ଖରାପ ପ୍ରଦର୍ଶନ ନା ଅନ୍ୟ କିଛି ରାଜନୈତିକ କାରଣ ? ବିଭାଗ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି କହିଲେ ରୋହିତ ।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ । ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି କରିଛନ୍ତି ସରକାର । ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ହେଲେ ବିଷ୍ଣୁପଦ ସେଠୀ । କିଛି ସମୟ ତଳେ ଉଚ୍ଚଶିକ୍ଷାମନ୍ତ୍ରୀ ପଦରୁ ରୋହିତ ପୂଜାରୀ ବାଦ୍ ପଡ଼ିଥିଲେ । ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି । OHPC ଅଧ୍ୟକ୍ଷ ପଦରୁ ମଧ୍ୟ ହଟିଲେ ବିଷ୍ଣୁ । ବିଶାଲ ଦେବ ହେଲେ OHPC ଅଧ୍ୟକ୍ଷ ।
ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ପରେ ବଦଳିଲେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ।
ରୋହିତଙ୍କ ପ୍ରତିକ୍ରିୟାରୁ ତାଙ୍କ ମନରେ ଥିବା ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ୁଛି । ତଥାପି ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ରୋହିତ ।
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ଅତନୁ ସବ୍ୟସାଚୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ଦିଆୟାଇଛି। ରୋହିତ ପୂଜାରୀଙ୍କୁ ବାଦ୍ ପରେ ଅତନୁଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅତନୁ ଏବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଛନ୍ତି।
ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।
ସୋସିଆଲ ମିଡିଆରେ ମମତାଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଖୁବ୍ ସମାଲୋଚନା କରାଯାଉଛି । ଆଉ ଏହାରି ପଛରେ ସବୁଠାରୁ ବଡ଼ କାରଣ ହେଲା, ୨୦୦୦ ଟଙ୍କିଆ ନୋଟ ।
ଢେଲା ମାଡରେ ବିଜେପି କାର୍ଯ୍ୟାଳୟରେ କାଚ ଭାଙ୍ଗି ଯାଇଛି ।
ମୁଁ ଚାହୁଁଛି ସତ ପଦାକୁ ଆସୁ, କାହାରି ଇସ୍ତଫା ମାଗୁନି।
ନିକଟରେ ଓଡିଶା ସରକାର ଗଞ୍ଜେଇ ବିରୋଧରେ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି l ରାଜ୍ୟରେ ଥିବା ସମସ୍ତ ଶୈବପୀଠଗୁଡିକରେ ଗଞ୍ଜେଇକୁ ନେଇ ନିଷେଧାଦେଶ ଜାରି କରିଛନ୍ତି l ମଦ ଏବଂ ଡ୍ରଗ୍ସ ଭଳି ଘାତକ ନିଶାଦ୍ରବ୍ୟ ଗାଁରୁ ସହର ସର୍ବତ୍ର ଦଖଲ କରିଥିବା ବେଳେ ଗଞ୍ଜେଇ ଉପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନିନ୍ଦା କରଯାଇଛି l
ମୃତକଙ୍କ ସଂଖ୍ୟା ନେଇ କଥା କଟାକଟି ହେଲେ ଦୁଇ ନେତା ।
ପଂଚାୟତ ବୈଠକରେ ହାଇଡ୍ରାମା । ବିଧାୟକଙ୍କ କଥାରେ ବିଡିଓ କାମ କରୁଥିବା ଅଭିଯୋଗ କଲେ ବିଜେଡି ନେତା । ସେପଟେ ନରସିଂହ କହୁଛନ୍ତି ତାଙ୍କ ଦଳରେ ପ୍ରବଳ କନ୍ଦଳ...ମତେ କହିଲେ ମୁଁ କିରବି କଣ?
ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ମନମୋହନ ଓ ବିଶ୍ୱେଶ୍ୱରଙ୍କ ପରେ ଜୁଏଲଙ୍କ ମନ୍ତବ୍ୟ । ବିଜେପି ସହ ବହୁ ନେତା ଟଚରେ କହିଲେ ଜୁଏଲ୍ ଓରାମ୍ । ପୃଥ୍ୱୀରାଜଙ୍କ ବୀଭୀଷଣ ଉପାଖ୍ୟାନକୁ ନେଇ ଚର୍ଚ୍ଚା ।
ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଆହୁରି କହିଛନ୍ତି ଯେ, ପାୱାର କଟ ଶବ୍ଦ ଓଡ଼ିଶାର ଗଣମାଧମ ବ୍ୟବହାର କରିବା ହିଁ ଭୁଲ ।
ଶାସକ ଦଳରେ ରହି ସରକାରଙ୍କ ଅପାରଗତା ବଖାଣିବା ପରେ ଅଡ଼ୁଆରେ ବିଜେଡି ନେତା ପ୍ରଦୀପ ମାଝୀ।
ପାଖରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବି ଉପସ୍ଥିତ ଅଛନ୍ତି। ଅଥଚ କିଛି କହୁନାହାଁନ୍ତି।
ଶେରଗଡ଼-ପୁରୀ ନୂତନ ବସ୍ ସେବା’ କାର୍ଯ୍ୟକ୍ରମରେ ଶୁଣନ୍ତୁ କ’ଣ କହୁଛନ୍ତି ସାଂସଦ ପ୍ରମିଳା ବିଷୋୟୀ
ଆଜିଠୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ କୋଟି ପରିବାର ଓ ରାଜ୍ୟର ୩୭ ହଜାର ୬୦୬ ବୁଥ୍ରେ ପହଞ୍ଚିବ ଦଳ। ପ୍ରାୟ ୫ଲକ୍ଷ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।
ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ଲାନ। ବିଜେଡି ମୁକ୍ତ ଓଡ଼ିଶା ଗଠନ କରି କ୍ଷମତାକୁ ଆସିବା ଲକ୍ଷ୍ୟରେ ଦଳର ମେଗା ସୋ'। ମୋଦି ସରକାରଙ୍କ ୯ ବର୍ଷର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦଳ ଆରମ୍ଭ କରିଛି ମହା ଜନସଂପର୍କ ଅଭିଯାନ ।
ଗଞ୍ଜାମ ବିଜେପି ଫାଟ ପଛରେ ରହିଛି କି ବିଜେଡି ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡିର ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି । ବିଜେପିର ଶକ୍ତିବୃଦ୍ଧିକୁ ଚେକ୍ ଦେବାକୁ ଗେମ୍ ପ୍ଲାନ୍ ! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବ୍ରହ୍ମପୁର ଗସ୍ତବେଳେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନାଙ୍କୁ କାଳିମାଡ଼ ।
ଗଞ୍ଜାମ ବିଜେପି ଫାଟ ପଛରେ ରହିଛି କି ବିଜେଡି ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡିର ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି । ବିଜେପିର ଶକ୍ତିବୃଦ୍ଧିକୁ ଚେକ୍ ଦେବାକୁ ଗେମ୍ ପ୍ଲାନ୍ ! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବ୍ରହ୍ମପୁର ଗସ୍ତବେଳେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନାଙ୍କୁ କାଳିମାଡ଼ ।
ଡ୍ରେନ ପାଇପରେ ଚାପି ହୋଇ ନାବାଳିକାର ମୃତ୍ୟୁ ଘଟଣା । ମେୟର ଓ କମିଶନରଙ୍କୁ ଘେରିଲେ ସ୍ଥାନୀୟ ଲୋକେ ।