• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Social Media Updates

Cricket Fans
ଗଛ ଡାଳରୁ ଓହଳି ଟିମ୍‌ ଇଣ୍ତିଆକୁ ଚିୟର୍ସ କଲେ..କହିଲେ..ପ୍ଲିଜ୍‌ ଗୋଟେ ଫଟୋ..

ଗତକାଲି ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷାଧିକ କ୍ରିକେଟ୍ ଫ୍ୟାନଙ୍କ ଭିଡ଼ ଜମିଥିଲା। ଷ୍ଟାଡିୟମରେ ଖେଳାଳୀଙ୍କୁ ସମ୍ବର୍ଦ୍ଧନା, ପୁରସ୍କାର ବିତରଣ ପରେ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଥିଲେ ଭାରତୀୟ ଟିମ୍।

Attack
ମରିଗଲା ମାନବିକତା; ପ୍ରେମୀ ଯୁଗଳଙ୍କୁ ଗୋରୁଗାଈ ଭଳି ଛେଚିଦେଇ ଗଲେ

ଛାଡି ଦେବାକୁ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ। ବରଂ ଗୋରୁଗାଈଙ୍କ ପରି ପିଟି ଚାଲିଥିଲେ। ମଣିଷ ଏତେ ବି ନିଷ୍ଠୁର କେମିତି ହୋଇପାରେ ତାହା ଆଶ୍ଚର୍ଯ୍ୟ କରିଛି।

Viral Video
ଆଶ୍ଚର୍ଯ୍ୟ !! ବାଳଗୋପାଳଙ୍କୁ ଲାଗି ହେଲା ବିରିୟାନୀ ଭୋଗ..ଭିଡିଓ ଭାଇରାଲ..

କି ଯୁଗ ହେଲା ହେ ପ୍ରଭୁ। ବାଳଗୋପାଳ ଖାଉଛନ୍ତି ବିରିୟାନୀ ଭୋଗ।

meta breaks the digital rules
Technology: ଲୋକଙ୍କୁ ଧୋକା ଦେଲା ମେଟା; ଭରିବାକୁ ପଡିପାରେ ବଡ ରକମର ଜରିମାନା

ବିଶ୍ୱର ପ୍ରସିଦ୍ଧ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଚଳାଉଥିବା କମ୍ପାନୀ ମେଟାର ସମସ୍ୟା ପୁଣି ଥରେ ବଢିପାରେ। ସୋମବାର ଦିନ ମେଟା ୟୁରୋପୀୟ ୟୁନିଅନ ନିୟାମକର ନୂଆ ଡିଜିଟାଲ ପ୍ରତିଯୋଗିତା ରୁଲ୍‌ବୁକ୍‌ର ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି।

Watch how the plane flew under the bridge saved from drowning
Viral Video: ଏକ ହ୍ରଦର ପୋଲ ତଳେ ଆସିଲା ବିମାନ; ପାଣିରେ ବୁଡୁ ବୁଡୁ ବଞ୍ଚିଗଲା

ଆପଣ କ’ଣ କେବେ ଦେଖିଛନ୍ତି କୌଣସି ଏକ ବିମାନ ଯାହା ହ୍ରଦର ଜଳକୁ ସ୍ପର୍ଶ କରୁଛି ଏବଂ ବେଳେବେଳେ ଫ୍ଲାଏ ଓଭର ତଳେ ଯାଉଛି? ତାହା ପୁଣି ବହୁତ ଉଚ୍ଚ ବେଗରେ। ଆପଣ ନିଶ୍ଚିତ କରିବେ ଏହା କିପରି ସମ୍ଭବ? କିନ୍ତୁ ଏମିତି କିଛି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି।

Xpheno
ବିଶ୍ବକପ୍ ବିଜୟ ଉତ୍ସବ ପାଳନ ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା ଏହି IT କମ୍ପାନୀ 

ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ଟିମ୍‌ ଇଣ୍ତିଆର ଜବରଦସ୍ତ ବିଜୟ ଉତ୍ସବ ପାଳନ କରିବାକୁ ଆଇଟି କମ୍ପାନୀ ‘Xpheno’ ୧ ଜୁଲାଇକୁ ଛୁଟି ଘୋଷଣା କରିଛି ।

Crocodile
ରାସ୍ତାରେ ପତିଆରା ଜମେଇଛି କୁମ୍ଭୀର, ବେଧଡକ ବୁଲୁଛି; ଦେଖନ୍ତୁ ଭିଡିଓ...

ନଦୀରୁ ଏକ କୁମ୍ଭୀର ଆସି ରାସ୍ତାରେ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିବା ସହ ଏହାର ଭିଡିଓ କରିଥିଲେ। ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି ।

Nita mukesh ambani to hold mass wedding before anant-radhika marriage
ମୁକେଶ ଅମ୍ବାନୀଙ୍କ ମହାନତା; ପୁଅ ବାହାଘର ପୂର୍ବରୁ କରିବେ ଗରିବଙ୍କ ପାଇଁ ସାମୂହିକ ବିବାହ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ପୂର୍ବରୁ ଗରିବ ଲୋକମାନଙ୍କ ପାଇଁ ଏକ ସାମୂହିକ ବିବାହର ଆୟୋଜନ କରିବେ।

snake slithering
ସ୍କୁଟି ଡିକିରେ ଲୁଚିଥିଲା ଅଜଗର, ଅଳ୍ପକେ ବର୍ତ୍ତିଲେ ଚାଳକ..ଦେଖନ୍ତୁ ଭିଡିଓ

ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ୍ ହେଉଛି। ସ୍କୁଟି ଡିକି ଖୋଲିବା ପରେ ତେଲ ଟାଙ୍କି କ୍ୟାପ୍‌ରେ ଏକ ବିଷଧର ସାପ ଥିବା ଚାଳକ ଦେଖିବାକୁ ପାଇଥିଲେ।

Multi Singer Blind Man Mr Shantipriya Chakma Video Viral
Viral Video: ଭାଇରାଲ୍ ହେଉଛି ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ଚମତ୍କାର ଭିଡିଓ; ଦେଖିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଅଦ୍ଭୁତ ଭିଡିଓ। ଆପଣ ଦେଖିଲେ ସେହି ପ୍ରତିଭାଙ୍କୁ ପ୍ରଶଂସା ନ କରି ରହି ପାରିବେ ନାହିଁ। ଏହି ପ୍ରତିଭାଙ୍କ ଦୁଇ ଆଖିକୁ ଦେଖାଯାଉ ନଥିଲେ ମଧ୍ୟ ତାଙ୍କ ଅଦ୍ଭୁତ କଳା ସମସ୍ତକୁ ବାନ୍ଧି ରଖିବାରେ ସକ୍ଷମ।

Marriage
ଆଶ୍ଚର୍ଯ୍ୟ !! ବାହା ହେଲେ ବର-କନ୍ୟା, ମାଲେମାଲ ହେଲେ ଅତିଥି..

ଏମିତି ବିବାହ ପୂର୍ବରୁ ଦେଖିନଥିବେ। ବର-କନ୍ୟା ଏତେ ଧନୀ ଯେ ଅତିଥିଙ୍କ ଉପରେ ବର୍ଷା କଲେ ଟଙ୍କା।

Chinese girl singing hindi songs in Chinese accent
Viral Video: ବଲିଉଡ୍‌ ପ୍ରେମରେ ଚାଇନା ଝିଅ; ସୁନ୍ଦର କଣ୍ଠରେ ବୋଲିଲେ ଶାହରୁଖଙ୍କ ଗୀତ

ଚାଇନାର ଜଣେ ଗାୟିକାଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ଶାହରୁଖ ଖାନଙ୍କ ହିଟ୍ ଚଳଚ୍ଚିତ୍ରର ହିଟ୍ ଗୀତ ଗାଉଥିବାର ନଜର ଆସିଛନ୍ତି।

Exam Answer Sheet
କୁନି ପ୍ରେମିକଙ୍କ ମଜାଦାର କାହାଣୀ, ପରୀକ୍ଷା ଖାତାରେ କହିଦେଲେ ନାଁ...

ପରୀକ୍ଷା ଖାତାରେ ଉତ୍ତର ଲେଖିବା ବଦଳରେ ପ୍ରେମିକାଙ୍କ ନାଁ ଲେଖିଛନ୍ତି କୁନି ଛାତ୍ର। ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି।

Jackpot
ଭାଗ୍ୟ ନା ଦୁର୍ଭାଗ୍ୟ ! ଅତ୍ୟଧିକ ଖୁସି ଯୋଗୁଁ ହାର୍ଟ ଆଟାକ୍, ଦେଖନ୍ତୁ ଭିଡିଓ...

ଅତ୍ୟଧିକ ଉତ୍ସାହିତ ବା ଖୁସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ମଧ୍ୟ ରିପୋର୍ଟ ଦେଇଛନ୍ତି ।

full salary
୨୦ ବର୍ଷ ହେଲା ଅଫିସ୍ କାମ ଦେଉନି, ହେଲେ ଫୁଲ୍ ଦରମା ଦେଉଛି

ଆଜ୍ଞା ହଁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଫ୍ରାନ୍ସରୁ । ଫ୍ରାନ୍ସର ଟେଲିକମ୍‌ ବିଭାଗରେ ଜଣେ ମହିଳା କାମ କରୁଥିଲେ । ସେ ୧୯୯୩ରେ ପ୍ରଥମେ ଏହି ଚାକିରିରେ ଯୋଗଦେଲେ । ଟେଲିକମ୍ ବିଭାଗ ଜାଣିବାକୁ ପାଇଲା, ଉକ୍ତ ମହିଳାଙ୍କ ଶରୀରର ଗୋଟିଏ ଭାଗ ଅଚଳ ଅର୍ଥାତ୍‌ ପାରାଲିସିସ୍‌ । ସେ ଏପିଲିପ୍ସି ରୋଗରେ ଆକ୍ରାନ୍ତ । ତେଣୁ ତାଙ୍କୁ ସୁହାଇଲା ଭଳି କାମ ବିଭାଗ ପକ୍ଷରୁ ଦିଆଗଲା ।

  • Saturday, 22 June 2024
Jackie shroff urged the photographers to not shout and breath
Viral Video: ପାପାରାଜୀଙ୍କ ଉପରେ ରାଗିଲେ ଜ୍ୟାକି ଶ୍ରଫ୍, କହିଲେ ଏତେ ଚିଲ୍ଲଉଛ…

ନିକଟରେ ବଲିଉଡ୍‌ର ଭେଟେରାନ୍ ଅଭିନେତା ଜ୍ୟାକି ଶ୍ରଫ୍ ମୁମ୍ବାଇରେ ପାପାରାଜିଙ୍କ ସାମ୍ନା ହୋଇଥିଲେ। ଏହି ସମୟରେ ସେ ସେମାନଙ୍କୁ କିଛି ପରାମର୍ଶ ଦେଉଥିବାର ଦେଖାଯାଏ।

Viral Video
ରିଲ୍ସ ନିଶା; ଯୁବତୀଙ୍କୁ ୧୦୦ ଫୁଟ ଉଚ୍ଚତାରୁ ଝୁଲାଇଲେ ପ୍ରେମିକ..ଭିଡିଓ ଭାଇରାଲ

ସୋସିଆଲ ମିଡିଆ ଏକ୍ସରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ଯୁବତୀ ବିପଦପୂର୍ଣ୍ଣ ରିଲ୍ସ କରୁଛନ୍ତି।

‘derogatory’ depiction of Ramayana
ରାମାୟଣକୁ କଦର୍ଥ କରିବା ପଡିଲା ମହଙ୍ଗା; IIT-ବମ୍ୱେର ୮ ଛାତ୍ରଙ୍କୁ ୧.୨ଲକ୍ଷ ଜରିମାନା

ଗତ ମାର୍ଚ୍ଚ ୩୧ତାରିଖରେ ଆଇଆଇଟି ବମ୍ୱେରେ ଆର୍ଟ ଫେଷ୍ଟିଭାଲ୍ ଆୟୋଜିତ ହୋଇଥିଲା। ଏଥିରେ ରାମାୟଣ ଉପରେ ଆଧାରିକ ଏକ ନାଟକ ‘ରାହୋବନ’ ପରିବେଷଣ କରିଥିଲେ କିଛି ଛାତ୍ର

Amazon Parcel
ଆମାଜନ୍ ପାର୍ସଲରୁ ବାହାରିଲା ଜୀଅନ୍ତା ନାଗ ସାପ, ଦେଖନ୍ତୁ ଭିଡିଓ...

ସରଜାପୁର ରୋଡ୍‌ରେ ରହୁଛୁ । ଏହି ପୁରା ଘଟଣାର ଭିଡିଓ ରେକର୍ଡିଂ ମଧ୍ୟ କରିଛୁ । ଖାଲି ସେତିକି ନୁହେଁ ଆମ ସହ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ରହିଛନ୍ତି ।

Sahid Jawan
ବାପା ଆଉ ନାହାନ୍ତି ! ହେଲେ ପୁଅ କହୁଛି ଥରେ ଘରକୁ ଆସ..ତାପରେ ପୁଣି ମିଶନରେ ଯାଅ...

ଯବାନଙ୍କ ପରିବାରର ପିଲାମାନେ ବାପାଙ୍କ ବାଟକୁ ସବୁଦିନ ଅପେକ୍ଷା କରି ରହିଥାନ୍ତି । କେତେବେଳେ ବାପା ଆସିବେ... ।

 tigress 'waving' at tourists
ଆଶ୍ଚର୍ଯ୍ୟ ! ପର୍ଯ୍ୟଟକଙ୍କୁ ଗୋଡ ହଲାଇ ସ୍ୱାଗତ କଲା ବାଘୁଣୀ ‘ମାୟା’; ଦେଖନ୍ତୁ ଭିଡ଼ିଓ...

ରୋଚକ ଘଟଣା । ପର୍ଯ୍ୟଟକଙ୍କୁ ଗୋଡ ହଲାଇ ସ୍ୱାଗତ କଲା ବାଘ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ ! 

Sunny deol going to announce something big tomorrow
Viral Video: ସନ୍ନି ଦେଓଲଙ୍କ ବଡ ଇଶାରା; କରିବେ ରୋମାଞ୍ଚକର ଖବରର ଶେୟାର

ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ଆଜି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏକ ଭିଡିଓ ଶେୟାର୍ କରି ସେ କୌଣସି ଏକ ରୋମାଞ୍ଚକର ଖବରର ଦେବେ ବୋଲି କହିଛନ୍ତି। ଏହା ନେଇ ତଙ୍କ ପ୍ରଶଂସକ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି।

Rajinikanth was walking on rajpath uddenly anupam kher came and started making video
Viral Video: ରାସ୍ତାରେ ଚାଲୁଥିଲେ ରଜନୀକାନ୍ତ; ପଛରୁ ଆସିଲେ ଅନୁପମ, କଲେ ଭିଡିଓ

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ରଜନୀକାନ୍ତ, ଅନୁପମ ଖେର, ଶାହରୁଖ ଖାନ, ବିକ୍ରାନ୍ତ ମୈସେଙ୍କ ସମେତ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ। ଏହି ଶପଥ ସମାରୋହରୁ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅନୁପମ ଖେରଙ୍କ ଦ୍ୱାରା ଶେୟାର ହୋଇଛି। ଏଥିରେ ରଜନୀକାନ୍ତଙ୍କୁ ଅନୁପମଙ୍କ ସହ ଦେଖିବାକୁ ମିଳନ୍ତି।

Little girl adorable dance to ruki sukhi roti will melt your heart
Viral Video: 'ରୁଖୀ ସୁଖୀ' ଗୀତରେ କୁନିଝିଅର ଦମଦାର୍ ନାଚ, ଦେଖିଲେ ହେବେ କାବା

ଅନ୍‌ଲାଇନ୍‌ରେ ଭାଇରାଲ ହେଉଛି ଏକ ହୃଦୟସ୍ପର୍ଶୀ ଭିଡିଓ। ଏହା ଏକ କୁନି ଝିଅର। ଏହି କ୍ଲିପ୍ ଖୁବ୍ ଭାଇରାଲ୍ ହେଉଛି। ଖବର ଲେଖା ହେବା ବେଳାକୁ ଏହା ୯ ଲକ୍ଷରୁ ଅଧିକ ଲାଇକ୍ ପାଇଛି ଏବଂ ସମସ୍ତଙ୍କ ହୃଦୟ ଜିତିଛି।

treadmill
ରାତି ଅଧରେ ପଶିଥିଲା ଚୋର; କାବୁ କଲେ, ଟ୍ରେଡ୍‌ମିଲ୍‌ରେ ଦୌଡାଇଲେ..ଦେଖନ୍ତୁ ଭିଡିଓ

ଚୋର ଚୋରି କରିବା ପାଇଁ ଯାଇଥିଲା। ହେଲେ ମାଲିକ ତାକୁ ଧରି ପୋଲିସ ଜିମା ଦେବା ପରିବର୍ତ୍ତେ ଟ୍ରେଡ୍‌ମିଲ୍‌ରେ ଦୌଡାଇଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।