• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Bhagwani Devi Dagar
ବୟସ ସଂଖ୍ୟା ମାତ୍ର; ୯୪ ବର୍ଷ ବୟସରେ ଦେଶ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ

ପ୍ରତିଭା ଆଗରେ ହାର ମାନିଛି ବୟସ । ୯୪ ବର୍ଷରେ ଯାହା କରି ଦେଖାଇଛନ୍ତି ତାହା ଯୂବପିଢ଼ୀଙ୍କୁ ପ୍ରେରଣା ଯୋଗାଇବ ।

Rohit Sharma
ସୂର୍ଯ୍ୟକୁମାରଙ୍କୁ ନେଇ ରୋହିତଙ୍କ ଭବିଷ୍ୟବାଣୀ ସତ ହେଲା, ୧୦ ବର୍ଷ ପୁରୁଣା ଟ୍ୱିଟ୍ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଏହି ଟି -୨୦ରେ ଶତକ ହାସଲ କରିବା ପରେ, ସୋସିଆଲ ମିଡିଆରେ ଏକ ପୁରୁଣା ପୋଷ୍ଟ ଜବରଦସ୍ତ ଭାବେ ଭାଇରାଲ ହେବାରେ ଲାଗିଛି ।

Is the carrier of Kohli going to end
କୋହଲିଙ୍କ କ୍ୟାରିଅର ଆଉ କେତେ ଦିନ

ପୂର୍ବତନ ଅଧିନାୟକ ବିରାଟ କୋହଲି ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ତର୍ଜାତିକ କ୍ରିକେଟ୍‌ର କୌଣସି ଫର୍ମାଟ୍‌ରେ ଶତକ ଲଗାଇ ନାହାନ୍ତି। ଏବେ ଚାରିଆଡ଼େ ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଚର୍ଚ୍ଚା। ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ଅଛି। କୁହାଯାଇଛି, ଏହି ଗସ୍ତ କୋହଲିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ।

India secures comprehensive win against England in first T20 match
ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ

ଭାରତ-ଇଂଲଣ୍ଡ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିଛି। ପ୍ରଥମେ ଅର୍ଦ୍ଧ ଶତକ ଓ ପରେ ୪ଟି ୱିକେଟ୍ ନେଇ ଘରୋଇ ଟିମ୍‌କୁ ହାର୍ଦ୍ଦିକ ପାଣ୍ଡିଆ ଧରାଶାୟୀ କରିଛନ୍ତି।

Sikhar Dhawan
ୱେଷ୍ଟଇଣ୍ତିଜ୍‌ ଗସ୍ତ ପାଇଁ ଟିମ୍‌ ଘୋଷଣା, ଶିଖର ଧାୱନ କ୍ୟାପ୍ଟେନ୍‌

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବୁଧବାର ଘୋଷଣା ହୋଇଛି ଟିମ୍ ଇଣ୍ଡିଆ। ତେବେ କେବଳ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଟିମ୍ ଘୋଷଣା କରାଯାଇଛି। ଶିଖର ଧୱନଙ୍କୁ ଅଧିନାୟକ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଉପ-ଅଧିନାୟକ କରାଯାଇଛି।

India Vs England
୭ ୱିକେଟ୍‌ରେ ଜିତିଲା ଇଂଲଣ୍ଡ, ୨-୨ରେ ସିରିଜ୍‌ ଡ୍ର

ସଫଳତାର ସହ ଖେଳ ପ୍ରଦର୍ଶନ କରି ଇଲଂଣ୍ଡ ବିଜୟ ହୋଇଛି । ଇଂଲଣ୍ଡର ଏହି ବିଜୟ ସହ ସିରିଜ ଡ୍ର ରହିଛି ।

Racism
ଭାରତ-ଇଂଲଣ୍ତ ଟେଷ୍ଟ ସିରିଜ୍‌ରେ ଭାରତୀୟ ଫ୍ୟାନ୍ସ କଳା-ଗୋରା ଭେଦଭାବର ଶିକାର

ଭାରତ-ଇଂଲଣ୍ତ ଟେଷ୍ଟ ଚତୁର୍ଥ ଦିନର ଅନ୍ତିମ ଅଧିବେଶନ ବେଳେ ଇଂଲଣ୍ଡ ପ୍ରଶଂସକମାନେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି ।

Ind vs Eng Test
ଏଜବାଷ୍ଟନ୍ ଟେଷ୍ଟରେ ଭାରତୀୟ ଦଳର ସୁଯୋଗ ହାତଛଡ଼ା, ବିଜୟ ଦ୍ୱାରରେ ଇଂଲଣ୍ତ

ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୩ ୱିକେଟରେ ୨୫୯ ରନ୍ ସଂଗ୍ରହ କରି ଭଲ ସ୍ଥିତିରେ ମଧ୍ୟ ରହିଛି ।

Swadheen Gaud
ପୁଣି ଏକ ନମ୍ବର ରାଙ୍କ କବ୍‌ଜା କଲେ ସ୍ୱାଧୀନ ଗୌଡ଼

ସେ ପୂର୍ବରୁ ସାରା ଓଡ଼ିଶାରେ ୧ ନମ୍ବର ରାଙ୍କରେ ରହିଥିବା ବେଳେ ଏଥର ମଧ୍ୟ ସେ ନିଜର ଶୀର୍ଷ ସ୍ଥାନ ଅକ୍ତିଆର କରି ରଖିଛନ୍ତି ।

Athlete Dutee Chand Also Faced Ragging
ଅଲମ୍ପିଆନ୍ ଦୂତୀ ଚାନ୍ଦ ବି ହୋଇଥିଲେ ରାଗିଂର ଶିକାର, କହିଲେ- ‘କାହାକୁ କହି ହେଉନଥିଲା କି ସହି ହେଉନଥିଲା’

ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କୁ ରାଗିଂ କରାଯାଇଥିଲା। ଏଭଳି ଘଟଣା କାହାକୁ କହି ହେଉନଥିଲା କି ସହି ହେଉନଥିଲା ବୋଲି ଦୂତୀ ସୋସି‌ଆଲ୍ ମିଡିଆରେ କମେଣ୍ଟ ଦେଇ ଲେଖିଛନ୍ତି।

Ravindra Jadeja
ଟିମ୍‌ ଇଣ୍ତିଆର ଜବରଦସ୍ତ କମବ୍ୟାକ୍‌, ପନ୍ତଙ୍କ ପରେ ଜାଡେଜାଙ୍କ ଶତକ

ବର୍ମିଂହାମ ଟେଷ୍ଟରେ ରବୀନ୍ଦ୍ର ଜାଡ଼େଜାଙ୍କ ଶତକ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଜାଡେଜାଙ୍କ ଜବରଦସ୍ତ ଶତକ ।

Special story
ଧୋନୀଙ୍କ ଆଣ୍ଠୁ ଯନ୍ତ୍ରଣା ପାଇଁ ଆୟୁର୍ବେଦିକ ଚିକତ୍ସା : ଖର୍ଚ୍ଚ ମାତ୍ର ୪୦ ଟଙ୍କା

୪୦ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି କ୍ୟାପଟେନ୍‌ କୁଲ୍‌ ।

India Vs Ireland
ସିରିଜ୍ କବ୍‌ଜା କଲା ଭାରତ, ବିଶ୍ୱରେକର୍ଡ କଲା ସଞ୍ଜୁ-ଦୀପକଙ୍କ ପାର୍ଟନରସିପ୍‌

ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ବିଜୟୀ । ମ୍ୟାଚ୍ ଜିତିବା ସହ ୨-୦ରେ ସିରିଜ୍ ଜିତିଲା ଭାରତ ।

Madhya Pradesh clinch first Ranji Trophy title; defeat Mumbai by six wickets in final
ଇତିହାସ ରଚିଲା ମଧ୍ୟପ୍ରଦେଶ; ଫାଇନାଲ୍‌ରେ ମୁମ୍ବାଇକୁ ୬ ଓ୍ୱିକେଟ୍‌ରେ ହରାଇ ବିଜୟୀ

ରଣଜୀ ଟ୍ରଫିରେ ଇତିହାସ ରଚିଲା ମଧ୍ୟପ୍ରଦେଶ....ଫାଇନାଲ୍‌ରେ ୪୧ ଥରର ଚାମ୍ପିଅନ୍ ମୁମ୍ବାଇକୁ ୬ ୱିକେଟରେ ହରାଇ ପ୍ରଥମ ଟାଇଟଲ୍ ହାସଲ୍ କଲା ଏମ୍ପି ଟିମ୍...

Rohit Sharma tests positive for Covid-19
ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା !

ଇଂଲଣ୍ଡ ଓ ଭାରତ(ENG vs IND) ମଧ୍ୟରେ ଟେଷ୍ଟ୍‌ ମ୍ୟାଚ୍‌ ପୁର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା ଲାଗିପାରେ। ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରୋହିତ ଶର୍ମା(Rohit Sharma) କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Hockey India
ଓଡ଼ିଆ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ, ଖେଲୋ ଇଣ୍ଡିଆରେ ନାମସୀ ଜାରିକା

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବେଲହାରୀ ଗ୍ରାମର ଆଦିବାସୀ ଝିଅ ନାମସି ଜାରିକା । ବାପ ଛେଉଣ୍ଡ ନାମସୀଙ୍କ ପିଲାଟି ଦିନରୁ ଖେଳ ପ୍ରତି ଥିଲା ବେଶ ଆଗ୍ରହ । ବହୁ କଷ୍ଟରେ ହକି ଖେଳ ପ୍ରତି ଆଗ୍ରହ ରଖିଥିବା ନାମସୀ ୨୦୧୪ ମସିହାରେ ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ଆରମ୍ଭ କରିଥିଲେ ଅଭିଯାନ ।

ପନ୍ତ ନା ପାଣ୍ଡ୍ୟା - କିଏ ଅଧିକ ଯୋଗ୍ୟ
ପନ୍ତ ନା ପାଣ୍ଡ୍ୟା - କିଏ ଅଧିକ ଯୋଗ୍ୟ

ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପରେ ପନ୍ତ ଓ ପାଣ୍ଡ୍ୟାଙ୍କ ମଧ୍ୟରେ କିଏ ସବୁ ଦୃଷ୍ଟିରୁ ଅଧିକ ଯୋଗ୍ୟ, ତାହାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

Women's Hockey Team
ବର୍ମିଂହାମର କମନ୍‌ୱେଲ୍‌ଥ ଗେମ୍‌ରେ ଚମକିବେ ଓଡ଼ିଆ ଝିଅ

ଦୀପ ଗ୍ରେସ୍ ଏକ୍କାଙ୍କୁ ଭାରତୀୟ ମହିଳା ହକି ଟିମ୍ ର ଉପଅଧିନାୟକ ଭାବେ ଚୟନ କରାଯାଇଛି ।

Roshan Mahanama
ଆର୍ଥିକ ଦୁର୍ଦ୍ଦଶା ବେଳେ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ସିଂହଳୀ କ୍ରିକେଟର୍‌ ରୋଶନ ମହାନାମା

ଆର୍ଥିକ ବିପର୍ଯୟ ସ୍ଥିତିରେ ଗତି କରୁଛି ଶ୍ରୀଲଙ୍କା । ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ୱାର୍ଲ୍ଡ କପ୍‌ ବିଜୟୀ କ୍ରିକେଟର ରୋଶନ ମହାନାମା ।

India vs South Africa
ଭାରତ-ଦକ୍ଷିଣ ଆଫ୍ରିକା T-20 ସିରିଜ୍ ଡ୍ର

ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦ ସିରିଜ୍ ପୁରସ୍କାର ।

IND vs SA
ବେଙ୍ଗଲୁରୁରେ ଖେଳାଯିବ T20 ସିରିଜର ନିର୍ଣ୍ଣାୟକ; ଆହତ କାରଣରୁ ଖେଳିନପାରନ୍ତି ଟେଣ୍ଡା ବବୁମା

ଆଜି ବେଙ୍ଗଲୁରୁରେ ଖେଳାଯିବା ଭାରତ-ଦକ୍ଷିଣ ଆଫ୍ରିକା ଟି-20 ସିରିଜର ଫାଇନାଲ ମ୍ୟାଚ୍ ।

IND vs SA
ଟିମ୍ ଇଣ୍ଡିଆର ଜବରଦସ୍ତ କମବ୍ୟାକ୍: ଶେଷ ମ୍ୟାଚ୍‌ ଫାଇନାଲ ଟକ୍କର

ଆଭେସ ଖାନ୍‌ଙ୍କ ଫାଷ୍ଟ ବୋଲିଂ ଆଗରେ ଗୋଟିଏ ପରେ ଗୋଟିଏ ଖେଳାଳୀ ପାଭିଲିୟନ୍ ଫେରିଥିଲେ।

Sunil Chhetri
୧୭ବର୍ଷର ଲମ୍ବା କ୍ୟାରିୟର, ଭାରତର ସର୍ବାଧିକ ଗୋଲ ସ୍କୋରର ସୁନୀଲ ଛେତ୍ରୀ

ହଂକଂ ବିପକ୍ଷରେ ଗୋଟିଏ ଗୋଲ ଦେଇ ସୁନୀଲ ଛେତ୍ରୀ ବିଶ୍ୱର ଶ୍ରେଷ୍ଠ ୫ଜଣ ଗୋଲ ସ୍କୋରର୍ଙ୍କ ତାଲିକାରେ ତାଙ୍କ ନାଁକୁ ସାମିଲ କରିଛନ୍ତି । ବି

IndianFootball
ଇତିହାସ ରଚିଲା ଭାରତୀୟ ଫୁଟବଲ୍ ଟିମ୍ : ୨୦୨୩ ଏଏଫସି ଏସିଆନ୍ କପ୍ ପାଇଁ ଯୋଗ୍ୟତା ହାସଲ

ପ୍ରାୟ ୪୮ ହଜାର ଦର୍ଶକ ଷ୍ଟାଡିୟମରେ ରହି ଭାରତୀୟ ଟିମକୁ ସମର୍ଥନ କରିଥିଲେ