କିଛି ୟୁଜର୍ସ କ୍ୟାସ୍ ବ୍ୟାକ୍ରେ ପାଇଥିବା ଏ ଟଙ୍କାକୁ ଫେରସ୍ତ ପାଇଁ ଦାବି କରିଥିବା ବେଳେ Google Pay କିଛି ୟୁଜର୍ସଙ୍କୁ ଟଙ୍କା ଫେରାଇନିଆଯିବ ନାହିଁ ବୋଲି କହିଛି ।
ବର୍ତ୍ତମାନ ସୁନା ଦରକୁ ନେଇ ଆସିଥିବା ଏହି ଖବର ସୁନାପ୍ରେମୀଙ୍କୁ ଚିନ୍ତାରେ ପକାଇଛି । ନିକଟରେ ବଜାରରେ ସୁନା ବିକ୍ରି ହେବାକୁ ନେଇ ସରକାର କିଛି ପ୍ରତିବନ୍ଧକ ଲଗାଇଛନ୍ତି ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୪୩୦ ଟଙ୍କା ହୋଇଛି।
ବିମାନ କମ୍ପାନୀ GoFirst ତାର ୧୭ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ GoFirst ସେମାନଙ୍କ ଯାତ୍ରୀଙ୍କ ପାଇଁ ଦୁଇଟି ବିଶେଷ ଅଫର ଆଣିଛି । ଯାହାଦ୍ୱାରା ଯାତ୍ରୀମାନେ ଅନ୍ୟକିଛି ସୁବିଧା ପାଇବା ସହ ବିମାନ ଯାତ୍ରାର ମଧ୍ୟ ଲାଭ ପାଇପାରିବେ ।
ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି EMIରେ ଆମ୍ବ ବିକ୍ରି କରୁଛନ୍ତି । ବଜାରରେ ଆମ୍ୱର ଦାମ୍ ଅଧିକ ଥିବାରୁ ଗ୍ରାହକଙ୍କୁ EMIରେ ଆମ୍ବ ଯୋଗାଇଦେଉଛନ୍ତି ବ୍ୟବସାୟୀ ଜଣକ ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୭୦ ଟଙ୍କା ହୋଇଛି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୯୮୦ ଟଙ୍କା ହୋଇଛି।
ଲଗାତାର ୬ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ରେପୋ ରେଟ୍ (Repo Rate) ଅପରିବର୍ତ୍ତିତ ରଖିଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।
ଭାରତରେ ଖୁବ୍ ଶୀଘ୍ର ପ୍ରଥମ ଅଫିସିଆଲ୍ ଆପଲ୍ ଷ୍ଟୋର୍ ଖୋଲିବାକୁ ଯାଉଛି। ଭାରତର ଏକ ବ୍ୟବସାୟିକ ହବ୍ରେ ଏହା ଖୋଲିବ ବୋଲି ଆପଲ୍ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି। ଗ୍ରାହକମାନେ ମୋବାଇଲ୍କୁ ବ୍ୟବହାର କରି କିଣିବାକୁ ନିଷ୍ପତ୍ତି ନେବେ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୩୬୦ ଟଙ୍କା ହୋଇଛି।
ଆୟକରଦାତା ଯଦି କୌଣସି ଟିକସ ବିକଳ୍ପ ଚୟନ ନ କରନ୍ତି, ସେ ନୂଆ ଟିକସ ଢାଞ୍ଚା ବାଛିଛନ୍ତି ବୋଲି ବିବେଚନା କରାଯିବ । ଏହାବ୍ୟତୀତ ବଜେଟ୍ ଘୋଷଣା ଅନୁସାରେ, ସିଗାରେଟ୍, ପାନ ମସଲା ଓ ଅନ୍ୟ ତମାଖୁ ଉତ୍ପାଦ ଉପରେ ଲାଗୁ ହୋଇଛି ବର୍ଦ୍ଧିତ ଆମଦାନୀ ଶୁଳ୍କ ।
ଆୟକରଦାତା ଯଦି କୌଣସି ଟିକସ ବିକଳ୍ପ ଚୟନ ନ କରନ୍ତି, ସେ ନୂଆ ଟିକସ ଢାଞ୍ଚା ବାଛିଛନ୍ତି ବୋଲି ବିବେଚନା କରାଯିବ । ଏହାବ୍ୟତୀତ ବଜେଟ୍ ଘୋଷଣା ଅନୁସାରେ, ସିଗାରେଟ୍, ପାନ ମସଲା ଓ ଅନ୍ୟ ତମାଖୁ ଉତ୍ପାଦ ଉପରେ ଲାଗୁ ହୋଇଛି ବର୍ଦ୍ଧିତ ଆମଦାନୀ ଶୁଳ୍କ ।
ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ନିଶା ନିବାରଣ କର୍ମୀ।
ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ଖାଉଟି ଉପରେ ଏବେ ପଡ଼ିବ କ୍ଷୀର ଦରବୃଦ୍ଧି ଚଡ଼କ। କାରଣ ପ୍ରତି ଘରେ ସକାଳୁ ନିଇତି ଖୋଜା ପଡ଼ୁଥିବା କ୍ଷୀର ଦାମ୍ ଲିଟର ପିଛା ୪ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓମଫେଡ୍।
ସୁନାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବାବେଳେ ଗଲା କିଛି ଦିନ ଧରି ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯାହାକୁ ନେଇ ମଧ୍ୟବିତ୍ତ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି । ଏହାରି ଭିତରେ ସୁନାକୁ ନେଇ ସାମାନ୍ୟ ଖୁସି ଖବର ଆସିଛି ।
ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI) UPI ପେମେଣ୍ଟକୁ ନେଇ ବିଜ୍ଞପ୍ତି ଜାରି କରିଛି। ଏଥିରେ ଏପ୍ରିଲ ୧ରୁ ୟୁପିଆଇ ଜରିଆରେ ହେଉଥିବା ବ୍ୟବସାୟିକ ପେମେଣ୍ଟ ଉପରେ PPI ଚାର୍ଜ ଲାଗୁ ହେବ। ତେବେ ସାଧାରଣ ଗ୍ରାହକଙ୍କ ପାଇଁ କୌଣସି ଚାର୍ଜ ଲାଗୁ ହେବ ନାହିଁ।
ବଜାରରେ ଚା’ ଅନେକ ପ୍ରକାରର ରହିଛି । ସମସ୍ତ ଚା’ର ମୂଲ୍ୟ ମଧ୍ୟ ଭିନ୍ନ ହୋଇଥାଏ । ହେଲେ ଆସାମର ଏକ ସ୍ଥାନରେ ବହୁତ ଦାମୀ ଚା’ର ଉତ୍ପାଦନ ହୋଇଥାଏ ।
ହଲ୍ ମାର୍କିଂ ବିଶେଷଜ୍ଞଙ୍କ ମତରେ, ନୂଆ ବ୍ୟବସ୍ଥାରେ ବିକ୍ରି ହେବାକୁ ଥିବା ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ । ଗୋଟିଏ ବିଆଇଏସ୍ ଲୋଗୋ, ସୁନା ଗହଣା ଶୁଦ୍ଧତାର ଚିହ୍ନ ଓ HUID । HUIDରେ ୬ଟି ଆଲ୍ଫାନ୍ୟୁମେରିକ୍ ନମ୍ବର ବିଶିଷ୍ଟ କୋଡ୍ ରହିବ । ଏହି କୋଡ୍ ମାଧ୍ୟମରେ BIS CARE ଆପ୍ ଜରିଆରେ ସୁନା ଗହଣାର ଶୁଦ୍ଧତା, ଏହାର ନିର୍ମାତା ଓ ହଲ୍ ମାର୍କିଂ କରିଥିବା ସଂସ୍ଥା ଓ ବିକ୍ରି କରିଥିବା ଗହଣା ପ୍ରତିଷ୍ଠାନ ସମ୍ପର୍କରେ ସବୁ ଜାଣିପାରିବେ ଗ୍ରାହକ ।
୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ରହିଛି ।
ପ୍ରଥମେ ଟ୍ୱିଟ୍, ଏହାର କିଛି ଘଣ୍ଟା ପରେ ଧମାକା। ଆଦାନୀ ଗ୍ରୁପ୍ ପରେ ଏବେ ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ଟାର୍ଗେଟ୍ରେ ଟେକ୍ନୋଲୋଜି ଫାର୍ମ ବ୍ଲକ୍ ଇଙ୍କ୍।
ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗର ନାଁ ୨୦୨୩ ପ୍ରାରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। ଗତ ଜାନୁଆରୀ ୨୪ରେ ଆଦାନୀ ଗ୍ରୁପ୍କୁ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା, ସେଥିରେ ଗୌତମ ଆଦାନୀଙ୍କ ସାମ୍ରାଜ୍ୟକୁ ଏକ ଶକ୍ତ ଧକ୍କା ଲାଗିଥିଲା।
ପୋଷ୍ଟ ଅଫିସ୍ରେ RD କଲେ ଆପଣଙ୍କୁ ଅତି କମ୍ରେ ୫.୮ ହାରରେ ସୁଧ ମିଳିବ । ସବୁଠାରୁ ବଡ଼ କଥା ହେଲା, ସରକାର ପ୍ରତି ୩ ମାସରେ ଏହାର ସୁଧ ହାର ନିର୍ଣ୍ଣୟ କରନ୍ତି ।
ଯଦି ଆପଣ ଟଙ୍କା ଜମା ରଖିଥିବା ବ୍ୟାଙ୍କଟି ଦେବାଳିଆ ହୋଇଯାଏ, ତେବେ କ’ଣ ହେବ ? ଆପଣଙ୍କ ଟଙ୍କା ବୁଡ଼ିଯିବନି ତ ? ଜାଣନ୍ତୁ କ’ଣ ରହିଛି ନିୟମ..
ଆଜି ସକାଳ ୮ଟାରୁ ଆମାଜନ ତା’ର ଗ୍ରାହକମାନଙ୍କ ପାଇଁ ଏହି ପ୍ରତିଯୋଗିତା ଆରମ୍ଭ କରିଥିବା ବେଳେ ରାତି ୧୨ଟା ପର୍ଯ୍ୟନ୍ତ ଏହା ଚାଲୁ ରହିବ ।
LICର ଏହି ସ୍କିମ୍ରେ ମାତ୍ର ୧୦୦ଟଙ୍କା ନିବେଶ କରିବା ଦ୍ୱାରା ଆପଣ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରନ୍ତି । ସ୍କିମ୍ର ନାଁ ହେଉଛି ‘ଆମ ଆଦମୀ ଯୋଜନା’ ।