ସୋମବାର ପୂର୍ବାହ୍ଣ ୧୦ଟା ୧୪, ସାରା ଭାରତ ପାଇଁ ଅନନ୍ୟ ଏବଂ ଐତିହାସିକ ମୁହୂର୍ତ୍ତ । ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା, ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ ।
ମିଳିବ ମାସିକ ୫ ଲକ୍ଷ ଟଙ୍କାର ଟିକସମୁକ୍ତ ବେତନ, ମର୍ସିଡିଜ୍ ବେଞ୍ଜ୍ S-600ରେ ଯାତାୟତ ସୁବିଧା
ବିଜେପି ପକ୍ଷରୁ ଜୋରଦାର ଉତ୍ସବ ପାଳନ ବେଳେ ଶ୍ରେୟ ନେବାକୁ କଳବଳ ଲଗାଇଛି ବିଜେଡି । ୨୫ରେ ଶପଥ ଉତ୍ସବରେ ଯୋଗଦେବାକୁ ଆଗୁଆ ଦିଲ୍ଲୀ ଯିବାକୁ ସଜବାଜ ନବୀନ ।
ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର । ବିନୟ କୁମାର ସକ୍ସେନା ଆଇନ ଭଙ୍ଗ ସହିତ ଲାଇସେନ୍ସ ପାଇଥିବା ବ୍ୟକ୍ତିଙ୍କୁ ଅନେକ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା କହିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ।
ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ବିରୋଧୀ କ୍ୟାମ୍ପରୁ ବିପୁଳ ସମର୍ଥନ। କ୍ରସ୍ ଭୋଟିଂରୁ ଆସିଛି ୧୨୫ ଏମ୍ଏଲ୍ଏ ଓ ୧୭ ଏମ୍ପିଙ୍କ ଭୋଟ୍ । ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ମହମ୍ମଦ ମୋକିମଙ୍କୁ ପିସିସି ସଭାପତିଙ୍କ ନୋଟିସ୍।
ରାଷ୍ଟ୍ରପତି ହେବା ପରେ ଜାଣନ୍ତୁ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ? ଏହାସହ କି କି ସୁବିଧା ମିଳିବ ତାଙ୍କୁ?
କାଉନସିଲରରୁ ୨ ଥର ବିଧାୟକ, ଥରେ ମନ୍ତ୍ରୀ, ତା ପରେ ରାଜ୍ୟପାଳ, ଆଉ ଏବେ ଦେଶର ରାଷ୍ଟ୍ରପତି । ରାଜନୈତିକ ଜୀବନରେ ଗୋଟିକ ପରେ ଗୋଟିଏ ପାହାଚ ଚଢ଼ି ଦେଶର ସର୍ବୋଚ୍ଚ ପଦରେ ଏବେ ମହାମହିମ ଦୌପଦୀ ମୁର୍ମୁ....
ଯିଏ ଦିନେ ସରକାର ବିରୋଧରେ ଜୋରଦାର ଲଢେଇ କରୁଥିଲେ ସିଏ ଆଜି ବିଜେଡି ପାର୍ଟିରେ। କେମିତି ରାତାରାତି ବଦଳିଗଲା ପାଣିପାଗ? ଦିନେ ବିଜେଡିକୁ ବୟକଟ୍ କରିଥିଲେ, ହେଲେ ଏବେ ସେଇ ପାର୍ଟିରୁ ଗଲେ ରାଜ୍ୟସଭା...ଶୁଣନ୍ତୁ ଏନେଇ କଣ କହୁଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି...
ଭାରତୀୟ ଗଣତାନ୍ତ୍ରିକ ଇତିସାହରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତିଙ୍କ ପାଇଁ ମୁତୟନ ଥାଆନ୍ତି ସ୍ୱତନ୍ତ୍ର ଗାର୍ଡ, ଯାହାଙ୍କୁ ପ୍ରେସଡେନ୍ସିଆଲ ଗାର୍ଡ କୁହାଯାଏ ।
ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଦେଖିବାକୁ ପୂରା ଓଡ଼ିଶା ଚାହିଁବସିଥିଲା, ଆଉ ଏବେ ସେଇ ସ୍ୱପ୍ନ ପୂରଣ ହୋଇଛି।
ଅଖ୍ୟାତ ଆଦିବାସୀ ପଲ୍ଲୀର ପ୍ରଖ୍ୟାତ ଝିଅଙ୍କ ପାଇଁ ଚାରିଆଡ଼େ ସେଲିବ୍ରେସନ୍...
ଗୋଟିଏ ପଟେ ସୋନିଆଙ୍କୁ ଜେରା ଚାଲିଥିଲା , ଅନ୍ୟପଟେ ଏହାର ପ୍ରତିବାଦରେ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ
ଦେଶବ୍ୟାପି ଜାରି ରହିଛି ବିକ୍ଷୋଭ
୨ୟ ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ ଗଣତି ସରିଛି ।
ଚଳିତ ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ଗୁଜରାଟ ଅକ୍ତିଆର କରିବାକୁ ପ୍ରୟାସ ଆରମ୍ଭ କରିଛି ।
ଆସିଲା ପ୍ରଥମ ରାଉଣ୍ଡ ଫଳାଫଳ
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା। ଆଜି ଦିନ ୧୧ଟାରେ ପାର୍ଲାମେଣ୍ଟ ହାଉସ୍ର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମ୍ରେ ଭୋଟ୍ ଗଣତି ଆରମ୍ଭ ହେବ।
କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଆସନ୍ତାକାଲି ଭୋଟ୍ ଗଣତି, ବଢୁଛି ଉତ୍କଣ୍ଠ ।
ବିଜେପି ନେତା ମୋହନ ମାଝି କହିଛନ୍ତି ମୋକିମ୍ଙ୍କ ବ୍ୟତୀତ ଆଉ ଜଣେ ନେତା ବି ଦ୍ରୌପଦୀଙ୍କୁ ଦେଇଛନ୍ତି ଭୋଟ ।
ଜୟପୁରର ବିଭିନ୍ନ ସ୍କୁଲ୍ରେ ଏମଡିଏମ୍ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା ।
ନବୀନଙ୍କ ଦୁଇ ଭଉଣୀ, କହ କାହାଣୀ। ଜଣଙ୍କ ପ୍ରତି ଅନାବିଳ ଭଲପାଇବା ଆଉ ଜଣଙ୍କୁ କରୁଛନ୍ତି କି ହତାଦର? ଦେଖନ୍ତୁ ଏଇ ରିପୋର୍ଟ...
ବିରୋଧୀଙ୍କ ଏକତା ଉପରେ ପୁଣି ପ୍ରଶ୍ନବାଚୀ
୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କଲେରା ଜୀବାଣୁ । ପୁଣି ମନେ ପଡ଼ିଲା ୨୦୦୭ର ଝାଡ଼ାବାନ୍ତି ଭୟାବହତା ।
ଆଗ୍ରହୀ କମ୍ପାନିକୁ ନିବେଶ ଅର୍ଥର ୨୫ ପ୍ରତିଶତ ଦେବେ ରାଜ୍ୟ ସରକାର । ସରକାରଙ୍କୁ ଉଦ୍ୟୋଗୀ କହିଲେ ଯୋଗାଇ ଦିଅ ମାଗଣା ଜମି ।