• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

General Election
ଆଗୁଆ ହେବ ନିର୍ବାଚନ! ପ୍ରାର୍ଥୀ ଚୟନ ପାଇଁ ଏବେଠୁ ଅଙ୍କକଷା

ରାଜ୍ୟରେ ଆଗୁଆ ନିର୍ବାଚନର ସମ୍ଭାବନା ଥିବାରୁ ରାଜନୈତିକ ଗତିବିଧି ବଢ଼ିଲାଣି ।

Raghuram Rajan Joined Rahul Gandhi Bharat Jodo Yatra
ଭାରତ ଯୋଡ଼ୋ ଯାତ୍ରାରେ ପୂର୍ବତନ RBI ଗଭର୍ଣ୍ଣର ରଘୁରାମ ରାଜନ, କଂଗ୍ରେସ ଟ୍ୱିଟ୍‌ କଲା ହମ୍ ହୋଙ୍ଗେ କାମୟାବ୍

ଆଜି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି ।

Pathan
‘‘ବେଶରମ୍‌ ରଙ୍ଗ’ରେ ଡ୍ରେସ୍-ଡ୍ୟାନ୍ସ ପରିବର୍ତ୍ତନ କର, ନଚେତ ରିଲିଜ୍‌ କଥା ଆମେ ଚିନ୍ତା କରିବାକୁ ବାଧ୍ୟ ହେବୁ..’

ସୋସିଆଲ ମିଡିଆରେ ଶାହରୁଖଙ୍କ ଲୁକ୍‌ସକୁ ନେଇ ଗୋଟିଏ ପଟେ ଜବରଦସ୍ତ ମନ୍ତବ୍ୟ ଆସୁଥିବା ବେଳେ ଦୀପିକାଙ୍କ ଡ୍ରେସ୍ ଓ ଡ୍ୟାନ୍ସକୁ ନେଇ ଉଠିଛି ବିବାଦ ।

Congress leader arrested statement over ‘kill PM Modi’ remark
କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଲା 'ମୋଦିଙ୍କୁ ହତ୍ୟା' ବୟାନ

ଏହି ବୟାନ୍ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲା।

Odisha Politics
ନିଜ ସ୍ୱାର୍ଥ ପାଇଁ ଡବଲ୍ ଗେମ୍ ଖେଳୁଛି କି ବିଜେଡି ?

ଏଠି କଂଗ୍ରେସ୍ ସହ ଡିଲ୍, ଦିଲ୍ଲୀରେ ବିଜେପି ସହ ମ୍ୟାନେଜ୍..ବିଜେଡି ନିଜ ସ୍ୱାର୍ଥ ପାଇଁ ଡବଲ୍ ଗେମ୍ ଖେଳୁଥିବା ଚର୍ଚ୍ଚା ଜୋର୍ ଧରିଛି..ଖାସ୍ କରି ପଦ୍ମପୁର ଉପନିର୍ବାଚନ ଫଳାଫଳ ଆସିବା ପରେ ଏ ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ସରଗରମ କରିଛି

Odisha Politics
ଭୁବନେଶ୍ୱରରେ କଂଗ୍ରେସ ସହ ବିଜେଡିର ଡିଲ୍ ! ଦିଲ୍ଲୀରେ ବିଜେପି ସହ ମ୍ୟାନେଜ୍ !

ପଦ୍ମପୁର ଫଳ ଆସିବା ପରଠୁ ସବୁ ଦଳରେ ଗୋହି ଖୋଳା ଖୋଳି । ଜୋର ଧରିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ।

Congress
ପଦ୍ମପୁରରେ ଶଙ୍ଖ-ହାତ ଡିଲକୁ ନେଇ କଂଗ୍ରେସରେ ଝଡ଼ ! ଜୟନାରାୟଣଙ୍କ ଅଭିଯୋଗକୁ କିଛିକାଂଶରେ ସତ କହିଲେ ସୁର

ପିସିସି ସଭାପତିଙ୍କ ଚ୍ୟାଲେଂଜ୍-ପ୍ରମାଣ ଦେଲେ ସନ୍ନ୍ୟାସ ନେବି ।୨୪ ନିର୍ବାଚନରେ କଂଗ୍ରେସ ଭୋଟ୍ କିଏ ନେବ? ତାକୁ ନେଇ ଚର୍ଚ୍ଚା

Sura Routray
ପଦ୍ମପୁର ଆସନ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ଡିଲ ହୋଇଥିଲା: ସୁର ରାଉତରାୟ

ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା କି ନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହା ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

Sukhvinder Sukhu
ଆଜି ଶପଥ ନେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ

ଛତିଶଗ଼ଡ଼ ମୁଖ୍ୟମନ୍ତ୍ରୀ ତଥା AICC ପର୍ଯ୍ୟବେକ୍ଷକ ଭୂପେଶ ବଘେଲଙ୍କ ସୂଚନା ଅନୁସାରେ, ଆଜି ଦିନ ୧୧ଟାରେ ସୁଖବିନ୍ଦର ସିଂ ସୁଖୁ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Will there be early elections in Odisha ?
ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ? ୨୪ ପୂର୍ବରୁ ଭାଙ୍ଗିବ କି ବିଧାନସଭା?

ଓଡ଼ିଶାରେ ଆଗୁଆ ହେବ କି ବିଧାନସଭା ନିର୍ବାଚନ? ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭାକୁ ଭାଙ୍ଗି ଦେବେ କି ନବୀନ? ୨୦୧୮ର ତେଲେଙ୍ଗାନା ଫର୍ମୁଲାକୁ ଆପଣାଇବ କି ବିଜେଡି ? ରାଜ୍ୟ ରାଜନୀତିରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ନେଇ ଚର୍ଚ୍ଚା ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ପ୍ରକାଶ ପାଇଛି କଳ୍ପନାଜଳ୍ପନା। ଆଜି ଭୁବନେଶ୍ୱରରେ ଧର୍ମେନ୍ଦ୍ର କହିଛନ୍ତି ମୁଁ ଶୁଣୁଛି, ଏଠି ଆଗୁଆ ନିର୍ବାଚନ ହୋଇଯିବ। ତେବେ ନିର୍ବାଚନ ପୂର୍ବରୁ ବହୁତ କଥା ହେବ

  • Saturday, 10 December 2022
  • Odisha
Padampur bypoll
ପଦ୍ମପୁରରେ ଜିତିବା ପାଇଁ କଂଗ୍ରେସ ସହ ମୂଲଚାଲ କରିଥିଲା ବିଜେଡି: ଜୟନାରାୟଣ

ଡାଇଭର୍ଟ ନୁହେଁ ଡିଲ୍। ଖୋଦ୍ ବିଜେଡି କରିଛି ମୂଲଚାଲ। ଏକ ବଡ଼ ବୁଝାମଣା ପରେ ହିଁ ପଦ୍ମପୁରରେ ବିଜେଡି ଖାତାକୁ ଯାଇଛି କଂଗ୍ରେସ ଭୋଟ୍। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଇ ରାଜ୍ୟ ରାଜନୀତିରେ କଂପନ। ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି। ଜୟନାରାୟଣ କହିଛନ୍ତି ପଦ୍ମପୁରକୁ ପ୍ରଚାରରେ ଯିବା ପୂର୍ବରୁ ଡିଲ୍ କରିଥିଲା ବିଜେଡି। ଭୁବନେଶ୍ୱରରେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ହୋଇଥିଲା ମୂଲଚାଲ।

Padampur bypoll
ପଦ୍ମପୁରରେ ଜିତିବା ପାଇଁ କଂଗ୍ରେସ ସହ ମୂଲଚାଲ କରିଥିଲା ବିଜେଡି: ଜୟନାରାୟଣ

ଯେଉଁ ଅଭିଜ୍ଞ ନେତା ସତ୍ୟଭୂଷଣ ସାହୁ ଏଥର ପ୍ରାର୍ଥୀ ହୋଇଥିଲେ, ତାଙ୍କ ପକେଟ୍ ଭୋଟ୍ ବି ଗଲା କୁଆଡ଼େ?

Will there be early elections in Odisha ?
ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ? ୨୪ ପୂର୍ବରୁ ଭାଙ୍ଗିବ କି ବିଧାନସଭା?

ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ବିଜେପି କାହିଁକି ଆଶଙ୍କା ପ୍ରକାଶ କରୁଛି?

Why BJD won Padmapur
ପଦ୍ମପୁର ପୁରସ୍କାର; ପ୍ରତିଶ୍ରୁତି ପାଳନର ଅବସର

ପଦ୍ମପୁର ଭୋଟର ଯେଉଁ ରାୟ ଶୁଣାଇଲେ ତାହା ଆଲୋଡନ ସୃଷ୍ଟି କରିଛି! ଏହି ଜନାଦେଶ ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ନିଶ୍ଚୟ ଚକିତ କରିଥିବ। ପାଖାପାଖି ୪୩ ହଜାର ଭୋଟ୍‌ ବ୍ୟବଧାନ! ଏମିତି କେମିତି ହେଲା? ସାଧାରଣରେ ଏହି ପ୍ରଶ୍ନ ଗୁଞ୍ଜରିତ ହେବାରେ ଲାଗିଛି।

Sushant Singh
ସୁଶାନ୍ତ ସିଂହଙ୍କ ମିଶନ ୧୨୫ ବୟାନକୁ ନେଇ ତେଜିଲା ରାଜନୀତି

୨୦୨୪ରେ ପୁଣି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସୁଶାନ୍ତ ।

himachal
ପଦ ଏକ, ଆଶାୟୀ ଅନେକ ! କଂଗ୍ରେସ ହାତରୁ ଚାଲିଯିବନି ତ ହିମାଚଳ ପ୍ରଦେଶ ?

ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବାକୁ ଚାଲିଛି କସରତ

2024 General Elections: Will there be early polls in Odisha
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଙ୍କେତ- ଓଡ଼ିଶାରେ ଆଗୁଆ ହେବ ୨୦୨୪ ନିର୍ବାଚନ !

୨୦୨୪ ନିର୍ବାଚନରେ ପଦ୍ମପୁର ରେଜଲ୍ଟର ପ୍ରଭାବ ପକାଇବ କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶୁଣୁଛି ଏଠି କ’ଣ ଆଗୁଆ ନିର୍ବାଚନ ହେବ।

Gujarat election
ସପ୍ତମ ଇନିଂସ,୨୭ ବର୍ଷର ଶାସନ ! ଗୁଜରାଟ କ୍ରିଜ୍‌ରେ ନଟ୍ ଆଉଟ୍ ବିଜେପି

ଗୁଜରାଟରରେ କାହିଁକି ଅଭେଦ୍ୟ ରହିଛି ବିଜେପି ଗଡ଼ ?

Congress
ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ?

ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? କାଲି ସୁର ଚୁମ୍ବକରେ କହିଥିଲେ, ଆଜି ତାରା-ମୋକିମ୍ ଖୋଲା ଖୋଲି ଆଶଙ୍କା କଲେ । ସଦ୍ୟସମାପ୍ତ ପଦ୍ମପୁର ସହ ଗୋଟିଏ ପରେ ଗୋଟିଏ ଉପନିର୍ବାଚନରେ ଖାଲି ଲଜ୍ଜାଜନକ ପରାଜୟ ନୁହେଁ, କଂଗ୍ରେସର ରହୁନି ଅମାନତ ।

padmapur
ପଦ୍ମପୁରରେ ବିଜୟ ପରେ ଫୁଲ ଦମରେ ବିଜେଡ଼ି

ପଦ୍ମପୁରରେ ବିପୁଳ ବିଜୟ ପରେ ପୂରା ଜୋସରେ ବିଜେଡି । ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ ହଜାରରୁ ଅଧିକ ଭୋଟରେ ବିଜେପିକୁ ମାତ୍ ଦେବା ପରେ ବଢିଛି ଦଳର ଆତ୍ମବିଶ୍ୱାସ ।

Congress
ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? ପଦ୍ମପୁର ରେଜଲ୍ଟ ପରେ ଦଳର ୩ ଟାଣୁଆ ବିଧାୟକଙ୍କ ଶଙ୍କା

ଯେଉଁ କଂଗ୍ରେସ ଦଶନ୍ଧୀ ଦଶନ୍ଧୀ ଧରି ଓଡ଼ିଶାର କ୍ଷମତା ରଜ୍ଜୁ ନିଜ ହାତରେ ରଖିଥିଲା, ଆଜି ଅସ୍ଥିତ୍ୱ ହରାଇବା ସ୍ଥିତିକୁ ଆସିଗଲାଣି ଯାହାର ସଦ୍ୟ ପ୍ରମାଣ ମିଳିଛି ପଦ୍ମପୁର ଉପନିର୍ବାଚନ ଫଳାଫଳରୁ ।

padmapur
ରାଜ୍ୟ ରାଜନୀତି ଉପରେ କି ପ୍ରଭାବ ପକାଇବ ପଦ୍ମପୁର ଫଳ ?

ଧାମନଗର ପରାଜୟ ପରେ ଫର୍ମ ହରାଇଥିବା ଶଙ୍ଖଦଳକୁ ପୁଣି ମିଳିଗଲା ଜୋସ୍,୨୪ ନିର୍ବାଚନରେ କିଛି ପ୍ରଭାବ ପଡ଼ିବନି କହିଲେ ବିରୋଧୀ

Mohammed Moquim
‘ନୋଟା ସହ କଂଗ୍ରେସର ଭୋଟ ହାର ସମାନ’

ଦଳର ସୋ କଲ୍ଡ ସିନିୟର ନେତା ଏବେ ଦଳର ଆସେଟ୍ ନୁହଁନ୍ତି । ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍

Why BJP And Congress Defeat In Padampur Bypoll
କାହିଁକି ପଦ୍ମପୁରରେ ହାରିଲା ବିଜେପି ଓ କଂଗ୍ରେସ ? ଚାଲିଛି କାରଣ ଖୋଜା...

ଧାମନଗର ଓ ପଦ୍ମପୁରରେ ଅମାନତ ଗଲା।  ଏବେ ସମୟ ଆସିଛି ତର୍ଜମା କରିବାକୁ ହେବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।