ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୬ଷ୍ଠୀ ଦିବା ୦୯.୫୮ ଗତେ ୭ମୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ପୁଷ୍କର ଦୋଷ- ଦିବା ୦୯.୫୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।
ଶୁଭ ସମୟ-
ପ୍ରାତଃ- ୦୬.୨୭ ରୁ ୦୭.୫୦
ଦିବା- ୧୦.୫୧ ରୁ ୦୧.୦୩
ଦିବା- ୦୪.୦୫ ରୁ ୦୪.୪୩
ସନ୍ଧ୍ୟା- ୦୬.୧୯ ରୁ ୦୮.୫୫
ରାତ୍ରି- ୧୧.୫୭ ରୁ ୦୨.୫୯
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୫୦ ରୁ ୦୯.୧୨
କାଳବେଳା- ପ୍ରାତଃ ୦୭.୫୦ ରୁ ୦୯.୧୨
ବାରବେଳା- ଦିବା ୦୨.୪୨ ରୁ ୦୪.୦୫
କାଳରାତ୍ରି- ରାତ୍ରି ୧୦.୨୦ ରୁ ୧୧.୫୭