• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BJD's Barsha Singh Bariha
ପଦ୍ମପୁରରେ ବିଜେଡିର ବମ୍ପର ବିଜୟ ! ୪୨ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବାଜି ମାରିଲେ ବର୍ଷା

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇଲେ ବିଜେଡି ପ୍ରାର୍ଥିନୀ ବର୍ଷା

Bhupendra Patel
ଗୁଜରାଟରେ ବିଜେପିର ବିପୁଳ ବିଜୟ...୧୨ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍

ଶପଥ ଗ୍ରହଣରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ମୋଦି

Barsha Singh Bariha
ପଦ୍ମପୁରରେ କାମ ଦେଲାନି ବିଜେପିର ଧାମନଗର ଫର୍ମୁଲା ! ବାଜି ମାରିନେଲେ ବର୍ଷା

ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ

Padampur Bypoll Result
କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?

କାହାର ହେବ ପଦ୍ମପୁର ? କିଏ ମାରିବ ବାଜିବ ? କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?  ଆଜି ସବୁକିଛି ସ୍ପଷ୍ଟ ହୋଇଯିବ।

padampur gujarat himachal pradesh election results
ପଦ୍ମପୁର ଜିତିଲା ବିଜେଡି

ଆସିଲା ଗୁଜରାଟ ଓ ହିମାଚଳ ପ୍ରଦେଶର ରେଜଲ୍ଟ । ଏହି କ୍ରମରେ ପଦ୍ମପୁର

  • Thursday, 08 December 2022
padmapur bypoll
କିଏ ଜିତିବ ପଦ୍ମପୁର ବାଜି ? କାଲି ଆସିବ ଜନତାଙ୍କ ରାୟ

କିଏ ଜିତିବ ପଦ୍ମପୁର ବାଜି ? କାହାକୁ ନେତା ବାଛିଛନ୍ତି ଜନତା ? କାଲି ଖୋଲିବ ଇଭିଏମ୍‌ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ... ଜନତାଙ୍କ ରାୟ। ତେଣୁ ମତ ଗଣନା ପାଇଁ ପଦ୍ମପୁର RMRC ମାର୍କେଟ ୟାର୍ଡରେ ବ୍ୟାପକ ବନ୍ଦୋବସ୍ତ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ୍। ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡରେ ଗଣତି ହେବ। ମୋଟ୍ ୩୧୯ଟି ବୁଥ୍‌ର ଭୋଟ୍ ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ପରେ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍ ଭୋଟ୍‌ କାଉଣ୍ଟିଂ। ସବୁ ବୁଥ୍‌ର ଗଣତି ସରିଲେ ୫ଟି ବୁଥ୍‌ର ଭିଭିପାଟ୍ ଗଣତି କରାଯିବ।

General Election 2024
ବିଜେଡିକୁ ଘାରିିଲାଣି ୨୪ ନିର୍ବାଚନ ଚିନ୍ତା

ଧାମନଗର ଝଟକା ପରେ ପଦ୍ମପୁର ବାଜି ଜିତିବା ନେଇ ବିଜେଡି ଫୁଲ୍ କନ୍ଫିଡେଣ୍ଟ। ତେବେ ଏ ଦୁଇ ବାଇ-ଇଲେକ୍ସନ ଅପେକ୍ଷା ଅଧିକ ଚିନ୍ତା ଚବିଶ ନିର୍ବାଚନକୁ ନେଇ। ଏବେଠାରୁ ପୁରା ଆଲର୍ଟ ମୋଡ୍‌ରେ ଦଳ। ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ପରେ ସରକାର ବିରୋଧୀ ମାହୋଲ ଦାନା ବାନ୍ଧୁଛି। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ବି ବଢ଼ିବାରେ ଲାଗିଛି ଏହାକୁ ଚେକ୍ ଦେବା ସହ ସଙ୍ଗଠନ ଉପରେ ଏବେଠାରୁ ଗୁରୁତ୍ୱ ଦେଉଛି ଦଳ। ଆଜି ପଦ୍ମପୁର ପୋଷ୍ଟମର୍ଟମ ବେଳେ ନବୀନ ନିବାସରେ ଏ ବିଷୟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା

General Election 2024
ବିଜେଡିକୁ ଘାରିିଲାଣି ୨୪ ନିର୍ବାଚନ ଚିନ୍ତା

ବିଜେଡିରେ କିନ୍ତୁ ତୀବ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ।

first transgender member of the MCD
ଦିଲ୍ଲୀ ନଗର ନିଗମକୁ ମିଳିଲା ପ୍ରଥମ କିନ୍ନର କର୍ପୋରେଟର୍

ଏମସିଡି ବିଜୟ ପରେ ଆପ୍ ପକ୍ଷରୁ ଜୋରଦାର ସେଲିବ୍ରେସନ କରାଯାଇଛି। 

  • Wednesday, 07 December 2022
padmapur bypoll
କିଏ ଜିତିବ ପଦ୍ମପୁର ବାଜି ? କାଲି ଆସିବ ଜନତାଙ୍କ ରାୟ

ଗଣତି ପୂର୍ବରୁ ପରିଣାମକୁ ନେଇ ବଢିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା।

Padmapur Bypoll
କିଏ ପିନ୍ଧିବ ବିଜୟ ମୁକୁଟ ? ବରିଷ୍ଠ ନେତା- ସାମ୍ବାଦିକ-ବିଶେଷଜ୍ଞ କ’ଣ କରିଛନ୍ତି ଆକଳନ ?

ଟଙ୍କା ବଣ୍ଟାଠାରୁ ଆରମ୍ଭ କରି ବିଭିନ୍ନ ଭିଡିଓ ଭାଇରାଲ ସହ ଆଚରଣବିଧି ଉଲଂଘନ ଅଭିଯୋଗ ଆଣିଥିଲେ ଉଭୟ ଦଳ । ଆଉ ନିର୍ବାଚନ ସରିବା ପରେ ବି ଥମିନଥିଲା ଆରୋପ ପ୍ରତ୍ୟାରୋପ । 

Padmapur Bypoll
ରେକର୍ଡ ଭୋଟିଂ ! କାହାର ହେବ ପଦ୍ମପୁର ? ବିଜେଡିର ଦାବି ୫ ହଜାରରୁ ଅଧିକ ମାର୍ଜିନରେ ଜିତିବ

କାହାର ହେବ ପଦ୍ମପୁର ? କିଏ ମାରିବ ବାଜି ? ରେକର୍ଡ ମତଦାନ କାହାକୁ ସୁହାଇବ ? ଏସବୁ ପ୍ରଶ୍ନର ଉତ୍ତର ତ ୮ ତାରିଖରେ ମିଳିବ, ହେଲେ ଭୋଟ୍ ସରିବା ପରେ ସବୁ ଦଳ ନିଜ ନିଜ ସ୍ତରରେ ରିପୋର୍ଟ ନେବା ଆରମ୍ଭ କରିଛନ୍ତି । ନିଜର ଏଜେଣ୍ଟ, ପଂଚାୟତ ସ୍ତରର ନେତା ଓ ଅବଜର୍ଭରମାନଙ୍କଠାରୁ ସଂଗ୍ରହ କରୁଛନ୍ତି ବୁଥ୍ଓ୍ୱାରି ରିପୋର୍ଟ । କେଉଁ ବୁଥ୍‌ରେ କେତେ ଭୋଟ୍ ପଡ଼ିଛି, କେଉଁଠି କିଏ ଲିଡ୍ ନେବାର ସମ୍ଭାବନା ଅଛି ସେସବୁର ଚାଲିଛି ମିଶାଣ ଫେଡ଼ାଣ ।

PMAY
ରାଜ୍ୟକୁ କେନ୍ଦ୍ରର ଚେତାବନୀ, ଲୋକଙ୍କୁ ଜମି ପଟ୍ଟା ଦିଅ ନହେଲେ ଫେରିଯିବ ଆବାସ

ରାଜ୍ୟ ସରକାରଙ୍କୁ କେନ୍ଦ୍ରର କଡ଼ା ତାଗିଦ୍ । ୧୫ ତାରିଖ ସୁଦ୍ଧା ଦିଅ ଭୂମିହୀନ ଆବାସ ହିତାଧିକାରୀଙ୍କୁ ଜମି । ନଚେତ୍ ପ୍ରତ୍ୟାହାର ହେବ ଆବାସ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ କଳି ଭିତରେ ପୁଣି ନୂଆ କେଁ । ରାଜ୍ୟକୁ ଚିଠି ଲେଖି କଡ଼ା ଚେତାବନୀ ଦେଇଛି କେନ୍ଦ୍ର । ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଲେଖିଥିବା ଚିଠି ଅନୁସାରେ, ରାଜ୍ୟରେ ୫୭ ହଜାର ୯୩୨ ଜଣ ଭୂମିହୀନ ହିତାଧିକାରୀ ଥିଲେ । ସେମାନଙ୍କ ଭିତରୁ ୩୯ ହଜାର ୮୯ ଜଣଙ୍କୁ ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଅବଶିଷ୍ଟ ୧୮ ହଜାର ୮୪୩ ଭୂମିହୀନ ନିଜସ୍ୱ ଜମି ପଟ୍ଟା ନ ଥିବାରୁ ଆବାସ ଯୋଜନା ପାଇପାରୁନାହାନ୍ତି ।

PMAY
ରାଜ୍ୟକୁ କେନ୍ଦ୍ରର ଚେତାବନୀ, ଲୋକଙ୍କୁ ଜମି ପଟ୍ଟା ଦିଅ ନହେଲେ ଫେରିଯିବ ଆବାସ

ଅନିଶ୍ଚିତତାରେ ଭୂମିହୀନ ଆବାସ ଆଶାୟୀଙ୍କ ଭାଗ୍ୟ । ଡିସେମ୍ବର ୧୫ସୁଦ୍ଧା ହିତାଧିକାରୀଙ୍କୁ ଜମିପଟ୍ଟା ଦିଅ କହିଲା କେନ୍ଦ୍ର ।

Padmapur Bypoll
ରେକର୍ଡ ଭୋଟିଂ ! କାହାର ହେବ ପଦ୍ମପୁର ? ବିଜେଡିର ଦାବି ୫ ହଜାରରୁ ଅଧିକ ମାର୍ଜିନରେ ଜିତିବ

ବିଜେପିର ଦମ୍ଭୋକ୍ତି ୧୦ ହଜାର ଭୋଟ୍ ବ୍ୟବଧାନରେ ଜିତିବୁ । ୮ରେ ଫଳାଫଳ ଆସିବା ଆଗରୁ ହାତ ଟେକିଦେଲା ହାତ ଦଳ ।

Black Rose
ବ୍ଲାକ୍‌ ରୋଜ ବୁଡ଼ି ଘଟଣା: କାହା ସ୍ୱାର୍ଥରେ ଅଟକିଲା CBI ତଦନ୍ତ ?

ବ୍ଲାକ୍‌ ରୋଜ ଘଟଣାର ସିବିଆଇ ତଦନ୍ତ କାହିଁକି ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ସତ୍ୟପ୍ରକାଶ ।

Padmapur Bypoll
ବିଧାୟକ ବାଛିଲା ପଦ୍ମପୁର; ଆଦର୍ଶରୁ ପିଙ୍କ୍ ବୁଥ, ସବୁଠି ଭୋଟରଙ୍କ ଲମ୍ବା ଲାଇନ୍

ଭୋଟ୍ ଦେଲେ । ନେତା ବାଛିଲେ । ପଦ୍ମପୁର ଉପନିର୍ବାଚନରେ ମତଦାନ ପାଇଁ ସତେ ଯେମିତି ପୁରା ଉତ୍କଣ୍ଠାରେ ଥିଲେ ଜନତା ଜନାର୍ଦ୍ଦନ । ଦିବ୍ୟାଙ୍ଗ, ମହିଳା, ବୟସ୍କ ଓ ଯୁବ ଭୋଟର, କେହି ହାତଛଡ଼ା କରିନଥିଲେ ନିଜ ସାମ୍ବିଧାନିକ ଅଧିକାର । କେଉଁଠି ଭୋଟରଙ୍କୁ ସ୍ୱାଗତ ଲାଗି ବୁଥ୍ ସଜେଇ ହୋଇଥିଲା ତ ପୁଣି କେଉଁଠି କଡ଼ା ସୁରକ୍ଷାର ପ୍ରତିଶ୍ରୁତି ପାଳନ ସ୍ୱରୂପ ସଶସ୍ତ୍ର ଯବାନ ମୁତୟନ ହୋଇଥିଲେ ।

Padmapur Bypoll
ବିଧାୟକ ବାଛିଲା ପଦ୍ମପୁର; ଆଦର୍ଶରୁ ପିଙ୍କ୍ ବୁଥ, ସବୁଠି ଭୋଟରଙ୍କ ଲମ୍ବା ଲାଇନ୍

ଘର ପାଖ କେନ୍ଦ୍ରରେ ଭୋଟ୍ ଦେଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ସନ୍ଧ୍ୟା ୬ଟା ସୁଦ୍ଧା ରେକର୍ଡ ୮୦%ରୁ ଅଧିକ ମତଦାନ ।

Rahul Gandhi gives flying kiss to crowd chanting modi modi
ମୋଦି ନାରାବାଜୀଙ୍କୁ ଫ୍ଲାଇଙ୍ଗ୍‌ କିସ୍ ଦେଲେ ରାହୁଲ ଗାନ୍ଧୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ରାଜସ୍ଥାନ ଅଭିମୁଖେ ତାଙ୍କ ‘ଭାରତ ଯୋଡ ଯାତ୍ରା’ର ଅଭିଯାନକୁ ଆଗେଇ ନେଉଛନ୍ତି। ଯେତେବେଳେ ମଧ୍ୟପ୍ରଦେଶରେ ଏହି ଯାତ୍ରା ଚାଲିଥିଲା ସେତେବେଳେ 'ମୋଦି, ମୋଦି' ସ୍ଲୋଗାନ ଦେଇଥିବା ଜନତାଙ୍କୁ ଫ୍ଲାଇଙ୍ଗ୍‌ କିସ୍ ଦେଉଥିବାର ନଜର ଆସିଛନ୍ତି।

Exit poll
କିଏ ମାରିବ ବାଜି ? ବିଜେପିର ସ୍ଥିତି କେଉଁଠି ? କ’ଣ କହୁଛି ଏକ୍‌ଜିଟ୍‌ ପୋଲ୍‌.. ଦେଖନ୍ତୁ

ସର୍ଭେ ରିପୋର୍ଟକୁ ନେଇ ଆମେ ପ୍ରସ୍ତୁତ କରିଛୁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ।

Make in Odisha Conclave 2022
ପୂର୍ବପରି ଓଡିଶା ହେବ କି ଶିଳ୍ପର ଗନ୍ତାଘର

ସତରେ ରାଜ୍ୟ ସରକାର ସାକାର କରିପାରିବେ ଓଡ଼ିଶାର ସେହି ଯୁବକ ଯୁବତୀମାନଙ୍କ ସ୍ୱପ୍ନ? କୌଣସି ମାଆ, ବାପା ଠାରୁ ଅଲଗା ସାତ ସମୁଦ୍ର ତେର ନଈ ପାର ହୋଇ ପୁଅ ଦାଦନ ଖଟିବାକୁ ଆଉ ଯିବାକୁ ପଡ଼ିବନି? ଓଡ଼ିଆ ପୁଅ ନିଜ ରାଇଜରେ କାମ ପାଇବ? ତାହା ସମୟ କହିବ।

Voting for bypoll to Padampur assembly constituency begins
କଡ଼ା ସୁରକ୍ଷା ମଧ୍ୟରେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ୍ ୩୧୯ ବୁଥ୍‌ରେ ୨ ଲକ୍ଷ ୬୯ ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।

Delhi MCD Election
ସକାଳୁ ସଂଜରେ ଭଲ ହେଲା କିନ୍ତୁ ଅପରାହ୍ନରେ କମିଗଲା

ଚର୍ଚ୍ଚାରେ ଥିଲା ଦିଲ୍ଲୀ ପୌର ନିର୍ବାଚନ। ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏଁ ପଡିଥିଲା ଭୋଟ୍‌...ସକାଳୁ ସଂଜରେ ଭଲ ହେଲା କିନ୍ତୁ ଅପରାହ୍ନରେ କମିଗଲା

 padmapur bypoll
କାହାର ହେବ ପଦ୍ମପୁର? କିଏ ଜିତିବ ବାଜି?

ଏଥର କାହାର ହେବ ପଦ୍ମପୁର? ଉପନିର୍ବାଚନରେ କିଏ ଜିତିବ ବାଜି, କାହାର ହେବ ହାର? ରାତି ପାହିଲେ ପଦ୍ମପୁରର ନୂଆ ବିଧାୟକ ବାଛିବାକୁ ଭୋଟ୍ ଦେବେ ଜନତା। ତେଣୁ ତୟାର ପ୍ରଶାସନ, ପ୍ରସ୍ତୁତ ବୁଥ୍, ଉତ୍ସାହିତ ଭୋଟର ମାଓ ପ୍ରଭାବିତ ଅଞ୍ଚଳରେ ଥିବା କିଛି ବୁଥ୍‌କୁ ଛାଡ଼ି ବାକି ପ୍ରାୟ ସବୁ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ପୋଲିଂ ପାର୍ଟି ଇଭିଏମ୍ ଓ ଭିଭିପ୍ୟାଟ୍‌ର ଚେକିଂ ସାଙ୍ଗକୁ ଆନୁସାଙ୍ଗିକ କାଗଜପତ୍ରର ଯାଞ୍ଚ କରାଯାଉଛି।

 padmapur bypoll
କାହାର ହେବ ପଦ୍ମପୁର? କିଏ ଜିତିବ ବାଜି?

ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

  • Sunday, 04 December 2022