• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Bus Association
ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ

ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯାଉଛି । 

Road Problem
ମାସେ ହେଲା ରାସ୍ତା ହୋଇଛି, ହାତ ମାରିଲେ ଛେଲା ଛେଲା ଉଠିଯାଉଛି, ଗାଡ଼ି ଗଡ଼ିଲେ ଦବି ଯାଉଛି !

ଗୋଟିଏ ପଟେ ଆମ ସରକାର ଆମ ଗାଁ ଆମ ବିକାଶ ଓ ନବୀନ ଓଡ଼ିଶା ଭଳି ନାରା ସହ, ଖବର କାଗଜରେ ପୁଳା ପୁଳା ବିଜ୍ଞାପନ ଦେଇ ବାହାବହା ସାଉଁଟୁଥିବା ବେଳେ ଗାଁର ବାସ୍ତବ ସ୍ଥିତି ହେଉଛି ଏମିତି ।

Bhubaneswar Road Problem
ରାଜଧାନୀର ନୂଆ ଡେଥ୍ ଜୋନ୍ ବମିଖାଲ ରାସ୍ତା

ପ୍ରତି ମିନିଟରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ସେହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ରାସ୍ତାର ଦୁରବସ୍ଥା ଉପରେ ଯେମିତି କାହାରି ବି ନଜର ନାହିଁ ।

  • Tuesday, 26 September 2023
Bhubaneswar Road Problem
ଦେଖିକି ନ ଚାଲିଲେ ମଲ ! ରାଜଧାନୀରେ ଡେଥ୍ ଜୋନ୍ ପାଲଟିଛି ଖାଲ-ଖମା ରାସ୍ତା

କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି BMC ଓ ପୂର୍ତ୍ତ ବିଭାଗ । ମରଣଯନ୍ତାରେ ଫସୁଛନ୍ତି ଲୋକେ, କର୍ତ୍ତୃପକ୍ଷ ନୀରବ ।

INS Chilika
ଭାରତୀୟ ନୌସେନାରେ ସାମିଲ ହେବେ ୨ ହଜାର ୬୧୬ ଅଗ୍ନିବୀର

ଦ୍ୱିତୀୟ ବ୍ୟାଚ ପ୍ରଶିକ୍ଷଣ ପାଇ ଏଠାରୁ ପରବର୍ତ୍ତୀ ୧୬ ମାସ ଲାଗି ଟ୍ରେନିଂକୁ ଯିବେ ।

  • Tuesday, 26 September 2023
Capital Hospital
କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ, ପୁଅ ହୋଇଛି କହି ଝିଅ ଧରାଇ ଦେଲେ !

ଅଭିଯୋଗ ଆଣିଲେ ରାଜକନିକା ଅଞ୍ଚଳର ବ୍ୟକ୍ତି, DNA ଟେଷ୍ଟ ଦାବି । ସତ୍ୟ ଅନୁସନ୍ଧାନ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ ।

City Bus Service
ଖତ ଖାଉଛି ସିଟି ବସ୍‌; ଗଡ଼ିବାର ୮ ଦିନରେ ଠପ୍ ହୋଇଗଲା ସେବା

ଖତ ଖାଉଛି ସିଟି ବସ୍ । କେଉଁ ବସ୍ ଉପରେ ଲତା ମାଡିଗଲାଣି ତ ଆଉ କେଉଁ ବସ୍ କାଚ ଭାଙ୍ଗିଯାଇଛି । ଧାଡି ଧାଡି ହୋଇ ରହିଥିବା ସିଟ୍ ବସ୍‌ ଗୁଡିକ ଭାଙ୍ଗିରୁଜି ଗଲାଣି ।

Kuakhai River
ମୁଣ୍ତ ନେଉଛି କୁଆଖାଇ; ପାର୍ବଣ ଋତୁରେ ୨୭ ଜଣଙ୍କ ମୃତ୍ୟୁ

ଫଳକ ଅଛି ହେଲେ କେବଳ ନାମକୁ ମାତ୍ର । ନଦୀ ଆଁରେ ଗଲାଣି ଅନେକଙ୍କ ଜୀବନ । ବର୍ଷକର ସବୁ ସମୟ ନ ହେଲେ ବି ପାର୍ବଣରେ ଏନେକଙ୍କ ଜୀବନ ହାନି ଘଟୁଛି ।

Snake Lady
ଖଣ୍ଡେ ବାଡି ସାହାଯ୍ୟରେ ସାପ ଧରୁଛନ୍ତି ଦମ୍ପତି

ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ ଫୋନ୍ ଆସିବା ମାତ୍ରେ ପାଦରେ ଜୋତା ଏବଂ ହାତରେ ଖଣ୍ଡେ ବାଡି ଧରି ବାହାରି ପଡନ୍ତି ରିୟା।

Bhubaneswar Khati
ଆକ୍ସନ ମୋଡ୍‌ରେ ପୋଲିସ ! ରାଜଧାନୀର ଖଟି ମନା, ସନ୍ଧ୍ୟାରେ ଗଳି କନ୍ଦିରେ ବି କରିପାରିବେନି ଗହଳି

ଏସବୁ ସ୍ଥାନରେ ମଦ୍ୟପାନ କିମ୍ବା ନିଶାଦ୍ରବ୍ୟ ସେବନ କରି ବସିଥିଲେ ବାନ୍ଧିବ ପୋଲିସ। ସେଫ ସିଟି ଡ୍ରାଇଭ ଅଧିନରେ କମିଶନରେଟ ପୋଲିସ ଏହି ଚଢ଼ାଉ କରୁଛି।

  • Monday, 25 September 2023
Snake Lady
ସ୍ନେକ୍ ଲେଡି ରିୟା ! ଖଣ୍ଡେ ବାଡ଼ିରେ ବିଷଧର ସାପଙ୍କୁ ନିର୍ଭୟରେ କରୁଛନ୍ତି କାବୁ

ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ ଫୋନ୍ ଆସିବା ମାତ୍ରେ ପାଦରେ ଜୋତା ଏବଂ ହାତରେ ଖଣ୍ଡେ ବାଡି ଧରି ବାହାରି ପଡନ୍ତି ରିୟା।

Protest At Lower PMG
ଲୋୟର PMGରେ ହଲ୍ଲାବୋଲ୍ ! ଶିକ୍ଷକ-ସରପଞ୍ଚ-ଆୟୁଷ ଡାକ୍ତରୀ ଛାତ୍ରଙ୍କ ସରକାରଙ୍କୁ ଚେତାବନୀ

ଆନ୍ଦୋଳନ ବେଳେ ଆଶା କର୍ମୀ-ପୋଲିସ୍ ମୁହାଁମୁହିଁ । ଧାରଣାସ୍ଥଳରେ ପହଞ୍ଚିଲେ ବିଜେପି ବିଧାୟକ ଦଳ ।

BJD MP Anubhav Mohanty
ବିବାହ ବିଚ୍ଛେଦ ଆବେଦନ ଅଗ୍ରାହ୍ୟ ପରେ ମନକଥା କହିଲେ ଅନୁଭବ, ଶୁଣନ୍ତୁ...

ଭଗବାନ କରନ୍ତୁ, କାହାରି ଭାଗ୍ୟରେ ଏଭଳି ଦୁଃଖ ନଆସୁ । ତେବେ ସେ ରାଜନୀତି କେବେ ଛାଡ଼ିବେ ନାହିଁ ବୋଲି କହିଲେ ଅନୁଭବ ।

Anubhav-Varshai
ଆପୋଷ ସମାଧାନ ପାଇଁ ବର୍ଷା-ଅନୁଭବ କୋର୍ଟରେ ହାଜର

କଟକ SDJM କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ ।

  • Monday, 25 September 2023
Alcohol Consumption
ଏଇଟା ସ୍କୁଲ ନା ମଦ ଦୋକାନ ?

ସ୍କୁଲ ପରିସରରେ ମେଞ୍ଚା ମେଞ୍ଚା ମଦ ବୋତଲ । ପୁଣି ମାତାଲ୍‌ ଅବସ୍ଥାରେ ସ୍କୁଲ ଆସୁଛନ୍ତି ପ୍ରଧାନ ଶିକ୍ଷକ..କିଛି ପଚାରିଲା ବେଳକୁ ଆବୁଲତାବୁଲ ଗପୁଛନ୍ତି । ଚିହ୍ନିରଖନ୍ତୁ ସେହି ସାର୍‌ଙ୍କୁ

Anubhav-Varsha Marital Discord
ବର୍ଷା-ଅନୁଭବଙ୍କ ଟ୍ୱିଟର ୱାର୍, ଉଭୟ ଉଭୟଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ

ସୋସିଆଲ ମିଡିଆରେ ଉଭୟ ଉଭୟଙ୍କ ବିରୋଧରେ ଦେଉଥିଲେ କଟୁ ମନ୍ତବ୍ୟ । ସମାଲୋଚନାଠାରୁ ଆରମ୍ଭ କରି ଅପବାଦ ପର୍ଯ୍ୟନ୍ତ କେହି କାହାକୁ ଟିକେ ବି ଛାଡ଼ୁନଥିଲେ।

Inspiration
ପାଠ ପଢାଇବାକୁ କଲମ ଧରିବା ଜରୁରୀ କିଏ କହିଲା ?

ଦେବବ୍ରତ ବାବୁଙ୍କୁ ନିଜ ବିଷୟରେ କିଛି ପଚାରିଲେ ସେ କିଛି କୁହନ୍ତି ନାହିଁ।  ପାଖାପାଖି ଅଭଏଡ୍ କରନ୍ତି। କେବଳ ଏତିକି କୁହନ୍ତି, ମୋ ପରିଚୟ ଜାଣି କ’ଣ କରିବେ, ମୋ ଠୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ। 

  • Friday, 22 September 2023
Anubhav Mohanty
ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷାଙ୍କ ଆବେଦନକୁ ବି ଖାରଜ କଲେ କୋର୍ଟ

ଉଭୟ ଆବେଦନକୁ ଖାରଜ କଲେ କଟକ ପରିବାର ଅଦାଲତ ।

Arindam Das Scholarship
ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦାନ କରାଗଲା ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍

ସମ୍ବଲପୁର ୟୁନିଭର୍ସିଟର ଇନିଷ୍ଟିଚ୍ୟୁଟ୍ ଅଫ ଇନଫରମେସନ୍ ଟେକ୍ନୋଲୋଜିର ବିଟେକ କମ୍ପ୍ୟୁଟର ସାଇନସର ଛାତ୍ର ଅମ୍ଲାନ ନନ୍ଦଙ୍କୁ ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍ ପ୍ରଦାନ କରାଯାଇଛି ।

  • Friday, 22 September 2023
Family seeks for government’s aid for proper shelter in Odisha’s Mohana
ସାଙ୍ଘାତିକ ଅଭିଯୋଗ...୫ କି ୬ ହଜାର ଦେଲେ ମିଳୁଛି ଆବାସ ଘର

ଏଇଠି କି ଶାସନ ଚାଲିଛି ? ୫ କି ୬ ହଜାର ଦେଲେ ମିଳୁଛି ଆବାସ ଘର ! ଯିଏ ଦେଲା ସିଏ ପାଇଲା ଯିଏ ନଦେଲେ ସେ ଭଙ୍ଗା ଘରେ ରହିଲା। ଘର ଖଣ୍ଡିଏ ଲାଗି କାନ୍ଦିକାନ୍ଦି ଦିନ କାଟୁଛନ୍ତି ଗୋଟିଏ ପରିବାର...

  • Friday, 22 September 2023
witchcraft
ଆଶ୍ଚର୍ଯ୍ୟ !! ଗାଁରେ ଖଟ ବୁଲିଲେ ଭଲ ହେବ କୁନି ଝିଅ ?

ଝିଅର ଦେହ ଖରାପ, ବାରମ୍ବାର ମେଡିକାଲ ଯିବା ପରେ ବି ଭଲ ହେଲାନି । ଗୁଣିଆର ଆଶ୍ରା ନେଲେ ପରିବାର ଲୋକେ । ବାଜା ବଜାଇ ବୁଲାଇଲେ ଖଟ...ହେଲେ ପୋଲିସ ପହଞ୍ଚି...

This government’s Dakabangala in Narasinghpur is now is den of alcoholics
ଡାକବଙ୍ଗଳାରେ ରହୁଛି ଭୂତ !

ଦିନେ ଏଇ ଡାକ ବଙ୍ଗଳାରେ ରହିବା ବାବୁଙ୍କ ସ୍ନପ୍ନ ଥିଲା । ଛୁଟି ହେବା ମାତ୍ରେ ପୁରା ପରିବାର ସହ ଦୌଡୁଥିଲେ ଏଠାରେ ରହିବାକୁ । ହେଲେ ଏବେ ଏଠାକୁ ଆସିବାକୁ କେହି ରାଜି ହେଉ ନାହାନ୍ତି । ମଦୁଆ ଘର କଲେଣି ଡାକ ବଙ୍ଗଳାରେ...

  • Thursday, 21 September 2023
scrub typhus
Scrub Typhus : ସୁନ୍ଦରଗଡ଼ ଜିଲ୍ଲାରେ ୨୦୦ ଟପିଲା ପଜିଟିଭ ସଂଖ୍ୟା

ଆଉ ୬ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ, ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୨୦୬

  • Thursday, 21 September 2023
Over 50 people fall sick after consuming Puja ‘bhog’
ବାସି ଭୋଗ ଖାଇବା ହେଲା କାଳ, ୫୫ରୁ ଅଧିକ ଲୋକ ଗୁରୁତର

ଅସୁସ୍ଥଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩୭ରୁ ଅଧିକଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା

Tunel
ଛ' ଥାକିଆ ରାସ୍ତାରେ ଦ୍ରୁତଗତିରେ ଚାଲିଛି ଟନେଲ୍ କାମ

ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଟନେଲ ବା ସୁଡ଼ଙ୍ଗ ରାସ୍ତା। ହଁ ଆପଣ ଠିକ୍ ଶୁଣିଛନ୍ତି। ଭାରତମାଳା ପ୍ରକଳ୍ପ ଅଧିନରେ କୋରାପୁଟ ଜିଲ୍ଲା ସୀମା ସୁଙ୍କି ଘାଟିରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଟନେଲ