ଖରିଫ୍ ଚାଷ ପାଇଁ ସୁଧ ରିହାତି ପ୍ରଦାନ କଲେ ସରକାର । ମୁଣ୍ଡ ଉପରେ ସାଧାରଣ ନିର୍ବାଚନକୁ ଦେଖି ଚାଷୀଙ୍କୁ ଥୋପ । ଚାଷୀ ଭୋଟ୍ ହାତରେ ରଖିବାକୁ ପୁଣି ଚଳାଇଲେ ଗୋଟି । ଖରିଫ ଚାଷ ପାଇଁ ୪୪୧ କୋଟି ୭୬ ଲକ୍ଷ ଟଙ୍କାର ସୁଧ ରିହାତି ।
Published: Manoranjan Behera
Last updated: 24 April 2023, 10:08 PM IST
ପାୱାର କଟ୍ ନୁହେଁ ଓଭର ଲୋଡିଂ ପାଇଁ ହେଉଛି ଟ୍ରିପ୍। ଅଘୋଷିତ ବିଜୁଳି କାଟ୍ ନେଇ ଜନତାଙ୍କ ଅସନ୍ତୋଷ ଭିତରେ ଶକ୍ତିମନ୍ତ୍ରୀ ଦେଇଛନ୍ତି ଏଭଳି ସ୍ପଷ୍ଟୀକରଣ। ଯାହାକୁ ନେଇ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ସଂଘ ସିଧା ସରକାରଙ୍କୁ ନିଶାନା କରି ଏହାର ସମାଧାନ ଦାୟିତ୍ୱ କାହାର ବୋଲି ପ୍ରଶ୍ନ କରିଛି।