସୁବିଧାରେ ପଡିଯାଇଥିବା ଦେଖାଯାଏ। ଏହାର କାରଣ ହେଉଛି ତାଙ୍କର ବି ଟାଇଟଲ କୁନ୍ଦ୍ରା ରହିଛି।

Raj Kundra
ରାଜ କୁନ୍ଦ୍ରାଙ୍କ ଗିରଫ ପରେ ବି ହୋଇଥାନ୍ତା ଆଡଲ୍ଟ ସିନେମା!

ପୋର୍ଣ୍ଣୋଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀଙ୍କ କମ୍ପାନୀ ଜେଏଲ ଷ୍ଟ୍ରିମ୍‌ ମୁମ୍ବାଇ ପୋଲିସ୍‌ର କ୍ରାଇମବ୍ରାଞ୍ଚ୍‌ ଦ୍ୱାରା ମୁହାଁମୁହିଁ ହେଉଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରାଜ କୁନ୍ଦ୍ରା ଗିରଫ ହେବା ପରେ ମଧ୍ୟ କମ୍ପାନୀ ଆଡଲ୍ଟ କଣ୍ଟେଣ୍ଟ ଉତ୍ପାଦନ କରିବାକୁ ଯୋଜନା କରିପାରେ।

Raj Kundra
ରାଜ କୁନ୍ଦ୍ରାଙ୍କ ଗୁମର ଖୋଲିଲେ ଆଉ ଏକ ମଡେଲ : ନଗ୍ନ ସୁଟିଂ ପାଇଁ ଅଫର ଦିଆଯାଉଥିଲା

ପୋର୍ଣ୍ଣୋଗ୍ରାଫୀ ମାମଲା ନେଇ ବିବାଦରେ ଛନ୍ଦିହୋଇ ପଡିଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିଷୟରେ ପ୍ରତିଦିନ ନୂଆ କଥା ସାମ୍ନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମଡେଲ ଏବଂ ଅଭିନେତ୍ରୀ ସାଗରିକା ଶୋନା ଏବଂ ପୁନମ ପାଣ୍ଡେ ତାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଥିଲେ। ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ନାମରେ ଅଭିଯୋଗ କରିଥିବା ମହିଳାଙ୍କ ତାଲିକାରେ ଆଉ ଏକ ନାଁ ଯୋଡି ହୋଇଯାଇଛି ।

Raj Kundra
ରାଜ୍‌ କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ‘ହିଡେନ୍‌ କପ୍‌ବୋର୍ଡ’, ଖୋଲିପାରେ ଅନେକ ରହସ୍ୟ

ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଚର୍ଚ୍ଚା ହେଉଛି।ଯାହା ପୋଲିସ୍‌କୁ ତଦନ୍ତରେ ସହାୟକ ହେବ ବୋଲି ଜଣାପଡ଼ିଛି।

Shilpa Shetty
ସ୍ୱାମୀ ଗିରଫ ହେବା ପରେ ପ୍ରଥମ ଥର ଏମିତି କହିଲେ ଶିଳ୍ପା

ତେବେ ଏଠାରେ କହିରଖୁଛୁ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ୟବସାୟୀ ତଥା ସେଲିବ୍ରିଟି ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି

Raj Kundra
ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ବଡ଼ ଖୁଲାସା, ଗିରଫଦାରୀରୁ ବଞ୍ଚିବା ପାଇଁ କରିଥିଲେ ଏମିତି କାମ

ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଜଣେ ଅଭିଯୁକ୍ତ ବଡ଼ ଖୁଲାସା କରିଛନ୍ତି।

Hot Shot and Raj Kundra
କ’ଣ ଏହି ହଟ୍‌ ସଟ୍‌ ଆପ୍, ଯାହା ପାଇଁ ଫସିଗଲେ ରାଜ କୁନ୍ଦ୍ରା

ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ୟବସାୟୀ ତଥା ସେଲିବ୍ରିଟି ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏହି ବିବାଦର ମୂଳରେ ରହିଛି “ହଟ୍ ସଟ୍” ନାମକ ଷ୍ଟ୍ରିମିଂ ଆପ୍ଲିକେସନ୍ ଯାହା ବର୍ତ୍ତମାନ ଗୁଗୁଲ୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରୁ ହଟାଯାଇଛି।

Shilpa-Raj
ରାଜ କୁନ୍ଦ୍ରାଙ୍କ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା!

ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ନାମ ସାମ୍ନାକୁ ଆସିଛି। ପୋଲିସ ତାଙ୍କୁ ଜୁଲାଇ ୨୩ନ୍ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ତେବେ ରାଜଙ୍କ ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା ଥିବା କୁହାଯାଉଛି।

Shilpa-Raj
୧୪ ବର୍ଷର ସଂପର୍କରେ ରାଜ-ଶିଳ୍ପା : ଜୀବନ ଥିଲା ସିନେମାର କାହାଣୀ

ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ପ୍ରେମ ଜୀବନ ଠାରୁ ଆରମ୍ଭ କରି ବିବାହିତ ଜୀବନ ପର୍ଯ୍ୟନ୍ତ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍‌ କୌତୁହଳପୂର୍ଣ୍ଣ ନୁହେଁ। ସେମାନଙ୍କ ଜୀବନରେ ବିବାଦ, ଭାବନା ଏବଂ ପ୍ରେମ ବଲିଉଡର ସ୍କ୍ରିପ୍ଟ ପରି, ଏହା ସତ୍ତ୍ୱେ ସମୟ ସହିତ ଏହି ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଗଲା।

raj Kundra
ରାଜ କୁନ୍ଦ୍ରାଙ୍କ ଖୋଲୁଛି ଗୁମର, ଜଣକ ପରେ ଜଣେ ଆଣୁଛନ୍ତି ନୂଆ ଅଭିଯୋଗ

ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ମୋବାଇଲ ଆପ୍ ମାଧ୍ୟମରେ ବିତରଣ । ଏଭଳି ସାଂଘାତିକ ଅଭିିଯୋଗକୁ ନେଇ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।

Raj Kundra
ଜୁଲାଇ ୨୩ ପର୍ଯ୍ୟନ୍ତ ପୋଲିସ୍ ରିମାଣ୍ଡରେ ରାଜ କୁନ୍ଦ୍ରା

ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ପର୍ଯ୍ୟନ୍ତ କୋର୍ଟ ରିମାଣ୍ଡରେ ପଠାଇଛନ୍ତି। ସୋମବାର ରାତିରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ପ୍ରପର୍ଟୀ ସେଲ୍ ଗିରଫ କରିଛି। ଅଶ୍ଳୀଳ ସିନେମା ନିର୍ମାଣ କରି କିଛି ଆପ୍ ମାଧ୍ୟମରେ ସେସବୁକୁ ରିଲିଜ୍ କରିବା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି।