• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

CM Naveen Patnaik
ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆବର୍ଷ ଭିଡିଓ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳିକି ଭଳି ଭିଡିଓକୁ ନେଇ ବିରୋଧି ରାଜନୈତିକ ଗନ୍ଧ ବାରିଲେଣି..

Naveen Patnaik
କାହିଁକି ନିଜ ବ୍ୟକ୍ତିଗତ ଭିଡ଼ିଓକୁ ଭାଇରାଲ କଲେ ନବୀନ?

ସାଧାରଣତଃ ନବୀନ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରଚାରିତ ହେବାକୁ ଦିଅନ୍ତିନି.. କିନ୍ତୁ ବେଳେ ବେଳେ ତାଙ୍କର ଭିଡିଓ ପଦାକୁ ଆସେ..ଏହାକୁ ଦେଖି ସମସ୍ତେ ଆମୋଦିତ ମଧ୍ୟ ହୁଅନ୍ତି.. ତେବେ ଏଠି ପ୍ରଶ୍ନ ଉଠୁଛି, ନବୀନ ମଝିରେ ମଝିରେ ଏମିତି ଭିଡିଓ ଛାଡ଼ନ୍ତି କାହିଁକି? ଏହା ପଛରେ କଣ କାରଣ ଥାଇପାରେ?

2022 election, Acid Text
୨୦୨୨କୁ ସବୁ ଦଳର ଟାର୍ଗେଟ୍; ଚାଲିଛି ଜୋରଦାର ପ୍ରସ୍ତୁତି

୨୨ ହେଉଛି ନିର୍ବାଚନର ବର୍ଷ। ପଞ୍ଚାୟତ ସହ ପୌର ନିର୍ବାଚନ ଚଳିତ ବର୍ଷ ହେବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ପାଇଁ ଦିନ ପାଖଉଥିବା ବେଳେ ଦଳ ଗୁଡିକ ପାଖରେ ଆଉ ସମୟ ନାହିଁ। ଶାସକ ବିଜେଡି ପାଇଁ ତିନି ପ୍ରମୁଖ ଚାଲେଞ୍ଜ୍‌ ହେଲା, ଦଳ ଭିତରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ଓ ଆମଦାନୀ ନେତାଙ୍କୁ ଥଇଥାନ କରିବା।

OPCC Chief Niranjan Patnaik Extends New Year Wishes
'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି?'

'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି? ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ଫୁଲ ତୋଡ଼ା ଦେବ ନାହିଁ। ସେଇ ପଇସା କଂଗ୍ରେସକୁ ଦାନ କରିଦେବ, ହେଲେ କେହି ତାହା କରିଲେ ନାହିଁ''

Niranjan Patnaik
"ଆମ ଘର କଳି ଖାଲି ସମସ୍ତଙ୍କୁ ଦେଖାଉଛି"

'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି? ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ଫୁଲ ତୋଡ଼ା ଦେବ ନାହିଁ। ସେଇ ପଇସା କଂଗ୍ରେସକୁ ଦାନ କରିଦେବ, ହେଲେ କେହି ତାହା କରିଲେ ନାହିଁ''

Anubhav Mohanty
କଟକର ଏହି ଘରେ ତିଆରି ହେଉଛି ଜାଲ୍ କାଗଜପତ୍ର ! ଚର୍ଚ୍ଚାରେ ଅନୁଭବ

ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଜାଲ୍ କାଗଜପତ୍ରକୁ ନେଇ । ସେ ନିଜେ କେଉଁଠୁ ପାସ୍ କରିଛନ୍ତି, ତାର ସଠିକ୍ ପ୍ରମାଣ ଦେଇପାରୁନାହାନ୍ତି । ତାଙ୍କ ବାପା ବି ସାର୍ଟିଫିକେଟ୍ ଜାଲିଆତି କରିଥିଲେ । ସେଥିପାଇଁ ନିନ୍ଦିତ ହୋଇଛନ୍ତି । ଏବେ ଅନୁଭବ କହିଲେଣି, ତାଙ୍କ ପତ୍ନୀ ବର୍ଷା ବି କାଗଜପତ୍ର ଜାଲିଆତି କରିଛନ୍ତି ।

BJD MLA
ଗୋଟିଏ ପଟେ ବିଧାୟକ କିଶୋର ମହାନ୍ତିଙ୍କ ଶୋକସଭା, ଏପଟେ ମନ୍ତ୍ରୀଙ୍କ ଫାର୍ମ ହାଉସରେ ଜମିଲା ଭୋଜିଭାତର ଆସର

ଗୋଟିଏ ପଟେ ଚାଲିଥିଲା ବିଧାୟକ କିଶୋର ମହାନ୍ତିଙ୍କ ଶୋକସଭା, ଅନ୍ୟପଟେ ମନ୍ତ୍ରୀଙ୍କ ଫାର୍ମ ହାଉସରେ ହେଲା ଭୋଜିର ଆସର

Teacher
ମୁଖ୍ୟମନ୍ତ୍ରୀଙ୍କ ନୂଆ ଥୋପ ! ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ହେବେ ନିୟମିତ

୪୦ ହଜାର ୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି । ସହୃଦୟତାର ସହ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟ ସୀମାକୁ ମଧ୍ୟ କୋହଳ କରିଛନ୍ତି ।

  • Saturday, 01 January 2022
Odisha Politics
ନିର୍ବାଚନ ପୂର୍ବରୁ ଯୋଜନା ପରେ ଯୋଜନା କରିବାରେ ବ୍ୟସ୍ତ ରାଜ୍ୟ ସରକାର

ନିର୍ବାଚନ ପୂର୍ବରୁ ଯୋଜନା ପରେ ଯୋଜନା କରିବାରେ ବ୍ୟସ୍ତ ରାଜ୍ୟ ସରକାର, ହେଲେ କେତେ ହେଉଛି କାର୍ଯ୍ୟକାରୀ ?

Odisha Scheme
ଆସୁଛି ପଞ୍ଚାୟତ ନିର୍ବାଚନ, ଭୋଟରଙ୍କୁ ହାତେଇବାକୁ ଥୋପ ପରେ ଥୋପ

୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ଣପୁର, ରାଉରକେଲା ଓ ସମ୍ବଲପୁରରେ ଲାଗୁ ହେବାକୁ ଥିବା ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରାଯିବ ।

  • Friday, 31 December 2021
OTV kholakatha
ସେତେବେଳର ଓ ବର୍ତ୍ତମାନର ରାଜନେତାଙ୍କ ମଧ୍ୟରେ କଣ ରହିଛି ଫରକ, କହିଲେ ଲଳିତେନ୍ଦୁ

ବଦଳିଗଲାଣି ରାଜନେତାଙ୍କ ଚରିତ୍ର । ସେତେବେଳର ଓ ବର୍ତ୍ତମାନର ରାଜନୀତି ଓ ରାଜନେତାଙ୍କ ମଧ୍ୟରେ କଣ ରହିଛି ଫରକ? OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।

OTV Kholakatha
ଏଥର ବ୍ରହ୍ମଗିରିରୁ କିଏ ଲଢିବ: ଉପାସନା ନା ଲଳିତେନ୍ଦୁ ?

ଆଗାମୀ ନିର୍ବାଚନରେ କେମିତି ରହିବ ଋଣନୀତି, OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।

Sura Routray
ଓବିସି ସଂରକ୍ଷଣ କର ନହେଲେ ନିର୍ବାଚନ ବନ୍ଦ କର: ସୁର

ସୁର କହିଛନ୍ତି, ୨୦୨୨ ଆସୁଛି। ତେଣୁ ଜମା ବି ପାତରଅନ୍ତର କରନାହିଁ। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ। କେବଳ ଏତିକି ନୁହେଁ ବରଂ ୨୦୨୨ ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର ସହ କଟୁ

Panchayat Election
ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ବିଭିନ୍ନ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ

ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ବିଭିନ୍ନ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପଞ୍ଚାୟତ ନିର୍ବାଚନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ଚିହ୍ନ, ସମିତି ସଭ୍ୟଙ୍କ ଲାଗି ୧୯ ପ୍ରକାର, ଓ୍ୱାର୍ଡ ମେମ୍ବର ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଲାଗି ୧୫ ପ୍ରକାର ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ୧୯ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

  • Thursday, 30 December 2021
Kalicharan Maharaja
କାଳିଚରଣ ମହାରାଜଙ୍କ ଗିରଫଦାରୀକୁ ନେଇ ବଢ଼ୁଛି ବିବାଦ, ଛତିଶଗଡ଼-ମଧ୍ୟପ୍ରଦେଶ ମୁହାଁମୁହିଁ

ମଧ୍ୟପ୍ରଦେଶ, ଖଜୁରାହୋରୁ କାଳିଚରଣ ମହାରାଜଙ୍କୁ ରାୟପୁର ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି ।

  • Thursday, 30 December 2021
Minister Dibyashankar Mishra
ପୁଣି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗାଡ଼ିକୁ ଅଣ୍ଡାମାଡ଼

କଳାହାଣ୍ଡି କେସିଙ୍ଗାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼ କରାଯାଇଛି ।

  • Wednesday, 29 December 2021
obc
ବିଗିଡ଼ୁଛି ସ୍ଥିତି, BJDର ସଂରକ୍ଷଣ ପ୍ଲାନ୍‌ ଫେଲ ! ନୂଆ ତାଲିକା ଆସିବା ପରେ ଅସନ୍ତୋଷ ବଢ଼ିଲା

ପଞ୍ଚାୟତ ନିର୍ବାଚନ ପ୍ରଥମ ସଂରକ୍ଷଣ ତାଲିକା ବାତିଲ ହୋଇ ନୂଆ ଚିଠା ତାଲିକା ଆସିବା ପରେ ବଢିଛି ବିବାଦ । କାରଣ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ପୂର୍ବ ତାଲିକା ତୁଳନାରେ ନୂଆ ତାଲିକାରେ ଘଟିଛି ଅନେକ ପରବର୍ତ୍ତନ ।

BJP Team
OBCଙ୍କୁ ସଂରକ୍ଷଣ ଦାବିରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ରାଜ୍ୟରେ ୫୪ ପ୍ରତିଶତ ପଛୁଆବର୍ଗ ଲୋକ ଥିଲେ ବି ସରକାର ସେମାନଙ୍କୁ ନିଜ ପରିବାର ବୋଲି ଭାବୁନାହଁନ୍ତି । ରାଜ୍ୟପାଳଙ୍କ ନିକଟରେ ଏଭଳି ସାଂଘାତିକ ଅଭିଯୋଗ କରିଛି ବିଜେପି ।

Niti Aayog report
ସରକାରଙ୍କ ପୋଲ୍‌ ଖୋଲିଦେଲା ନିତି ଆୟୋଗଙ୍କ ରିପୋର୍ଟ, ଧରାପଡ଼ିଲା ସ୍ୱାସ୍ଥ୍ୟସେବାର ବିକଟାଳ ଚିତ୍ର

ସରକାରଙ୍କୁ ପ୍ରଚାର ସର୍ବସ୍ୱ କହି ବିରୋଧୀ ଟାର୍ଗେଟ କରିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୁକ୍ତି ଆମେ ଏକ ନମ୍ବର ଥିଲୁ ଆଉ ଅଛୁ । ନିତି ଆୟୋଗଙ୍କ ରିପୋର୍ଟ ଭୁଲ୍ । ହେଲେ ଗ୍ରାଉଣ୍ଡ ରିୟାଲିଟି କିନ୍ତୁ କହୁଛି କିଛି ଭିନ୍ନ କଥା ।

  • Tuesday, 28 December 2021
OBC Reservation
ଥମୁନି ଓବିସି ରାଜନୀତି, ବିରୋଧୀ ଟାର୍ଗେଟରେ ସରକାର

ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ପଂଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଛି ଆସନ ସଂରକ୍ଷଣ ଚିଠା ତାଲିକା। ହେଲେ ଏହି ପ୍ରସଙ୍ଗକୁ ନେଇ କିନ୍ତୁ ଥମୁନି ରାଜନୀତି।

OBC Politics
OBC ଭୋଟ ଖସିଯିବାର ଭୟ ! ଚାଲ୍ ପରେ ଚାଲ୍‌ ଖେଳୁଛି ବିଜେଡି

ନୂଆ ଚିଠାରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ ପଦବୀ ଲାଗି ଆସିଛି ରିଜରଭେସନ୍ ଡ୍ରାଫ୍ଟ ଲିଷ୍ଟ ।

  • Tuesday, 28 December 2021
Dinesh Mongia
ବଳ ଗୋଟାଉଛି ବିଜେପି, ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ ବିଜେପିରେ ସାମିଲ

ଜଳଶକ୍ତି ବିଭାଗ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ଉପସ୍ଥିତିରେ ଦୀନେଶ ମୋଗିଂଆ ବିଜେପିରେ ଯୋଗ ଦେଇଛନ୍ତି । ଦୀନେଶ ମୋଙ୍ଗିଆଙ୍କ ସହ ଅନ୍ୟ ୪ ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

Amit Shah Akhilesh Yadav
ୟୁପିରେ ଶାହାଙ୍କ ରଣହୁଙ୍କାର ! ସମାଜବାଦୀ ପାର୍ଟିକୁ ABCD ପଢ଼ାଇଲେ..

୪ ରାଜ୍ୟରେ ବର୍ତ୍ତମାନ ବିଜେପିର ଶାସନ ରହିଛି । ଅନ୍ୟପଟେ କେବଳ ପଂଜାବରେ କଂଗ୍ରେସର ଶାସନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ସମସ୍ତ ରାଜନୈତିକ ଦଳଙ୍କ ପ୍ରଚାର ଜୋରସୋରରେ ଚାଲିଛି ।

Debi Mishra
ନରସିଂହପୁରରେ ବିଧାୟକ ଦେବୀ ମିଶ୍ରଙ୍କୁ ବିରୋଧ, ଠେଲାପେଲା କଲେ ଯୁବକ

ବିଧାୟକ ଦେବୀ ମିଶ୍ରଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ନରସିଂହପୁରରେ ଠେଲାପେଲାର ସମ୍ମୁଖୀନ ହୋଇଛନ୍ତି । ବିଜେଡିର ଏହି ବରିଷ୍ଠ ନେତାଙ୍କୁ ହଟହଟା ହେବାକୁ ପଡିଛି ।

  • Tuesday, 28 December 2021
BJP
ପଞ୍ଚାୟତ ନିର୍ବାଚନ ଭୋଟ୍ ପୂର୍ବରୁ ତାତିଲାଣି ରାଜନୀତି ପାଣିପାଗ

ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ ।