• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Rahul Gandhi
ସଭାପତି ହେବେ କି ନାହିଁ ? ପ୍ରଶ୍ନର ଉତ୍ତର ଦେଲେ ରାହୁଲ, କହିଲେ..

କଂଗ୍ରେସ ଅଧ୍ୟକ୍ଷ ହେବେ କି ରାହୁଲ ଗାନ୍ଧି ? କହିଲେ, ୨୦୨୪ରେ ସବୁ ସ୍ପଷ୍ଟ ହେବ । ଆଗତ ଭବିଷ୍ୟତ ସ୍ଥିର କରିସାରିଛନ୍ତି କି ରାହୁଲ ?

Special story
କଂଗ୍ରେସର ଅଧ୍ୟକ୍ଷ ହେବେ କି ରାହୁଲ ଗାନ୍ଧୀ?

କିଏ ହେବ କଂଗ୍ରେସ ସଭାପତି? ରାହୁଲ କହିଲେ, ମୁଁ ବି ହୋଇପାରେ...୨୦୨୪ରେ ହେବ ସବୁ ନିଷ୍ପତ୍ତି। ସଭାପତି ପଦକୁ ନେଇ କଂଗ୍ରେସରେ କମ୍ପନ

BJP
୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍‌ରେ ବିଜେପିର ପ୍ରସ୍ତୁତି ଆରମ୍ଭ

ବିଜେପି ଫୋକସରେ ଓଡ଼ିଶା । ୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଓଡ଼ିଶା ଆସି ସାଂଗଠନିକ ସ୍ଥିତି ପରଖି ଥିଲେ ପ୍ରଭାରୀ ସୁନିଲ୍ ବଂଶଲ । ଏହାର ଦୁଇ ଦିନ ପରେ ରାଜ୍ୟରେ ପହଞ୍ଚିଛନ୍ତି ଏକାବେଳକେ ୭ କେନ୍ଦ୍ରମନ୍ତ୍ରୀ ।

BJP
ମିଶନ ୨୪ ଲାଗି ବିଜେପିର ପାଗଭିଡ଼ା

ମିଶନ ୨୪କୁ ନେଇ ଚଳଚଞ୍ଚଳ ବିଜେପି ଶିବିର । ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଭାରୀ ସୁନିଲ୍ ବଂଶଲଙ୍କ ପରେ ଓଡ଼ିଶା ଗସ୍ତରେ ୭ କେନ୍ଦ୍ର ମନ୍ତ୍ରୀ ।

BJP
ମଜଭୁତ ହେବ ସଂଗଠନ ! ଜଣେ କି ଦୁଇ ଜଣ ନୁହେଁ, ଏକାଥରେ ୭ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ

କେନ୍ଦ୍ରାପଡ଼ାରେ ରହିଛି ନିଶିଥ ପାରମାଣିକ ଓ ଯାଜପୁରରେ ରହିଛି ଅର୍ଜୁନ ମୁଣ୍ଡାଙ୍କ କାର୍ଯ୍ୟକ୍ରମ । ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ଦଳୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରିବେ ।

Bapi Sarkhel
ଦୁଷ୍କର୍ମ ଘଟଣାକୁ ନେଇ ସରଗରମ ପାରାଦୀପ ରାଜନୀତି, ବାପି ସର୍ଖେଲ୍‌ଙ୍କୁ କାଠଗଡ଼ାକୁ ଟାଣିଲା ବିଜେପି

ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।

 Flood Damage Report
ବନ୍ୟାରେ କେତେ ହୋଇଛି କ୍ଷୟକ୍ଷତି ?  ସଠିକ୍ ଭାବେ ହୋଇଛି ତ ଆକଳନ ?

କ୍ଷୟକ୍ଷତି ଭରଣା ଲାଗି ରାଜ୍ୟ ସରକାର ୧୨୮ କୋଟି ଟଙ୍କା ସହୟତା ରାଶି ମଂଜୁର କରାଯାଇଛି। ତେବେ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ। 

Akhilesh Yadav -BJP
ଅଖିଳେଶଙ୍କୁ କେଶବଙ୍କ ମୁହଁ ତୋଡ଼ ଜବାବ ! ସପା ଛାଡ଼ିବାକୁ ୧୦୦ ବିଧାୟକ ପ୍ରସ୍ତୁତ

ଅଖିଳେଶ ଯାଦବଙ୍କ ଏକ ବୟାନକୁ କାଉଣ୍ଟର କରି ବିଜେପି ନେତା କେଶବ ପ୍ରସାଦ କହିଛନ୍ତି, ‘ସତ୍ତା ହରାଇବା ପରେ ଅଖିଳେଶ ଯାଦବ ହତାଶ ହୋଇପଡ଼ିଛନ୍ତି ।

Nitish Kumar
ନୀତୀଶ-ପ୍ରଶାନ୍ତ ଟକ୍କର, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉଠିଲା ଝଡ଼

କାହିଁକି ଏଭଳି ଫଟୋ ପୋଷ୍ଟ କରାଯାଇଥିଲା ଏବଂ ପୋଷ୍ଟ ହେବା ପରେ କାହିଁକି ତାକୁ ଡିଲିଟ୍‌ କରାଗଲା । ସେନେଇ ଏବେ ରାଜନୀତି ବିଶାରଦ ମହଲରେ ଖୁବ୍‌ ଚର୍ଚ୍ଚା ଚାଲିଛି ।

Politics
ବିମାନବନ୍ଦରରେ ମଦ ପିଇ ବିଜେଡି ନେତାଙ୍କ ବିଶୃଙ୍ଖଳା ଘଟଣାକୁ ନେଇ ବର୍ଷିଲା ବିଜେପି

ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

The plight of job seeker in odisha
କ’ଣ ହେବ ନିଯୁକ୍ତିକୁ ନେଇ ନିର୍ଯାତନାର ଶିକାର ହେଉଥିବା ପିଲାଙ୍କ ଭବିଷ୍ୟତ

ସମାବେଶର ସୋ’ବାଜୀରେ ଦୀର୍ଘ ୫ ବର୍ଷ ହେଲା ପଥର ତଳେ ପିଲାଙ୍କ ଭବିଷ୍ୟତ। ବାରମ୍ବାର ନିଯୁକ୍ତିକୁ ନେଇ ନିର୍ଯାତନାର ଶୀକାର ହେଉଥିବା ରାଜ୍ୟର ହଜାର ହଜାର ପିଲା ଏବେ ଅନିଶ୍ଚିତତାରେ। ୨୩ ଲକ୍ଷ ଚାକିରି ଆଶାୟୀ ଏବେ ବି ଓଡିଶା ସରକାରଙ୍କ କୃପା ଦୃଷ୍ଟିକୁ ଚାହିଁ ବସିଛନ୍ତି। ସଫଳ ହେବ କି ସେମାନଙ୍କ ଆଶା…

Special story
୨୪ ନିର୍ବାଚନ ପାଇଁ ସବୁ ଦଳ ଆରମ୍ଭ କରିଛନ୍ତି ଷ୍ଟ୍ରାଟେଜି

ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ନିଜର ଅଭିଯାନ ଆରମ୍ଭ କରିଛି କଂଗ୍ରେସ୍ ।

Special story
୨୪ ନିର୍ବାଚନ ପାଇଁ ଆଗୁଆ ପାଗଭିଡ଼ା: ହଠାତ୍‌ ଚଳଚଞ୍ଚଳ ରାଜ୍ୟ ରାଜନୀତି

ନବୀନଙ୍କ ପାଓ୍ୱାର ସୋ ପରେ ଗାଁ ଗାଁରେ ବିଡେଜି କରିବ ପୁରସ୍କାର ପ୍ରଚାର । ଏଣେ ସୁନୀଲ ବଂଶଲଙ୍କ ସମୀକ୍ଷା ପରେ ଜେପି ନଡ୍ଡାଙ୍କ ଓଡ଼ିଶା ନକ୍ସାକୁ ବିଜେପିର ଅପେକ୍ଷା । ଭାରତ ଯୋଡ଼ ଯାତ୍ରାରୁ କଂଗ୍ରେସର ଅଭିଯାନ ଆରମ୍ଭ ।

Robert Vadra
ଭାରତ ଯୋଡ଼ୋ ନା ପରିବାର ଯୋଡ଼ୋ ? ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ ଦେଖି ବିରୋଧୀଙ୍କ ତାତ୍ସଲ୍ୟ

ରାଜନୀତି ସହ ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନଥାଇ ବି ତାଙ୍କ ଫଟୋକୁ ପୋଷ୍ଟରରେ ରଖାଯିବା ପରେ ବିବାଦ ଦେଖାଦେଇଛି ।

Nitish Kumar
ପ୍ରଧାନମନ୍ତ୍ରୀ ଦୌଡ଼ରେ ନୀତିଶ, ଭେଟିବେ ନବୀନଙ୍କୁ !

ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟିବାରେ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

Serious Traffic Jam
ବିଜେଡିକୁ କ’ଣ ସବୁ ମାଫ୍‌ ? ସେଲିବ୍ରେସନ୍‌ ବେଳେ ଅଟକି ରହିଲା ଆମ୍ବୁଲାନ୍ସ, ଚୁପ୍‌ ରହିଲା ପୋଲିସ୍ !!

ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଂଟ୍‌ ଆୱାର୍ଡ ପରେ ଭୁବନେଶ୍ୱର ଫେରିଲେ ନବୀନ। ବାସ୍‌...ରାଜଧାନୀର ରାଜରାସ୍ତା ଏମିତି ଜାମ୍‌ ହେଲା ଯେ ଟ୍ରାଫିକ୍‌ ଅବସ୍ଥା ପୂରା ବେହାଲ ହୋଇଗଲା। ଛକ ଛକରେ ଫସିରହିଲା ଆମ୍ବୁଲାନ୍ସ। ସାଇରନ୍‌ ମାରୁଥିଲେ ବି ଯିବାକୁ ନଥିଲା ରାସ୍ତା। ଏତେ ଲୋକ ଆସିବା ନେଇ ସୂଚନା ଥିବା ପରେ ବି କାହିଁକି ଆମ୍ବୁଲାନ୍ସ ପାଇଁ କରାଯାଇନଥିଲା ଗ୍ରୀନ କରିଡର? ରୋଗୀଙ୍କ ଜୀବନ ସହ ଖେଳିବାକୁ ୟାଙ୍କୁ ଅନୁମତି ଦେଲା କିଏ?

Himanta Biswa Sarma
‘ଯଦି ଭାରତକୁ ଯୋଡ଼ିବାର ଅଛି, ପାକିସ୍ତାନରୁ ଯାତ୍ରା ଆରମ୍ଭ କରନ୍ତୁ’

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ନେଇ କଡ଼ା ସମାଲୋଚନା କରିଛି ।

Congress Bharat Jodo Yatra
କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା; କନ୍ୟାକୁମାରୀରୁ ଆରମ୍ଭ, କାଶ୍ମୀରରେ ଶେଷ

ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀର ଶ୍ରୀନଗରେ ଶେଷ ହେବ ଭାରତ ଯୋଡୋ ଯାତ୍ରା ।

Nitish Kumar
ନୀତୀଶ-କେଜରିୱାଲ ଭେଟ୍‌ଘାଟ, ପ୍ରଧାନମନ୍ତ୍ରୀ ପୋଷ୍ଟ ଖାଲି ନାହିଁ କହିଲେ ରବିଶଙ୍କର

ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ନୀତୀଶ ସୀତାରାମ ୟେଚୁରୀ ଓ ଡି.ରାଜାଙ୍କୁ ଭେଟିଲେ ନୀତୀଶ  ।

Traffic Jam
ରାଜଧାନୀର ଯୁଆଡ଼କୁ ଦେଖିବ ସେଠି ଥିଲା ଅସମ୍ଭାଳ ସ୍ଥିତି, ପ୍ରବଳ ଭିଡ଼

ରାଜଭବନ ଛକରୁ ଏଜି ଛକ, ବିଧାନସଭା ସମ୍ମୁଖ ରାସ୍ତା, କ୍ୟାପିଟାଲ ହସ୍ପିଟାଲରୁ ଏୟାରପୋର୍ଟ ରାସ୍ତା, ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ।

Naveen Patnaik
୨୦୧୮ରେ ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ, ୨୦୨୨ରେ ଜୀବନବ୍ୟାପି ସାଧନା ସମ୍ମାନ

୧୯ ନିର୍ବାଚନ ବେଳେ ଯେମିତି ସ୍ପେଶାଲ ବସ୍‌ରେ ନବୀନ ବୁଲି ବୁଲି ପ୍ରଚାର କରୁଥିଲେ, ଆଜି ବି ସେଭଳି ଏକ ବସ୍‌ରେ ଚଢ଼ି କରିଛନ୍ତି ରୋଡ୍ ସୋ’ । ଏପରିକି ୧୯ରେ ଡାଇଲଗ୍ ଯାହା ଥିଲା, ଆଜି ବି ସମାନ । ଆପଣ ମାନେ ଖୁସି ତ ।

farmers
ପୁଣି ଚାଷୀଙ୍କ ସହ ଚଂଚକତା । ସରକାରୀ ସୁବିଧାର ସୁଯୋଗ ନେବେ କେବଳ ଅଫିସର

ଅନ୍ତରାଷ୍ଟ୍ରୀୟ କୃଷି ସମ୍ମିଳନୀରେ ଯୋଗଦେବାକୁ ବିଦେଶ ଭ୍ରମଣ ପାଇଁ ରାଜ୍ୟର ୪ ଚାଷୀ ବାଦ୍ ପଡ଼ିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ରାଜ୍ୟର ୩ ପ୍ରଶାସନିକ ଅଧିକାରୀ ।

BJP
ରାଜ୍ୟରେ ବିଜେପିର ସ୍ଥିତି କଣ ? ବୁଥ୍‌ସ୍ତରରେ କେମିତି ରହିଛି ସଙ୍ଗଠନ ? ତଦାରଖ କରିଛନ୍ତି ପ୍ରଭାରୀ

କ୍ଷେତ୍ରୀୟ ପ୍ରଭାରୀ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ଏସବୁ ପ୍ରସଙ୍ଗ ଉପରେ ଫୋକସ୍ କରିଛନ୍ତି ।

Madhusudan Patra
ବାପା-ମାଆ ଛେଉଣ୍ଡ ଦୁଇ ଛୁଆଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି ଗଂଜାମର ମଧୁସୂଦନ ପାତ୍ର

ଅନାଥ ଶିଶୁଙ୍କୁ ଭେଟି ଦେଇଛନ୍ତି ୧୦ ହଜାର ଟଙ୍କାର ସହାୟତା । ୭୦ ବର୍ଷିୟ ବୃଦ୍ଧ ମଧୁସୂଦନଙ୍କ ଏଭଳି ସାହସ ଓ ପରୋପକାରିତା ଚକିତ କରିଛି ସମସ୍ତଙ୍କୁ ।

Odisha Politics
କି ଅଜବ ବ୍ୟବସ୍ଥା; ରାଜ୍ୟରେ ଚାଷୀଙ୍କ ନାଁରେ ବିଦେଶ ଯାଉଛନ୍ତି ସଚିବ !

ରାଜ୍ୟର ୪ ସଫଳ ଚାଷୀଙ୍କ ସହ ଚାଲବାଜି । ନେଦରଲାଣ୍ଡସ୍ ଆନ୍ତର୍ଜାତିକ କୃଷି କାର୍ଯ୍ୟକ୍ରମରୁ ଚାଷୀ ବାଦ୍ ।