• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Modelling Show

models fell on the runway in fashion show
Viral Video: ଚାଲିଥିଲା ଫ୍ୟାସନ ଶୋ’, କଚାଡି ହୋଇ ପଡିଲେ ମଡେଲ୍...

ଯଦିଓ ଗ୍ଲାମର ଏବଂ ମଡେଲ ଦୁନିଆ ବାହାରୁ ଚକ୍କାଚକ୍ ଲାଗେ, କିନ୍ତୁ ଏହ ସହ ଜଡିତ ବ୍ୟକ୍ତିଙ୍କ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖିନ ହେବାକୁ ପଡିଥାଏ। ଅଳ୍ପ ସମୟ ମଧ୍ୟରେ ପୋଷାକ ବଦଳାଇବା ଠାରୁ ଆରମ୍ଭ କରି ଫ୍ୟାଶନ୍ ଶୋ’ ସମୟରେ ଶହ ଶହ ଲୋକଙ୍କ ସାମ୍ନାରେ ନିର୍ଭୟରେ ଚାଲିବା ପର୍ଯ୍ୟନ୍ତ, ଏସବୁ ଅନେକ ଚ୍ୟାଲେଞ୍ଜର ସହ ଗ୍ରହଣ କରିବାକୁ ହୋଇଥାଏ।

Ramp walk of mother with baby on her side
ନିଜ ଛୁଆକୁ ଧରି ରାମ୍ପ୍‌ରେ ଚାଲିଲେ ଆଦିବାସୀ ମହିଳା; ଭିଡିଓ ହେଲା ଭାଇରାଲ୍

ଫ୍ୟାଶନ୍ ଶୋ’ ବେଳେ ମଡେଲମାନେ ବିଭିନ୍ନ ପ୍ରକାର ଫ୍ୟାଶନେବଲ୍ ପୋଷାକରେ ନିଜକୁ ସଜ୍ଜେଇଥାନ୍ତି। ଏବେ ଏମିତି ଜଣେ ମଡେଲ୍‌ଙ୍କ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ନିଜ ପିଲାଙ୍କୁ ଧରି, ଅତି ସାଧାରଣ ପୋଷାକ ପିନ୍ଧି ରାମ୍ପ୍‌ରେ ଚାଲୁଥିବା ଦେଖାଯାଏ।

Odia Girl Swapna Priyadarshini Dazzles In Popular Modelling Show
ଓଡ଼ିଶା ପାଇଁ ଗର୍ବ ଆଣିଲେ ସ୍ୱପ୍ନା; ଜିତିଲେ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’

ମାୟାନଗରୀ ମୁମ୍ବାଇରେ ଚମକିଲେ ଓଡିଆ ଝିଅ । ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।