ଦୋକାନ ବଜାର ବନ୍ଦ । ଗାଡ଼ିମୋଟର ବନ୍ଦ । ରାସ୍ତାରେ ଅଟକଛି ଶହ ଶହ ଟ୍ରକ୍ । ସକାଳ ୬ରୁ ସଂଧ୍ୟା ୬ ଯାଏଁ ବିଜେପିର ବନ୍ଦ ପାଳନକୁ ନେଇ ଆଜି ଦେବଗଡ଼ରେ ଠପ୍ ପଡିଯାଇଥିଲା ଜୀବନଯାତ୍ରା । ଦଳୀୟ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗରିଫଦାରୀ ପ୍ରତିବାଦ ଓ ତିଲେଇବଣି ବିଡିଓଙ୍କୁ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଥିଲା ବିଜେପି ।
Published: Satyendu Shekher Mishra
Last updated: 02 May 2022, 09:27 PM IST
କିଏ ସେ ୪, ୫ ନେତା, ଯାହା ଯୋଗୁ ବିଜେଡି ବୁଡିବ । ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ତେଜିଛି ରାଜଧାନୀ ରାଜନୀତି ।