• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Dhamnagar ByPoll
ଧାମନଗର ଉପନିର୍ବାଚନ: କାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ; ରାଜେନ୍ଦ୍ର ଲଢ଼ିବେ ନା ଓହରିବେ?

ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବା ପରେ ସ୍ଥାନୀୟ ବିଜେଡି କର୍ମୀମାନେ ଦଳୀୟ ନେତାଙ୍କୁ ଏ ସଂପର୍କରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି। ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି।

ନବୀନଙ୍କ ଜନ୍ମଦିନ ପାଇଁ ଯାଜପୁରରେ ୧୦୦ ଫୁଟର ଲଗାଗଲା ଫଟୋ
ନବୀନଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ଯାଜପୁର ଟାଉନ୍‌...ବାଳାଶ୍ରମ ପଡିଆରେ ଲାଗିଲା ୧୦୦ ଫୁଟିଆ ପୋଷ୍ଟର, ଫୁଟିଲା ପ୍ରବଳ ବାଣ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ। ୧୦୦ ଫୁଟିଆ ପୋଷ୍ଟର ଲାଗିବା ସହିତ କେକ୍‌ କାଟିଲେ କର୍ମୀ ଓ ନେତା। ପ୍ରବଳ ଆତସବାଜିରେ ଆଲୁଆ ହୋଇଗଲା ଯାଜପୁର ଆକାଶ

BJD eyes Odisha Cricket Association, Bobby Das in President race
OCA ଉପରେ ବିଜେଡ଼ିର ଆଖି ! ସର୍ବେସର୍ବା ହେବେ କି ବବି ଦାସ ?

ରାଜ୍ୟ ରାଜନୀତିରେ ଦବ୍‌ଦବା ଜାହିର କରିଥିବା ବବି ଦାସଙ୍କ ଏବେ OCA(Odisha Cricket Association) ଉପରେ ଆଖି। OCA ଉପରେ ସିଧାସଳଖ କବ୍‌ଜା ପାଇଁ ବିଜେଡି ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

Odisha CM Naveen Patnaik turns 77
୭୭ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ, ରାଜ୍ୟ ରାଜନୀତିରେ ପାଲଟିଛନ୍ତି ଅପ୍ରତିଦ୍ୱନ୍ଦୀ ନେତା..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ୭୬ ବର୍ଷ ପୂରି ୭୭ ବର୍ଷ ଚାଲିଲା। ପୱନ ଚାମ୍ଲିଙ୍ଗ ଓ ଜ୍ୟୋତି ବସୁଙ୍କ ପରେ ଲଗାତର ପାଞ୍ଚଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ନବୀନ ପଟ୍ଟନାୟକ ହେଉଛନ୍ତି ତୃତୀୟ ଭାରତୀୟ ରାଜନେତା।

Naveen Patnaik
ଜନ୍ମଦିନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍‌...ବିରୋଧୀଙ୍କୁ ଲାଗିଲା ଜୋରଦାର ଝଟ୍‌କା

ନବୀନଙ୍କ ବଡ଼ ନିଷ୍ପତ୍ତି ସାମ୍ନାରେ ବିରୋଧୀ ହେଲେ ବାୟା। ଧାମନଗର ନିର୍ବାଚନ ପାଇଁ ବିରୋଧୀ ପାଗଭିଡୁଥିବା ବେଳେ ଏତିକି ବେଳେ ଚକମା ଦେଇ ଦେଲେ ନବୀନ। ଖାଲି ଚକମା ଦେଲେ ତାହା ନୁହେଁ ବରଂ ବିରୋଧୀଙ୍କୁ ପୂରା ଚୁପ୍‌ କରିଦେଲେ

Rajendra Das
ଧାମନଗରରେ ରାଜୁ ଧାମାକା ହେବ ତ?

ଉଠୁଛି ପ଼ଡୁଛି ଧାମନଗର ରାଜନୀତି। କିଏ ଧାମନଗରରେ ଧମାକା କରୁଛି ତା ଉପରେ ରହିଛି ନଜର।

  • Saturday, 15 October 2022
  • Bypoll
Rajendra Das
ବିଜେଡିକୁ ମହଙ୍ଗା ପଡ଼ିବ କି ରାଜୁ ଦାସଙ୍କ ପକେଟ୍‌ ଭୋଟ୍‌ ?

ଧାମନଗରରେ ଧମାକା କରିବେ କି ରାଜୁ ଦାସ? ବିଦ୍ରୋହ କରି ସ୍ୱାଧୀନ ଭାବେ ଲଢ଼ିବା, ବିଜେଡିକୁ ମହଙ୍ଗା ପଡିବ କି? ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିଲେ ବି କାହିଁକି ରାଜୁ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରୁନି ବିଜେଡି?

star campaigner list of bjd
ବିଜେଡି ଷ୍ଟାର ପ୍ରଚାରକ ; ବାଦ୍‌ ପଡିଲେ ଅନୁଭବ, ସମୀର: ପଶିଲେ ଅରିନ୍ଦମ

ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଲିକାରୁ କିଏ ବାଦ ପଡିବ ତାହାକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଏବେ ଏହି ତାଲିକା ସାମ୍ନାକୁ ଆସିଛି।

 star campaigners list for Dhamnagar by poll
ଧାମନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକାରେ କିଏ ପଶିଲେ, କିଏ ବାହାରିଲେ

ନିର୍ବାଚନ ପ୍ରଚାର ପାଇଁ ସଜ ହେଲେଣି ସବୁ ଦଳ। ଷ୍ଟାର ପ୍ରଚାରକମାନେ ବି ପ୍ରସ୍ତୁତ ହେଲେଣି। ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିସାରିଲାଣି। ଏହି ତାଲିକାକୁ ନିର୍ବାଚନ କମିଶନଙ୍କ ପାଖକୁ ପଠାଯାଇଥିବା ଜଣାଯାଇଛି। 

Himachal Pradesh Elections
ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍

ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍..ନଭେମ୍ବର ୧୨ ଭୋଟ୍, ଡିସେମ୍ବର ୮ରେ ଗଣତି

Dhamnagar Bypoll
ଧାମନଗରରେ ବିଜେଡି ବିଜେଡି ଭିତରେ ଫାଇଟ୍

ଧାମନଗର ନିର୍ବାଚନ ମଣ୍ଡଳୀ ଏବେ ଉଠୁଛି ପଡ଼ୁଛି। କାମ ଦେଲାନି ଚାପ, ମ୍ୟାନେଜ କରି ପାରିଲାନି ବିଜେଡି। ସ୍ୱାଧୀନ ଭାବେ ଲଢ଼ିବେ ରାଜେନ୍ଦ୍ର

Archana Nag
ଆଇନ୍ ଜାଲରେ ଛଟପଟ ରହସ୍ୟମୟୀ, ଅର୍ଚ୍ଚନା ଅସ୍ତ୍ରରେ ନେତାଙ୍କୁ ବ୍ଲାକମେଲିଂ ପାଇଁ ବିଜେଡିର ଷଡ଼ଯନ୍ତ୍ର !

ଶୁଣାଣି ପରେ ଜାମିନ୍ ରାୟକୁ ସଂରକ୍ଷିତ ରଖିଲେ କୋର୍ଟ । କଳା ସାମ୍ରାଜ୍ୟର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ପିଆଇଏଲ୍ ।

Himachal Pradesh Elections
ହିମାଚଳରେ ଜୋରଦାର ଲଢ଼େଇ; ଆପ୍‌ ବିଗାଡ଼ିଦେବ କଂଗ୍ରେସ-ବିଜେପି ଗଣିତ!

୬୮ଟି ଆସନ ବିଶିଷ୍ଟ ବିଧାନସଭା ଲାଗି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ ।

Dhamnagar Bypoll
ନାକେଦମ ହେବ ଶାସକ ଦଳ ! ସ୍ୱାଧୀନ ଭାବେ ରାଜେନ୍ଦ୍ରଙ୍କ ନାମାଙ୍କନ, ବିଜେଡି କହିଲା ପଡିବନି ରାଜୁ ଇମ୍ପାକ୍ଟ

ଧାମନଗର ବିଜେଡିରେ ବିଦ୍ରୋହ ନିଆଁ । କୁଚକ୍ରି ଗୋଷ୍ଠୀ କହି ଭଦ୍ରକ ବିଜେଡି ନେତାଙ୍କୁ ରାଜେନ୍ଦ୍ରଙ୍କ ଟାର୍ଗେଟ୍ ।

Himachal Pradesh
ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ

କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିନ୍ଦ୍ୱନ୍ଦିତା ହେବ ।

Rajendra Das
‘ରାଜୁ’ଙ୍କ ରାଜନୈତିକ କ୍ୟାରିୟର ! ତିହିଡ଼ି ବ୍ଲକରୁ ଆରମ୍ଭ କରିଥିଲେ ରାଜନୀତି

୨୦୦୯ରେ ଧାମନଗର ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିଲେ ।

Rajendra Das
ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ରାଜେନ୍ଦ୍ର ଦାସ

ପଦଯାତ୍ରାରେ ସମର୍ଥକଙ୍କ ସହ ଆସି ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ କରିଛନ୍ତି ।

BJD Leader Rajendra Das File Nomination As Independent Candidate
‘ମୋ ଉପରେ ଲୋକଙ୍କ ସିମ୍ପାଥି ଅଧିକ ଅଛି, ଏଥର ଜିତିବି’

ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ନେତା ରାଜେନ୍ଦ୍ର ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ‘କୁଚକ୍ରୀଙ୍କ ପାଇଁ ହାରିଥିଲି, ଏଥର ଜିତିବି। ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି।’

Rajendra Das
ଚରମରେ ଧାମନଗର ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ; କର୍ମୀଙ୍କ ନାରା ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ

ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଉଛି ଅସନ୍ତୋଷ । ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବାରୁ ସମର୍ଥକଙ୍କ ଜୋରଦାର ବିରୋଧ । ଫେଲ୍ ମାରିଲା ଦଳର ତାଳିପକା ଉଦ୍ୟମ । ନାରାବାଜି ଚାଲିଛି ଯେ, ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ ।

Rajendra Das
ଧାମନଗର ଉପନିର୍ବାଚନ: ବିଜେଡ଼ି ପାଇଁ ଅଡୁଆ ହେବେ କି ରାଜୁ ଦାସ?

ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଧାମନଗର ପାଇଁ ଦଳୀୟ ପ୍ରାର୍ଥୀ ହେବା ପରେ ବିଜେଡିରେ ଦେଖାଦେଇଛି ବିଦ୍ରୋହ ।

Rajendra Das
ନାମାଙ୍କନ ଦାଖଲ ନେଇ ସସ୍‌ପେନ୍ସ ରଖିଲେ ରାଜୁ ଦାସ

ଟିକେଟ ନପାଇ ନିଜ ମନରେ ନଥିବା କ୍ଷୋଭକୁ ପ୍ରକାଶ କରିଛନ୍ତି ଧାମନଗର ବିଜେଡି ନେତା ରାଜେନ୍ଦ୍ର ଦାସ ।

Archana Nag
‘ଅର୍ଚ୍ଚନାଙ୍କ ପାଇଁ ଅକଳରେ ଶାସକଦଳ’ : ସତ ସାମ୍ନାକୁ ଆସିଲେ ସରକାର ଭାଙ୍ଗିବ କହିଲେ ସାଲୁଜା

ଶାସକ ଦଳର ବହୁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ‍‍ବୋଲି କଂଗ୍ରେସ କହିଛି ।

Archana Nag
ଲେଡି ବ୍ଲାକମେଲରଙ୍କ ନାଗଫାଶରେ ୧୮ଜଣ ବିଧାୟକ, ଅଧିକାଂଶ ଶାସକ ଦଳର

୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି କୁହାଯାଉଛି ।

Special Story
‘ସତ ସାମ୍ନାକୁ ଆସିଲେ ଭାଙ୍ଗିଯିବ ବିଜେଡି ସରକାର’

ଲେଡି ବ୍ଲାକ୍‌ମେଲରଙ୍କୁ ନେଇ ବିବାଦରେ ବିଜେଡ଼ି ନେତାମନ୍ତ୍ରୀ । ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା ।