• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Municipal Elections

Post Municipal Poll Violence In Berhampur
ପରାଜିତ ବିଜେପି,ସ୍ୱାଧୀନ ପ୍ରାର୍ଥୀଙ୍କ ଘର ସାମ୍ନାରେ ଆତଙ୍କରାଜ; ଗାଡ଼ି ସବୁ ବାଡ଼େଇକି ଗୁଣ୍ଡ କଲେ ଦୁର୍ବୃତ୍ତ

ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ରାତି ଅଧରେ ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘର ଉପରକୁ ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଚୁର୍‌ମାର୍‌ କରିଛନ୍ତି।

Low Voting Percentage
କାହିଁକି ସହରାଞ୍ଚଳରେ କମୁଛି ଭୋଟ ହାର?

ସହରୀ ଶିକ୍ଷିତ ଦେଉ ନାହାନ୍ତି ଭୋଟ୍ । ଗଣତନ୍ତ୍ରର ମହାପର୍ବରେ ହେଉ ନାହାନ୍ତି ସାମିଲ୍ । ତେବେ କଣ ଏମାନେ ପାଇଁ ଭୋଟ ଦେବାକୁ ବିମୁଖ। ପ୍ରଶାସନକୁ ନେଇ ଅନାସ୍ଥା ଭାବ ନା ରହିଛି ଆଉ କିଛି କାରଣ ।

Action will be taken if anyone casting vote twice
ଡବଲ୍‌ ଭୋଟ୍‌ ଦେଲେ କାର୍ଯ୍ୟାନୁଷ୍ଠାନ

କୌଣସି ବ୍ୟକ୍ତି ଡବଲ ଭୋଟ୍ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଭୋଟ୍ ଦେଇଥିବା ପ୍ରମାଣ ମିଳିଲା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

 All Educational Institutions In Khordha To Remain Closed Tomorrow
ଆସନ୍ତାକାଲି ଏହି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଆସନ୍ତାକାଲି ପୌର ନିର୍ବାଚନ ଲାଗି ମତଦାନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ୨ ଦିନ ଛୁଟି ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। 

BJD Workers Allegedly Attacked People
ଟଙ୍କା ନିଅ, ଭୋଟ୍‌ ଦିଅ; ନ ହେଲେ ମାଡ଼ ଖାଅ

ଟଙ୍କା ନିଅ, ଭୋଟ୍‌ ଦିଅ। ନ ହେଲେ ମାଡ଼ ଖାଅ। ପୌର ନିର୍ବାଚନ ପୂର୍ବରୁ କେନ୍ଦୁଝରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟିଛି।

BJP Campaigning
ପ୍ରଥମ ଥର ପାଇଁ  ବିଜେପୁର NACରେ ହେବ ପୌର ନିର୍ବାଚନ

2017 ରେ ଗଠନ ହୋଇଥିବା ବିଜେପୁର NACରେ ପ୍ରଥମ ଥର ପାଇଁ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର କରିଛନ୍ତି।

Bhubaneswar Municipal Elections
ଭୁବନେଶ୍ୱର ବିଜେପିର ମେୟର ! ଜାଣନ୍ତୁ, କେଉଁ ପ୍ରାର୍ଥୀଙ୍କ କ’ଣ ବ୍ୟାକ୍‌ଗ୍ରାଉଣ୍ଡ ?

କଂଗ୍ରେସ-ବିଜେଡି-ବିଜେପି ସମସ୍ତେ ଛକାଛକି। ହାତେଇବାକୁ ବସିଛନ୍ତି ଭୁବନେଶ୍ୱର ମେୟର ପଦବୀ। ନୂଆ ପ୍ରାର୍ଥୀ ଦେଇ କରୁଛନ୍ତି ପ୍ରଚାର। କିଏ ଖଟିରେ ତ ଆଉ କିଏ ପାର୍କରେ କରୁଛି କ୍ୟାମ୍ପେନିଂ। ଆଜି ଆମେ ଆପଣଙ୍କୁ କହୁଛୁ ବିଜେପିର ଡ. ସୁନୀତି ମୁଣ୍ଡଙ୍କ ବିଷୟରେ ଅନେକ କଥା...

municipal elections
ପୌର ନିର୍ବାଚନ ପୂର୍ବରୁ ଦଳଡିଆଁ

ପୌର ନିର୍ବାଚନ ପୂର୍ବରୁ ଦଳ ଅଦଳ ବଦଳ ନୀତି ଦେଖିବାକୁ ମିଳିଛି । ବିଜେପିରେ ଯୋଗଦେଲେ ରାଜ ପରିବାର ସଦସ୍ୟ । ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଦେବଗଡ ରାଜ ପରିବାରର ସଦସ୍ୟ ରୋହିତ ଗଙ୍ଗଦେବ ଏବଂ ତାଙ୍କ ପତ୍ନୀ ମାଧବୀ କୁମାରୀ ଦେବୀ । ସେହିପରି ବିଜୁ ଜନତା ଦଳର ପୂର୍ବତନ ବିଜେଡି କର୍ପୋରେଟର କେଦାର ପୃଷ୍ଟି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି ।

madhusmita acharya
କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ

କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେବେ ମଧୁସ୍ମିତା ଆଚାର୍ଯ୍ୟ । ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳୀ ପଣ୍ଡାଙ୍କ ବୋହୂ  ମଧୁସ୍ମିତା । ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁରେଶ ରାଉତରାୟଙ୍କ ଘୋଷଣା । ଏ‌ଆଇସିସିର ଅନୁମୋଦନ କ୍ରମେ ମଧୁସ୍ମିତାଙ୍କ ନାଁରେ ମୋହର ଲାଗିଛି।

Bhubaneswar Municipal Corporation
ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ ପୌର ର୍ନିବାଚନ ତାରିଖ

ଯେକୌଣସି ମୁହୂର୍ତ୍ତରେ ପୋର ର୍ନିବାଚନ ତାରିଖ ଘୋଷଣା ହୋଇପାରେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ପାଇଁ ନଗର ଉନ୍ନୟନ ବିଭାଗ ଆହ୍ୱାନ କରିଛି।