• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Raghubar Das
ନିର୍ବାଚନ ପୂର୍ବରୁ ଗୁରୁଦାୟିତ୍ୱ; କଣ ରହିବ ନୂଆ ରାଜ୍ୟପାଳଙ୍କ ପାଇଁ ଚ୍ୟାଲେଞ୍ଜ ?

ଗୁରୁଦାୟିତ୍ୱ ଗ୍ରହଣ ପୂର୍ବରୁ ଜଗତର ନାଥଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ।

Arvind Kejriwal
ମଦନୀତି ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ED ସମନ୍

ସକାଳେ ସିସୋଦିଆଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ ସୁପ୍ରିମକୋର୍ଟ ।

BRS MP
ପ୍ରଚାର ବେଳେ ବିଆରଏସ ସାଂସଦଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ଯାଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ)ସାଂସଦ କୋଥା ପ୍ରଭାକର ରେଡ୍ଡୀଙ୍କୁ ଛୁରାମାଡ଼ କରିଛି ଜଣେ ଦୁର୍ବୃତ୍ତ।

  • Monday, 30 October 2023
  • India
Raghubar Das
ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କଠୁ ଆଶିଷ ନେଲେ ରଘୁବର ଦାସ

ଆସନ୍ତକାଲି ସକାଳ ୮ଟା ୪୫ ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି ।

Manish Sisodia
ସିସୋଦିଆଙ୍କୁ ସୁପ୍ରିମ୍‌ ଝଟକା; ଜାମିନ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସ୍.ଭି.ଏନ୍ ଭଟ୍ଟୀ ଏହି ରାୟ ଶୁଣାଇଛନ୍ତି । ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ୬ରୁ ୮ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

demand reopening of all gates of Srimandi
କେବେ ଖୋଲିବ ଶ୍ରୀମନ୍ଦିର ଚାରିଦ୍ୱାର ?

ଧର୍ମ ମାସ କାର୍ତ୍ତିକରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତ୍ରାହି ତ୍ରାହି ଡାକିଲେଣି ଭକ୍ତ। ଶ୍ରୀମନ୍ଦିର ସେବାୟତ ବି ସରକାରଙ୍କ ଉପରେ ଝାଡ଼ିଲେଣି ଖୋଲା ଖୋଲି ଅସନ୍ତୋଷ। ଏହାରି ଭିତରେ ଚାରିଦ୍ୱାର ଖୋଲିବାକୁ ଦାବି ଏବେ ରାଜନୈତିକ ପ୍ରସଙ୍ଗ ପାଲଟିଲାଣି ।

Congress
ଚାରି ଦ୍ୱାର ନଖୋଲିଲେ ୯ରୁ କଂଗ୍ରେସ କରିବ ସଂକୀର୍ତ୍ତନ ସତ୍ୟାଗ୍ରହ !

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ମରାମତି ଦାବି । ୨୮ ତାରିଖ ସୁଦ୍ଧା ସରକାର ପଦକ୍ଷେପ ନନେବାରୁ ସତ୍ୟାଗ୍ରହ- କଂଗ୍ରେସ ।

Mahua Moitra
ସତ ମାନିଲେ ମହୁଆ ମୋଇତ୍ରା; ହିରାନନ୍ଦାନୀଙ୍କୁ ଦେଇଥିଲେ ୟୁଜର ଆଇଡି ଓ ପାସୱର୍ଡ

ସାମ୍ନାକୁ ଆସିଲା ମହୁଆଙ୍କ ସତ। ଶେଷରେ ସତ ସ୍ୱୀକାର କଲେ ମହୁଆ। ନିଜର ସାଂସଦ ୟୁଜର ଆଇଡି ଓ ପାସଓ୍ୱାର୍ଡ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିବା ସ୍ୱୀକାର କରିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର।

Kuna Tripathy
‘ଦୁଇ ଭାଇଙ୍କ କଳିରେ ରାଜନୀତି ହେବା କଥା ନୁହେଁ’

ଓଲିଉଡ କଳିରେ ରାଜନୀତି ପ୍ରବେଶ ପ୍ରସଙ୍ଗରେ ମୁହଁ ଖୋଲିଲେ ଅଭିନେତା ଶ୍ରୀତମ ଦାସ ଓ କୁନା ତ୍ରିପାଠୀ । କହିଲେ..

Narasingha Mishra
‘ଯଦି ଓଡ଼ିଶା ଭାଗ ଭାଗ ହୁଏ ସରକାର ଦାୟୀ, ଉପକୂଳ ଲୋକେ ଦାୟୀ ରହିବେ’

ଓଡ଼ିଶା ଦି ଭାଗ ମନ୍ତବ୍ୟ ନେଇ ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

5T Secretary V.K. Pandian
‘ଡିସେମ୍ବର ୧୫ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସାର’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କଲେ 5T ଅଧ୍ୟକ୍ଷ । ସମୀକ୍ଷା ପରେ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

BJP
ଅମୃତ କଳସ ଧରି ଦିଲ୍ଲୀ ବାହାରିଲେ ବିଜେପି କାର୍ଯ୍ୟକର୍ତ୍ତା

ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅମୃତ କଳସ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାଜ୍ୟ ସବୁ ବ୍ଲକ ଏବଂ ପଞ୍ଚାୟତରେ ମାଟି ସଂଗ୍ରହ କରିଥିଲା ଦଳ।

 Narasingha Mishra
ଓଲିଉଡ କଳିରେ ପଶିଲା ରାଜନୀତି, ମନୋଜ ମିଶ୍ରଙ୍କ ଦୃଢ଼ ସମର୍ଥନରେ ବିଧାୟକ ନରସିଂହ ମିଶ୍ର

ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ- ନରସିଂହ

Aparajita Sarangi
ନେତାଙ୍କ ପରେ ସରକାରୀ କର୍ମଚାରୀଙ୍କର ପାଣ୍ଡିଆନ୍ ସ୍ତୁତି

ପାଣ୍ଡିଆନଙ୍କ ଜୟ ଜୟକାର ଏବେ ନେତାଙ୍କ ଭିତରେ ସୀମିତ ନାହିଁ । ସରକାରୀ କର୍ମଚାରୀ ବି କଲେଣି ଗୁଣଗାନ । ବିଭିନ୍ନ କର୍ମଚାରୀ ସଂଘ ଆଜି ନବୀନ ନିବାସକୁ ଯାଇ ଫାଇଭ୍ ଟି ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯାହାକୁ ନେଇ ଉଠିଛି ପ୍ରଶ୍ନ..

Congress Politics
ରାଜ୍ୟ-କେନ୍ଦ୍ର ବିରୋଧରେ କଂଗ୍ରେସର ଗର୍ଜନ, କହିଲେ ପାଣ୍ଡିଆନ ସବୁ ଦୁର୍ନୀତିରେ ଲିପ୍ତ

ଭି.କେ. ପଣ୍ଡିଆନଙ୍କୁ ଚେଲା କୁମାରଙ୍କ ସିଧା ନିଶାନା । ଏକାଠି ହୋଇ ବରିଷ୍ଠ କଂଗ୍ରେସ ନେତାଙ୍କ ହୁଙ୍କାର ।

Aparajita Sarangi
ନବୀନ ନିବାସ ନବୀନ ନୁହେଁ ପାଣ୍ଡିଆନ୍‌ଙ୍କ ପାଇଁ ଭିଡ଼ !

ପୂରା ଶାସନ ବ୍ୟବସ୍ଥାକୁ ପାଣ୍ଡିଆନ୍ କରିଛନ୍ତି ହାଇଜାକ୍-ଅପରାଜିତା । ଅଣଓଡ଼ିଆଙ୍କୁ ଶାସନ ଗାଦିରେ ବସାଇ ଦିଆଯିବନି- କଂଗ୍ରେସ ।

MP Aparajita Sarangi Targets VK Pandian VRS and subsequent appointment in cabinet minister rank
‘ପାଣ୍ଡିଆନ ପୁରା ସିଷ୍ଟମ୍‌କୁ ହାଇଜାକ୍ କରିଛନ୍ତି ଓ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି’

ପାଣ୍ଡିଆନ ପୁରା ସିଷ୍ଟମ୍‌କୁ ହାଇଜାକ୍ କରିଛନ୍ତି ଏବଂ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି ବୋଲି କହି ସାଂସଦ ଅପରାଜିତା ବର୍ଷିଛନ୍ତି ।

BJD, Pandian
ଭୟ-ଭକ୍ତି ନା ଆନୁଗତ୍ୟ ? ଟିକଟ କଟିବା ଭୟରେ ପ୍ରଶଂସାରେ ଶତମୁଖ ବିଜେଡି ନେତା...!

ପାଣ୍ଡିଆନ୍‌ଙ୍କ ଗୁଣଗାନରେ ମାତିଛନ୍ତି ବିଜେଡି ନେତା । ଟିକେଟ୍ କଟିବାର ଭୟ ଘାରିଛି ।

BJD, Pandian
ପାଣ୍ଡିଆନଙ୍କ ଗୁଣଗାନରେ ମାତିଛନ୍ତି ବିଜେଡି ନେତା

ବିଜେଡି ନେତାଙ୍କ, ପାଣ୍ଡିଆନ୍ ଗୁଣଗାନକୁ ନେଇ ଚର୍ଚ୍ଚା ବିଜେଡିର ଯୁବଠୁ ବରିଷ୍ଠ, ଅଧିକାଂଶ ନେତା ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ ସ୍ୱାଗତ କରୁଛନ୍ତି ତ କେହି କେହି ତାଙ୍କୁ ବିକାଶ ପୁରୁଷ ବୋଲି ବି କହିଲେଣି।

One Nation One Election
ଏକା ସଙ୍ଗେ ନିର୍ବାଚନ ହେଲେ, ଲୋଡ଼ା ୩୦ ଲକ୍ଷ EVM ! ପ୍ରସ୍ତୁତ କରିବାକୁ ଲାଗିବ ଦେଢ଼ ବର୍ଷ

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଯଦି ଭାରତରେ ଏକକ ନିର୍ବାଚନ କରାଯାଏ ତେବେ ନିର୍ବାଚନ କମିଶନଙ୍କୁ ୩୦ ଲକ୍ଷ ଇଭିଏମ୍‌ ଆବଶ୍ୟକ ହେବ ।

New Governor Raghubar Das
ରାଜଭବନରେ ଗଣେଶୀ ଲାଲଙ୍କୁ ଭେଟିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ

ଦାୟିତ୍ୱ ଗ୍ରହଣ ପୂର୍ବରୁ ଗତକାଲି ନୂଆ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ନୂଆ ସାମ୍ବିଧାନିକ ଦାୟିତ୍ୱ ତାଙ୍କ ପାଇଁ ଏକ ଗୁରୁଦାୟିତ୍ୱ ।

Moquim, Congress MLA
‘ମୋ ଉପରୁ ଖୁବଶୀଘ୍ର ନିଲମ୍ବନ ହଟିବ, ମୁଁ କଂଗ୍ରେସ ଟିକଟରୁ ଲଢ଼ିବି’

କାଲି କଟକରେ ପିସିସି ସଭାପତି- ମୋକିମ୍‌ଙ୍କମଧ୍ୟରେ ହୋଇଥିଲା ଭେଟ।

Road block on Chief Minister's visit
ମୁଖ୍ୟମନ୍ତ୍ରୀଙ୍କ ଦୁଆର ନ ଖୋଲୁଣୁ ରାସ୍ତା ଅଚଳ...

ପୂର୍ବରୁ ରାଜା ମହାରାଜାମାନେ ନଗର ପରିକ୍ରମାକୁ ଯିବା ଆଗରୁ ଡେଙ୍ଗୁରା ପିଟି ନଗରବାସୀଙ୍କୁ ଜଣାଇଦିଆଯାଉଥିଲା, ହୁସିଆର୍! ସାବଧାନ! ମହାରାଜା ଆସୁଛନ୍ତି! ରାଜାଙ୍କ ଆଗମନର ସତର୍କବାଣୀ ପାଇବା ପରେ ପ୍ରଜା ଯେ ଯେଉଁଠିଥିବେ ଘର ଭିତରକୁ ଯଥାଶୀଘ୍ର ଯିବାକୁ ଚେଷ୍ଟା କରୁଥିଲେ। ଆଉ ଏବେ...

Prithviraj Harichandan
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୃଥ୍ୱୀରାଜ ହରିଚନ୍ଦନ

ଲୋକଙ୍କ ଆବଶ୍ୟକତା କ’ଣ ଅଛି ତାହା ନଜାଣି ସିଧାସଳଖ ଭାବେ ତୃତୀୟ ମହଲା ନିଷ୍ପତ୍ତି ନେଉଥିବା ଅଭିଯୋଗ କରିଛି ବିଜେପି ।

VK Pandian
୨୪ରେ ଗଞ୍ଜାମରୁ ଲଢ଼ିବେ କି ଭି.କେ ପାଣ୍ଡିଆନ ? ଚର୍ଚ୍ଚା ବଢ଼ାଇଲା ଚ୍ୟାଉ ପଟ୍ଟନାୟକଙ୍କ ମନ୍ତବ୍ୟ

ବିଜେଡି ସାଂସଦ ସୁଜିତ କୁମାର କହିଛନ୍ତି ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକେ ଗ୍ରହଣ କରିବେ । ସେପଟେ ଗଞ୍ଜାମ ଜିଲ୍ଲା ବିଜେଡିର ସଭାପତି ରମେଶ ଚାଉପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ପାଣ୍ଡିଆନ ଗଞ୍ଜାମରୁ ଛିଡା ହେଲେ ଆମେ ସ୍ୱାଗତ କରିବୁ । ତାଙ୍କ ପାଇଁ ବିପୁଳ ଜନସମର୍ଥନ ରହିଛି, ଏମିତି କି ଜିଲ୍ଲାର ୧୩ରୁ ୧୩ ନିର୍ବାଚନ ମଣ୍ଡଳୀ ଯେଉଁଠି ବି ଛିଡା ହେଲେ ଜିତିବେ ।