ଦୀପାବଳି ପୂର୍ବରୁ ସାରା ଭାରତରେ ଦୀପାବଳି । ଟି-ଟ୍ୱେଣ୍ଟି ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଦେଶବସୀଙ୍କୁ ଏହି ଆଗୁଆ ଦୀପାବଳି ଉପହାର ଦେଇଛି । ଆତସବାଜିରେ ଗର୍ଜ୍ଜିଛି ଆକାଶ । ମେଲବର୍ଣ୍ଣରେ ପାକିସ୍ତାନକୁ ୪ ଓ୍ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ରୋହିତ ବାହିନୀ । ଏହା ସହିତ ଗତ ବିଶ୍ୱକପର ପ୍ରତିଶୋଧ ନେଇଛନ୍ତି କିଙ୍ଗ୍ କୋହଲି ।
Published: Satyendu Shekher Mishra
Last updated: 23 October 2022, 10:20 PM IST
ରାହାଣେଙ୍କ ୱିକେଟ ପରେ ଅଶ୍ବିନୀ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଏହାପରେ ଆଉ ଜଣେ ପୂର୍ବତନ ଭାରତୀୟ କ୍ରିକେଟର ମନୀଷ ପାଣ୍ଡେଙ୍କୁ, ବର୍ତ୍ତମାନର ଫିନିଶର ରିଙ୍କୁ ସିଂଙ୍କୁ ଆଉଟ କରିଥିଲେ। ପରେ ବିପଜ୍ଜନକ କାରିବିୟାନ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଷ୍ଟମ୍ପ ଭାଙ୍ଗି ଦେଇଥିଲେ ଅଶ୍ୱିନୀ। ପ୍ରଥମ ଥର ଜଣେ ଭାରତୀୟ ବୋଲର ଆଇପିଏଲ ଡେବ୍ୟୁରେ ୪ଟି ଉଇକେଟ ନେଇଥିଲେ।