କଂଗ୍ରେସକୁ କଡ଼ା ସମାଲୋଚନା କଲେ ସଭାପତି ନଡ୍ଡା
ଜେପି ନଡ୍ଡା ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ।
୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଜେ.ପି. ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଆସୁଥିବାରୁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।
ପୂର୍ବତନ ସାଂସଦ ତଥା ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ।
ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ କୁହୁଳିଲା ପ୍ରତିବାଦର ନିଆଁ । ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ ।
ଆସନ୍ତାକାଲି ଭୁବନେଶ୍ୱରରେ ହେବ ହାଇଭୋଲଟେଜ୍ ପଲିଟିକାଲ୍ ଟକ୍କର । ଦଳୀୟ କାର୍ଯ୍ୟକ୍ରମ ବାହାନାରେ ଶକ୍ତି ପ୍ରଦର୍ଶନ କରିବେ ଉଭୟ ବିଜେପି ଓ ବିଜେଡି ।
ସେପଟେ ପ୍ରତିନିଧି ସମ୍ମିଳନୀ କରି ବିଜେଡିର କାଉଣ୍ଟର ପ୍ଲାନ୍,ଉଭୟ ବିଜେପି ଓ ବିଜେଡିକୁ କଂଗ୍ରେସର ନିଶାନା
ନିମାପଡା ଓ ପିପିଲିରେ ବିଜେପିର ଜୋରଦାର ପ୍ରତିବାଦ,ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ
ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିଛି।
ସଚିନ୍ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନଦେବାକୁ ସମର୍ଥକ ବିଧାୟକଙ୍କୁ ଅସ୍ତ୍ର କରିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ମହଙ୍ଗା ପଡ଼ିପାରେ ।
ଏଜେଣ୍ଡାରେ ନଥିବା କହି ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ଜମିଜମା ରେକ଼ର୍ଡର ଡିଜିଟାଇଜେସନ୍ ନିଷ୍ପତ୍ତି ।
ଧମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ । ଆଉ ଏହି ଅଡିଓ ସଂପର୍କରେ ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ପ୍ରଭାତି ।
ସୋନିଆଙ୍କୁ ଭେଟିବାକୁ ଦିଲ୍ଲୀରେ ପାଇଲଟ୍
ପଦାରେ ପଡିଯାଇଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ହାଇଡ୍ରାମା। ଦଳୀୟ ବିଧାୟକମାନେ ଇସ୍ତଫା ଦେଇ ଯେପରି ଅଡୁଆ ସ୍ଥିତି ସୃଷ୍ଟି କଲେ ତାହାକୁ ନେଇ କଂଗ୍ରେସ ହାଇ କମାଣ୍ଡ କ୍ଷୁବ୍ଧ ହୋଇଛନ୍ତି। ଏହା ପରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗେହଲଟ ନିର୍ବାଚନ ଲଢି ପାରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦ ବି ହରାଇବା ଆଶଙ୍କା ଦେଖା ଦେଇଛି।
ବିଧାୟକଙ୍କ ବିଦ୍ରୋହ ସେହି ଯୋଜନାରେ ପାଣି ପକାଇ ଦେଇଛି।
୨୦୨୪ ନିର୍ବାଚନ ପ୍ରସ୍ତୁତି ଭିତରେ ବିଜେପି ଓ ବିଜେଡିର ଏଭଳି ପ୍ରତିଯୋଗିତାମୂଳକ ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥିର ପରେ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି । ଛାମୁଆ ସଂଗଠନକୁ ନେଇ ବୈଠକ କରିବ ଶଙ୍ଖ ଦଳ ।
ଦୁଇ ମୋବାଇଲରେ ଲୁଚି ରହିଛି କି ସବୁ ଗୁମର ? ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସମୀର ଦାସଙ୍କୁ ବିରୋଧୀଙ୍କ ଟାର୍ଗେଟ ।
ଭୁବନେଶ୍ୱର, କଟକରେ ଜନସାଧାରଣଙ୍କ ଯାତାୟାତକୁ ସରଳ ସୁବିଧା କରିବା ପାଇଁ ମେଟ୍ରୋ ସେବା ଆରମ୍ଭ କରିବା ଆବଶ୍ୟକ ରହିଛି ବୋଲି ସାଂସଦ ଅପରାଜିତା ମତବ୍ୟକ୍ତ କରିଛନ୍ତି।
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଶ୍ୱାସରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।
ରାଜ୍ୟ ସରକାରଙ୍କ ଘରୋଇ ପିଡିଏସ୍ ଡିଲର ପ୍ରୀତିକୁ ନେଇ ପ୍ରଶ୍ନ । ୭ବର୍ଷ ତଳୁ ଉଚ୍ଛେଦ ନିୟମ ସତ୍ତ୍ୱେ ରାସନ ବାଣ୍ଟୁଛନ୍ତି ୭ ହଜାର ରିଟେଲର ।
ସେପ୍ଟେମ୍ବର ୨୮କୁ ସର୍ଜିକାଲ ଷ୍ଟ୍ରାଇକ୍ ଡେ ଭାବେ ପାଳନ କରାଯିବ ବୋଲି ମୋଦି କହିଛନ୍ତି ।
ଭୁବନେଶ୍ୱର କ୍ଲବ୍ର ନିର୍ବାଚନରେ ଅସିତ୍ ତ୍ରିପାଠୀ ପୁଣି ବିଜୟୀ ହୋଇଛନ୍ତି। ଅସିତ୍ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍ର ସଭାପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି।
ମହାମାରୀ କରୋନା ଓ ତାଲାବନ୍ଦ ଦ୍ୱାରା ଦୀର୍ଘ ଦୁଇ ବର୍ଷ ଧରି କ୍ଷତାହତ ଲକ୍ଷ ଲକ୍ଷ ଲୋକ ପରିବାର ପ୍ରତିପୋଷଣ ପାଇଁ ଚେଷ୍ଟା କରୁଥିବା ବେଳେ ପ୍ରଶାସନ ପ୍ରତିବନ୍ଧକ ହୋଇ ଛିଡାହେଉଛି। ଲୋକେ ଛୋଟମୋଟ ଦୋକାନକୁ ନେଇ ଆର୍ଥିକ ମେରୁଦଣ୍ଡକୁ ସଳଖ କରି ଠିଆହେବାକୁ ଉଦ୍ୟମ କରୁଥିବାବେଳେ ପ୍ରଶାସନର ବୁଲ୍ଡୋଜର୍ ମାଡ ଲୋକଙ୍କ ଜୀବନ ଜୀବିକାକୁ ଅନ୍ଧାରକୁ ଠେଲି ଦେଉଛି। ସେମାନେ ବଞ୍ଚିବେ ତ?
ପୁରୀ ଜିଲ୍ଲା ପରିଷଦର ବିଜେଡି ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର କାରଣ କଣ ? ଲାଗିରହିଥିବା ନାନା ଶଙ୍କା ଆଶଙ୍କା ଭିତରେ କମିଶନରେଟ୍ ପୋଲିସ ହାତରେ ଲାଗିଛି ସେହି ରହସ୍ୟଜନକ ମୋବାଇଲ୍