ଚାନ୍ଦା ନେଇ ତଥ୍ୟ ଦେଲାନି ବିଜେଡି । ADR ରିପୋର୍ଟରେ ଦଳ ଓ ଦଳପତି ଧନୀ ହେବା ପରେ ଏଥର କିନ୍ତୁ କେଉଁ ଉତ୍ସରୁ କେତେ ପାଣ୍ଠି ଆସିଛି ସେନେଇ ଦଳ ଆଦୌ ତଥ୍ୟ ଦେଇନି, ଯାହାକୁ ନେଇ ରାଜନୀତି ସରଗରମ । ବିରୋଧୀ କଳାଧନ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିଥିବା ବେଳେ ଉତ୍ତରରେ ଶାସକ ଦଳ କହିଛି କୌଣସି ତଥ୍ୟ ଲୁଚାଯାଇନି।
Published: Satyendu Shekher Mishra
Last updated: 25 April 2023, 09:37 PM IST
ଅରୁଣଙ୍କ ଏହି କଡ଼ା ପ୍ରତିକ୍ରିୟାର ମୁହଁ ତୋଡ଼ ଜବାବ ଦେଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ସାରଦା କହିଛନ୍ତି, ମାହାଙ୍ଗା ହେଉଛି ଏକ ଶାନ୍ତି ପ୍ରିୟ ଜାଗା ।