• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

VK Pandian
୨୪ରେ ଗଞ୍ଜାମରୁ ଲଢ଼ିବେ କି ଭି.କେ ପାଣ୍ଡିଆନ ? ଚର୍ଚ୍ଚା ବଢ଼ାଇଲା ଚ୍ୟାଉ ପଟ୍ଟନାୟକଙ୍କ ମନ୍ତବ୍ୟ

ବିଜେଡି ସାଂସଦ ସୁଜିତ କୁମାର କହିଛନ୍ତି ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକେ ଗ୍ରହଣ କରିବେ । ସେପଟେ ଗଞ୍ଜାମ ଜିଲ୍ଲା ବିଜେଡିର ସଭାପତି ରମେଶ ଚାଉପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ପାଣ୍ଡିଆନ ଗଞ୍ଜାମରୁ ଛିଡା ହେଲେ ଆମେ ସ୍ୱାଗତ କରିବୁ । ତାଙ୍କ ପାଇଁ ବିପୁଳ ଜନସମର୍ଥନ ରହିଛି, ଏମିତି କି ଜିଲ୍ଲାର ୧୩ରୁ ୧୩ ନିର୍ବାଚନ ମଣ୍ଡଳୀ ଯେଉଁଠି ବି ଛିଡା ହେଲେ ଜିତିବେ ।

berhampur
'ହେ ନବୀନ ବାବୁ ଆମେ ତମ ଫ୍ୟାନ୍'.. ଗୀତରେ ନାଚିଲେ ମେୟର

ଦାଣ୍ଡିଆ ନାଇଟରେ 'ହେ ନବୀନ ବାବୁ ଆମେ ତମ ଫ୍ୟାନ୍'..ଗୀତର ତାଳେ ତାଳେ ନାଚିଲେ ଖୋଦ୍ ବ୍ରହ୍ମପୁର ମେୟର

  • Wednesday, 25 October 2023
  • Mayor
VK Pandian
ଗଂଜାମରୁ ଛିଡ଼ା ହେବେ କି ପାଣ୍ଡିଆନ୍‌ ? ଏଭଳି ସଙ୍କେତ ଦେଲେ ରମେଶ ଚ୍ୟାଉ ପଟ୍ଟନାୟକ

ପାଣ୍ଡିଆନଙ୍କୁ ନେଇ ସରଗରମ ରାଜ୍ୟ ରାଜନୀତି... ଗଂଜାମରୁ ଛିଡ଼ା ହେଲେ ନିଶ୍ଚିତ ସ୍ୱାଗତ କରିବୁ କହିଲେ ଜିଲ୍ଲା ବିଜେଡି ସଭାପତି ଚ୍ୟାଉ ପଟ୍ଟନାୟକ..

Questions galore over VK Pandian’s VRS
ପାଣ୍ଡିଆନ୍‌ଙ୍କ ନୂଆ ଦାୟିତ୍ୱକୁ ନେଇ ସରଗରମ ରାଜ୍ୟ ରାଜନୀତି

ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ? ନା ଚ୍ୟାଲେଞ୍ଜକୁ ଗ୍ରହଣ କଲେ ? ପାଣ୍ଡିଆନ୍‌ଙ୍କ ନୂଆ ଦାୟିତ୍ୱକୁ ନେଇ ସରଗରମ ରାଜ୍ୟ ରାଜନୀତି... ତରବରିଆ VRS ମଞ୍ଜୁରୀକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ କଂଗ୍ରେସର ସମାଲୋଚନା, ମାପିଚୁପି ପ୍ରତିକ୍ରିୟା ରଖିଲା BJP..

5T Secretary V.K. Pandian
ଚାପରେ ନା ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କଲେ ପାଣ୍ତିଆନ ?

ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ?

5T Secretary V.K. Pandian
କାଲି ଅବସର, ଆଜି ନିଯୁକ୍ତି : କ୍ୟାବିନେଟ୍‌ ରାଙ୍କ ଥିବାରୁ CSଙ୍କୁ ଦେଇପାରିବେ ନିର୍ଦ୍ଦେଶ

ସରକାର ଓ ରାଜନୀତିରେ ପାଣ୍ଡିଆନ୍‌ଙ୍କ ନୂଆ ରୂପାନ୍ତର ! ପ୍ରଶାସନରୁ ସିଧା ସରକାରକୁ ଲମ୍ବ ଡିଆଁ । ଆଉ ବ୍ୟାକ୍ ଡୋର ନୁହେଁ, ଏଣିକି ଫ୍ରଣ୍ଟଫୁଟରେ ବ୍ୟାଟିଂ। କାଲିଠୁ ଆଜି ଭିତରେ ରାଜ୍ୟ କ୍ଷମତା ଅଳିନ୍ଦରେ ବଡ଼ ପରିବର୍ତ୍ତନ।

5T Secretary V.K. Pandian
ଚାପରେ ନା ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କଲେ ପାଣ୍ତିଆନ ?

ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ?

5T Secretary V.K. Pandian
କାଲି ଅବସର, ଆଜି ନିଯୁକ୍ତି : କ୍ୟାବିନେଟ୍‌ ରାଙ୍କ ଥିବାରୁ CSଙ୍କୁ ଦେଇପାରିବେ ନିର୍ଦ୍ଦେଶ

ସରକାର ଓ ରାଜନୀତିରେ ପାଣ୍ଡିଆନ୍‌ଙ୍କ ନୂଆ ରୂପାନ୍ତର ! ପ୍ରଶାସନରୁ ସିଧା ସରକାରକୁ ଲମ୍ବ ଡିଆଁ । ଆଉ ବ୍ୟାକ୍ ଡୋର ନୁହେଁ, ଏଣିକି ଫ୍ରଣ୍ଟଫୁଟରେ ବ୍ୟାଟିଂ। କାଲିଠୁ ଆଜି ଭିତରେ ରାଜ୍ୟ କ୍ଷମତା ଅଳିନ୍ଦରେ ବଡ଼ ପରିବର୍ତ୍ତନ।

BJD BJP one and VK Pandian to act as their political agent says OPCC president Sarat Pattanayak
‘ବିଜେପି-ବିଜେଡି ଏକ ଓ ପାଣ୍ଡିଆନ ସେମାନଙ୍କର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ’

ପିସିସି ସଭାପତି କହିଛନ୍ତି, ବିଜେପି-ବିଜେଡି ଏକ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । କେନ୍ଦ୍ରର ବିଜେପି ସରକାରଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି ।

Know Why VK Pandian Took VRS
କାହିଁକି VRS ନେଲେ ପାଣ୍ଡିଆନ୍‌ ? ସାମ୍ନାକୁ ଆସିଲା ବଡ଼ ସୂଚନା...

ଭି.କେ. ପାଣ୍ଡିଆନ୍‌ଙ୍କ VRS ସମ୍ପର୍କରେ ବଡ଼ ସୂଚନା ସାମ୍ନାକୁ ଆସିଛି । କାହିଁକି VRS ନେଲେ ଏହାର କାରଣ ସମ୍ପର୍କରେ ଏହି ସୂଚନା ସାମ୍ନାକୁ ଆସିଛି ।

VK Pandian gets Cabinet Minister rank
ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ୍‌ ପାହ୍ୟା: ନରସିଂହ କହିଲେ- ‘ବେଆଇନ୍‌ କିମ୍ବା ଅସାମ୍ବିଧାନିକ କାମ ହୋଇନି’

ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ମୁଁ ଅନୁମାନ କରୁଥିଲି, ହେଲେ ଆଶ୍ଚର୍ଯ୍ୟଚକିତ ନୁହେଁ । ’

VK Pandian
ସ୍ୱେଚ୍ଛାକୃତ ଅବସର ପରେ ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ ପାହ୍ୟା

ପାଣ୍ଡିଆନ୍‌ଙ୍କ VRSକୁ ନେଇ ଉଠୁଛିପଡ଼ୁଛି ରାଜ୍ୟ ରାଜନୀତି । ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବିଶେଷ କରି ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖୁଛନ୍ତି ।

VK Pandian takes voluntary retirement
VRS ନେଲେ ପାଣ୍ଡିଆନ୍‌... କଂଗ୍ରେସ କହିଲା, ସରିଲା କଳଙ୍କିତ ଅଧ୍ୟାୟ; ବିଜେପିର ପ୍ରତିକ୍ରିୟା ୨୪ ପାଇଁ ରାସ୍ତା ବନ୍ଦ

ପାଣ୍ଡିଆନଙ୍କ VRS ସହ ଏକ କଳଙ୍କିତ ଅଧ୍ୟାୟର ପରିସମାପ୍ତି ଘଟିଲା । ତାହା ସହ ବହୁ ବରିଷ୍ଠ IAS ଅଧିକାରୀଙ୍କର କଣ୍ଠରୋଧର ଅବସାନ ଘଟିଲା ବୋଲି କହିଛନ୍ତି ବିଜୟ ।

Odisha Politics
ମା'ଙ୍କ ପାଖରେ ରାଜନେତାଙ୍କ ଗହଳି; କିଏ ମାରିବ ୨୪ ବାଜି ?

ମା'ଙ୍କ ପାଖରେ ନେତାଙ୍କ ଗହଳି। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବୀ ଦୁର୍ଗାଙ୍କ ଦର୍ଶନ କରିଥିବାବେଳେ କଟକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମା’ଙ୍କ ପେଣ୍ଡାଲ ବୁଲିଛନ୍ତି ।

actress and leader gautami tadimalla resigns from bjp
ବିଜେପିର ହାତ ଛାଡିଲେ ଗୌତମୀ ତାଡିମଲା; ଦେଲେ ସାଂଘାତିକ ଅଭିଯୋଗ

ତାମିଲନାଡୁରେ ବିଜେପିକୁ ବଡ଼ ଝଟ୍‌କା। ଅଭିନେତ୍ରୀ ତଥା ବିଜେପି ନେତା ଗୌତମୀ ତାଡିମଲା ବିଜେପିରୁ ଇସ୍ତଫା ଦେଇଛନ୍ତି। ଗୌତମୀ ଏକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

  • Monday, 23 October 2023
  • BJP
BJD Tension
ଭୋଟ୍ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନସନ୍ !

ବିଜେଡି ପାଇଁ ବୁମେରାଂ ସାଜିଲେଣି ବିଦ୍ରୋହୀ। ହେଲେ ୨୦୧୮ରେ ସଂକଳ୍ପ ବିଧାନସଭାରେ ପାରିତ ହେଲା ପରେ ବି ଏ ଯାଏଁ ହୋଇପାରିଲା ନାହିଁ ବିଧାନ ପରିଷଦ ଗଠନ। ତେଣୁ ଟିକେଟ କଟିଲେ ଆଶାୟୀଙ୍କୁ କେଉଁଠି ଥଇଥାନ କରିବେ ତାକୁ ନେଇ ଟେନସନରେ ଦଳ।

BJD Tension
ଭୋଟ୍ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନସନ୍ ! ଟିକେଟ୍ କଟିଲେ କାହାକୁ କେମିତି ମ୍ୟାନେଜ୍ କରିବେ ନବୀନ ?

ନିର୍ବାଚନ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନ୍‌ସନ୍। କେମିତି ବିଦ୍ରୋହୀଙ୍କୁ ମ୍ୟାନେଜ କରିବେ ନବୀନ? କାହାକୁ କେଉଁ ଲଲିପପ୍ ଦେବେ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ।

Pinaki Mishra
ପ୍ରେସ୍‌ ରିଲିଜ୍‌ କରି ପିନାକି ଦେଲେ ଚେତାବନୀ, ବିଜେପି ବି କଲା ଚ୍ୟାଲେଞ୍ଜ

ପିନାକି ଲେଖିଛନ୍ତି ଯେ, ୨୫ ବର୍ଷରୁ ଅଧିକ ସମୟ ସାଂସଦ ଭାବେ ଥିବାବେଳେ ଦାଗ ଲାଗିନାହିଁ । ଶସ୍ତା ପ୍ରଚାରର ଆଳରେ ଟିଭିରେ ମୁହଁ ଦେଖାଇବା ବଦଳରେ ରଜନୈତିକ ସ୍ତରରେ ଲଢେଇ କରିବାକୁ ଆହ୍ବାନ ଦେଇଛନ୍ତି ପିନାକି ।

BJD Padyatra
ଜନସଂପର୍କ ସହ ପୁଣି କାହିଁକି ପରିବାର ସଂପର୍କ ଅଭିଯାନ ?

ବିଜେଡି ଆରମ୍ଭ କରିବ ପରିବାର ସଂପର୍କ ଅଭିଯାନ। ତେବେ ପ୍ରଶ୍ନ, ଘରେ ଘରେ ଶଙ୍ଖ ଆଉ ଜନ ସଂପର୍କ ଅଭିଯାନ ପରେ ପୁଣି କାହିଁକି ପରିବାର ସଂପର୍କ ଅଭିଯାନର ଆବଶ୍ୟକତା ପଡିଲା ବିଜେଡିକୁ?.

BJD Padyatra
ଜନସଂପର୍କ ସହ ପୁଣି କାହିଁକି ପରିବାର ସଂପର୍କ ଅଭିଯାନ, ନେତାଙ୍କ ଉପରୁ ତୁଟି ଯାଉଛି ସୁପ୍ରିମୋଙ୍କ ଭରସା ?

ଫେଲ ମାରିଲା କି ବିଜେଡିର ଜନସଂପର୍କ ପଦଯାତ୍ରା? କାହିଁକି ବଢିଲା ଅବଧି? ଜନ ସଂପର୍କ ସହ ପୁଣି କାହିଁକି ପରିବାର ସଂପର୍କ ଅଭିଯାନ ? ପଦଯାତ୍ରାରେ ଦଳୀୟ ଫାଟ ଢାଙ୍କିବାକୁ ଏହି ଉଦ୍ୟମ କି?

 Tara Prasad Bahinipati
ଦାଣ୍ଡିଆ ଡ୍ୟାନ୍ସରେ ମସଗୁଲ୍ ତାରା ବାହିନୀପତି

ବିଧାୟକ ତାରା ବାହିନୀପତିଙ୍କ ଦାଣ୍ଡିଆ ଡ୍ୟାନ୍ସ....ଜୟପୁରରେ ଦାଣ୍ଡିଆ ନାଇଟରେ ନାଚିଲେ ତାରା

cash for query’ row
କୁକୁର ପାଇଁ ଝଗଡାରୁ ରାଜନୈତିକ ଝଡ଼, ଜୟ ଓ ମହୁଆଙ୍କ ବ୍ୟକ୍ତିଗତ କଳିରୁ ଆସିଲା କ୍ୟାସ ଫର କ୍ୱେରି ବିବାଦ ?

ଜୟଙ୍କ ସହ ସଂପର୍କରେ ତିକ୍ତତାରୁ ଅଲଗା ହୋଇଥିଲେ ମହୁଆ....ପୋଷା କୁକୁର 'ହେନରୀ'କୁ ନେଇ ସୃଷ୍ଟି ହୋଇଥିଲା ବିବାଦ...ଝଗଡ଼ାରୁ ହିଁ ମହୁଆଙ୍କ ଗୁମର ଖୋଲିଥିବା ଚର୍ଚ୍ଚା..

  • Saturday, 21 October 2023
MP Pinaki Mishra
ଘନଉଛି କ୍ୟାସ୍ ଫର୍ କ୍ୱେରି ବିବାଦ

ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି..

Ratna Bhandar
ହାଇକୋର୍ଟ ରାୟ ଓ ଗଜପତିଙ୍କ ମତ ସତ୍ତ୍ୱେ ଭାଙ୍ଗୁନି ସରକାରଙ୍କ ନିଦ

ହାଇକୋର୍ଟ ନିର୍ଦ୍ଦେଶ ଦେଲେଣି, ଗଜପତି ବି କହିଲେଣି। ତାହେଲେ ଆଉ କେତେ ପରେରତ୍ନଭଣ୍ଡାର ହାଇଲେବଲ୍ କମିଟି ଗଠନ ପାଇଁ ଭାଙ୍ଗିବ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ?

Ratna Bhandar
କୋର୍ଟଙ୍କ ପରେ ଗଜପତି ବି ହଁ କଲେ; ହେଲେ ରତ୍ନଭଣ୍ତାରକୁ ନେଇ ମୁହଁ ଖୋଲୁନି ସରକାର

ହାଇକୋର୍ଟ ନିର୍ଦ୍ଦେଶ ଦେଲେଣି, ଗଜପତି ବି କହିଲେଣି। ତାହେଲେ ଆଉ କେତେ ପରେ ରତ୍ନଭଣ୍ଡାର ହାଇଲେବଲ୍ କମିଟି ଗଠନ ପାଇଁ ଭାଙ୍ଗିବ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ।