ମନ୍ତ୍ରୀପଦରୁ ରୋହିତ ଓ ସଚିବ ବିଷ୍ଣୁଙ୍କୁ ବିଦାର କାରଣକୁ ନେଇ ଚର୍ଚ୍ଚା
ବିଜୁଳି ବିଭ୍ରାଟ ସମସ୍ୟାକୁ ନେଇ କିଏ ଠିକ୍ ? ମୁଖ୍ୟ ଶାସନ ସଚିବ ନା ବିଭାଗୀୟ ମନ୍ତ୍ରୀ ? ମୁଖ୍ୟ ଶାସନ ସଚିବଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, ହେଲେ ଶକ୍ତିମନ୍ତ୍ରୀଙ୍କ ଭିନ୍ନମତ
ମନ୍ତ୍ରୀପଦରୁ ରୋହିତ ଓ ସଚିବ ବିଷ୍ଣୁଙ୍କୁ ବିଦାର କାରଣକୁ ନେଇ ଚର୍ଚ୍ଚା
ବିଜୁଳି ସମସ୍ୟା ନେଇ ମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ଭିନ୍ନ ମତ । ମୁଖ୍ୟ ଶାସନ ସଚିବ କହୁଛନ୍ତି, ମରାମତିରେ ଢିଲା ହେଉଛି ।
ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ମାମଲା । ସାଂସଦ ନିରଞ୍ଜନଙ୍କ ‘ମିଛ ମନ୍ତବ୍ୟ’ର ପୋଲ ଖୋଲିଲେ ପ୍ରତ୍ୟକ୍ଷଦର୍ଶୀ ।
ବାହାନଗା ରେଳ ଟ୍ରାଜେଡି ବେଳେ ବିଜେଡି ନେତାଙ୍କ ଫରେନ୍ ଟୁରକୁ ନେଇ ଚର୍ଚ୍ଚା । ଶୁକ୍ରବାର ସନ୍ଧ୍ୟାରେ ରେଳ ଦୁର୍ଘଟଣା ଘଟିଥିବା ବେଳେ ଶନିବାର ବିଦେଶ ଗସ୍ତରେ ବାହାରିଥିଲେ ବିଜେଡିର ଜଣେ ମନ୍ତ୍ରୀ ୮ ବିଧାୟକ ଆଉ ୩ ମେୟର ।
ମନ୍ତ୍ରିମଣ୍ଡଳରୁ ହଠାତ୍ କାହିଁକି ବାଦ୍ ପଡିଲେ ରୋହିତ ପୂଜାରୀ । ସାଧାରଣ ନିର୍ବାଚନ ବର୍ଷେରୁ କମ୍ ସମୟ ଥିବା ବେଳେ କାହିଁକି ହେଲା ଆକ୍ସନ ? ବିଭାଗରେ ଅତିଖରାପ ପ୍ରଦର୍ଶନ ନା ଆଉ କିଛି ଭିତିରି କାରଣ ?
ଶନିବାର ବାହାନଗା ଦୁର୍ଘଟଣାସ୍ଥଳରୁ ଯେତେବେେଳ ମୃତଦେହ ଉଦ୍ଧାର ଚାଲିଥିଲା ସେତେବେଳେ ସିଙ୍ଗାପୁରରେ ଚାଲିଥିଲା ଶାସକ ଦଳର ସେଲିବ୍ରେସନ ।
ତାରା ଓ ସପ୍ତଗିରିଙ୍କ ଗୋଷ୍ଠୀ ମଧ୍ୟରେ ଲାଗିଥିଲା ଛକାପଞ୍ଝା । ୧୦ ଜିଲ୍ଲାର ନୂଆ ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି ।
ଖରାପ ପ୍ରଦର୍ଶନ ନା ଅନ୍ୟ କିଛି ରାଜନୈତିକ କାରଣ ? ବିଭାଗ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି କହିଲେ ରୋହିତ ।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ । ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି କରିଛନ୍ତି ସରକାର । ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ହେଲେ ବିଷ୍ଣୁପଦ ସେଠୀ । କିଛି ସମୟ ତଳେ ଉଚ୍ଚଶିକ୍ଷାମନ୍ତ୍ରୀ ପଦରୁ ରୋହିତ ପୂଜାରୀ ବାଦ୍ ପଡ଼ିଥିଲେ । ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି । OHPC ଅଧ୍ୟକ୍ଷ ପଦରୁ ମଧ୍ୟ ହଟିଲେ ବିଷ୍ଣୁ । ବିଶାଲ ଦେବ ହେଲେ OHPC ଅଧ୍ୟକ୍ଷ ।
ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ପରେ ବଦଳିଲେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ।
ରୋହିତଙ୍କ ପ୍ରତିକ୍ରିୟାରୁ ତାଙ୍କ ମନରେ ଥିବା ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ୁଛି । ତଥାପି ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ରୋହିତ ।
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ଅତନୁ ସବ୍ୟସାଚୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ଦିଆୟାଇଛି। ରୋହିତ ପୂଜାରୀଙ୍କୁ ବାଦ୍ ପରେ ଅତନୁଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅତନୁ ଏବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଛନ୍ତି।
ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।
ସୋସିଆଲ ମିଡିଆରେ ମମତାଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଖୁବ୍ ସମାଲୋଚନା କରାଯାଉଛି । ଆଉ ଏହାରି ପଛରେ ସବୁଠାରୁ ବଡ଼ କାରଣ ହେଲା, ୨୦୦୦ ଟଙ୍କିଆ ନୋଟ ।
ଢେଲା ମାଡରେ ବିଜେପି କାର୍ଯ୍ୟାଳୟରେ କାଚ ଭାଙ୍ଗି ଯାଇଛି ।
ମୁଁ ଚାହୁଁଛି ସତ ପଦାକୁ ଆସୁ, କାହାରି ଇସ୍ତଫା ମାଗୁନି।
ନିକଟରେ ଓଡିଶା ସରକାର ଗଞ୍ଜେଇ ବିରୋଧରେ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି l ରାଜ୍ୟରେ ଥିବା ସମସ୍ତ ଶୈବପୀଠଗୁଡିକରେ ଗଞ୍ଜେଇକୁ ନେଇ ନିଷେଧାଦେଶ ଜାରି କରିଛନ୍ତି l ମଦ ଏବଂ ଡ୍ରଗ୍ସ ଭଳି ଘାତକ ନିଶାଦ୍ରବ୍ୟ ଗାଁରୁ ସହର ସର୍ବତ୍ର ଦଖଲ କରିଥିବା ବେଳେ ଗଞ୍ଜେଇ ଉପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନିନ୍ଦା କରଯାଇଛି l
ମୃତକଙ୍କ ସଂଖ୍ୟା ନେଇ କଥା କଟାକଟି ହେଲେ ଦୁଇ ନେତା ।
ପଂଚାୟତ ବୈଠକରେ ହାଇଡ୍ରାମା । ବିଧାୟକଙ୍କ କଥାରେ ବିଡିଓ କାମ କରୁଥିବା ଅଭିଯୋଗ କଲେ ବିଜେଡି ନେତା । ସେପଟେ ନରସିଂହ କହୁଛନ୍ତି ତାଙ୍କ ଦଳରେ ପ୍ରବଳ କନ୍ଦଳ...ମତେ କହିଲେ ମୁଁ କିରବି କଣ?
ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।