ବଦଳୁଛି ଯୁଗ ଆଉ ବଦଳୁଛି ଯୁବପିଢ଼ିଙ୍କ ପସନ୍ଦ। ଏବେ ଆଧୁନିକତା ଛାଡି ଆଧ୍ୟାତ୍ମିକ ଆଢ଼କୁ ଢ଼ଳୁଛନ୍ତି ଯୁବପିଢ଼ି। ଏଭଳି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି କଫି କାଫେ ବାହାରେ ।
୧୯୯୬ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ୍ଲ ବିଲୋର । ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି ।
ଆପଣ ମିମ୍ସ କରିବାକୁ ପସନ୍ଦ କରନ୍ତି କି ? ଯଦି ହଁ, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଦରମା ମାସକୁ ୧ ଲକ୍ଷ ଟଙ୍କା।
ସ୍ୱାମୀ ଯଦି ଆଉ କେଉଁ ମହିଳା ସହ ପ୍ରେମ ସଂପର୍କ ରଖେ କୋଉ ସ୍ତ୍ରୀ ବା ସହିବ। ଏଠି କିନ୍ତୁ କିଛି ବ୍ୟତିକ୍ରମ ଦେଖାଦେଇଛି। ଏହି ଘଟଣାରେ ସ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏହାର କାରଣ କ’ଣ ଆସନ୍ତୁ ଜାଣିବା।
ମାତ୍ର ଦୁଇ ମିନିଟ ମଧ୍ୟରେ ସେହି ଶୁଖିଲା ଧନିଆପତ୍ର ସମ୍ପୂର୍ଣ୍ଣ ତାଜା ହୋଇଯାଉଛି ।
ଆମେରିକାରେ ଏହି ଭିଡିଓଟି କରାଯାଇଥିବା ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି ତେସଲା କାର୍ କମ୍ପାନୀ ପକ୍ଷରୁ ଅନେକ କାର୍କୁ ନେଇ ନାଟୁନାଟୁ ଗୀତରେ ଏକ ଲାଇଟିଂ ଡ୍ୟାନ୍ସ କରାଯାଇଛି ।
ଯୁବତୀ ଜଣକ ପ୍ରପୋଜାଲକୁ ଗ୍ରହଣ କରିବା ବଦଳରେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଜଣେ ଆଙ୍କର ଖବର ପରିବେଶଷଣ କରିବା ସମୟରେ ଷ୍ଟୁଡିଓରୁ ହଠାତ୍ ତଳକୁ ଖସିପଡ଼ିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । ଘଟଣାଟି ଘଟିଛି କାର୍ଲିଫନିଆର ଏକ ନ୍ୟୁଜ୍ ଚ୍ୟାନେଲରେ ।
ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍କୁ ଧୋକା ଦେଇ ଅନ୍ୟ ଯୁବତୀଙ୍କ ସହ ଡିନର୍ ଡେଟ୍ରେ ଯିବା। ରାସ୍ତାକଡ଼ରେ ଚେୟାରରେ ବସି ଅନ୍ୟ ଯୁବତୀଙ୍କ ସହ ଖାଉଥିବା ବେଳେ ଧରି ପକାଇଥିଲେ ଗର୍ଲଫ୍ରେଣ୍ଡ୍।
ସୋସିଆଲ ମିଡିଆରେ ଗତ କିଛିଦିନ ହେବ ହେଲମେଟ୍ ମ୍ୟାନଙ୍କୁ ନେଇ ଭାରି ଚର୍ଚ୍ଚା ଚାଲିଛି । କାରଣ ରାସ୍ତାରେ ସିଏ ଲୋକଙ୍କୁ ବୁଲିବୁଲି ବାଣ୍ଟୁଛନ୍ତି ହେଲମେଟ୍ । ହଁ...ଦର୍ଶକବନ୍ଧୁ ସିଏ ହେଉଛନ୍ତି ରାଘବେନ୍ଦ୍ର କୁମାର। ସ୍ନେହରେ ଲୋକେ ତାଙ୍କୁ ହେଲମେଟ ମ୍ୟାନ ବୋଲି ଡାକୁଛନ୍ତି । କାରଣ ସେ ସମସ୍ତଙ୍କୁ ବୁଲିବୁଲି ଦେଉଛନ୍ତି ହେଲମେଟ୍ ।
ସୋସିଆଲ ମିଡିଆରେ ଏଭଳି ଖବର ଭାଇରାଲ ହେବାରେ ଲାଗିଛି। ବୋର୍ଡ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ଭୁଲ ପରୀକ୍ଷା କେନ୍ଦ୍ରରେ ଛାଡି ଦେଇଛନ୍ତି। ଏହା ପରେ ସେ ଘାବରେଇ ଯାଇଥିଲେ ଆଉ କାନ୍ଦିଥିଲେ। ତା’ପରେ କ’ଣ ହେଲା ଜାଣନ୍ତୁ…
ବିଶ୍ୱର ସବୁଠାରୁ ବାମନ ବଡିବିଲ୍ଡରଙ୍କ ସ୍ୱପ୍ନ ସତ ହେଲା । ପଡ଼ିଲା ହାତଗଣ୍ଠି, ଧୁମଧାମରେ ହେଲା ବାହାଘର ।
ଆମେ ଯେଉଁ ବିବାହ ଉତ୍ସବ ବିଷୟରେ କହୁଛୁ ସେଥିରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର ଦିଆଯାଇଛି । ଆଉ ଏଭଳି ଉପହାର ଏବେ ରେକର୍ଡ ସୃଷ୍ଟି କରିଛି ।
କେରଳର ଜଣେ ଶ୍ରମିକଙ୍କ ଭାଗ୍ୟରେ ଫୁଟିଛି ଲଟେରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାଥରକେ ୭୫ ଲକ୍ଷ ଟଙ୍କାର ଲଟେରୀ ଲାଗିଛି ।
ଚେନ୍ନାଇ କୋଲାଟୁରରେ ଏବେ ଏକ ସ୍ୱୟଂଚାଳିତ ବିରିୟାନୀ ମେସିନକୁ ବାଇ ଭେଟୁ କଲ୍ୟାଣମ୍ କିମ୍ବା ବି.ଭି.କେ ବିରିୟାନି ଦ୍ୱାରା ଲଞ୍ଚ କରାଯାଇଛି । ଯେଉଁଥରୁ ବିରିୟାନୀ ଲଭର୍ ସହଜରେ ଏବଂ କିଛି ସମୟ ମଧ୍ୟରେ ଗରମ ଓ ତାଜା ବିରିୟାନୀର ମଜା ନେଇପାରିବେ ।
ଖାଲି ସେତିକି ନୁହେଁ ସଂସ୍ଥା ପକ୍ଷରୁ ସକାଳୁ ସକାଳୁ ଆସିଥିବା ଏହି ସର୍ପ୍ରାଇଜ୍ ହଲିଡେ ମେଲ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭିଡିଓଟିରେ ଦେଖିବାକୁ ମିଳୁଥିବା ଦୁଇଟି ସାପର ରଙ୍ଗ ଭିନ୍ନ ଭିନ୍ନ ରହିଛି । ଗୋଟିଏ ଅଜଗରର ରଙ୍ଗ କଳା ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର ରହିଛି ।
ବ୍ରେକ୍ଅପ୍ ପରେ ସମ୍ପୃକ୍ତ ଯୁବକ ୨୫ ହଜାର ଟଙ୍କା ପାଇଛନ୍ତି। ପ୍ରେମିକା ପ୍ରତାରଣା କରିବା ପରେ ତାଙ୍କୁ ଏହି ଟଙ୍କା ମିଳିଛି। ତେବେ ଏହି ଟଙ୍କା ବୀମା ରାଶି ଭାବେ ଯୁବକଙ୍କୁ ମିଳିଛି।
ଏହା ବାହାଘର ନଥିଲେ ବି ବର କନ୍ୟା ବେଶରେ ଦୁଇ ଜଣଙ୍କୁ ଦେଖିବାକୁ ମିଳୁଛି ।
ଟ୍ରାକ୍ଟରଟି ଏକ ଉଠାଣି ରାସ୍ତାରେ ଉଠିବାକୁ ଚେଷ୍ଟା କରୁଛି । ଟ୍ରାକ୍ଟରଟିକୁ ଚଳାଉଥିବା ଡ୍ରାଇଭର ଜଣକ ଧୀରେ ଧୀରେ ଟ୍ରାକ୍ଟରଟିକୁ ଉପରକୁ ଉଠାଉଛନ୍ତି ।
ଧୀରେ ଧୀରେ କଥା ଏମିତି ବଢ଼ିଥିଲା ଯେ, ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ । ପରେ ଘଟଣାରେ ପୋଲିସ ହସ୍ତକ୍ଷେପ କରିବା ସହ ଉଭୟ ପରିବାରକୁ ଡକାଇ ପଚରାଉଚରା କରିଥିଲା ।
ବିବାହରେ ଝିଅ ସିନା କନ୍ୟା ବେଶ ଧରିଥିଲା, କିନ୍ତୁ ବର ଥିଲେ ସ୍ୱୟଂ ଭଗବାନ କୃଷ୍ଣ ।
ବରର ଆଖି ମାଡ଼ି ବସୁଥିଲା । ଆଉ ଶେଷରେ ନିଜକୁ ସମ୍ଭାଳି ନପାରି ବେଦୀରେ ଶୋଇପଡ଼ିଲା ।
ନିଜ ପୁଅ କିମ୍ବା ଝିଅକୁ ଯେତିକି ଯତ୍ନ ନିଆଯାଇଥାଏ, ଘରେ ପୋଷାଯାଇଥିବା କୁକୁରର ବି ସେତିକି ଯତ୍ନ ନିଆଯାଏ ।
ଦ୍ୱାଦଶ ପରୀକ୍ଷାରେ କମ୍ ନମ୍ବର ରଖିଥିଲା କନ୍ୟା। ଏହା ଜାଣିବା ପରେ ସହଜେ ହଜମ କରିପାରିଲାନି ବର। ଶେଷରେ ବାହାଘର ଭାଙ୍ଗି ଦେଲା।