• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

ICC T20 World Cup 2022
ଆଜି ହେବ କଡ଼ା ଟକ୍କର: ଦକ୍ଷିଣ ଆଫ୍ରିକା ବୋଲିଂ Vs ଭାରତୀୟ ବ୍ୟାଟିଂ

ଟି-୨୦ ବିଶ୍ୱକପ୍‌‌(T20 World Cup 2022)ରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଅଷ୍ଟ୍ରେଲିଆର ପର୍ଥ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଟିମ୍।

Kohli's 'Virat' form is Sanjeevani for Team India
ଟିମ୍ ଇଣ୍ଡିଆ ପାଇଁ ସଞ୍ଜୀବନୀ କୋହଲିଙ୍କ ‘ବିରାଟ’ ଫର୍ମ

ଗୋଟିଏ ସମୟ ଥିଲା, ବିରାଟ ଭଲ ଫର୍ମରେ ନ ଥିଲେ ଏବଂ ତିନି ବର୍ଷରୁ ଅଧିକ ଦିନ ଧରି ତାଙ୍କ ବ୍ୟାଟ୍ରୁ ଶତକ ବାହାରି ନ ଥିଲା। ସେତେବେଳେ ସେ ନିଜେ ବି ବୁଝିପାରୁ ନ ଥିଲେ ଯେ ତାଙ୍କ ସହିତ କ’ଣ ଘଟୁଛି। ଖରାପ ପ୍ରଦର୍ଶନ ସ୍ଥଳେ ତାଙ୍କୁ କଡ଼ା ସମାଲୋଚନା ବି କରାଯାଉଥିଲା। ହେଲେ ଏବେ….

PAK vs ZIM
ପାକିସ୍ତାନ ଉପରେ ଭାରି ପଡ଼ିଲା ଜିମ୍ବାୱେ; ୧ ରନ୍‌ରେ ହାରିଲା ପାକିସ୍ତାନ

ଚଳିତ ଟି-୨୦ ବିଶ୍ୱକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଜିମ୍ବାୱେ। ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ଜିମ୍ବାୱେ ୧ ରନରେ ହରାଇ ଇତିହାସ ସୃଷ୍ଟି କରିଛି।

IND vs NED
ICC ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନେଦରଲ୍ୟାଣ୍ଡ୍ସକୁ ୫୬ ରନ୍‌ରେ ହରାଇ ୱିନିଂ ଟ୍ରାକ୍‌ରେ ଟିମ୍‌ ଇଣ୍ତିଆ

ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ମାତ୍‌ ଦେଇଥିବା ଟିମ ଇଣ୍ଡିଆ ଆଜି ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।

Equal Pay For Indian Men And Women Cricketers
BCCIର ବଡ଼ ଘୋଷଣା: ଏଣିକି ପୁରୁଷ-ମହିଳା କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ୍‌ ଫି’

ମ୍ୟାଚ୍‌ ଫି’ ବାବଦରେ ପୁରୁଷ କ୍ରିକେଟରଙ୍କୁ ଯେତିକି ଟଙ୍କା ମିଳିବ ସେତିକି ଟଙ୍କା ମହିଳା କ୍ରିକେଟରଙ୍କୁ ମଧ୍ୟ ମିଳିବ। ଅର୍ଥାତ୍‌ ପୁରୁଷ କ୍ରିକେଟରଙ୍କ ସହ ସମାନ ମ୍ୟାଚ୍‌ ଫି’ ପାଇବେ ମହିଳା କ୍ରିକେଟର। 

T20 World Cup: Today Ind Vs NED Match
ଟି-୨୦ ବିଶ୍ୱକପ୍‌: ଆଜି ଭାରତ-ନେଦରଲାଣ୍ଡ ମୁକାବିଲା, ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ

ଯଦି ନେଦରଲାଣ୍ଡ ସହ ଭାରତର ମୁକାବିଲା ରଦ୍ଦ ହୋଇଯିବ, ତା’ହେଲେ ଟିମ୍‌ ଇଣ୍ଡିଆକୁ ନେଦରଲାଣ୍ଡ ସହ ପଏଣ୍ଟ ଶେଆର କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଟିମ୍‌ ଇଣ୍ଡିଆକୁ ସେମିଫାଇନାଲରେ ପହଞ୍ଚିବା ପାଇଁ କଷ୍ଟକର ହେବ କି ?

Virat Kohli
ICC ଟି-ଟ୍ୱେଣ୍ଟି ରାଙ୍କିଙ୍ଗ୍‌; ଟପ୍‌ ୧୦କୁ ଫେରିଲେ ବିରାଟ

ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଛନ୍ତି।

India
ଟିମ୍‌ ଇଣ୍ଡିଆକୁ ଅଣଦେଖା: ମଧ୍ୟାହ୍ନ ଭୋଜନରେ ଖାଇବାକୁ ଦେଲେ ଥଣ୍ଡା ସ୍ୟାଣ୍ଡ୍‌ୱିଚ୍‌ ଓ ଫଳ

ଟି-୨୦ ବିଶ୍ୱକପ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିବା ଟିମ୍ ଇଣ୍ଡିଆକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଆସନ୍ତାକାଲି(ଅକ୍ଟୋବର ୨୭) ନେଦରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ। ହେଲେ ତା’ପୂର୍ବରୁ ନେଟ୍ ପ୍ରାକ୍ଟିସ୍‌ ପାଇଁ ଟିମ୍ ଇଣ୍ଡି‌ଆ ମନା କରିଦେଇଛି। ପ୍ରାକ୍ଟିସ୍‌ ପାଇଁ ଭାରତୀୟ କ୍ରିକେଟ ଟିମ୍‌କୁ ସିଡ୍‌ନୀର ଉପନଗର ବ୍ଲାକ୍‌ଟାଉନ୍‌ ସ୍ଥିତ ଗ୍ରାଉଣ୍ଡ୍‌ ଦିଆଯାଇଥିଲା। BCCI ସୂତ୍ର ଅନୁସାରେ, ହୋଟେଲ୍‌ ଠାରୁ ପ୍ରାକ୍ଟିସ୍‌ ଗ୍ରାଉଣ୍ଡ୍‌ ୪୨ କି.ମି. ଦୂର।

Team India Boycott Lunch Due To Cold Food
ଟିମ୍‌ ଇଣ୍ଡିଆକୁ ଅଣଦେଖା: ମଧ୍ୟାହ୍ନ ଭୋଜନରେ ଖାଇବାକୁ ଦେଲେ ଥଣ୍ଡା ସ୍ୟାଣ୍ଡ୍‌ୱିଚ୍‌ ଓ ଫଳ

ମଙ୍ଗଳବାର ଦିନ ପ୍ରାକ୍ଟିସ୍‌ ସେସନ୍‌ ସରିବା ପରେ ଟିମ୍‌ ଇଣ୍ଡିଆକୁ ଯେଉଁ ଖାଦ୍ୟ ଦିଆଯାଇଥିଲା, ତାହା ଭଲ ନଥିଲା। ଟିମ୍‌କୁ କେବଳ ସ୍ୟାଣ୍ଡ୍‌ୱିଚ୍‌ ଦିଆଯାଇଥିଲା, ତା’ବି ପୁଣି ଥଣ୍ଡା ଥିଲା।

Ind Vs Pak Match: Pakistani Fan Flag Viral Video
ଓଲଟା ପତାକା ଉଡ଼ାଇ ଟ୍ରୋଲ୍‌ ହେଲେ ପାକ୍‌ ଫ୍ୟାନ୍‌, ୟୁଜର୍ସ କହିଲେ- ‘ଏମାନଙ୍କୁ କୁଆଡ଼େ କାଶ୍ମୀର ଦରକାର...’

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍‌ ଚାଲି ଥିବାବେଳେ ଜଣେ ପାକିସ୍ତାନୀ ଫ୍ୟାନ୍‌ ଓଲଟା ପତାକା ଉଡ଼ାଉଛନ୍ତି।

T20 World Cup 2022 Sourav Ganguly Predicts His 4 Semi-Finalists
ଟି-୨୦ ବିଶ୍ୱକପ୍‌ ୨୦୨୨: ଦାଦା କଲେ ଭବିଷ୍ୟବାଣୀ, ସେମିଫାଇନାଲ୍‌ରେ ପହଞ୍ଚିବେ ଏହି ୪ ଟିମ୍‌...

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ BCCIର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି(Sourav Ganguly) ବିଶ୍ୱକପ୍‌ର ସେମିଫାଇନାଲ୍‌କୁ ନେଇ ଭବିଷ୍ୟବାଣୀ କରିଛନ୍ତି।

Teary-Eyed Hardik Pandya Remembers Late Dad's Role
LIVE ଇଣ୍ଟରଭିୟୁ ବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ହାର୍ଦ୍ଦିକ ପାଣ୍ଡ୍ୟା, ଦେଖନ୍ତୁ ଭିଡିଓ...

ଖାଲି ବିରାଟ ନୁହନ୍ତି ହାର୍ଦ୍ଦିକ ମଧ୍ୟ ଇମୋସନାଲ୍‌ ହୋଇଯାଇଥିଲେ। ଏହି ସମୟରେ ସେ ତାଙ୍କର ସ୍ୱର୍ଗତ ବାପାଙ୍କୁ ମନେ ପକାଇଥିଲେ।

India Pak
ଦୀପାବଳି ପୂର୍ବରୁ ସାରା ଭାରତରେ ଦୀପାବଳି, ଟିମ୍‌ ଇଣ୍ଡିଆ ଦେଲା ଭେଟି

ଏହା ସହିତ ଗତ ବିଶ୍ୱକପର ପ୍ରତିଶୋଧ ନେଇଛନ୍ତି କିଙ୍ଗ୍ କୋହଲି ।

T20 World Cup
ଭାରତର ପାକ୍‌ ବିଜୟ ! ମ୍ୟାଚ ଜିତିବା ପରେ ଭାବପ୍ରବଣ ହୋଇ କାନ୍ଦିଲେ କୋହଲି

ମେଲବର୍ଣ୍ଣରେ ବିଜୟରୁ T-20 ବିଶ୍ୱକପ୍ ଅଭିଯାନ ଆରମ୍ଭ

India
T20 World Cup: ଭାରତ-ପାକ୍‌ ମ୍ୟାଚ୍‌, ଶେଷ ଓଭର ସାଜିଥିଲା ଟର୍ଣ୍ଣିଂ ପଏଣ୍ଟ

କେଏଲ୍‌ ରାହୁଲ ଆରମ୍ଭରୁ ୮ ଟି ବଲ୍‌ ଖେଳି ୪ ରନ୍‌ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ରୋହିତ ଶର୍ମା ମଧ୍ୟ ଫ୍ଲପ୍‌ ହୋଇଥିଲେ ।  

IND vs PAK
ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌; ଟସ୍‌ ଜିତି ଭାରତର ବୋଲିଂ

ମେଲବର୍ଣ୍ଣରେ ଖେଳାଯିବ ଭାରତ-ପାକିସ୍ତାନ ICC ଟି-୨୦ ବିଶ୍ୱକପ୍ ମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଭାରତ ।

IND vs PAK
ମେଲବର୍ଣ୍ଣରେ ହାଇଭୋଲଟେଜ୍‌ ମ୍ୟାଚ୍‌; ପାକିସ୍ତାନକୁ ମାତ୍‌ ଦେଇ ବିଜୟ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ତିଆ

ମେଲବର୍ଣ୍ଣରେ ଆଜି ମହାମୁକାବିଲା । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଇଣ୍ତିଆ-ପାକିସ୍ତାନ ମଧ୍ୟରେ ହେବ ବ୍ଲକ୍‌ବଷ୍ଟର ମ୍ୟାଚ୍‌ ।

Can Team India win the World Cup crown after a decade and a half?
ଦେଢ଼ ଦଶନ୍ଧି ପରେ ବିଶ୍ୱକପ୍ ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ

କେତେକ ପୂର୍ବତନ କ୍ରିକେଟର୍ ଟି-୨୦ ବିଶ୍ୱକପ୍‌ରେ ଭାରତକୁ ମୁକୁଟ ଦୌଡ଼ରେ ସାମିଲ୍ କରିଛନ୍ତି; ହେଲେ ପ୍ରକୃତରେ ଟିମ୍ ଇଣ୍ଡିଆର ସମ୍ଭାବନା କେତେ? ପୂର୍ବ ସଂସ୍କରଣରେ ମଧ୍ୟ ଭାରତ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇଥିଲା; କିନ୍ତୁ ସେମିଫାଇନାଲ୍‌ରେ ପହଞ୍ଚିପାରି ନ ଥିଲା। ଏହାର ବର୍ଷେ ପରେ ଆଉ ଏକ ବିଶ୍ୱକପ୍‌ରେ ଟିମ୍ କ’ଣ ଭାରତର କୋଟି କୋଟି କ୍ରିକେଟ୍‌ପ୍ରେମୀଙ୍କ ଆଶାକୁ ପୂରଣ କରିପାରିବ?

AUS vs NZ
ଉଦ୍‌ଘାଟନୀ ମ୍ୟାଚ୍‌ରେ ହାରିଲା କଙ୍ଗାରୁ ଟିମ୍‌

ଅଷ୍ଟ୍ରେଲିଆକୁ ୮୯ ରନ୍‌ରେ ହରାଇ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ରେ ବିଜୟ ଅଭିଯାନ ଆରମ୍ଭ କରିଛି ।

Rohit Sharma On Asia Cup 2023
ଏସିଆ କପ୍‌ ବିବାଦକୁ ନେଇ ରୋହିତ ଶର୍ମା ଦେଲେ ବଡ଼ ବୟାନ- କହିଲେ...

ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍‌ ଖେଳାଯିବ। ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ମୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ ଓ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। 

Super 12
ସୁପର ୧୨ ଷ୍ଟାର୍ଟ; ଦ୍ୱିତୀୟ ଦିନରେ ଭାରତ-ପାକ୍‌ ଲଢ଼େଇ

ଆଜିଠୁ T20 ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟ । ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ।

OCA Election
OCA ନିର୍ବାଚନ: ପ୍ରଣବ ସଭାପତି, ସଞ୍ଜୟ ସମ୍ପାଦକ

ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନରେ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ।

  • Friday, 21 October 2022
West Indies
ଦୁଇଥର ବିଶ୍ୱକପ୍‌ ବିଜେତା ପ୍ରଥମ ରାଉଣ୍ତରୁ ଆଉଟ୍‌; ସୁପର୍‌ ୧୨ରେ ଆୟର୍ଲ୍ୟାଣ୍ତ

ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ ଘଟିଛି। ଦୁଇ ଥର ଟି-୨୦ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଟିମ୍‌ ଆଜି ଗ୍ରୁପ୍‌ ପର୍ଯ୍ୟାୟରୁ ବିଦା ହୋଇଛି।

  • Friday, 21 October 2022
asia cup
ତେଜିଲା ଭାରତ-ପାକ୍‌ କ୍ରିକେଟ୍ ବିବାଦ ! ଜୟ ଶାହାଙ୍କ ବୟାନ୍‌ ପରେ ରକ୍ତଚାଉଳ ଚୋବାଉଛି ପିସିବି

ଆସନ୍ତାବର୍ଷ ହେବାକୁ ଥିବା ବିଶ୍ୱକପରେ ଯୋଗ ଦେବାକୁ ଭାରତ ଆସିବନି ବୋଲି ଚେତାବନୀ ଦେଇଛି ପିସିବି । ଏହା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।

Aruna Mishra
୪୩ ବର୍ଷରେ ୪୨ କିମି ଦଉଡ଼ି ଚର୍ଚ୍ଚାରେ ଓଡ଼ିଆ ଝିଅ, ୨ଥର ଜିତିଛନ୍ତି ମୁମ୍ବାଇ ହାଫ୍ ମାରାଥନ୍

ମୁମ୍ବାଇରେ ରହୁଥିବା ଓଡ଼ିଆ ଝିଅ ଅରୁଣାଙ୍କ ପାଇଁ ବୟସ କେବଳ ଏକ ସଂଖ୍ଯା। ପିଲାବେଳେ କେବେ ଦୌଡ଼କୁଦ କରିନଥିବା ଅରୁଣା, ୪୩ ବର୍ଷ ବୟସରେ ୪୨ କିଲୋମିଟର ମାରାଥନ୍ ଦଉଡ଼ି ସଫଳତା ପାଇଛନ୍ତି। ମୁମ୍ବାଇ ହାଫ୍ ମାରାଥନରେ ସେ ଥରେ ଦ୍ୱିତୀୟ ଓ ଥରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।