୪ ଦିନ ବ୍ଲକ୍ ଅଫିସରେ ବସିବା ସତ୍ତ୍ବେ ପୂରଣ ହେଲାନି ଦାବି । ଶେଷରେ ଚରମ ପଦକ୍ଷେପ ନେଇଛନ୍ତି ପ୍ରାଥମିକ ଶିକ୍ଷକ ।
ଏହି ୪ ଯୁବକ ହେଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଦରଖଳା ଗାଁର ନବ ମୁଣ୍ଡା, ମଳୟ ମୁଣ୍ଡା, ସୁନାରାମ ହୋତା ଓ ଅନ୍ୟ ଜଣେ ଯୁବକ ।
ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ଵ ଦେବା, ଜରି କାଢି ସେଡ୍ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।
ଜୀବନ ନେଉଛି ସ୍କ୍ରବ ଟାଇଫସ କୀଟ..
ରାତିରେ ଶୋଇଥିଲା...ଘରୁ କୁଆଡେ ପଳାଇଗଲା । ସକାଳ ହେବା ମାତ୍ରେ ଫଟୋ ଦେଖି ରାଗି ପୂରା ପଂଚମ ହେଲେ ପରିବାର ଲୋକେ । ଅନ୍ୟ ଧର୍ମରେ ବାହା ହୋଇଥିବାରୁ ପୁରୋହିତ ଡାକି ଶୁଦ୍ଧି ବି ହେଲେ
ଦୁର୍ଘଟଣା ପରେ ୩ ଥର ଅପରେସନ୍ ହେଲାଣି । ସରକାରୀ ମେଡିକାଲରେ ବାପା ଆଣି ପକାଇ ଦେଇଛନ୍ତି...ଚିକିତ୍ସା ମିଳୁନି କି କେହି ପାଖକୁ ଆସୁନାହାନ୍ତି । ବିଛଣାରେ ଝାଡା ପରିସ୍ରା କରୁଛନ୍ତି , ଚିକିତ୍ସା ପାଇଁ କରୁଛନ୍ତି ନିବେଦନ
ଅଳିଆ ଉଠା ଟ୍ରଲିର ଆବର୍ଜନା ବାହାରି ବିକ୍ଷିପ୍ତ ହୋଇରହିଛି ଚାରିଆଡ଼େ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ କ୍ୟାମ୍ପସରେ ଯୁଆଡ଼େ ଚାହିଁବେ ସେଆଡ଼େ ଅଳିଆ ଆବର୍ଜନାର ପାହାଡ଼ ।
ନୂଆ ଟେଣ୍ଡର ନୀତି ବିରୋଧରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ । ମେଡ଼ିକାଲ ନିର୍ଦ୍ଦେଶକ କହିଲେ, ଆଲୋଚନା ହୋଇଛି ।
VLTD ନିର୍ମାତା ଚୟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ବଡ଼ ଘୋଟାଲା ଅଭିଯୋଗ ଆଣିଲା ସ୍ମାର୍ଟ ମୋବିଲିଟି ଆସୋସିଏସନ ।
କଥାଟି ଆପଣଙ୍କର ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଜଣେ ୭୦ ବର୍ଷୀୟ ମହିଳାଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ଯିଏକି ନ୍ୟାସନାଲ ଲଟେରୀ ଆପ୍ ଜରିଆରେ ଲଟେରି ଜିତି ନିଜର ଭାଗ୍ୟ ପରିବର୍ତ୍ତନ କରିଛନ୍ତି ।
ଏ ଜୀବନଟା କେବେ ମୂଲ୍ୟହୀନ ନୁହେଁ..ସେଇଥି ପାଇଁ ତ ନିଜର ଦୁର୍ବଳତାକୁ ନେଇ ଭାଙ୍ଗିପଡ଼ିବା ବଦଳରେ ସେ ନିଜର ଦକ୍ଷତାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି.. ଆଉ ଖୁସି ରହୁଛନ୍ତି.. ସେ ଅନ୍ୟମାନଙ୍କ ଭଳି ନୁହନ୍ତି ସତ.. ହେଲେ ଅନ୍ୟକୁ ଖୁସି ଦେଇ ନିଜେ ଖୁସି ହେବାରେ ସେ ହେଉଛନ୍ତି ମାଷ୍ଟର୍..
ଚାରି ଚାରି ଥର ଡେଡ୍ ଲାଇନ୍ ଘୁଞ୍ଚିବା ପରେ ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍- ଭିଏଲଟିଡି ଓ ପାନିକ ବଟନ୍ ଲଗାଇବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ନୂଆ ଗାଡ଼ି ପାଇଁ ଅକ୍ଟୋବର ପହିଲାରୁ ଆରମ୍ଭ ହେବ ।
ଛତିଶଗଡ ବସ୍ତର ଜିଲ୍ଲାର ଏକ ଅଜ୍ଞାତ ସ୍ଥାନର ଭିଡିଓ ଭାଇରାଲ ହେଉଛି ।
ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ଠକିଲେ। ତେଣୁ ଶେଷରେ ଛୁଟିନେଇ ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ ସଂଘ। ୩ ଦଫା ଦାବି ପୂରଣ ନେଇ ରାଜ୍ୟର ୩୧୪ ବିଇଓ ଅଫିସ୍ ଆଗରେ ଧାରଣା ଦେଇ ଗର୍ଜିଛନ୍ତି ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ। ଏମିତିକି ଆସନ୍ତା ସୋମବାରଠୁ ସ୍କୁଲରେ ତାଲା ପକାଇ ସାମୂହିକ ଛୁଟିରେ ଯିବାକୁ ଧମକ ବି ଦେଇଛନ୍ତି।
କେନ୍ଦ୍ରାପଡ଼ାର ଆଳି ଓ ଯାଜପୁର ବିଞ୍ଝାରପୁରରେ ୨ ଦିନ ହେଲା,ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର,ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି। ଆଉ ଅଜଣା ସୂତ୍ରରୁ ଆସିଥିବା ସେହି ଟଙ୍କାକୁ ଉଠାଇବା ପାଇଁ ଗ୍ରାହକଙ୍କ ମଧ୍ୟରେ ଲାଗିଛି ଧାଁ ଧପଡ଼।
ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ଠକିଲେ। ତେଣୁ ଶେଷରେ ଛୁଟିନେଇ ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ ସଂଘ । ୩ ଦଫା ଦାବି ପୂରଣ ନେଇ ରାଜ୍ୟର ୩୧୪ ବିଇଓ ଅଫିସ୍ ଆଗରେ ଧାରଣା ଦେଇ ଗର୍ଜିଛନ୍ତି ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ।
ଆଜିକୁ ୨ ଦିନ ହେଲା, ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି । ଆଉ ଅଜଣା ସୂତ୍ରରୁ ଆସିଥିବା ସେହି ଟଙ୍କାକୁ ଉଠାଇବା ପାଇଁ ଗ୍ରାହକଙ୍କ ମଧ୍ୟରେ ଲାଗିଛି ଧାଁ ଧପଡ଼ ।
ପ୍ରଶ୍ନ ଥିଲା- ଆପଣଙ୍କ ମତରେ ଆମ ଦେଶର ନାଁ କଣ ରହିଲେ ଭଲ ହେବ ? ଭାରତ ନା ଇଣ୍ଡିଆ ?
ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନଥିବାରୁ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।
ବିବାହ ଯୋଗ୍ୟା ଝିଅଟିଏ, ପରିବାର ଲୋକଙ୍କ ନିଷ୍ପତ୍ତି ବିରୋଧରେ ପ୍ରେମ ବିବାହ କରିବାରୁ ରାଗ ଓ ଅଭିମାନରେ ଝିଅ ପାଇଁ ଶୁଦ୍ଧି ହୋଇ ଗଲେ ଆତ୍ମୀୟ ଓ ଜ୍ଞାତି କୁଟୁମ୍ବ । ଏହି ଘଟଣା କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ବେଦି ଉପରେ ଯିଏ କନ୍ୟା ବେଶରେ ବସିଛି, ତାରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିର ପର୍ବ ।
ଏହି କାର୍ଯ୍ୟକ୍ରମରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥୀ ଅନୁଗତ ଯୋଗଦେଇଥିଲେ । ହୋମ, ଧ୍ୟାନ, ସାମୁହିକ ପ୍ରାର୍ଥନା, ଶ୍ରୀକୃଷ୍ଣଙ୍କ ପୂଜା କରାଯାଉଛି ।
ନାଇଡୁ କମିଶନ୍ ରିପୋର୍ଟ ସରକାର ଚାପିବାକୁ ନେଇ ଘେରିଲେ ବିରୋଧୀ । ମୁଖ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ଅସନ୍ତୋଷ ଝାଡ଼ିଲେ ଆଶ୍ରମ ଅନ୍ତେବାସୀ ।
ସହର ତୁଳନାରେ ଗାଁରେ ବେଶୀ ଜୀବନ ନାଶୁଛି ବଜ୍ର ବିପତ୍ତି । କେବଳ ୨୦୨୧-୨୨ରେ ବଜ୍ରପାତ ଯୋଗୁଁ ୨୮୧ ଜୀବନ ହାନୀ ।
ଭାଦ୍ରବରେ ବର୍ଷାକୁ ଅନେଇଛି ଭଦ୍ରକ । ଜମି ଫାଟି ଆଁ କଲାଣି, ରୁଆ ଧାନ ଜଳି ଯାଉଛି । ପ୍ରଥମେ ବୈତରଣୀ ବଢିରେ ଚାଷ ଧୋଇଗଲା, ଆଉ ଏବେ ଅନାବୃଷ୍ଟି ଦାଉ ସାଧିଛି ।