ମହମ୍ମଦ ମୋକିମ କହିଲେ ସୋ-କଜ୍ ରିପ୍ଲାଇ ନମିଳିବା ଯାଏ କଂଗ୍ରେସ ଭବନ ଯିବିନି । କୌଣସି କାର୍ଯ୍ୟକ୍ରମକୁ ବି ଯିବିନି । କେବଳ କଟକରେ ସୀମିତ ରହିବି କହିଲେ ମୋକିମ । ସାଙ୍ଗଠନିକ ବିସ୍ତାରରେ ବରିଷ୍ଠଙ୍କୁ ଅଣଦେଖା ଓ ଯୁବକଙ୍କୁ ଅଗ୍ରାଧିକାର ମିଳୁନି । କଂଗ୍ରେସରେ କିଛି ନେତାଙ୍କ ମନ ଉଣା ରହୁଛି, ଅନେକ ଯୁବକ ଦଳ ଛାଡୁଛନ୍ତି କହିଲେ ମୋକିମ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)