Advertisment

ଏ କି ନୂଆ ଫନ୍ଦି ! ଜିଲ୍ଲାରେ ନିଯୁକ୍ତି ହେବେ ରିଟାୟାର୍ଡ ବାବୁ, ଦରମା ୭୫ ହଜାର

ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଅଫିସର୍ ପ୍ରୀତିକୁ ନେଇ ଚର୍ଚ୍ଚା । ରାଜ୍ୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପୁନଃ ନିଯୁକ୍ତିକୁ ନେଇ ଅସନ୍ତୋଷ । ଏଣେ ନିଯୁକ୍ତି ନପାଇ ହତାଶ ଯୁବ ପିଢି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଲୋକସେବା ଭବନ ପରେ ଏବେ ଜିଲ୍ଲା ସ୍ତରରେ ରିଟାୟାର୍ଡ ବାବୁଙ୍କ ନିଯୁକ୍ତି ନେଇ ମସୁଧା । ତାହା ପୁଣି ନଗର ଉନ୍ନୟନ ବିଭାଗରେ । ନଗର ଉନ୍ନୟନ ବିଭାଗର ରିଜୋଲେସନ୍‌କୁ ଦେଖିଲେ ଏହା ସ୍ପଷ୍ଟ ବାରି ହେଉଛି ।

author-image
Sarbeswar

Odisha Government
Advertisment
Advertisment